/odishatv-khabar/media/media_files/2026/01/13/si-exam-2026-01-13-10-00-52.jpg)
SI EXAM Photograph: (OTV)
ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ତନାଘନା କରୁଛି ସିବିଆଇ। ଗତକାଲିଠାରୁ ଚାଲିଛି ଆଶାୟୀ ପରୀକ୍ଷାର୍ଥୀଙ୍କୁ ଜେରା। କାଲି ୧୦ ଜଣ ପରୀକ୍ଷାର୍ଥୀଙ୍କୁ ସିବିଆଇ ପଚରାଉଚରା କରିଥିବାବେଳେ ଆଜି ପୁଣି ଆଉ କିଛି ପରୀକ୍ଷାର୍ଥୀ ହାଜର ହୋଇ ପରୀକ୍ଷାର୍ଥୀ ମାନେ ନିଜ ନିଜ ପକ୍ଷ ରଖିବେ।
ସିବିଆଇ ପ୍ରାୟ ୧୫୦ ପରୀକ୍ଷାର୍ଥୀଙ୍କୁ ସମନ କରିଛି । ପର୍ଯ୍ୟାୟକ୍ରମେ ସେମାନେ ସିବିଆଇ ଅଫିସରେ ହାଜର ହେବାକୁ ହୋଇଛି ସମନ୍। ପରୀକ୍ଷାର୍ଥୀ ମାନଙ୍କଠାରୁ ତଥ୍ୟ ହାସଲ କରିବ ସିବିଆଇ। ଯେଉଁ ତଥ୍ୟ ମିଳିବ ତା ଆଧାରରେ ତଦନ୍ତର ଦିଗ ଆଗକୁ ବଢାଇବ ସିବିଆଇ। ପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ସିବିଆଇ।
SI ସ୍କାମ : ପରୀକ୍ଷାର୍ଥୀଙ୍କୁ ଜେରା
ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ସିବିଆଇ ତନାଘନା
ଗତକାଲିଠାରୁ ଚାଲିଛି ଆଶାୟୀ ପରୀକ୍ଷାର୍ଥୀଙ୍କୁ ଜେରା
କାଲି ୧୦ ଜଣ ପରୀକ୍ଷାର୍ଥୀଙ୍କୁ ସିବିଆଇର ପଚରାଉଚରା
ଆଜି ପୁଣି ହାଜର ହେବେ ଆଉ କିଛି ପରୀକ୍ଷାର୍ଥୀ
ପ୍ରାୟ ୧୫୦ ପରୀକ୍ଷାର୍ଥୀଙ୍କୁ ସମନ କରିଛି ସିବିଆଇ
ପର୍ଯ୍ୟାୟକ୍ରମେ ସିବିଆଇ ଅଫିସରେ ହାଜର ହେବାକୁ ହୋଇଛି ସମନ୍
ପରୀକ୍ଷାର୍ଥୀ ମାନଙ୍କଠାରୁ ତଥ୍ୟ ହାସଲ କରିବ ସିବିଆଇ
ତଥ୍ୟ ନେଇ ସେହି ଆଧାରରେ ତଦନ୍ତର ଦିଗ ଆଗକୁ ବଢାଇବ ସିବିଆଇ
ପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ସିବିଆଇ
Acid Attack on Mother and Son: ମାଆ, ପୁଅଙ୍କୁ ଏସିଡ୍ ମାଡ଼, ପୋଲିସ୍ର ଛାନଭିନ୍ ଆରମ୍ଭ

Hindu Auto Driver Killed in Bangladesh: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା, ପିଟିପିଟି ମାରିଦେଲେ ଦୁର୍ବୃତ୍ତ

No VIP Quota, Local Cuisine: ଗଡିବ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍; ଜାରି ହେଲା ଟିକେଟ୍ ଦାମ୍, ରହିବନି ୱେଟିଂ ଲିଷ୍ଟ କି RAC

Middle East Tensions Rise: ମଧ୍ୟପ୍ରାଚ୍ୟରେ ବଢୁଛି ଯୁଦ୍ଧ ଘନଘଟା; ଇରାନର ବନ୍ଧୁଙ୍କୁ ଟ୍ରମ୍ପଙ୍କ ଖୋଲା ଧମକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)