Advertisment

Ammonia Gas Leak Triggers Panic: ଭୁବନେଶ୍ବରରେ ବିଷାକ୍ତ ଗ୍ୟାସ୍ ଲିକ୍, ପ୍ରବଳ ଦୁର୍ଗନ୍ଧ ସହ ଆଖି ନାକ ପୋଡିଲା

ଭୁବନେଶ୍ବର ଆଇଗିଣିଆରେ ଆମୋନିଆ ଗ୍ୟାସ୍ ଲିକ୍। ଆଳୁଗଦିର ଶୀତଳ ଭଣ୍ଡାରରୁ ଆମୋନିଆ ଗ୍ୟାସ ଲିକ୍। ଗ୍ୟାସ ଲିକ୍ ଯୋଗୁଁ ପୋଡୁଛି ଆଖି, ସ୍ଥାନୀୟ ଲୋକ ଭୟଭୀତ।

author-image
Chinmayee Sahoo
Bhubaneswar Amonia Gas Leak

Bhubaneswar Amonia Gas Leak Photograph: (OTV)

ଭୁବନେଶ୍ବର ଆଇଗିଣିଆରେ ଆମୋନିଆ ଗ୍ୟାସ ଲିକ୍। ଆଳୁଗୋଦାମର ଶୀତଳ ଭଣ୍ଡାରରୁ ଆମୋନିଆ ଗ୍ୟାସ ଲିକ୍ ହୋଇଥିବା ଜଣାପଡିଥିଲା। ଏହାଦ୍ୱାରା ପ୍ରବଳ ଦୁର୍ଗନ୍ଧ ହେବା ସହ ଆଖି ଓ ନାକ ପୋଡିଥିଲା। 

Advertisment

ଗ୍ୟାସ ଲିକକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ଗ୍ୟାସ ଲିକ୍ କୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଲିକ୍ ମରାମତି କରିଛନ୍ତି। ଦୁଇଟି ଫାୟାର ଟିମ୍ ସ୍ପଟରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି।

Bhubaneswar
Advertisment
Related Articles
Advertisment