କେତେକ ପାଞ୍ଜି ୨ ତାରିଖରେ ପଞ୍ଚମୀ ପଡୁଥିବା ଲେଖିଥିବାବେଳେ ଆଉ କେତେକ ପାଞ୍ଜି ୩ ତାରିଖ ସୋମବାର ସକାଳକୁ ପଞ୍ଚମୀ ଥିବାରୁ ସେଦିନ ସରସ୍ୱତୀ ପୂଜା ହେବ ବୋଲି ଉଲ୍ଲେଖ ରହିଛି।
ଚଢ଼ାଉ ବେଳେ ବିଶ୍ୱଦର୍ଶୀଙ୍କ ଘରୁ ଦାମୀ କାର୍, ନଗଦ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ।
ଅନଲାଇନ୍ ଟ୍ରେଡିଂ ଜାଲରେ ଫସି ଲକ୍ଷ ଲକ୍ଷ ଟଙ୍କା ହରାଇଲେ ଜମାକାରୀ ।
ଆଗାମୀ ୪ରୁ ୫ ଦିନ ଯାଏଁ ଦିନ ଏବଂ ରାତି ତାପମାତ୍ରା ଅଧିକ ରହିବ। ତାପମାତ୍ରା ବୃଦ୍ଧି ସହ ଆସନ୍ତା ୪୮ ଘଣ୍ଟା ଯାଏ ଅସ୍ତବ୍ୟସ୍ତ କରିବ ଘନ କୁହୁଡ଼ି।
ଆୟୁଷ୍ମାନ ସବୁବେଳେ ବସିବା ବଦଳରେ ବିଛଣାରେ ଶୋଇ ଲେଖାଲେଖି କରୁଥିଲେ । ଏହାପରେ ତାଙ୍କ ଅଭିଭାବକ ତାଙ୍କୁ ଠିକ୍ ଢ଼ଙ୍ଗରେ ବସି ଲେଖିବାପାଇଁ ପରାମର୍ଶ ଦେଇଥିଲେ । ଏହାପରେ ସେ ଏହି ଡିଭାଇସ୍ ବନାଇବା ପାଇଁ ଚିନ୍ତା କରିଥିଲେ ।
ସୌର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୩୦ତାରିଖ ଗୁରୁବାର । ଚନ୍ଦ୍ର- ମକର ସନ୍ଧ୍ୟା ୦୬.୩୪ ଗତେ କୁମ୍ଭ । ତିଥି- ପ୍ରତିପଦ ଦିବା ୦୪.୧୦ ଗତେ ୨ୟା । ଘାତଚନ୍ଦ୍ର- ସିଂହ ରାଶିର, ସନ୍ଧ୍ୟା ୦୬.୩୪ ଗତେ ମିଥୁନ ଓ ମୀନ ରାଶିର।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସୁଭଦ୍ରା ଯୋଜନାର ଆସିବ ନୂଆ ୩ଟି ରୂପ । କେବଳ ଆର୍ଥିକ ସହାୟତା ନୁହେଁ ଏଥର ମହିଳାଙ୍କୁ ଋଣଦେବ ସୁଭଦ୍ରା । ଏବେ କେବଳ ପାଞ୍ଚ ହଜାର ନୁହେଁ ଋଣ ନେଇ ବ୍ୟବସାୟ ଆରମ୍ଭ କରିପାରିବେ ମହିଳା ।
ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀରେ ବି ନବ ଦାସ ହତ୍ୟାକୁ ନେଇ ଅସମାହିତ ପ୍ରଶ୍ନ । କ'ଣ ସତରେ ଗୋପାଳ ଏକମାତ୍ର ଅଭିଯୁକ୍ତ ? ନା ରିମୋଟ୍ କଣ୍ଟ୍ରୋଲ୍ ଥିଲା ଆଉ କାହା ହାତରେ ?
ମ୍ୟାଚ ପୂର୍ବରୁ ସମ୍ପୂର୍ଣ୍ଣ ଷ୍ଟାଡିୟମ୍ରେ ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିଛନ୍ତି।
ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ। ସ୍ୱାସ୍ଥ୍ୟ ଅଧିକାରୀ ଛୁଟିରେ ନା ଡ୍ୟୁଟିରେ ଅଛନ୍ତି ତାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା।
ମହାପ୍ରଭୁଙ୍କ ଭୂ-ସଂପତ୍ତିର ବେଆଇନ୍ ହସ୍ତାନ୍ତର ସଂପୂର୍ଣ୍ଣ ଅବୈଧ ବୋଲି ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ। ଜମି ବିକ୍ରିବଟା ବେଳେ ଶ୍ରୀମନ୍ଦିର ପ୍ରଶାସନକୁ ଯାଞ୍ଚ ପାଇଁ ଯୋଗାଯୋଗ କରାଯାଇପାରିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।
ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ରାଜ୍ୟକୁ ପୁଞ୍ଜି ବର୍ଷା । ୧୬ ଲକ୍ଷ ୭୩ ହଜାର କୋଟିର ପୁଞ୍ଜି ନିବେଶ ଆଗ୍ରହ । ୧୪୫ ଏମ୍ଓୟୁ ଜରିଆରେ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ନିବେଶ ସମ୍ଭାବନା ।
‘ପେପର କପ୍ ତିଆରେ ବ୍ୟବହାର ହେଉଛି ପଲି ଏଥିଲିନ୍ ପରି ବିଭିନ୍ନ ରାସାୟନିକ ପଦାର୍ଥ। ସେଥିରେ ପଲି ଏଥିଲିନ୍ ସହ ମାଇକ୍ରୋ ପ୍ଲାଷ୍ଟିକ୍ କିମ୍ୱ ବାୟୋଫିନଲ୍-ଏ ପ୍ରମୁଖ ମିଶିଛି। ଏ ଗୁଡ଼ିକ ଆମ ଶରୀର ପ୍ରତି କ୍ଷତିକାରକ। କର୍କଟ ରୋଗ ସୃଷ୍ଟି କରିଥାଏ।’
ବ୍ରହ୍ମପୁର ମହାନଗର ନିଗମ ବୈଠକରେ ହୋହଲ୍ଲା। ଉଠି ଚାଲିଗଲେ ମେୟର, କମିଶନର୍, ଅଧାରେ ବନ୍ଦ ବୈଠକ । ମୁଖ୍ୟ ଫାଟକ ଆଗରେ ଧାରଣା ଦେଲେ କର୍ପୋରେଟର୍ ।
ସ୍ୱର୍ଗତ ବୃନ୍ଦାବନ ଜେନା ୩୦ଟି ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଛନ୍ତି। ୮ଟି ଫିଲ୍ମ ପାଇଁ ଡାଇଲଗ୍ ଲେଖିଛନ୍ତି। ସେ ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ‘ଶାସ୍ତି’ ଓ ‘ବାଟଅବାଟ’ର ନିର୍ଦ୍ଦେଶନା ଦେଇଛନ୍ତି।
ରାଜ୍ୟରୁ ଶୀତ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଆସନ୍ତାକାଲିଠୁ ଖରା ବଢିବ। ସପ୍ତାହେ ଯାଏ ଗରମ ସହ ଟାଇଁ ଟାଇଁ ଖରାରୁ ନିସ୍ତାର ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଆଜି ପୀଡ଼ିତା ଏନେଇ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା ପାଇଁ ମେଡିକାଲ ପଠାଇ ଦେଇଛି ପୋଲିସ୍। ଏସ୍ଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ମାମଲାର ତଦନ୍ତ କରୁଛି।
ନୋଟିସ୍ରେ ଲେଖାଯାଇଛି 'ସରକାରୀ ଅଧିକାରୀ/କର୍ମଚାରୀଙ୍କ ସହିତ ଉପଯୁକ୍ତ ବ୍ୟବହାର କରନ୍ତୁ ।' ଏଥିରେ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଥିବା ବିଭିନ୍ନ ନିୟମ ସମ୍ପର୍କରେ ବିସ୍ତୃତ ଭାବରେ ଲେଖାଥିବା ଦେଖିବାକୁ ମିଳିଛି ।
ଅଭିଯୁକ୍ତ ପୁଞ୍ଜିଲାଲ ମେହର ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ଜାମିନ ପିଟିସନ ଉପରେ ଶୁଣାଣି କରି ୪ ସପ୍ତାହ ଭିତରେ ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ସ୍ୱର୍ଗତ ନବ ଦାସଙ୍କ ସହ ମୋର କେବେ ବି ଭଲ ସମ୍ପର୍କ ନଥିଲା। ଆମ ଭିତରେ ଝଗଡାର କାରଣ କିଛି ନଥିଲା। ହୁଏତ ଆମେ ଦୁଇଜଣ ଯାକ ଭିନ୍ନ ଚରିତ୍ରର ବ୍ୟକ୍ତି। ସେଥିପାଇଁ ଆମେ କେବେ ପରସ୍ପରକୁ ପସନ୍ଦ କରୁନଥିଲୁ।
ନିକଟରେ ଅତ୍ୟାଧୁନିକ ଏଆଇ କ୍ୟାମେରା ଲଗାଯିବା , ଶିମିଳିପାଳ ଅଭୟାରଣ୍ୟ ପାଇଁ ସ୍ଵତନ୍ତ୍ର ଏନଫୋ୍ର୍ସମେଣ୍ଟ ଟିମ୍ ଯେପରି ପୋଲିସ ଓ ବନ କର୍ମଚାରୀ ମିଳିତଭାବେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବା ଏବଂ ଏହା ସହ ଶିମିଳିପାଳ ରେ ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ଟିମ୍ ମଧ୍ୟ ଗଠନ କରାଯାଇଅଛି ।
ରାଜ୍ୟରେ ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ । ଭୁବନେଶ୍ବରର ଜନତା ମୈଦାନରେ ଚାଲିଥିବା ଉତ୍କର୍ଷ ଓଡ଼ିଶାର ଆଜି ଦ୍ୱିତୀୟ ଦିନରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
କଦଳୀ ଗଛ ଯେମିତି, କଦଳୀ କାନ୍ଧି ବି ଠିକ୍ ସେମିତି । ଦିନେ ଯେଉଁ ଜମିରେ ପାରମ୍ପରିକ ଚାଷ କରି ବାରମ୍ବାର କ୍ଷତି ସହୁଥିଲେ । ଏବେ ସେଇ ଜମି ଆକବରଙ୍କୁ ଲକ୍ଷପତି କରିଛି ।
ଭୁବନେଶ୍ବରର ଜନତା ମୈଦାନରେ ଚାଲିଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଆଜି ଦ୍ୱିତୀୟ ଦିନରେ ପୁଞ୍ଜିନିବେଶର ସୁଅ ଛୁଟିଛି। ଉତ୍କର୍ଷ ଓଡ଼ିଶାରେ ଆଜି ହେବ ୩୦ଟି MOU । ଏନେଇ ଏମଓୟୁ ପ୍ରସ୍ତୁତ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଏଥିରେ ସ୍ବାକ୍ଷର କରିବେ ବୋଲି ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା । ୩ ଲକ୍ଷ କୋଟି ଟଙ୍କାର ୩୦ଟି MOU ସ୍ବାକ୍ଷରିତ ହେବ ।