Advertisment

Bangladeshi Nationals Arrested: ନିର୍ଜନ ‘ବୋଇତରାକୁଦ’ ଦ୍ବୀପରୁ ୩ ସନ୍ଦିଗ୍ଧ ବାଂଲାଦେଶୀ ଅଟକ, ଅସ୍ତ୍ରଶସ୍ତ୍ର ଜବତ

ବାଂଲାଦେଶୀ ସନ୍ଦେହରେ ୩ ଅଟକ। ପାରାଦୀପ ନିର୍ଜନ ‘ବୋଇତରାକୁଦ’ ଦ୍ବୀପରୁ ଉଠାଇଲା। କେନ୍ଦ୍ରାପଡ଼ା ଜମ୍ବୁ ଓ ରାମନଗର ଦେଇ ଆସିଥିଲେ। ଅସ୍ତ୍ରଶସ୍ତ୍ର ଜବତ, ତଦନ୍ତ କରୁଛି ପୋଲିସ୍।

author-image
Chinmayee Sahoo
Bangladeshi Arrested

Bangladeshi Arrested Photograph: (OTV)

ବାଂଲାଦେଶୀ ସନ୍ଦେହରେ ୩ ଅଟକ। ପାରାଦୀପ ନିର୍ଜନ ‘ବୋଇତରାକୁଦ’ ଦ୍ବୀପରୁ ଉଠାଇ ଆଣିଲା ପାରାଦୀପ ସାମୁଦ୍ରିକ ଥାନା ପୋଲିସ୍। କଟୁରୀ, ଆରିପାତ, ଭୁଜାଲି, ଖଣ୍ଡା ଏମାନଙ୍କ ପାଖରୁ ଜବତ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାମନଗର, ଜମ୍ବୁ ଦେଇ ବୋଇତରାକୁଦରେ ପହଞ୍ଚିଥିଲେ ଏମାନେ। ଜଳପଥ ଦେଇ ଡଙ୍ଗାରେ ଆସିଥିବା ସୂଚନା ମିଳିଛି।

Advertisment

ମାଛଘେରିରେ କାମ କରିବାକୁ ସ୍ଥାନୀୟ ଘେରି ମାଲିକ ସେମାନଙ୍କୁ ଆଣିଥିଲେ ବୋଲି ଅଟକ ବ୍ୟକ୍ତିମାନେ ପୁଲିସକୁ କହିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ପଚରାଉଚରା କରୁଛି। ସନ୍ତୋଷଜନକ ଉତ୍ତର ମିଳିନଥିବାରୁ ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

•    ବାଂଲାଦେଶୀ ସନ୍ଦେହରେ ୩ ଅଟକ 
•    ପାରାଦୀପ ନିର୍ଜନ ‘ବୋଇତରାକୁଦ’ ଦ୍ବୀପରୁ ଉଠାଇଲା 
•    କେନ୍ଦ୍ରାପଡ଼ା ଜମ୍ବୁ ଓ ରାମନଗର ଦେଇ ଆସିଥିଲେ 
•    ମାଛଘେରିରେ କାମ କରିବାକୁ ଆସିଛନ୍ତି 
•    ସନ୍ତୋଷଜନକ ଉତ୍ତର ନମିଳିବାରୁ ଅଟକ ରଖିଲା 
•    ଅସ୍ତ୍ରଶସ୍ତ୍ର ଜବତ, ତଦନ୍ତ କରୁଛି ପୋଲିସ୍ 
•    ପାରାଦୀପରେ ଧରପଗଡ଼ 
•    ବାଂଲା ସନ୍ଦିଗ୍ଧ ଅଟକ

Advertisment
Jagatsinghpur
Advertisment
Related Articles
Advertisment