Advertisment

Today Panchang 19th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ବିଛା ମାସ ମାର୍ଗଶୀର କୃଷ୍ଣପକ୍ଷ । ଇଂରାଜୀ ୧୯ ତାରିଖ ବୁଧବାର। ଚନ୍ଦ୍ର – ତୁଳା ରାତ୍ରି ୦୪.୧୩ ଗତେ ବିଛା। ତିଥି – ୧୪ଶୀ ଦିବା ୦୯.୪୩ ଗତେ ଅମାବାସ୍ୟା। ଘାତଚନ୍ଦ୍ର – ନାସ୍ତି।

author-image
Deepak Acharya
Panchang

Panchang Photograph: (OTV)

ସୈାର ବିଛା ମାସ ମାର୍ଗଶୀର କୃଷ୍ଣପକ୍ଷ । ଇଂରାଜୀ ୧୯ ତାରିଖ ବୁଧବାର। ଚନ୍ଦ୍ର – ତୁଳା ରାତ୍ରି ୦୪.୧୩ ଗତେ ବିଛା। ତିଥି – ୧୪ଶୀ ଦିବା ୦୯.୪୩ ଗତେ ଅମାବାସ୍ୟା। ଘାତଚନ୍ଦ୍ର – ନାସ୍ତି। ଘାତବାର – କର୍କଟ ରାଶିର। ପୁଷ୍କର ଦୋଷ – ପ୍ରାତଃ ୦୭.୫୯ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ – ୦୬.୦୧ ରୁ ୦୮.୧୩
ଦିବା – ୧୦.୨୫ ରୁ ୧୧.୩୧
ଦିବା – ୦୧.୨୨ ରୁ ୦୩.୩୪
ସନ୍ଧ୍ୟା – ୦୫.୫୪ ରୁ ୦୬.୪୬
ରାତ୍ରି – ୦୮.୩୦ ରୁ ୦୨.୪୭
ରାତ୍ରି – ୦୪.୨୪ ରୁ ୦୬.୦୧
ଅଶୁଭ ସମୟ - 
ରାହୁକାଳ - ଦିବା ୧୧.୩୧ ରୁ ୧୨.୫୪
କାଳବେଳା - ଦିବା ୦୮.୪୬ ରୁ ୧୦.୦୯
ବାରବେଳା- ଦିବା ୧୧.୩୧ ରୁ ୧୨.୫୪
କାଳରାତ୍ରି – ରାତ୍ରି ୦୨.୪୭ ରୁ ୦୪.୨୪

Advertisment
Panchang
Advertisment