• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ହିନ୍ଦୁ-ମୁସଲମାନ ସଂପ୍ରଦାୟର ସମନ୍ୱୟ ଗୁରୁ ନାନକ
ହିନ୍ଦୁ-ମୁସଲମାନ ସଂପ୍ରଦାୟର ସମନ୍ୱୟ ଗୁରୁ ନାନକ

ଗୁରୁ ନାନକ ହିନ୍ଦୁ-ମୁସଲମାନ ଉଭୟ ସଂପ୍ରଦାୟର ସମନ୍ୱୟ ଆଣିଥିଲେ। ଉଭୟ ସଂପ୍ରଦାୟ ଉପରେ ନାନକଙ୍କ ଉପଦେଶର ପ୍ରଭାବ ପଡ଼ିଛି। ଗୁରୁ ନାନକଙ୍କ ଉପଦେଶର ସାର ଥିଲା- “ଈଶ୍ୱର ଏକ”। ଓଡିଶାରେ ରହିଛି ତାଙ୍କର ଏକ ମହାନ କିର୍ତ୍ତୀ। ଆସନ୍ତୁ ଜାଣିବା…

murder
ଛୁଆଙ୍କ ସାମ୍ନାରେ ସ୍ତ୍ରୀକୁ ହାଣି ପକାଇଲା ସ୍ୱାମୀ ! ଝଗଡ଼ା ପାଇଁ ଉଜୁଡ଼ି ଗଲା ପରିବାର

ସ୍ତ୍ରୀକୁ ହାଣି ପକାଇଲା ସ୍ୱାମୀ । ତିନି କୁନି କୁନି ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କଲାନି ।

  • Tuesday, 08 November 2022
  • Murder
Anup Sai
ଜେଲ୍‌ରୁ ବାହାରିଲେ ଅନୁପ ସାଏ 

ମା, ଝିଅ ଡବଲ ମର୍ଡର ମାମଲାରେ ଅନୁପ ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ଜାମିନ୍ ଦେଇଛନ୍ତି ।

Special story
ପାକତ୍ୟାଗକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ! ହେତୁବାଦୀଙ୍କ ଉପରକୁ ଢ଼େଲାପଥର ଓ ଗୋବର ମାଡ଼

ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ।

  • Tuesday, 08 November 2022
Death
ଗୋଟିଏ ଗଛରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜାତୀୟ ରାଜପଥ କଡ଼ରୁ ଏକ ଗଛରୁ ଉଦ୍ଧାର ହୋଇଛି ଏକ ପ୍ରେମୀ ଯୁଗଳଙ୍କ ମୃତଦେହ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁ ନିକଟରେ ଘଟିଛି ଏହି ଘଟଣା।

Srimandir
କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ

ମହାପ୍ରଭୁଙ୍କ ଦର୍ଶନ ପାଇଁ ଭୋରରୁ ଭକ୍ତଙ୍କ ଭିଡ଼ ଲାଗିଛି।

Balijatra and Naubanijya
ବାଲିଯାତ୍ରା ସାଜିଛି ଉତ୍କଳୀୟ ନୌବାଣିଜ୍ୟର ମୁକସାକ୍ଷୀ

ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ବାଲିଯାତ୍ରା। ତଅପୋଇ କିମ୍ବଦନ୍ତି ଏହି ପରମ୍ପରାରେ ରୋମାଞ୍ଚ ଭରିଦିଏ। 'ଆକାମାବୈ' ପ୍ରତି ଓଡ଼ିଆଙ୍କ ରକ୍ତବିନ୍ଦୁରେ ଗୁଞ୍ଜରିତ ହୁଏ। ଆଉ ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ନିମିତ୍ତ ସରକାରଙ୍କ ପ୍ରୟାସରେ କଟକରେ ଅନୁଷ୍ଠିତ ହୁଏ ବାଲିଯାତ୍ର।

death
ମୀନାବଜାର ଦୋଳିରୁ ପଡ଼ି ଯୁବକ ମୃତ

ଖୁସିର ମାହୋଲରେ ଦୁଃଖର କଳାବାଦଲ । ଦୋଳିରୁ ଖସି ଚାଲିଗଲା କୁକୁଡ଼ା ବ୍ୟବସାୟୀଙ୍କ ଜୀବନ ।

Special story
ଆଜି ଚନ୍ଦ୍ରଗ୍ରହଣ ! ଆକାଶରେ ଦେଖା ଯିବ ମହାଜାଗତିକ ଦୃଶ୍ୟ

ଗୋଟିଏ ସରଳ ରେଖାରେ ରହିବେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର, ଚଳିତ ବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ

balijatra
ଆଜିଠୁ ଆରମ୍ଭ କଟକର ପ୍ରସିଦ୍ଧ ବାଲିଯାତ୍ରା ! କିଣାବିକା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା

ସିସିଟିଭି ନଜରରେ ରହିବ ତଳ ଓ ଉପର ବାଲିଯାତ୍ରା ପଡ଼ିଆ, ଭିଡ ନିୟନ୍ତ୍ରଣ ପାଇଁ ରହିବେ ୫୦ ପ୍ଲାଟୁନ୍ ଫୋର୍ସ

kartika purnima
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ରାତି ୨ଟାରୁ ଭୋର୍ ୫ଟା ୩୮ ମିନିଟ୍ ଭିତରେ ଶେଷ ହେଲା ଡଙ୍ଗା ଭସା

ଚନ୍ଦ୍ରଗ୍ରହଣ ଯୋଗୁଁ ସୂର୍ଯ୍ୟୋଦୟ ପୂର୍ବରୁ ହୋଇଛି ବୋଇତ ବନ୍ଦାଣ । ବିଳମ୍ବିତ ରାତିରୁ ଭୋର ପଯର୍ୟନ୍ତ ବିଭିନ୍ନ ନଦୀ, ପୁଷ୍କରିଣୀରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ ।

Cuttack Baliyatra 2022
ଐତିହ୍ୟ ଓ ସଂସ୍କୃତିର ରୂପାୟନ-ବାଲିଯାତ୍ରା

ଆମ ରାଜ୍ୟ ଉତ୍କଳ ଏକ ଉନ୍ନତ ସଂସ୍କୃତି ସମ୍ପନ୍ନ ରାଷ୍ଟ୍ର। ଏହି ଭୂମି ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ବାହକ। ନୌବାଣିଜ୍ୟର ସମୃଦ୍ଧ ପରମ୍ପରା ଆମ ଲୋକକଥା, ଲୋକଗୀତ, ପ୍ରଚଳିତ ପ୍ରବାଦ ଓ ପ୍ରବଚନ, ଇତିହାସ ଓ ସାହିତ୍ୟରେ ପ୍ରତିଫଳିତ।

oppression of women by witch suspects
ଏକବିଂଶ ଶତାବ୍ଦୀରେ ବି ଡାହାଣୀ ସନ୍ଦେହରେ ମହିଳାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର 

ଆମ ଦେଶର ବହୁ ମହିଳାଙ୍କୁ ଡାହାଣୀ ସନ୍ଦେହରେ ଅକଥନୀୟ ଅତ୍ୟାଚାର ସହିବାକୁ ପଡ଼ିଥାଏ। ତେବେ କ'ଣ ପାଇଁ ଆଜି ବି, ବିଜ୍ଞାନର ଏତେ ଅଗ୍ରଗତି ପରେ ବି ମଣିଷ ମନ ଭିତରେ ଘର କରି ରହିଛି ଭୂତ-ପ୍ରେତ, ଡାହାଣୀ-ଚିରୁଗୁଣୀର ଭୟ! କ'ଣ ପାଇଁ ଏବେବି ଅନେକ ମହିଳାଙ୍କୁ ଡାହାଣୀ ସନ୍ଦେହରେ ବାଛନ୍ଦ ଜୀବନ ବିତାଇବାକୁ ପଡୁଛି! 

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 08 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 08 November 2022
Jagannath Temple
ଶ୍ରୀଜିଉଙ୍କୁ ସୁନାବେଶରେ ମିଳିବ ତ ଦର୍ଶନ ? ପ୍ରଶାସନ ବି ଦୂର କରିପାରିଲାନି ଦ୍ୱନ୍ଦ୍ୱ

ଭୋର୍ ୫ଟା ୩୮ ମଧ୍ୟରେ ଡଙ୍ଗା ଭସାଇବାକୁ ପରାମର୍ଶ । ଆଜି ରାତି ୧୦ଟାରୁ କାଲି ସକାଳ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ।

Padmapur Bypoll
ଏବେ ପଦ୍ମପୁର ପାଳି, ଏଠି ବି ପ୍ରାର୍ଥୀ ଚୟନ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରେ ବିଜେଡି...

ଧାମନଗର ଝଟ୍‌କା ପରେ ବିଜେଡିରେ ବଢୁଛି ପ୍ରାର୍ଥୀ ଦ୍ୱନ୍ଦ୍ୱ । ପ୍ରଦୀପ ପୁରୋହିତ ବିଜେପିରୁ ଲଢ଼ିବା ପ୍ରାୟ ନିଶ୍ଚିତ ।

Dhamnagar
କିଏ କରିଥିଲା ଅବନ୍ତୀଙ୍କ ପ୍ରାର୍ଥୀତ୍ୱ ପାଇଁ ଲବି, କାହାର ଥିଲା ସ୍ୱାର୍ଥ ? ଏବେ ତାକୁ ଖୋଜୁଛି ଦଳ...

ବିଜେଡିକୁ ବୁମେରାଂ ହେଲା କି ଅବନ୍ତୀଙ୍କ ପ୍ରାର୍ଥୀତ୍ୱ ? ଚର୍ଚ୍ଚାରେ ବିଜେଡି ବିଜୟ ଧାରାରେ କଳଙ୍କ ଲଗାଇଥିବା ନେତା ।

Baliyatra 2022
ଏଥର କ୍ଲିନ୍‌ ଆଉ ଗ୍ରୀନ୍‌ ହେବ ଐତିହାସିକ ବାଲିଯାତ୍ରା

ଚଳଚଂଚଳ ହେଲାଣି ବାଲିଯାତ୍ରା ପଡିଆ । ଜମିଲାଣି ବେପାରୀଙ୍କ ଗହଳି ଚହଳି । ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ହୋଇଛି ବ୍ୟାପକ ଆୟୋଜନ । ପ୍ଲାଷ୍ଟିକ ମୁକ୍ତ ଯାତ୍ରା ପାଇଁ ହୋଇଛି ବନ୍ଦୋବସ୍ତ ।

Dhanuyatra
ଏଥର ଜମିବ ଧନୁଯାତ୍ରା ! ପୁରିଲା ୭୫ ବର୍ଷ, ପାଳନ ହେବ ଡାଇମଣ୍ଡ ଜୁବ୍‌ଲି

୧୦ ତାରିଖରେ ଧନୁଯାତ୍ରାର ମୁଖ୍ୟ ଭୂମିକା ମହାରାଜ କଂସଙ୍କ ପାଇଁ କଳାକାର ଚୟନ କରାଯିବାକୁ ସ୍ଥିରୀକୃତ ହୋଇଛି ।

Florence Nightangle Award
ଓଡ଼ିଶାର ଦୁଇ ନର୍ସଙ୍କୁ ରାଷ୍ଟ୍ରପତିଙ୍କ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାର

ଜଗତସିଂହପୁର DDHରେ କାର୍ଯ୍ୟରତ ଖୁଲାନା ବାରିକ ଓ ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ଶିବାନୀ ଦାଶଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫ୍ଲୋରେନ୍ସ ନାଇଟଏଙ୍ଗେଲ ସମ୍ମାନରେ ସମ୍ମାନୀତି କରିଛନ୍ତି ।

  • Monday, 07 November 2022
Attempt for the World's Biggest Sand Art By Padmashree Sudarsana Pattnaik
ବାଲିଯାତ୍ରା ପଡିଆରେ ତିଆରି ହେଉଛି ବିଶ୍ୱର ସବୁଠାରୁ ବଡ ବାଲୁକା କଳା!

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରାତିଦିନ ଏକ କରି ବିଶ୍ୱ ଦରବାରରେ କଟକର ବାଲିଯାତ୍ରାକୁ ଆଉ ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ପରିଚୟ ଦେବା ପାଇଁ ଲାଗିପଡିଛନ୍ତି। ତାଙ୍କର ପ୍ରୟାସରେ ବିଶ୍ୱର ସବୁଠୁ ବଡ ବାଲୁକା କଳାରେ ଝଲସିବ କଟକ।

Suryabanshi Suraj
ଏବେ ସମୟ ଆସିଛି ମୁଖ୍ୟମନ୍ତ୍ରୀ ନିଅନ୍ତୁ ଧାମନଗର ଦାୟିତ୍ୱ: ବିଧାୟକ ସୂର୍ଯ୍ୟବଂଶୀ

ଇଞ୍ଜିନିୟରିଂ ମୋର ବୃତ୍ତିଗତ ମାନ୍ୟତା କିନ୍ତୁ ବିଧାୟକ ମୋର କର୍ତ୍ତବ୍ୟ ବୋଲି ଦୋହରାଇଛନ୍ତି ସୂର୍ଯ୍ୟ ।

Special story
ଜେଜେ IAS ଅଫିସର, ବାପା ଆସୋସିଏଟ୍ ପ୍ରଫେସର୍ ! ମେଳାରେ ଯୁବତୀ ବିକୁଛନ୍ତି ଦହିବରା

ମୋଟା ଅଙ୍କର ଦରମା ପାଇ ବି ଦହିବରା ବିକୁଛନ୍ତି ଆଶ୍ୟୁକ୍ତା

Yojana Ra Na Hariloot
ମୁକ୍ତା ଯୋଜନା ନାଁରେ ଟଙ୍କା ହରିଲୁଟ୍ ! ହଜିଯାଇଛି ପ୍ରକଳ୍ପ କିନ୍ତୁ ପଡିରହିଛି ଫଳକ

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଏହି ମୁକ୍ତା ପ୍ରକଳ୍ପ ପାଇଁ କାର୍ଯ୍ୟାରଦେଶ ଦିଆଯାଇଥିଲା । କିଛି ମହିଳା ମଧ୍ୟ କାମ କରିଥିଲେ । ହେଲେ କେତେ ଟଙ୍କାର କାର୍ଯ୍ୟ, କେତେ ବିଲ୍ ହେଉଛି ସେନେଇ ପଚାରିଲେ SHG ମହିଳାଙ୍କୁ ସଠିକ୍ ଉତ୍ତର ଦେଉନାହାନ୍ତି

Yojana Ra Na Hariloot
କାଳିଆ ଯୋଜନାରେ କେଳେଙ୍କାରୀ ! ଚାଷୀଙ୍କ ଟଙ୍କା ଲୁଟୁଛନ୍ତି ସରକାରୀ ବାବୁ

ଏଠି ପ୍ରଶ୍ନ ଉଠୁଛି, କାହିଁକି ଯୋଗାଣ ସହାୟକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ ? କାହିଁକି ଚାକିରିରୁ ବରଖାସ୍ତ କରାଯାଉନାହିଁ ? ବ୍ଲକ ଅଧିକାରୀ ଓ ଯୋଗାଣ ସହାୟକଙ୍କ ମଧ୍ୟରେ ରହିଛି କି ସଲାସୁତୁରା ?