ଧାମନଗର ବାଇଇଲେକ୍ସନରେ ବିଜେଡିକୁ ମାତ୍ ଦେଇ ଚର୍ଚ୍ଚାରେ ଥିବା ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏଠାକୁ କ୍ୟାଂପେନ୍ ପାଇଁ ଆଣିବାକୁ ଯୋଜନା କରୁଛି ଦଳ ।
ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
କଟକର ବିିଭିନ୍ନ ଆମିଷ ବଜାରରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଅସମ୍ଭବ ଭିଡ଼ । ତେଣୁ ବ୍ୟବସାୟୀଙ୍କୁ ଆଜି ଦିନରେ ସାମାନ୍ୟ ଫୁରସତ୍ ମିଳିନଥିଲା ।
ବାପା-ମାଆ ଚାଲିଯିବା ପରେ ବଡଭାଇ ସିନା ପଚାରିଲାନି ହେଲେ ସାନ ଭାଇ ଦୁଇ ଭଉଣୀଙ୍କୁ ମଣିଷ କରିବାକୁ ଯେଉଁ ସଂକଳ୍ପ କରିଥିଲେ ତାହା ଆଜି ପୂରଣ ହେବାକୁ ଯାଉଛି ।
ପଦ୍ମପୁରରେ ଯଦି ବାହାରନ୍ତି ପୁଣି ଜଣେ ରାଜୁ ଦାସ । ତେବେ ବିଜେଡି ପାଇଁ ଏହା ଘାଟା ହୋଇପାରେ । ତେଣୁ ଏଠି ଦଳ ଭାବିଚିନ୍ତି ନେବ ନିଷ୍ପତ୍ତି ।
ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ ବ୍ୟାପକ ବନ୍ଦୋବସ୍ତ କାଲି ପୁରୀରେ ହେବ କାରକେଡ୍ ରିହର୍ସାଲ୍ ।
ପଦ୍ମପୁରରେ କଂଗ୍ରେସର ଭଲ ପ୍ରାର୍ଥୀ ଅଛନ୍ତି ବୋଲି ସେ କହିଛନ୍ତି । ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
ବାରମ୍ବାର ଦାବି ପରେ ବି ପ୍ରଶାସନ ନଶୁଣିବାରୁ ଲୋକେ ଏକାଠି ହୋଇ ଅସ୍ଥାୟୀ ରାସ୍ତା ନିର୍ମାଣ କରିଛନ୍ତି ।
ଧାମନଗରର ବିଧାୟକ ଭାବେ ସୂର୍ଯ୍ୟବଂଶୀ ସୂରଜ ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତି ବିକ୍ରମ ଆରୁଖ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।
କିଡ୍ନୀ ରୋଗୀଙ୍କୁ ମିଳୁନି ଔଷଧ। ଔଷଧ ମିଳିବାରେ ଅସୁବିଧା ନେଇ କିଡ୍ନୀ ରୋଗୀଙ୍କ ଆନ୍ଦୋଳନ ତେଜିଛି।
ବିବାହ ଋତୁ ଆରମ୍ଭ ହୋଇ ସାରିଥିବା ବେଳେ ପ୍ରତିଦିନ ସୁନା ଦର ପରିବର୍ତ୍ତନ ହେଉଛି ।
ଉପବାସ ପରମ୍ପରା ଆମ ସମାଜରେ ବହୁକାଳରୁ ରହିଆସିଛି। ଖାଲି ଆମ ସମାଜ କାହିଁକି ପ୍ରାୟ ସବୁ ସମାଜରେ ରହିଛି। ଉପବାସର କ’ଣ ଆମ ଶରୀର ଉପରେ ସତରେ କିଛି ପ୍ରଭାବ ରହିଛି? ଯଦି ରହିଛି ତେବେ ଭଲ ନା ଖରାପ? ଆସନ୍ତୁ ଜାଣିବା…
ପ୍ରାୟ ୧୦ ମାସ ତଳର ନରକଙ୍କାଳକୁ ମାଟି ଖୋଳି ଉଦ୍ଧାର କରାଯାଇଛି। ଏକ ବେନାମୀ ଚିଠି ୧୦ ମାସ ତଳର ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ଉଠାଇଥିବା କୁହାଯାଉଛି।
ସୌର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ବୁଧବାର । ଚନ୍ଦ୍ର – ମେଷ ପ୍ରାତଃ ୦୭/୫୮ ଗତେ ବୃଷ । ତିଥି- ପ୍ରତିପଦ ସନ୍ଧ୍ୟା ୦୫/୧୭ ଗତେ ୨ୟା । ଘାତ ଚନ୍ଦ୍ର- ମେଷ ପ୍ରାତଃ ୦୭/୫୮ ଗତେ ବିଛା, କର୍କଟ । ଘାତ ବାର – ମେଷ ଓ ବିଛା । ପୁଷ୍କର ଦୋଷ – ୧ ପାଦ କୁଟୁମ୍ଭହାନି- ତିଳକାଞନ ଦାନ ସନ୍ଧ୍ୟା ୦୫/୧୭ ଗତେ ୨ପାଦ ପଶୁ ଓ ବଂଶହାନି ।
କଟକ ବିଏମଡବ୍ଲ୍ୟୁ(BMW) କାର୍ ଶୋ’ ରୁମ୍ ବିରୋଧରେ ଠକେଇ ଅଭିଯୋଗ ହୋଇଛି। ଗ୍ରାହକ ବାଛିଥିବା ମଡେଲ ବଦଳରେ ଅନ୍ୟ ମଡେଲର କାର୍ ଦେଇ ଅଧିକ ଟଙ୍କା ନିଆଯାଇଥିବା ଅଭିଯୋଗ ହୋଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କାଳିଆକୁ ଛାଡ଼ିଯିବାର ଦୁଃଖ ପ୍ରତିଟି ହବିଷ୍ୟାଳିଙ୍କ ଆଖିକୁ ଭିଜାଇ ଦେଉଥିବା ସ୍ପଷ୍ଟ ବାରି ହେଉଥିଲା ।
ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ପାଳନ କରିପାରିନଥିଲେ ଉତ୍କଳୀୟ ସମୃଦ୍ଧ ଐତିହାସିକ ଗାଥାକୁ ମନେ ପକାଇ ପାଳନ କରାଯାଉଥିବା ପରମ୍ପରାର ଏହି ପର୍ବ ।
ସବୁଠି ବିଦ୍ରୋହୀ ଥିବା କହି ବିଜେପି ଓ କଂଗ୍ରେସର ଆକ୍ଷେପ । ଶଙ୍ଖ ଶିବିରରେ ଛନକା ସତ୍ତ୍ୱେ ମାନିବାକୁ ନାରାଜ ବିଜେଡି ।
ପଦ୍ମପୁର ପାଇଁ ମଧ୍ୟ ଖୁବ ଶୀଘ୍ର ଓଡିଶା ଆସି ରଣନୀତି ପ୍ରସ୍ତୁତ କରିବେ ସୁନିଲ ବଂଶଲ ଏବଂ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ।
ଭୁବନେଶ୍ୱର, ବ୍ରହ୍ମପୁରରେ ହେତୁବାଦୀ-ପରଂପରାବାଦୀ ଖଣ୍ଡଯୁଦ୍ଧ । ରଣକ୍ଷେତ୍ର ପାଲଟିଲା ରାଜଧାନୀର ଲୋହିଆ ଏକା଼ଡେମୀ ।
ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ର ଗ୍ରହଣ ଦୃଶ୍ୟ ମାନ । ୬ଟା ୧୮ ମିନଟ୍ରେ ଗ୍ରହଣ ସର୍ବମୋକ୍ଷ ।
ପଦ୍ମପୁର ଉପନିର୍ବାଚନକୁ ନେଇ ଆରମ୍ଭ ହେଲାଣି ପାଗ ଭିଡ଼ା । ନିର୍ବାଚନ ଜିତିବା ପାଇଁ ଆରମ୍ଭ ହେଲାଣି କସରତ ।
ଗୁରୁ ନାନକ ହିନ୍ଦୁ-ମୁସଲମାନ ଉଭୟ ସଂପ୍ରଦାୟର ସମନ୍ୱୟ ଆଣିଥିଲେ। ଉଭୟ ସଂପ୍ରଦାୟ ଉପରେ ନାନକଙ୍କ ଉପଦେଶର ପ୍ରଭାବ ପଡ଼ିଛି। ଗୁରୁ ନାନକଙ୍କ ଉପଦେଶର ସାର ଥିଲା- “ଈଶ୍ୱର ଏକ”। ଓଡିଶାରେ ରହିଛି ତାଙ୍କର ଏକ ମହାନ କିର୍ତ୍ତୀ। ଆସନ୍ତୁ ଜାଣିବା…
ସ୍ତ୍ରୀକୁ ହାଣି ପକାଇଲା ସ୍ୱାମୀ । ତିନି କୁନି କୁନି ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କଲାନି ।