• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 10 June 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 5 days ago

Snana Purnima 2025: ରାତି ପାହିଲେ ଦାରୁ ଦିଅଁଙ୍କ ଦିବ୍ୟସ୍ନାନ, ଶ୍ରୀଜିଉଙ୍କ ଅପେକ୍ଷାରେ ସ୍ନାନବେଦୀ

ଭକ୍ତିମୟ ହେଲାଣି ଶ୍ରୀକ୍ଷେତ୍ର, ଲୋକାରଣ୍ୟ ହେଉଛି ବଡ଼ଦାଣ୍ଡ । କାରଣ ଆଉ କେଇ ଘଣ୍ଟା ପରେ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତି । ହେବ ଶ୍ରୀଜିଉଙ୍କ ଦିବ୍ୟସ୍ନାନ, ହାତୀବେଶ ଦର୍ଶନରେ ଭିଜିବ ଭକ୍ତଙ୍କ ତନୁମନ । More
  • Santosh Kumar Sahoo
  • 5 days ago

MP Manas Mangaraj: କନ୍ଦଳରେ କଂପିଲା ଶଙ୍ଖଭବନ, ସାଂସଦ ମାନସ ମଙ୍ଗରାଜଙ୍କୁ ଜୋରଦାର ବିରୋଧ

ପୁଣି କମ୍ପିଲା ଶଙ୍ଖ ଭବନ । ହଟହଟା ହେଲେ ସାଂସଦ । ନିର୍ବାଚନ ସମୟର ରାଗକୁ ସୁଝାଇଲେ ଯୁବ ନେତା । ଶଙ୍ଖ ଭବନରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କୁ ଜୋରଦାର୍ ବିରୋଧ । More
  • Sujit kumar Swain
  • 5 days ago

108 Ambulance Service in Shambles: କେବେ କୋମାରୁ ଫେରିବ ୧୦୮ ଆମ୍ବୁଲାନ୍ସ ସେବା ? ମରାମତି ଅଭାବରୁ ଅଚଳ ଲାଇଫ୍ ସେଭିଂ ବ୍ୟବସ୍ଥା...

ବାହାରେ ୪୦ ଡିଗ୍ରୀ ଖରା, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଭିତରେ ବାତାନୁକୁଳିତ ପରିବେଶ ବଦଳରେ ଅସହ୍ୟ ଗରମ ଓ ଗୁଳୁଗୁଳି। ତାରି ଭିତରେ ଛଟପଟ, ଜୀବନ ପାଇଁ ସଂଘର୍ଷ କରୁଥିବା ଗୁରୁତର ରୋଗୀ। ମାସ ମାସ ଧରି ରାଜ୍ୟରେ ୧୦୮ ଆମ୍ବୁଲାନ୍ସରରେ ଲାଗି ରହିଛି ଅଚଳାବସ୍ଥା। More
  • Sujit kumar Swain
  • 5 days ago

IAS Officer's Bribery Case: 'ଚକମା' ଲାଞ୍ଚର ଭିତିରି କଥାl; ଖୋଲୁଛି ଧୀମାନ୍ ଚକମାଙ୍କ ଲାଞ୍ଚ କାରବାରର ଡିଲ୍...

ଉପଜିଲ୍ଲାପାଳରୁ ବିଚାରଧୀନ ବନ୍ଦୀ। IAS ଅଫିସରରୁ ଅଭିଯୁକ୍ତ। ହେଲେ, କେମିତି ଚକମା ଖାଇଲେ ଧିମାନ ଚକମା ? କଣ ଥିଲା ଲାଂଚ କାରବାରର ପୁରା ଡିଲ୍ ? More
  • Namita Biswal
  • 5 days ago

Odisha to Experience Rainfall: ଆଜିଠୁ ବଢ଼ିବ ବର୍ଷା ! ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆଲର୍ଟ ଜାରି

ଆସନ୍ତା ୩ ଦିନ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି । More
  • Deepak Acharya
  • 5 days ago

Panchang Today 10th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ  ଜ୍ୟେଷ୍ଠ ଶୁକ୍ଳପକ୍ଷ। ଇଂରାଜୀ ୧୦ ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ଅହୋରାତ୍ର। ତିଥି - ୧୪ଶୀ ଦିବା ୧୧.୩୫ ଗତେ ପୂର୍ଣ୍ଣିମା।ଘାତଚନ୍ଦ୍ର- ନାସ୍ତିଘାତବାର- ମକର ରାଶିର। ପୁଷ୍କର ଦୋଷ- ୧ପାଦ-କୃଷିହାନି-ଭୂମିଦାନ। More
  • Sujit kumar Swain
  • 6 days ago

Killer Wife: ପ୍ରେମିକ ରାଜ୍ ପାଇଁ ସ୍ବାମୀ ରାଜାକୁ ହତ୍ୟା; ହରର ହନିମୁନ୍, ବେୱଫା ସୋନମ୍ ! 

କିଏ ଜାଣିଥିଲା ବିବାହ ସାତ ଜନ୍ମର ନୁହେଁ, ସାତ ଦିନର। ଖୁସି ଏକତରଫା। ଆଉ ମୁଣ୍ଡ ନୁଆଁଇ ସିନ୍ଥିରେ ସିନ୍ଦୂର ନାଉଥିବା ଅର୍ଦ୍ଧାଙ୍ଗିୀ ହିଁ ନେଇଯିବ ସ୍ବାମୀର ଜୀବନ। More
  • Santosh Kumar Sahoo
  • 6 days ago

Mobile App for Revenue Department Certificates: ଘରେ ବସି ମିଳିବ ରାଜସ୍ବ ବିଭାଗର ପ୍ରମାଣପତ୍ର, ମୋବାଇଲ୍ ଆପରେ ମିଳିବ ୧୮ ପ୍ରକାର ସେବା

ଏଣିକି ଛୋଟ ଛୋଟ କାମ ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ରାଜସ୍ବ ଅଧିକାରୀଙ୍କ ପାଖକୁ। ରାଜସ୍ବ ବିଭାଗର ସବୁ ସେବା ଘରେ ବସି ମୋବାଇଲ୍ ଆପ୍‌ରେ ପାଇପାରିବେ । ଏଥିପାଇଁ ଆପ୍ ପ୍ରସ୍ତୁତ ହୋଇସାରିଛି । More
  • Santosh Kumar Sahoo
  • 6 days ago

Snana Purnima: ବୁଧବାର ସ୍ନାନ ଯାତ୍ରା, ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତା

ପାଖେଇ ଆସୁଛି ରଥ । ଦିନକ ପରେ ସ୍ନାନ । ପ୍ରସ୍ତୁତି ସାରିବାକୁ ସରକାର ତର ତର, ଆକ୍ସନ ମୋଡରେ ପ୍ରଶାସନ । ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀରେ ବସିଥିବା ଦ୍ବିତୀୟ ରଥ ସମନ୍ବୟ ବୈଠକରେ ଶୃଙ୍ଖଳିତ ଘୋଷଯାତ୍ରା ସାଙ୍ଗକୁ ଭକ୍ତଙ୍କ ସୁରକ୍ଷାକୁ ଦିଆଯାଇଛି ସର୍ବାଗ୍ରେ ଗୁରୁତ୍ବ । More
  • Sujit kumar Swain
  • 6 days ago

Illegal Abortion Kits: ଅସାଧୁ ମେଡିସିନ୍ ଷ୍ଟୋର ସାଜିଛନ୍ତି କି ବେଆଇନ୍ ଗର୍ଭପାତର ପେଣ୍ଠସ୍ଥଳୀ ?

ରାଜଧାନୀରେ ଚାଲିଛି କି ବେଆଇନ ଗର୍ଭପାତ ? ଯେଉଁଠି ମାଳ ମାଳ ଲେଡିଜ୍ ହଷ୍ଟେଲ, ସେଇଠି ବେଶି ମିଳୁଛି ଅନୱାଣ୍ଟେଡ୍ କିଟ୍ ! ଭୁବନେଶ୍ବର ନୟାପଲ୍ଲୀର N-1 ଅଞ୍ଚଳରେ ବେଆଇନ୍ ଭାବେ ଗର୍ଭପାତ କିଟ୍ ବିକ୍ରିର ଅଭିଯୋଗ ପରେ ଧରପଗଡ଼। More
  • Sujit kumar Swain
  • 6 days ago

IAS Officer Dhiman Chakma: ଓଡ଼ିଶାରେ ଯୁବ IASଙ୍କ କଳାକାରନାମାକୁ ନେଇ ଦେଶବ୍ୟାପୀ ହଇଚଇ; ଦୁର୍ନୀତିରେ ସାଥୀ ଆଉ କିଏ ? 

ଲାଞ୍ଚ ତ ଲାଞ୍ଚ, ପୁଣି IAS ଅଫିସରଙ୍କ ଲାଞ୍ଚ। ଲକ୍ଷେ କି ଦୁଇ ଲକ୍ଷ ନୁହଁ, ସିଧା ୨୦ ଲକ୍ଷ ଡିଲ୍...ତା’ଭିତରୁ ୧୦ ଲକ୍ଷ ଆଡଭାନ୍ସ। ଏହି ଆଡ଼ଭାନ୍ସ ପାଇଁ ଏବେ IAS ବାବୁଙ୍କ ଖେଳ ଖତମ୍। More