• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 17 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Saroj Kumar Jena
  • 3 weeks ago

Odia Culture and Tradition: ଲୋପ ପାଉଛି ଲୋକ କଳା ଓ ସଂସ୍କୃତି, କୈବର୍ତ୍ତ ଜାତି ପକ୍ଷରୁ ଘୋଡା ନାଚ

ବିଲୁପ୍ତ ହେବାକୁ ବସିଲାଣି ଲୋକ କଳା ଓ ଲୋକ ସଂସ୍କୃତି। ଗ୍ରାମୀଣ ପରମ୍ପରାକୁ ଲୋକେ ଭୁଲିବାକୁ ବସିଲେଣି। ତଥାପି ଇଣ୍ଟରନେଟ ଓ ସୋସିାଆଲ ମିଡିଆ ଯୁଗରେ ବି ଲୋକକଳାକୁ ବଞ୍ଚାଇ ରଖିବାର ପ୍ରୟାସ ଜାରି ରଖିଛନ୍ତି କୈବର୍ତ୍ତ ସମାଜ। More
  • Saroj Kumar Jena
  • 3 weeks ago

rusikulya Rivers Drying in Odisha: ଶୁଷ୍କ ହେଉଛି ଋଷିକୂଲ୍ୟା, ସୃଷ୍ଟି ହେଇଛି ମରୁଭୂମିର ଭ୍ରମ

ଜଳସ୍ରୋତ କମିବା ସହ କିଛି ସ୍ଥାନରେ ମରୁଭୂମି ଭଳି ଦେଖାଯାଉଥିବା ବେଳେ, ଆଗକୁ ଗ୍ରୀଷ୍ମ ଆସୁଥିବାରୁ ବଡ଼ ଜଳକଷ୍ଟ ଆଶଙ୍କା କରୁଛନ୍ତି ସ୍ଥାନୀୟ ଲୋକେ। ସେପଟେ ବର୍ଷାଭାବ, ନଦୀବନ୍ଧ ଓ ବେଆଇନ ବାଲି ଉଠାଣକୁ ଦାୟୀ କରିଛନ୍ତି ପରିବେଶବିତ୍ । More
  • Santosh Kumar Sahoo
  • 3 weeks ago

Hirakud Bridge Project: ହୀରାକୁଦ ଡ୍ୟାମ ଉପରେ ହେବ ରାଜ୍ୟର ସବୁଠୁ ବଡ଼ ସେତୁ, ଯୋଡ଼ିବ ସଂପର୍କ...କମିବ ଦୂରତା

ଯୋଡିବ ସମ୍ପର୍କ, କମିବ ଦୂରତା, ହେବ ଆର୍ଥିକ ବିକାଶ । ସୁପ୍ତ ପ୍ରାୟ ସାମାଜିକ ସମ୍ପର୍କକୁ ପୁଣି ସୁଦୃଢ଼ କରିବ ସମ୍ପର୍କର ସେତୁ । ଦୀର୍ଘ ୬ ଦଶନ୍ଧି ପରେ ପଶ୍ଚିମ ଓଡ଼ିଶାର ଲାଇଫ୍ ଲାଇନ ପାଲଟିବାକୁ ଯାଉଛି ହୀରାକୁଦ ଡ୍ୟାମ ଉପରେ ନିର୍ମାଣ ହେବାକୁ ଯାଉଥିବା ଓଡ଼ିଶାର ସବୁଠୁ ଦୀର୍ଘତମ ସେତୁ । More
  • Saroj Kumar Jena
  • 3 weeks ago

Online Betting Racket Uncovered: ବେଟିଂ ଆପ୍ ମାଷ୍ଟର ମାଇଣ୍ଡର ଖେଳ ଖତମ୍, ୨ ବର୍ଷରେ ଆୟ ୨ କୋଟି

ଆଖି ତରାଟିଲା ଭଳି ସଂପତ୍ତି, ଥାଟବାଟ। ୨ ବର୍ଷ ଭିତରେ କୋଟିପତି ବନି କୋଠା ତୋଳିଥିଲା, କାର୍ ଓ ବାଇକ୍ କିଣିଥିଲା। ମାସକୁ ପାଉଥିଲା ୧୦ରୁ ୧୨ ଲକ୍ଷ ଟଙ୍କା। ତେବେ ତା ଜାଲରେ ଫସି ତଳିତଳାନ୍ତ ହୋଇଥିବା ଲୋକଙ୍କ ଅଭିଯୋଗ କ୍ରମେ, ବଲାଙ୍ଗିର ସାଇବର୍ ଥାନା ପୋଲିସ ତାକୁ ଗିରଫ କରିବା ପରେ, ସାମ୍ନାକୁ ଆସିଛି ଏହି ଅନଲାଇନ ଜୁଆର ଅନ୍ଧାରୀ ଗୁମର । More
  • Santosh Kumar Sahoo
  • 3 weeks ago

Odisha Highway Development: ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା, ଆମେରିକା ରାସ୍ତା ଭଳି ହେବ ଓଡ଼ିଶାରେ ହାଇ ୱେ'

କ୍ୟାବିନେଟ ମଞ୍ଜୁରୀ ପରେ ୭ ହଜାର କୋଟି ଟଙ୍କାରେ ଭୁବନେଶ୍ବର ୬ ଲେନ୍ ରିଂ ରୋଡ୍ କାମ ଆରମ୍ଭ ହେବ । ଭୁବନେଶ୍ବରରୁ ପୁରୀକୁ ୬ ଲେନ୍ ରାସ୍ତା ସଂପ୍ରସାରଣ ହେବ । ସାଗରମାଳା ଯୋଜନାରେ ପାରାଦୀପ ବନ୍ଦରରେ ଅନେକ କାମ ହୋଇଛି । More
  • Tapaswini Nayak
  • 3 weeks ago

VK Pandian Odisha Politics Conspiracy: ପାଣ୍ଡିଆନଙ୍କ ଉପରେ ବର୍ଷିଲେ ଯୋଗାଣ ମନ୍ତ୍ରୀ; କହିଲେ...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କୁ ଚାଷୀଙ୍କ ଧନ୍ୟବାଦ କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର କହିଛନ୍ତି, ପୁରୁଷୋତ୍ତମ ଦେବ ଜଗନ୍ନାଥ ଓ ବଳଭଦ୍ରଙ୍କ ସହାୟତାରେ କାଞ୍ଚି ବିଜୟ କରି ରାଜକୁମାରୀକୁ ବିବାହ କରିଥିଲେ। More
  • Tapaswini Nayak
  • 3 weeks ago

Odisha Women Empowerment Milestone: ‘ଲକ୍ଷପତି ଦିଦି’ରେ ଓଡ଼ିଶା ନମ୍ବର ୱାନ୍’

ଏପ୍ରିଲ ୧୩, ୨୦୨୫ ସୁଦ୍ଧା, ଓଡିଶାରେ ଚିହ୍ନିତ ୧୭.୫୯ ଲକ୍ଷ ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କ ମଧ୍ୟରୁ ୧୪ ଲକ୍ଷରୁ ଅଧିକ ମହିଳା ଏଯାବତ ଲକ୍ଷପତି ଦିଦିରେ ପରିଣତ ହୋଇସାରିଥିବା ରାଜ୍ୟ ସରକାର ସ୍ପଷ୍ଟ କରାଇଛନ୍ତି। More
  • Tapaswini Nayak
  • 3 weeks ago

Police Encounter in Cuttack: କଟକରେ ଡବଲ୍ ଏନକାଉଣ୍ଟର; ୨ ଅପରାଧୀକୁ ପୋଲିସ ମାରିଲା ଗୁଳି

ଗତକାଲି ବିଳମ୍ବିତ ରାତିରେ ଚୌଦ୍ୱାର ଇନ୍ଦ୍ରାଣୀପାଟଣାରେ ଉଭୟ ଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଚୌଦ୍ୱାର ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ପୋଲିସକୁ ଦେଖି ସେମାନେ ଗୁଳି ଚାଳନା କରିଥିଲେ। More
  • Deepak Acharya
  • 3 weeks ago

Panchang Today 17th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଗୁରୁବାର । ଚନ୍ଦ୍ର- ବିଛା ଅହୋରାତ୍ର । ତିଥି- ୪ର୍ଥୀ ଦିବା ୦୩.୨୩ ଗତେ ୫ମୀ । ଘାତଚନ୍ଦ୍ର- ନାସ୍ତି । ଘାତବାର- ତୁଳା ଓ କୁମ୍ଭ ରାଶିର । More
  • Deviprasad Jena
  • 4 weeks ago

Drug Usage Increasing in Bhubaneswar: ନିଶା କାରବାର ପାଇଁ ଅଶାନ୍ତ ରାଜଧାନୀ ଭୁବନେଶ୍ଵର !

ନିଶାରେ ବୁଡ଼ିଛି ରାଜଧାନୀ । ଭୁବନେଶ୍ବରର ଗଳିକନ୍ଦି ଓ ଚା' ଖଟିରେ ଚାଲିଛି ନିଶା ସେବନ । ଖୋଲା ଖୋଲି ଉଡୁଛି ଗଞ୍ଜେଇ ଧୂଆଁ । ଧଳାଜହର ଖାଇ ପାଲଟି ଯାଉଛନ୍ତି ନିଶାଡ଼ି । More
  • Deviprasad Jena
  • 4 weeks ago

IGNOU Course In Odia Language : ଖୁବ୍ ଶୀଘ୍ର ଓଡ଼ିଆ ଭାଷାରେ ପ୍ରଚଳିତ ହୋଇପାରେ IGNOU ପାଠ୍ୟକ୍ରମ

IGNOU ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଚଳନ ପାଇଁ ପ୍ରସ୍ତାବ । ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ପ୍ରସ୍ତାବ ଦେଲେ IGNOU କୁଳପତି ଉମା କାଞ୍ଜିଲାଲ୍ । More
  • Santosh Kumar Sahoo
  • 4 weeks ago

Odisha Road Connectivity Plan: ରୋଡ୍ କନେକ୍ଟିଭିଟିରେ ନମ୍ବର ୱାନ୍ ହେବ ଓଡ଼ିଶା, ବଡ଼ ପ୍ରୋଜେକ୍ଟ ଧରି କାଲି ଆସୁଛନ୍ତି ନୀତୀନ ଗଡ଼କରୀ

ରୋଡ୍ କନେକ୍ଟିଭିଟିରେ ନମ୍ବର ୱାନ୍ ହେବ ଓଡ଼ିଶା । ପ୍ରଶସ୍ତ ହେବ ଭୁବନେଶ୍ୱର-ପୁରୀ, ମେରାଇନ୍ ଡ୍ରାଇଭ୍ ଓ ପୁରୀ-ସାତପଡ଼ା ରୋଡ୍ । ଖୁବଶୀଘ୍ର ଆରମ୍ଭ ହେବ ଉପକୂଳ ରାଜପଥ କାମ । More
  • Santosh Kumar Sahoo
  • 4 weeks ago

BJD Organizational Dispute: ବିପର୍ଯ୍ୟୟ ପରେ ବିଜେଡିରେ ଅସମ୍ଭାଳ କି ବିଦ୍ରୋହ ? ୧୫ ସାଙ୍ଗଠନିକ ଜିଲ୍ଲା ପାଇଁ ଛିଣ୍ଡିଲାନି ସଭାପତି ଅଙ୍କ

ତେଜୁଛି ବିଜେଡି ବିବାଦ । ଛିଡୁଛି ସଂଗଠନ । ଘୋଷଣା ହେଲା ୧୮ ଜିଲ୍ଲା ସଭାପତିଙ୍କ ନାଁ, ବାକି ରହିଲା ଆହୁରି ୧୫ । ସେହି ୧୫ ସାଙ୍ଗଠନିକ ଜିଲ୍ଲାରେ ଟକରାଟକରି ସ୍ଥିତି । More
  • Deviprasad Jena
  • 4 weeks ago

Sonali Panda Wedding Controversy: ସୋନାଲିଙ୍କ ବୈବାହିକ ଜୀବନକୁ ନେଇ ଜଲିଉଡରେ ଝଡ, କିଏ କହୁଛି ସତ ?

ଶ୍ରୀକ୍ଷେତ୍ର ପୁଣି ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି 'ସୋନାଲି ନୂଆ ମିଛ କହୁଛନ୍ତି । ମୁଁ କୌଣସି ଦ୍ବିତୀୟ ବିବାହ କରିନାହିଁ । ସେ ଆଣିଥିବା ଅଭିଯୋଗର ପ୍ରମାଣ ଦିଅନ୍ତୁ ।' More