Advertisment

Panchang Today 17th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଗୁରୁବାର । ଚନ୍ଦ୍ର- ବିଛା ଅହୋରାତ୍ର । ତିଥି- ୪ର୍ଥୀ ଦିବା ୦୩.୨୩ ଗତେ ୫ମୀ । ଘାତଚନ୍ଦ୍ର- ନାସ୍ତି । ଘାତବାର- ତୁଳା ଓ କୁମ୍ଭ ରାଶିର ।

author-image
Deepak Acharya
undefined

Panchang

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଗୁରୁବାର । ଚନ୍ଦ୍ର- ବିଛା ଅହୋରାତ୍ର । ତିଥି- ୪ର୍ଥୀ ଦିବା ୦୩.୨୩ ଗତେ ୫ମୀ । ଘାତଚନ୍ଦ୍ର- ନାସ୍ତି ।
ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ନାସ୍ତି ।

Advertisment

ଶୁଭ ସମୟ-

ପ୍ରାତଃ- ୦୫.୩୦ ରୁ ୦୭.୧୧
ଦିବା- ୧୦.୩୧ ରୁ ୦୧.୦୧
ରାତ୍ରି- ୦୨.୨୬ ରୁ ୦୩.୧୨

ଅଶୁଭ ସମୟ-

ରାହୁକାଳ- ଦିବା ୦୧.୨୦ ରୁ ୦୨.୫୪
କାଳବେଳା- ଦିବା ୦୨.୫୪ ରୁ ୦୪.୨୭
ବାରବେଳା- ଦିବା ୦୪.୨୭ ରୁ ୦୬.୦୧
କାଳରାତ୍ରି- ରାତ୍ରି ୧୧.୪୫ ରୁ ୦୧.୧୨ 

Astrology Panchang
Advertisment
Advertisment