Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 16 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Drug Usage Increasing in Bhubaneswar: ନିଶା କାରବାର ପାଇଁ ଅଶାନ୍ତ ରାଜଧାନୀ ଭୁବନେଶ୍ଵର !

ନିଶାରେ ବୁଡ଼ିଛି ରାଜଧାନୀ । ଭୁବନେଶ୍ବରର ଗଳିକନ୍ଦି ଓ ଚା' ଖଟିରେ ଚାଲିଛି ନିଶା ସେବନ । ଖୋଲା ଖୋଲି ଉଡୁଛି ଗଞ୍ଜେଇ ଧୂଆଁ । ଧଳାଜହର ଖାଇ ପାଲଟି ଯାଉଛନ୍ତି ନିଶାଡ଼ି । More

BJD Organizational Dispute: ବିପର୍ଯ୍ୟୟ ପରେ ବିଜେଡିରେ ଅସମ୍ଭାଳ କି ବିଦ୍ରୋହ ? ୧୫ ସାଙ୍ଗଠନିକ ଜିଲ୍ଲା ପାଇଁ ଛିଣ୍ଡିଲାନି ସଭାପତି ଅଙ୍କ

ତେଜୁଛି ବିଜେଡି ବିବାଦ । ଛିଡୁଛି ସଂଗଠନ । ଘୋଷଣା ହେଲା ୧୮ ଜିଲ୍ଲା ସଭାପତିଙ୍କ ନାଁ, ବାକି ରହିଲା ଆହୁରି ୧୫ । ସେହି ୧୫ ସାଙ୍ଗଠନିକ ଜିଲ୍ଲାରେ ଟକରାଟକରି ସ୍ଥିତି । More

Sonali Panda Wedding Controversy: ସୋନାଲିଙ୍କ ବୈବାହିକ ଜୀବନକୁ ନେଇ ଜଲିଉଡରେ ଝଡ, କିଏ କହୁଛି ସତ ?

ଶ୍ରୀକ୍ଷେତ୍ର ପୁଣି ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି 'ସୋନାଲି ନୂଆ ମିଛ କହୁଛନ୍ତି । ମୁଁ କୌଣସି ଦ୍ବିତୀୟ ବିବାହ କରିନାହିଁ । ସେ ଆଣିଥିବା ଅଭିଯୋଗର ପ୍ରମାଣ ଦିଅନ୍ତୁ ।' More

Kalabaisakhi Alert in Odisha: ୨୦ ଯାଏଁ କାଳବୈଶାଖୀ !; ଆଜି ୭ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ରାଜ୍ୟରେ କାଳବୈଶାଖୀ ହେବ। ବର୍ଷା ସହ ପବନ ହେବ। ଆଜି ପାଇଁ ୭ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଏବଂ ବାଲେଶ୍ୱର । More

Jatra Artists Controversy: ତୁଟିବ କି ଯାତ୍ରା କଳାକାର ଓ ମାଲିକ ସଂଘ ବିବାଦ? ଆଜି ବୈଠକ

ଗତ କିଛିଦିନ ହେଲା ଯାତ୍ରା ଜଗତରେ ଝଡ଼ ସୃଷ୍ଟି ହୋଇଛି । ପ୍ରଥମେ ପୀୟୂଷ ପରେ ନରି ପଣ୍ଡା, ହାସ୍ୟ ଅଭିନେତା ଦୟାନିଧିଙ୍କ ପରେ ଅଭିନେତ୍ରୀ ନମିତା ଭୂୟାଁ। ଜଣଙ୍କ ପରେ ଜଣେ ଯାତ୍ରା ମାଲିକଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। More

Bhubaneswar School Bus Accident: ରାଜଧାନୀରେ ଦୁର୍ଘଟଣା; ସ୍କୁଲ ବସ୍‌କୁ ଧକ୍କା ଦେଲା ଟ୍ରାକ୍ଟର

ଆଜି ସକାଳେ ଘରୋଇ ସ୍କୁଲ ବସ୍‌ଟି ଛାତ୍ରଛାତ୍ରୀଙ୍କ ଆଣିବାକୁ ଯାଉଥିଲା। ଏହି ସମୟରେ ପଟିଆ ସ୍ଥିତ ଦିତୀୟ RTO ଅଫିସ ସାମ୍ନାରେ ଏକ ଟ୍ରାକ୍ଟର ରାସ୍ତାକଡ଼ରେ ଠିଆ ହୋଇଥିଲା। ସ୍କୁଲ ବସ୍‌ଟି ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। More

Panchang Today 16th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଚନ୍ଦ୍ର- ବିଛା ଅହୋରାତ୍ର । ତିଥି- ୩ୟା ଦିବା ୦୧.୧୭ ଗତେ ୪ର୍ଥୀ । ଘାତଚନ୍ଦ୍ର- ନାସ୍ତି । ଘାତବାର- କର୍କଟ ରାଶିର । More

Free UPSC Coaching: ମାଗଣାରେ ମିଳିବ ୟୁପିଏସସି କୋଚିଂ,ଜାଣନ୍ତୁ କେମିତି କରିବେ ଆବେଦନ

ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ନୂଆକରି ଆଇଏଏସ୍ ପାଇଥିବା ଅଫିସର୍ ଏବଂ ବଚ୍ଛା ବଚ୍ଛା ପ୍ରଶିକ୍ଷକଙ୍କୁ ନେଇ ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦେବାପାଇଁ ଚିନ୍ତା କରାଯାଇଛି । ଆଶା କରାଯାଉଛି ଏଭଳି ପ୍ରଶିକ୍ଷଣ ଦ୍ବାରା ଓଡ଼ିଶାର ପିଲାମାନେ UPSC ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ । More

Biju Patnaik Statue Desecration: ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁକୁ ନେଇ ତେଜିଲା ରାଜନୀତି

ବଲାଙ୍ଗିର ପାଟଣାଗଡ଼ର ବ୍ରହ୍ମପୁରା ବ୍ଲକ୍ ଛକରେ ଥିବା ବିଜବାବୁଙ୍କ ପ୍ରତିମୂର୍ତ୍ତିରେ ଆଜି ଜଣେ ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିଲା । ତା'କୁ ନେଇ ରାଜ୍ୟ ରାଜନୀତି ଜୋର୍ ଧରିଛି । More

Namita Bhuyan Controversy in Jollywood: ଜଲିଉଡ ଝଡ଼ରେ କାଳବୈଶାଖୀ ସାଜିଲେ କି ନମିତା ? ବୟକଟ୍ ପାଇଁ ଦେଲେ ଆହ୍ବାନ

ଯାତ୍ରା ଜଗତରେ ଉଠିଥିବା ଝଡ଼ ଭିତରେ ନିର୍ଧୁମ ବର୍ଷିଲେ । କଳାକାରଙ୍କୁ ବେଇମାନ କରୁଛି କିଏ...ଅସନ୍ତୋଷ ଛାଡ଼ିଲେ ସୋସିଆଲ୍ ମିଡ଼ିଆରେ...ଅନ୍ୟ କଳାକାରଙ୍କ ଯେଭଳି ବୟକଟ୍ କରାଯାଉଛି, ତାଙ୍କୁ ବି ବୟକଟ କରାଯାଉ ବୋଲି ଦେଲେ ଖୋଲା ଆହ୍ବାନ । More

Odisha's Beggar Free Plan: କେତେ ଫଳପ୍ରଦ ଭିକ୍ଷୁକ ମୁକ୍ତ ଓଡ଼ିଶା ଅଭିଯାନ ?

ରାଜ୍ୟରେ ୫ ହଜାରରୁ ଅଧିକ ଭିକ୍ଷୁକ ରହିଥିବା ବିଧାନସଭାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ସୂଚନା ଦେଇଥିବା ବେଳେ, ଆଗକୁ ସେମାନଙ୍କୁ ଥଇଥାନ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । More

BJD Organizational Election: ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁ ଜିଲ୍ଲାରେ କିଏ ହେଲେ ସଭାପତି

ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଏହି ପ୍ରକ୍ରିୟା ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ସୂଚନା ଦେଇଛି ବିଜେଡି। ଏହି ପ୍ରକ୍ରିୟାରେ ସିଙ୍ଗଲ ନୋମିନେସନ ହେବା ସହ ୧୮ ଜିଲ୍ଲାର ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । More