ସଂକ୍ଷେପରେ ଆଜିର ତାଜା ଖବର - Wednesday, 12 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Wedding Fever Grips Odisha: ନେତାଙ୍କ ମ୍ୟାରେଜ୍ ସିଜିନ୍; ମାସକରେ ବିବାହ ବନ୍ଧନରେ ବାନ୍ଧି ହେଲେଣି ୪ଜଣ ନେତା...

କାହାର ପ୍ରଥମ ତ କିଏ କରିଛନ୍ତି ଦ୍ବିତୀୟ ବିବାହ। ମାସକ ଭିତରେ ଚାରି ଚାରି ଜଣ ନେତା ବାନ୍ଧି ହେଲେଣି ବିବାହ ବନ୍ଧନରେ। କିଏ ଗୋଆରେ ତ କିଏ ଜୟପୁର, ପରିବାର ଓ ଅଳ୍ପ ବନ୍ଧୁବାନ୍ଧବଙ୍କ ଗହଣରେ ହାତରୁ ଦି ହାତ ହୋଇଛନ୍ତି ନେତା।  More

Raja Chakra Under EOW Radar: ୯ ଦିନ ଧରି ରାଜାଙ୍କ ସାମ୍ରାଜ୍ୟ ଉପରେ ନନଷ୍ଟପ୍ ରେଡ୍; ଆଗକୁ କାହା ପାଳି ?

ବିଜେଡି ନେତା ରାଜା ଚକ୍ରଙ୍କ କଳା ସାମ୍ରାଜ୍ୟ ଉପରେ ଚାଲିଛି ନନ୍ ଷ୍ଟପ୍‌ ରେଡ୍। ଆଜି ଗୋଟିଏ ଦିନରେ ୩ ଜାଗାରେ ଛାପା ମାରିଛନ୍ତି କ୍ରାଇମବ୍ରାଞ୍ଚର STF ଓ EOW।  More

HC Rejects Bail Plea of Raja Chakra: ଗିରଫ ହେବ ବିଜେଡି ନେତା ରାଜା ଚକ୍ର ! ଅନ୍ତରୀଣ ସୁରକ୍ଷା ହଟାଇ ଦେଲେ ହାଇକୋର୍ଟ...

ବିଜେଡି ନେତା ରାଜା ଚକ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହେଲା । ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ ।  More

Anubhab Mohanty Marriage: ପଡ଼ିଲା ହାତଗଣ୍ଠି: ଜାଗୃତିଙ୍କ ହାତ ଧରିଲେ ଅନୁଭବ

ଦିଲ୍ଳୀର ତ୍ୟାଗରାଜ ନିକଟରେ ଥିବା ଜଗନ୍ନାଥ ମନ୍ଦିରରେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବିବାହ ସମ୍ପନ୍ନ ହୋଇଛି । ପୂର୍ବରୁ ବାନ୍ଧବୀ କୁହାଯାଉଥିବା ଜାଗୃତି ଶୁକ୍ଳାଙ୍କ ହାତ ଧରିଛନ୍ତି ଅନୁଭବ । More

Heat Wave: ୨ଦିନ ହେବ ନିଆଁ ବର୍ଷା; ସତର୍କ କରାଇଲା ପାଣିପାଗ କେନ୍ଦ୍ର

ଆଜି ବି ପ୍ରବଳ ଗ୍ରୀଷ୍ଣ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ହେବ। ଅଧା ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ପାର କରିବା ସମ୍ଭାବନା ରହିଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ସାଢ଼େ ୩ଟା ଭିତରେ ଯେତେଦୂର ସମ୍ଭବ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। More

Fire Breaks Out: ବଡ଼ ଅଘଟଣ; କାର୍‌ ସହ ଜଳିଗଲେ ଡ୍ରାଇଭର

ଆଜି ସକାଳେ କାର୍‌ଟି ପାରାଦୀପ ସହର ଉପକଣ୍ଠ ହାତୀଟାଙ୍କି ନିକଟରେ ହୁତୁହୁତୁ ଜଳୁଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳେ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। More

Police Encounter: ବିଆସ୍‌କୁ ଏନକାଉଣ୍ଟର; ଗୋଡରେ ବାଜିଛି ଗୁଳି

ଆଜି ଭୋର ୪ଟା ସମୟରେ ବିଆସ୍ ବିଶ୍ରା ଥାନା ଅକ୍ଷୟଶିଳା ଜଳ ପ୍ରପାତ ଅଞ୍ଚଳରେ ଥିବା ରାଉରକେଲା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ପୋଲିସ ସେହି ସ୍ଥାନରେ ଛକି ରହିଥିଲା। ପୋଲିସକୁ ଦେଖି ପ୍ରଥମେ ବିଆସ୍ ଗୁଳି ଚାଳନା କରିଥିଲା। More

Priyanka Chopra In Odisha: ତାରକାଙ୍କ ଭିଡ଼ରେ ଝଟକୁଛି ତଳମାଳି, ସୁଟିଂ ସେଟକୁ ଆସିଲେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା

କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଏକ ହୋଟେଲରେ ରାତ୍ରରହଣୀ ପରେ, ଆଜି ତଳମାଳିର ସୁଟିଂ ସେଟକୁ ବାହାରିଥିଲେ ବଲିଉଡ୍ ବିୟୁଟି ପ୍ରିୟଙ୍କା। ଇଏ ସେଇ ସମୟର ଦୃଶ୍ୟ। ପିସିଙ୍କ ଗୋଟିଏ ଝଲକ ପାଇବା ପାଇଁ ହୋଟେଲ ନିକଟରେ ଜମିଥିଲା ଫ୍ୟାନଙ୍କ ଭିଡ଼। More

Maa Tarini Brata: ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କୁ ନେହୁରା ହେଉଥିଲେ ବ୍ରାହ୍ମଣ, ସହି ପାରିଲେ ନାହିଁ ମାତା ପାର୍ବତୀ, ତା ପରେ...

ପୁରାଣ କହୁଛି, ଦେବୀ ପାର୍ବତୀ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଦେଖିବାକୁ ପୁରୀ ଆସିଥିଲେ। କିନ୍ତୁ ରଥଯାତ୍ରା ଦେଖୁଥିବା ବେଳେ ଏକ କରୁଣ ଦୃଶ୍ୟ ଦେଖି ଆଉ ସହିପାରିଲେ ନାହିଁ। ମନସ୍କାମନା ପୂରଣ ପାଇଁ ସେ ବୃଦ୍ଧ ବ୍ରାହ୍ମଣଙ୍କୁ ବତାଇ ଦେଲେ ଏକ ସୁନ୍ଦର ଉପାୟ। ପଢ଼ନ୍ତୁ କଣ ଥିଲା ସେହି ଉପାୟ। More

VK Pandian: ଏବେ ବି ପାଣ୍ଡିଆନଙ୍କ କବଜାରେ ବିଜେଡି ! ସନ୍ନ୍ୟାସ ନାଟକର ହେଲା ପର୍ଦ୍ଦାଫାସ୍

ଏବେ ବି ପାଣ୍ଡିଆନଙ୍କ କବଜାରେ ବିଜେଡି ! ପାଣ୍ଡିଆନଙ୍କ ଇସାରାରେ ଚାଲିଛି ଦଳ ! ନବୀନ ନିବାସରେ ପାଣ୍ଡିଆନ ସକ୍ରିୟ, ଭେଟୁଛନ୍ତି ନେତା ଓ ବିଧାୟକ । ବିବାହ ପରେ ପାଣ୍ଡିଆନଙ୍କ ସହ ମନ୍ମଥ ରାଉତରାୟଙ୍କ ଫଟୋ ପରେ ଚର୍ଚ୍ଚା । More

Olive Ridley: ଗହୀରମଥାର ମୋହ ଛାଡ଼ିପାରି ନାହାନ୍ତି ମା' କଇଁଛ, ୧୦ ଅଲିଭରିଡଲେଙ୍କ ଡେଣାରେ ୨୦୨୧ର ଟ୍ୟାଗ୍

ବାଟ ହୁଡ଼ାଇ ପାରେନି ଅଥଳ ସମୁଦ୍ର। ଦିଗ ହଜାଇ ପାରେନି ମହାସାଗର। ଆଶ୍ଚର୍ଯ୍ୟର କଥା, ଶହ ଶହ ନଟିକାଲ୍ ମାଇଲ୍ ଅତିକ୍ରମ କରି କେମିତି କେଜାଣି ନିଜ ପୁରୁଣା ଅନ୍ତୁଡ଼ିଶାଳକୁ ଖୋଜି ନିଅନ୍ତି ଅଲିଭ ରିଡଲେ କଇଁଛ। More

Odisha Assembly: ବିଧାନସଭାରେ ଯୋଡ଼ିହେଲା କଳଙ୍କିତ ଅଧ୍ୟାୟ, ହାତାହାତି ହେଲେ ସରକାରୀ ଓ ବିରୋଧୀ ବିଧାୟକ

ପ୍ରଥମେ ଉଚ୍ଚବାଚ୍ଚ, ତାପରେ ଧସ୍ତାଧସ୍ତି, ଶେଷରେ ହାତାହାତି । ବିଧାନସଭା ଦେଖିଲା ବିଶୃଙ୍ଖଳାର ଚରମ ଚିତ୍ର । ରାଜ୍ୟ ଦେଖିଲା ଗଣତନ୍ତ୍ରର ମନ୍ଦିରରେ ଆମ ବିଧାୟକଙ୍କ କାଣ୍ଡ କାରନାମା । More