• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 24 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 1 month ago

Awas Yojana: ସରକାରୀ ଅଧିକାରୀଙ୍କ ସହ ଆସିଲେ ମନ୍ତ୍ରୀ, ବୁଲି ବୁଲି କଲେ ଆବାସ ଯୋଜନାର ସର୍ଭେ

ସରକାରୀ ଅଧିକାରୀଙ୍କ ସହ ମନ୍ତ୍ରୀ ଆସିଲେ...ବୁଲି ବୁଲି ଜରିପାଲ-ନଡ଼ିଆପତ୍ର ତାଟିରେ ଢଙ୍କା ଭଙ୍ଗା କୁଡ଼ିଆ ସବୁ ଦେଖିଲେ...ଗରିବ ପରିବାର ମୁଣ୍ଡରେ ନିଶ୍ଚିତ ଛାତ ଘରର ସ୍ବପ୍ନ ବୁଣି ଆବାସ ସର୍ଭେରେ ସାମିଲ୍ କଲେ...। More
  • Manoranjan Sial
  • 1 month ago

No Confidence Motion Against Sarpanch: ବିଜେଡି ସମର୍ଥିତ ସରପଞ୍ଚଙ୍କ ପାଇଁ ଟେନସନ୍‌ ଆଣିଲେ ୱାର୍ଡ ମେମ୍ୱର

ୱାର୍ଡ ମେମ୍ବରମାନେ ଅଭିଯୋଗ କରିଛନ୍ତି, ଦୀର୍ଘ ୩ ବର୍ଷ ଧରି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ପଞ୍ଚାୟତରେ ମନମୁଖୀ କାର୍ଯ୍ୟ କରୁଛନ୍ତି। ୱାର୍ଡ ମେମ୍ବରମାନଙ୍କୁ ଅଣଦେଖା କରି ଆସୁଛନ୍ତି। ଏପରିକି କି ପଞ୍ଚାୟତର ସମସ୍ତ ଠିକା କାର୍ଯ୍ୟ ନିର୍ଦ୍ଧିଷ୍ଟ ଦୁଇ ଜଣ ଠିକାଦାରଙ୍କୁ ଦେଉଛନ୍ତି। More
  • Pallipuspa Samal
  • 1 month ago

Assembly Speaker: କିଏ ଭଲ ବାଚସ୍ପତି ? ପ୍ରମିଳା-ସୁରମା ଟଣାଓଟରା

ପ୍ରମିଳା-ସୁରମା ଟଣାଓଟରା । ଜଣେ ବିଜେଡି ସରକାରରେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଆଉ ଜଣେ ଏବେ ଗୃହକୁ ସୁରୁଖୁରୁରେ ଚଳାଇବାକୁ ଉଦ୍ୟମ କରୁଛନ୍ତି । More
  • Pallipuspa Samal
  • 1 month ago

ରାଜ୍ୟରେ ଖୋଲିବ ଅଧିକ ଶୀତଳ ଭଣ୍ଡାର, ୫ ବର୍ଷରେ ବିନିଯୋଗ ହେବ ୨୫୨ କୋଟି

ରାଜ୍ୟରେ ଖୋଲିବ ଅଧିକ ଶୀତଳ ଭଣ୍ଡାର । ଆଗାମୀ ୫ ବର୍ଷରେ ବିନିଯୋଗ ହେବ ୨୫୨ କୋଟି ଟଙ୍କା । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଚାଷୀ ଓ ଶୀତଳଭଣ୍ଡାର ମାଲିକ।... More
  • Sonali Ojha
  • 1 month ago

Panchang Today 24th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରୁ ବାହାରନ୍ତୁ...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ଶୁକ୍ରବାର । ଚନ୍ଦ୍ର- ବିଛା ଅହୋରାତ୍ର।  ତିଥି- ୧୦ମୀ ସନ୍ଧ୍ୟା ୦୭.୨୫ ଗତେ ୧୧ଶୀ।  ଘାତଚନ୍ଦ୍ର- ନାସ୍ତି। ପୁଷ୍କର ଦୋଷ- ନାସ୍ତି। More
  • Tapaswini Nayak
  • 1 month ago

Weather Update: ଦିଶୁନି ମୁହଁକୁ ମୁହଁ, ଟ୍ୱିନ୍ ସିଟିରେ ଘନ କୁହୁଡ଼ି

ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଆଜି ସକାଳେ କୁହୁଡ଼ିର ମୋଟା ଆସ୍ତରଣ ଜମିଛି। ଦୃଶ୍ୟମାନ ଦୂରତା ଖୁବ୍‌ କମ୍‌ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। More
  • Manoranjan Sial
  • 1 month ago

College Principal and Lecturer Suspend: ଅର୍ଥନୀତି ବିଭାଗ ଅଧ୍ୟାପକ ଓ ଅଧ୍ୟକ୍ଷ ନିଲମ୍ୱିତ

ବରୀ ଥାନା ଅଞ୍ଚଳର ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ଅଧ୍ୟାପକ ବିଦ୍ୟାଧର ଧଳଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଉକ୍ତ କଲେଜରେ ଜଣେ +୩ ଶେଷ ବର୍ଷ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। More
  • Santosh Kumar Sahoo
  • 1 month ago

BJP: ସରକାର-ଦଳ ଭିତରେ ଗ୍ୟାପ୍ କମାଇବାକୁ ବିଜେପିର କସରତ, ମୁଖ୍ୟମନ୍ତ୍ରୀ ଓ ସଭାପତିଙ୍କ ଉପସ୍ଥିତିରେ ମାନସମନ୍ଥନ

ସରକାର ଏବଂ ସଙ୍ଗଠନ ଭିତରେ ଗ୍ୟାପ୍‌ କମାଇବାକୁ କସରତ । ସରକାରୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ରହୁନି ଦଳର ଇନଭଲ୍ଭମେଣ୍ଟ । More
  • Santosh Kumar Sahoo
  • 1 month ago

Weather Update: ମାଘରେ ରୌଦ୍ରର ରାଜୁତି, କୋରାପୁଟରେ ୫୨ ବର୍ଷର ରେକର୍ଡ ଭାଙ୍ଗିଲା ଜାନୁଆରୀ ତାତି

ଜାନୁଆରୀ ନ ଯାଉଣୁ ବଢ଼ିଲାଣି ତାତି । କୋରାପୁଟରେ ୫୨ ବର୍ଷର ରେକର୍ଡ ଭାଙ୍ଗିଲା ଜାନୁଆରୀ ତାପମାତ୍ରା । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଗତକାଲି କୋରାପୁଟରେ ସର୍ବାଧିକ ତାପମାତ୍ରା ଥିଲା ୩୩.୨ ଡିଗ୍ରୀ । More
  • Manoranjan Sial
  • 1 month ago

Spiritual Conclave ‘Manthan’ In Bhubaneswar: ଅସ୍ତବ୍ୟସ୍ତ ଜୀବନରେ କେତେ ଜରୁରୀ ଆଧ୍ୟାତ୍ମିକ ଅନୁଶୀଳନ?

ମୋଟିଭେସନାଲ୍‌ ସ୍ପିକର ଅକ୍ଷତ ଗୁପ୍ତା କହିଛନ୍ତି, କେଉଁଠି ଲେଖାଯାଇଛି ଇଂରାଜୀ ଶିଖିବା ପାଇଁ ଏ ଫର୍‌ ଆପ୍‌ଲ, ବି ଫର୍‌ ବଲ୍‌, ସି ଫର୍‌ କେଟ ଓ ଡି ଫର୍‌ ଡଗ୍‌ ଶିଖିବାକୁ ପଡ଼ିବ। କାହିଁକି ଏ ଫର୍‌ ଅଗ୍ନି ଶିଖାଯାଉନି? ଏ ଫର ଅମ୍ୱା, ଅମ୍ୱିକା ଓ ଅମ୍ୱଳିକା କାହିଁକି ଶିଖାଯାଉନି? More
  • Deviprasad Jena
  • 1 month ago

Subhash Chandra Bose Jayanti: ନେତାଜୀ ଅମର ରହେ ନାରାରେ ପ୍ରକମ୍ପିତ ହେଲା କଟକ ସହର

ନେତାଜୀଙ୍କ ୧୨୮ ତମ ଜୟନ୍ତୀକୁ ମହାସମାରୋହରେ ପାଳନ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । More