• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 19 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 2 months ago

Naba Das Murder Case: ନବଙ୍କ ହତ୍ୟାକାଣ୍ଡ: ମୁଖ୍ୟ ଷଡ଼ଯନ୍ତ୍ରକାରୀ କିଏ ? ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ଦୀପାଳି...

ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ନେଇ ବଢିଲା ଆଶା। ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ନବଙ୍କ ଝିଅ ଦୀପାଳି। ଆଇନ ମନ୍ତ୍ରୀଙ୍କ ଆହ୍ୱାନ ପରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ଦୀପାଳି ଦାସ। More
  • Saroj Kumar Jena
  • 2 months ago

Success Story in Strawberry Farming: ସ୍ବାବଲମ୍ବୀ କରିଛି ଷ୍ଟ୍ରବେରୀ ଚାଷ, ବଣ୍ଡା ଘାଟିରେ ଆର୍ଥିକ ପ୍ରଗତିର ନୂଆ କାହାଣୀ

ସାଧାରଣତଃ ଶୀତ ପ୍ରଧାନ ଅଞ୍ଚଳର ଷ୍ଟ୍ରବେରୀ ଚାଷ ଏଠି ଯେ ସମ୍ଭବ, କିଛି ବର୍ଷ ତଳେ କାହାର ବି ଧାରଣା ନଥିଲା। ହେଲେ ବିଗତ ପ୍ରାୟ ଦୁଇ ବର୍ଷ ହେବ ଏ ଦୁଇ ଜିଲ୍ଲାର ଚାଷୀଙ୍କ ଆର୍ଥିକ ପ୍ରଗତିର ନୂଆ ଆଶା ଓ ଦିଶା ଦେଇଛି ଷ୍ଟ୍ରବେରୀ ଚାଷ। More
  • Pallipuspa Samal
  • 2 months ago

Panchang Today 19th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଗୃହ ଶାନ୍ତି ପୂଜା...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Deviprasad Jena
  • 2 months ago

Rajgangpur Dalmia Cement Factory Accident Update: କୋଇଲା ପାହାଡ ତଳୁ ଉଦ୍ଧାର ହେଲା ୩ ଶ୍ରମିକଙ୍କ ମୃତଦେହ

ତିନି ଦିନ ଧରି ଲାଗିରହିଥିବା ସସପେନ୍ସର ଆଜି ଅବସାନ ଘଟିଛି । କିନ୍ତୁ, ଉଦ୍ଧାର ପରେ କେହି ମଧ୍ୟ ଜୀବିତ ନଥିବାରୁ ମଉଳି ଯାଇଛି ପରିବାରର ଆଶା  l More
  • Manoranjan Sial
  • 2 months ago

Garbage In Residential Areas: ଜନବସତି ଅଞ୍ଚଳରୁ କେବେ ହଟିବ ଅଳିଆ ଗଦା?

ବର୍ଷ ବର୍ଷ ଧରି ଜନବସତି ଅଞ୍ଚଳରେ ଚାଲିଥିବା ଅଳିଆଗଦା ଓ ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସତୀଚଉରା ଓ ରଘୁନାଥଜୀଉ ମନ୍ଦିର ନିକଟରେ ଥିବା ଦୁଇଟି ଡମ୍ପିଂୟାର୍ଡ ଏବଂ ଏମସିସିକୁ ବନ୍ଦ କରିବା ସହ ସହର ଭିତରେ ଥିବା ଆଉ ୧୪ଟି ଅଳିଆଗଦା ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଥିଲେ ସହରବାସୀ। More
  • Deviprasad Jena
  • 2 months ago

Illegal Mining In Khordha's Jatani: ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ ବଢ଼ି ଚାଲିଛି ପଥର ଚୋରାଚାଲାଣ

ଚାରିଆଡେ ବିରାଟ ବିରାଟ ଖାଲ ଖୋଳି ନିଜ ପକେଟ ଭରିବାରେ ବ୍ୟସ୍ତ ମାଫିଆ । ମାଫିଆ ମାନେ ଶହ ଶହ ଟ୍ରିପ ମୋରମ ଏବଂ ପଥର ତାଡି ନେବା ପରେ ସୃଷ୍ଟି ହେଉଛି ବିପଦପୂର୍ଣ୍ଣ କୃତ୍ରିିମ ଖାଲ । More
  • Manoranjan Sial
  • 2 months ago

Hansita’s Husband Mystery: ହଂସିତା ବଡବଡିଆଙ୍କୁ ଯୋଗାଉଥିଲେ ସୁନ୍ଦର ତରୁଣୀ!

ଏବେବି ଅସ୍ପଷ୍ଟ କିଏ ହଂସିତାଙ୍କ ସ୍ବାମୀ? ଗୋଟିଏ ପଟେ ସରୋଜ ସାହୁଙ୍କୁ ନିଜର ସ୍ବାମୀ କହି ନିଜର ଅନ୍ତରୀଣ ଜାମିନ ଆବେଦନ କରିଛନ୍ତି। ସେପଟେ ନିୟମିତ ଜାମିନ ପାଇଁ ଦାଖଲ କରିଥିବା ପିଟିସନରେ ନିଜର ସ୍ବାମୀ ଭାବେ ଅନୀଲ ମହାନ୍ତିଙ୍କୁ ଦର୍ଶାଇଛନ୍ତି। ଯାହାକୁ ନେଇ କୋର୍ଟ ହଂସିତାଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଛନ୍ତି। More
  • Sujit kumar Swain
  • 2 months ago

Naba Das Murder Investigation: ‘MLA ଟିକେଟ୍ ଆଶାରେ ସେବେ ଚୁପ୍ ଥିଲେ ଦୀପାଳି, ଏବେ ଆଳୁ ଖୋଳୁଛନ୍ତି’

ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ବଡ଼ ହଟଚମଟ । ରହସ୍ୟ, ଷଡ଼ଯନ୍ତ୍ର, ସନ୍ଦେହ ମୂଳରୁ ଥିଲା । ତାକୁ ପୁଣି ବହୁଗୁଣ ବଢ଼ାଇଲା । ଫୋରେନସିକ୍ ରିପୋର୍ଟର ଚାଞ୍ଚଲ୍ୟକର ତଥ୍ୟଏକାଧିକ ବନ୍ଧୁକରୁ ଗୁଳି ଥିଓରୀ । ତେଜିଲା ପଲିଟିକାଲ୍ ବୟାନବାଜି । More