• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 14 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 2 months ago

Missing Case: ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ଥିଲେ ଯୁବତୀ; ୪୮ ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର...

ମୁଣ୍ଡରେ ଗଭୀର କ୍ଷତ ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚି଼ହ୍ନ ରହିଛି । ମୁଣ୍ଡରେ ଆଘାତ ଲାଗିଥିବାରୁ ସେ ମାନସିକ ସନ୍ତୁଳନ ହରାଇଥିବା ଜଣାପଡିଛି । More
  • Sujit kumar Swain
  • 2 months ago

Milk In Mid-day Meals: ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର; ପିଲାଙ୍କୁ ସବୁଦିନ ଦିଆଯିବ ୨୦୦ ମିଲିଗ୍ରାମ୍ ଦୁଗ୍ଧ

ଏବେ ଆହୁରି ପୁଷ୍ଟିସାର ଯୁକ୍ତ ହେବ ପିଲାଙ୍କ ମଧ୍ୟାହ୍ନ ଭୋଜନ। ସୋୟାବିନ୍ ଓ ଅଣ୍ଡା ସହ ନିଇତି ମିଳିବ କ୍ଷୀର। ଛାତ୍ରଛାତ୍ରୀଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ଭିଟାମିନ୍ A ଓ D ଯୁକ୍ତ ଦୁଗ୍ଧ ଦେବାକୁ ବ୍ୟବସ୍ଥା କରିଛନ୍ତି ସରକାର। More
  • Sujit kumar Swain
  • 2 months ago

Dhadi Darshan: ଶ୍ରୀମନ୍ଦିରରେ କେମିତି ହେବ ଧାଡ଼ି ଦର୍ଶନ ? ଭକ୍ତଙ୍କୁ ମିଳିବ କେତେ ଫାଇଦା ?

ଆଉ ତାରିଖ ଘୁଞ୍ଚିବନି, କି ଟ୍ରାଏଲ୍ ରନ୍ ବି ହେବନି । ଆର ସୋମବାରରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ । ଜାନୁଆରୀ ୨୦ରୁ ଭକ୍ତ ସିଧା ନାଟମଣ୍ଡପ ବ୍ୟାରିକେଡ୍‌ରେ ପଶି ରାମ୍ପରେ ଚଢ଼ି ଜଗା ଦର୍ଶନ କରିବେ।  More
  • Sujit kumar Swain
  • 2 months ago

BSKY Scam: BSKY କେଳେଙ୍କାରୀ ପେଡି ଖୋଲିବେ ସରକାର; ମନ ଇଚ୍ଛା ବିଲ୍ କରୁଥିଲେ କି ଘରୋଇ ହସ୍ପିଟାଲ ?

ବିଜେଡି ସରକାରରେ ଫ୍ଲାଗସିପ୍ ସ୍କିମ୍ BSKYରେ ହେଉଥିଲା କି ସ୍କାମ ? ମନ ଇଚ୍ଛା ବିଲ୍ କରୁଥିଲେ କି ଘରୋଇ ହସ୍ପିଟାଲ ? ସଂପୃକ୍ତ ଥିଲେ କି ସରକାରୀ ଅଧିକାରୀ ? More
  • Saroj Kumar Jena
  • 2 months ago

Hansita Abhilipsa Case: ହଂସିତାଙ୍କ ଆଉ ଜଣେ ସ୍ବାମୀଙ୍କ ସନ୍ଧାନ ମିଳିଲା, ଫିଟୁଛି କଳା ସାମ୍ରାଜ୍ୟର ଗୁମର

୨୦୧୬ରେ ଜଣେ ବିଲଡରଙ୍କ ପତ୍ନୀ ପରିଚୟ ଦେଇ ରାଜଧାନୀରେ ଜାଗା ମାଡି ବସିବାକୁ କରିଥିଲେ ଉଦ୍ୟମ। ଏପରିକି ଗୁଣ୍ଡା ଲଗାଇ ଭାଙ୍ଗି ଦେଇଥିଲେ ଘର। ସଂପୃକ୍ତ ବିଲଡରଙ୍କୁ ଡାକି ଜେରା କରିଛି ଆୟକର ବିଭାଗ। More
  • Amaresh Biswal
  • 2 months ago

Success Story: ଦିନେ ଦାଦନ ଯାଇଥିଲେ, ହାତଗୋଡ଼ କଟା ଯାଇଥିଲା, ଏବେ ଜାତୀୟ ରେକର୍ଡ କରି ସମସ୍ତଙ୍କୁ ଚକିତ କଲେ

କୁନି ବୟସରେ ସେ ବାପା ମାଆଙ୍କ ସହ ବାହାର ରାଜ୍ୟକୁ ଯାଇଥିଲା ଦାଦନ ଖଟି। ସେଠି ଇଲେକ୍ଟ୍ରି ସକ୍ ଖାଇ ତା ହାତଗୋଡ଼ ହରାଇଲା। କିନ୍ତୁ ଜଣେ ଜିଲ୍ଲା କଲେକ୍ଟର ତା ଜୀବନ ବଦଳାଇ ଦେଲେ। ଝିଆଟି ଆଜି ଜାତୀୟ ରେକର୍ଡ ସୃଷ୍ଟି କରିଛି। More
  • Sonali Ojha
  • 2 months ago

CM Mohan Majhi: ମକର ପାଳିଲେ ମୁଖ୍ୟମନ୍ତ୍ରୀ; ବୈତରଣୀରେ ପକାଇଲେ ବୁଡ଼

ମକର ପାଳିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଗସ୍ତରେ ଯାଇ ପାଟଣା ନିକଟ ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ସିଏମ୍। More
  • Sonali Ojha
  • 2 months ago

Weather Update: କଲବଲ କରିବ ମାଘର ବାଘ ଭଳି ଶୀତ; କୁହୁଡି ନେଇ ସତର୍କତା ଜାରି

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ରାତ୍ରୀ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। ୧୬ ତାରିଖ ଯାଏ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାରିପାଗ କେନ୍ଦ୍ର। More
  • Pallipuspa Samal
  • 2 months ago

Panchang Today 14th January 2025: ଆଜିର ପଞ୍ଚାଙ୍ଗ,ମକର ସଂକ୍ରାନ୍ତିରେ ଶୁଭ ସମୟ ଦେଖି ଘରେ କରନ୍ତୁ ପୂଜା...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Sujit kumar Swain
  • 2 months ago

Bhubaneswar Murder: ସହଦେବ ନାୟକ ହତ୍ୟାକାଣ୍ଡ ପଛରେ କିଏ ? କାରଣ କ’ଣ ? 

ସେମାନଙ୍କୁ ଫାଶିଦଣ୍ଡ ଦେଇଦେବା ଉଚିତ...ନଚେତ୍ ଏନକାଉଣ୍ଟର କରାଯାଉ...ଆଜି ସହଦେବଙ୍କୁ ହତ୍ୟା କଲେ, କାଲି ଆଉ କାହାର ମୁଣ୍ଡ ନେଇଯିବେ...ନିଶା ପାଇଁ ଏମାନେ ନେଇଯିବେ ଜୀବନ, ବସ୍ତିରୁ ଏମାନଙ୍କୁ ତୁରନ୍ତ ହଟାଯାଉ...ଏମିତି ଥିଲା ମଥା ସିନ୍ଦୂର ହରାଇ ଶୋକରେ ଥିବା ପତ୍ନୀଙ୍କ ଦରଦଭରା ନିବେଦନ। More
  • Santosh Kumar Sahoo
  • 2 months ago

Manja Sutaa: ଖେଳ ସାଜିଛି କାଳ, ଚାଇନିଜ୍ ମାଞ୍ଜା ସୂତା ପାଇଁ ଘଟୁଛି ଅଘଟଣ

ଖେଳ ସାଜିଛି କାଳ । ଚାଇନିଜ୍ ମାଞ୍ଜା ସୂତାରେ ଘଟୁଛି ଗୋଟିଏ ପରେ ଗୋଟିଏ ଅଘଟଣ । କାହାର ହାତ ତ ପୁଣି କାହାର ବେକରେ ସୂତା ଲାଗି କଟିଯାଉଛି । More
  • Sujit kumar Swain
  • 2 months ago

Sankha Bhawan: ଶଙ୍ଖ ଭବନରେ ରେଷ୍ଟୁରାଣ୍ଟକୁ ନେଇ ସରଗରମ ରାଜନୀତି; BJD-BJP ମଧ୍ୟରେ ତୁତୁ ମେମେ...

ଶଙ୍ଖ ଭବନ କ୍ୟାଣ୍ଟିନ୍‌କୁ ନେଇ ରାଜନୀତି। ନିର୍ବାଚନ ପରାଜୟ ପରେ ସାଧାରଣ ଲୋକଙ୍କୁ ବି କ୍ୟାଣ୍ଟିନରେ ଖାଦ୍ୟ ପରସାଯାଉଛି। ମିଲ୍ ପିଛା ୮୦ ଟଙ୍କା। ନେତା  କର୍ମୀଙ୍କ ସହ ସାଧାରଣ ଲୋକେ ବି ଯାଇ ମିଲ୍ ଖାଉଛନ୍ତି।  More
  • Santosh Kumar Sahoo
  • 2 months ago

Ayushman Bharat: BSKYକୁ ବିଦାୟ, ଏଣିକି ଓଡ଼ିଶାରେ ଆୟୁଷ୍ମାନ ଭାରତରେ ସ୍ୱାସ୍ଥ୍ୟସେବା

ଓଡ଼ିଶାକୁ ମିଳିଲା ବହୁ ପ୍ରତୀକ୍ଷିତ ଆୟୁଷ୍ମାନ ଭାରତ ଯୋଜନା। ଖୁବ୍ ଶୀଘ୍ର BSKY ବଦଳରେ ମିଳିବ ନୂଆ କାର୍ଡ। ଦିଲ୍ଲୀରେ କେନ୍ଦ୍ର ଏବଂ ରାଜ୍ୟ ଭିତରେ ସ୍ବାକ୍ଷର ହେଲା MOU । More
  • Sarojini Sankhua
  • 2 months ago

Pousa Purnima : ପ୍ରାଚୁର୍ଯ୍ୟ, ସୁଖ ଓ ସମୃଦ୍ଧିର ସଂକେତ: ପୌଷ ପୂର୍ଣ୍ଣିମା

ଏହି ସମୟ ଅମଳର ସମୟ। ଫସଲ ଘରକୁ ଆସେ, ଚାଷୀ ଖୁସି ହୁଏ, ସ୍ୱପ୍ନ ଦେଖୁଥାଏ। ଅଳ୍ପ ହେଉ କି ବେଶୀ, ଘରେ ଘରେ ପ୍ରାଚୁର୍ଯ୍ୟ ଓ ଖୁସି ଭରି ରହିଥାଏ। ଏହି ସମୟରେ ପାଳନ ହୁଏ ପୌଷ ପୂର୍ଣ୍ଣିମା। More