/odishatv-khabar/media/post_attachments/uploadimage/library/16_9/16_9_0/Panchang_1736824601.jpg)
Panchang
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ମଙ୍ଗଳବାର । ଚନ୍ଦ୍ର- କର୍କଟ ଅହୋରାତ୍ର,ତିଥି- ପ୍ରତିପଦ ରାତ୍ରି ୦୩.୨୧ ଗତେ ୨ୟା,ଘାତଚନ୍ଦ୍ର- ନାସ୍ତି,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୦.୧୭ ଗତେ ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୩.୨୧ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
Advertisment
ଶୁଭସମୟ:
ଦିବା- ୦୯.୧୧ ରୁ ୧୦.୫୦
ଦିବା- ୦୧.୦୧ ରୁ ୦୧.୧୭
ଦିବା- ୦୪.୦୧ ରୁ ୦୪.୩୯
ସନ୍ଧ୍ୟା- ୦୫.୨୩ ରୁ ୦୬.୧୫
ରାତ୍ରି- ୦୮.୫୨ ରୁ ୧୧.୨୯
ରାତ୍ରି- ୦୨.୦୬ ରୁ ୦୩.୫୧
ଅଶୁଭସମୟ:
ରାହୁକାଳ- ଦିବା ୦୨.୩୯ ରୁ ୦୪.୦୧
କାଳବେଳା- ଦିବା ୦୧.୧୭ ରୁ ୦୨.୩୯
ବାରବେଳା- ପ୍ରାତଃ ୦୭.୪୯ ରୁ ୦୯.୧୧
କାଳରାତ୍ରି- ସନ୍ଧ୍ୟା ୦୭.୦୧ ରୁ ୦୮.୩୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)