• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 11 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 2 months ago

Coastal Villages: ସମୁଦ୍ର ଆଁରେ ଗାଁ; ବିପନ୍ନ ଜୀବିକା-ଜୀବନ, ଚେଇଁ ଶୋଇଛି ପ୍ରଶାସନ...

ଆଖି ଆଗରେ ଭାସି ଯାଉଛି ଜନ୍ମମାଟି ମାଆ। ଅହନ୍ନିଶି ଅବିଶ୍ରାନ୍ତ ଢେଉ ମାଡ଼ରେ ଲୀନ ହେଉଛି ଘର ଦ୍ବାର। ଅନ୍ୟତ୍ର ଜୀବନ ଜୀଇଁବାକୁ ବାଧ୍ୟ ହେଉଛନ୍ତି ବେସାହାରା ପରିବାର। More
  • Sonali Ojha
  • 2 months ago

Pravasi Bharatiya Divas 2025: ବିଶ୍ୱ ଦରବାରରେ ଓଡ଼ିଶାକୁ ମିଳିଲା ପରିଚିତି; ଆଗକୁ ହେବ ପ୍ରବାସୀ ଓଡ଼ିଆ ସମ୍ମିଳନୀ !

ଗତ ୩ ଦିନରେ ରାଜ୍ୟର ଅନେକ ପର୍ଯ୍ୟଟନ ସ୍ଥଳୀ ବୁଲିଛନ୍ତି ପ୍ରବାସୀ। ନିଜ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର ବି କରିଛନ୍ତି। ଏମିତି କି ଆଗକୁ ପୁଣି ଥରେ ଓଡ଼ିଶା ଆସିବାକୁ ଆଶା ରଖିଛନ୍ତି। ତେଣୁ ଏହା ସ୍ପଷ୍ଟ, ଆଗାମୀ ଦିନରେ ବିଦେଶୀ ପର୍ଯ୍ୟଟଙ୍କ ଭିଡ଼ ଓଡ଼ିଶାରେ ବଢିବ। More
  • Santosh Kumar Sahoo
  • 2 months ago

PBD Exhibition: ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ PBD ପ୍ରଦର୍ଶନୀ, ୧୨ ତାରିଖ ସନ୍ଧ୍ୟା ଯାଏଁ ରହିବ ଖୋଲା

ଭୁବନେଶ୍ୱର ଜନତା ମଇଦାନ ୩ ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ ବିଦେଶରେ ରହୁଥିବା ପ୍ରବାସୀମାନେ ଯୋଗ ଦେଇଥିଲେ। More
  • Santosh Kumar Sahoo
  • 2 months ago

Baikuntha ‌‌Dham Ashram: ଖଣ୍ଡଗିରି ବୈକୁଣ୍ଠ ଆଶ୍ରମ ପାଇଁ ବଢ଼ିଲା ଅଡ଼ୁଆ, ଖୁବଶୀଘ୍ର ଆଶ୍ରମରେ ଚାଲିପାରେ ବୁଲଡୋଜର

ବୈକୁଣ୍ଠ ଧାମ ଆଶ୍ରମର ନିର୍ମାଣ ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଗତ ନଭେମ୍ବର ୨୧ରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ । More
  • Pallipuspa Samal
  • 2 months ago

Panchang Today 11th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ...

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Santosh Kumar Sahoo
  • 2 months ago

Dense Fog: ଟ୍ୱିନ୍‌ ସିଟିରେ ଘନ କୁହୁଡ଼ି, ୧୦ ମିଟର ବି ଦେଖାଯାଉନି ରାସ୍ତା

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆଉ ଦିନେ ପରେ ରାଜ୍ୟରେ ବଢିପାରେ ତାପମାତ୍ରା । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ବୃଦ୍ଧି ଘଟିବା ଫଳରେ ଶୀତ କମିବ । More
  • Santosh Kumar Sahoo
  • 2 months ago

Olympics 2036: ଓଡ଼ିଶାରେ ହେବ କି ୨୦୩୬ ଅଲିମ୍ପିକ୍ସ ହକି ? ବିଶ୍ବ କ୍ରୀଡ଼ା ମହାକୁମ୍ଭ ପାଇଁ ଭାରତର ବିଡ୍ ପରେ ଚର୍ଚ୍ଚା

୨୦୧୪ରେ ଚାମ୍ପିୟନ୍ସ ଟ୍ରଫି, ୨୦୧୮ ଆଉ ୨୦୨୩ରେ ବିଶ୍ବକପ୍ । ୨୦୨୧ରେ ଜୁନିୟର ବିଶ୍ବକପ୍ । ଆଗକୁ ଏହି ତାଲିକାରେ ଯୋଡ଼ି ହୋଇପାରେ ୨୦୩୬ ଅଲିମ୍ପିକ୍ସ ହକି ଇଭେଣ୍ଟ। More
  • Santosh Kumar Sahoo
  • 2 months ago

Bishal Das: ଅନାସ୍ଥା ଭୋଟ୍ ନେଇ ଝାରସୁଗୁଡ଼ାରେ ହଟଚମଟ, ଭାଇ ସହ ନିଜେ ଫସିଗଲେ କି ଦୀପାଳି ?

କିରମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ନେଇ ଝାରସୁଗୁଡ଼ାରେ ରାଜନୈତିକ ହଟଚମଟ । ବିତିଗଲା ୨୪ ଘଣ୍ଟା। ଚାଲିଛି ହାଇଡ୍ରାମା । ଅନାସ୍ଥା ଭୋଟ୍ ଦେବାକୁ ନା କେହି ଆସିଲେ ନା ଭୋଟ୍ ପଡ଼ିଲା ଅନାସ୍ଥା ସପକ୍ଷରେ । More
  • Santosh Kumar Sahoo
  • 2 months ago

Pravasi Bharatiya Divas: ବିକଶିତ ଓଡ଼ିଶା ପାଇଁ ପ୍ରବାସୀଙ୍କ ଟିପସ୍, 'ମେଡ୍ ଇନ୍‌ ଓଡ଼ିଶା' ଓ 'ବ୍ରାଣ୍ଡ୍ ଓଡ଼ିଶା'ର ପ୍ରଚାର ପ୍ରସାର ଦାବି

ଓଡ଼ିଶାର ଉନ୍ନତି, ପ୍ରଗତି ଓ ଅଭିବୃଦ୍ଧି ପାଇଁ ପ୍ରବାସୀଙ୍କ ଟିପ୍ସ । 'ମେଡ୍ ଇନ୍ ଓଡ଼ିଶା' ଓ 'ବ୍ରାଣ୍ଡ୍ ଓଡ଼ିଶା'ର ହେଉ ପ୍ରଚାର ପ୍ରସାର । ଫୋକସରେ ଇନଭେଷ୍ଟମେଣ୍ଟ୍, ଇନଫ୍ରାଷ୍ଟକ୍ଚର ଓ ଟୁରିଜିମ୍ । More
  • Sonali Ojha
  • 2 months ago

Bunty-Babli Row: ୪୨୦ ବଣ୍ଟି-ବବଲି ଯୋଡ଼ିଙ୍କ ଲମ୍ବୁଛି ଦାମୀ ଗାଡ଼ି ଲିଷ୍ଟ୍; ୩ କୋଟିର ମର୍ସିଡିଜ୍ ସିଜ୍

ଏଣେ ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ନ୍ୟାୟରେ ଆୟକର ବିଭାଗ ଗଲା ୪ଦିନ ହେଲା ବଣ୍ଟି-ବବଲି ଯୋଡ଼ିଙ୍କ ଗୁପ୍ତ ଆର୍ଥିକ ସାମ୍ରାଜ୍ୟ ଭିତରକୁ ଯେତିକି ପଶୁଛି ଅନୀଲ-ହଂସିତାଙ୍କ ସଂପତ୍ତିର ରହସ୍ୟ ସେତିକି ଭେଦୁଛି। ବର୍ତ୍ତମାନ ସୁଦ୍ଧା ଏମାନଙ୍କ ସଂପତ୍ତି ୧୦୦ କୋଟି ପାର୍ କରି ସାରିଥିବାବେଳେ ତାଭିତରେ ରହିଛି ୫୮ କୋଟିର ବେନାମୀ ସଂପତ୍ତି। More
  • Sonali Ojha
  • 2 months ago

Pravasi Bharatiya Divas 2025: ପ୍ରବାସୀ ଭାରତୀୟ ମହାକୁମ୍ଭ ଉଦଯାପିତ; ୨୪ ରାଷ୍ଟ୍ରର ୨୭ ସଫଳ ବ୍ୟକ୍ତିଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ସମ୍ମେଳନର ଉଦଯାପନୀ ସମାରୋହରେ ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଥିଲେ ଦୁଇ ଦଶନ୍ଧି ଧରି ଦେଶର ବିଭିନ୍ନ ଭାଗରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀ ସେହି ରାଜ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ଦେଇପାରିଛି। ପ୍ରବାସୀଙ୍କ ସହ ସମ୍ପର୍କରେ ଯୋଡ଼ି ହୋଇପାରିଛି। ସେ ଦୃଷ୍ଟିରୁ ଓଡ଼ିଶା ମଧ୍ୟ ଏହାର ଭରପୁର ସୁଯୋଗ ନେବ ବୋଲି ଆଶା ବ୍ୟକ୍ତ କରିଥିଲେ। More