• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 24 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 4 months ago

ବ୍ରହ୍ମପୁରରେ ବଡ଼ ଧରଣର ଚଢ଼ାଉ; ଖାଇବା ତେଲରେ ହେଉଥିଲା ଅପମିଶ୍ରଣ !

ବଡ ବଜାର ଥାନା ଗଣପତି ନଗର ପଞ୍ଚମ ଲେନରେ ଥିବା ତେଲ ୟୁନିଟ ଉପରେ ଚଢାଉ ହୋଇଛି । ରାଇସ ବ୍ରାନ ଅଏଲରେ ଏସେନସ ପକାଇ କରୁଥିଲେ ସୋରିଷ ତେଲ। ବିଭିନ୍ନ ବ୍ରାଣ୍ଡର ତେଲ ଆଣି ପୁଣି ପ୍ୟାକିଙ୍ଗ କରାଯାଉଥିଲା ।  More
  • Sujit kumar Swain
  • 4 months ago

ମଉଳି ଯିବ କି ରାଜ୍ୟର ପ୍ରଥମ ଅଟୋମୋବାଇଲ୍ ପ୍ଲାଣ୍ଟ ସ୍ବପ୍ନ ?

ଧୂଳିସାତ୍ ହୋଇଯିବ କି ରାଜ୍ୟର ପ୍ରଥମ ଅଟୋମୋବାଇଲ ପ୍ଲାଣ୍ଟ ସ୍ବପ୍ନ ? ଓଡ଼ିଶାରେ ଇଲେକ୍ଟ୍ରିକ୍ ଭେଇକିଲ୍ ପ୍ଲାଣ୍ଟ ବସାଇବ ତ’ JSW ?  More
  • Pramod Behera
  • 4 months ago

ମୌଳିକ ଶିକ୍ଷାରେ ଗୁରୁଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା

(ଡ.ପାର୍ଥଜିତ ଦାସ ଓ ପ୍ରତୀକ୍ଷା ମିଶ୍ରଙ୍କ ବିଶ୍ଳେଷଣ) ମୌଳିକ ଶିକ୍ଷା କହିଲେ, ଗୋଟେ ପିଲାର ୩ରୁ ୮ ବର୍ଷ ପର୍ଯ୍ୟନ୍ତ ଶିକ୍ଷା ଓ ବିକାଶକୁ ବୁଝାଏ। ଯାହା ସାଧାରଣତଃ ତିନି ବର୍ଷର ଆଦ୍ୟଶୈଶବ ଶିକ୍ଷା ଓ ଦୁଇ ବର୍ଷର ପ୍ରାଥମିକ ଶିକ୍ଷା ଦ୍ୱାରା ପରିପୂର୍ଣ୍ଣ ହୁଏ। ଯେହେତୁ ଅନେକ ପିଲାଙ୍କ ପାଇଁ ଉପଯୁକ୍ତ ଶିକ୍ଷା ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହେଇଥାଏ, ପିଲାମାନଙ୍କୁ ଏହି ମୌଳିକ ଦକ୍ଷତା ଗୁଡିକରେ ପାରଙ୍ଗମ ହେବା ପାଇଁ ତିନିବର୍ଷ ଲାଗିଥାଏ। More
  • Swadesi Megha Mallhar Prusty
  • 4 months ago

ପୂଜାରେ ବାଜିବନି DJ, ରାଜଧାନୀରେ ହେବ ମଦମୁକ୍ତ .. ବଟି ମାଗିଲେ ବନ୍ଧା ହେବେ

ରାଜଧାନୀରେ ଏଥର ମଦମୁକ୍ତ, ଡିଜେ ମୁକ୍ତ, ପ୍ଲାଷ୍ଟିକ ମୁକ୍ତ ପୂଜା ପାଇଁ ଆହ୍ୱାନ । ଚାନ୍ଦା ନାଁରେ ବଟି ମାଗିଲେ ବନ୍ଧା ହେବେ । More
  • Swadesi Megha Mallhar Prusty
  • 4 months ago

ଦିନକ ପୂର୍ବରୁ ଆସିଲା ଚିଠି, ଆନ୍ଦୋଳନ କଲେ ହେବ କାର୍ଯ୍ୟାନୁଷ୍ଠାନ

ଅଗଷ୍ଟ ୭ ତାରିଖରୁ ନର୍ସିଂ ଅଫିସରଙ୍କ ବିରୋଧରେ ୬ ମାସ ପାଇଁ ଲାଗୁ ହୋଇଥିବା ଏସମାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ଆଜି ସବୁ CDMO ଓ ସରକାରୀ ମେଡିକାଲ କଲେଜଙ୍କୁ ଚିଠି ଲେଖିଛି ନର୍ସିଂ ନିର୍ଦ୍ଦେଶାଳୟ । More
  • Santosh Kumar Sahoo
  • 4 months ago

କ୍ୟାପିଟାଲ୍ ହସ୍ପିଟାଲ୍ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ, ଚାରିଆଡ଼େ ପଡ଼ିଛି ଆବର୍ଜନା

କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଛନ୍ତି ସଫେଇ କର୍ମଚାରୀ । ଯାହାଫଳରେ ହସ୍ପିଟାଲରେ ସଫେଇ କାମ ଠପ୍ ହୋଇଯାଇଛି । More
  • Sonali Ojha
  • 4 months ago

ଚେତିଲା ଉଚ୍ଚଶିକ୍ଷା ବିଭାଗ; କଲେଜରେ ଯୌନ ନିର୍ଯାତନା ରୋକିବାକୁ ଗଠନ ହେବ ଆଇସିସି

ବାଣୀବିହାରରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ପରେ ଚେତିଲା ଉଚ୍ଚଶିକ୍ଷା ବିଭାଗ। ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯୌନ ନିର୍ଯାତନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ରହିବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି। More
  • Sonali Ojha
  • 4 months ago

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଡାଲି ବୋଝେଇ ଟ୍ରକ୍

ଚାହୁଁ ଚାହୁଁ ଜଳିଗଲା ଡାଲି ବୋଝେଇ ଟ୍ରକ୍। ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ଅମଣାକୁଦ ଛକ ନିକଟରେ ଘଟିଛି ଅଘଟଣ। More
  • Sonali Ojha
  • 4 months ago

ରୁକସାନା ବାନୋ ମୃତ୍ୟୁ ମାମଲା; ରକ୍ ଷ୍ଟାର ରୁକୁ ସୁନାଙ୍କ ନାଁରେ ଏତଲା

ରୁକୁ ସୁନାଙ୍କ ନାଁରେ ମାମଲା। ଗାୟିକା ତଥା ରିଲ୍ସ କୁଇନ୍ ରୁକସାନା ବାନୋ ମୃତ୍ୟୁ ମାମଲାରେ ଭବାନୀପାଟଣା ଟାଉନ ଥାନାରେ ୫ ଜଣଙ୍କ ନାଁରେ ଏତଲା । More
  • Sonali Ojha
  • 4 months ago

ଆଜି ବି ବର୍ଷିବ; ୧୫ ଜିଲ୍ଲାକୁ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ରାଜ୍ୟର ବିଭିନ୍ନ ସ୍ଥାନକୁ ବର୍ଷା ଆଲର୍ଟ। ପାଣିପାଗ ବିଭାଗର ପୂର୍ବାନୁମାନ, ଆଜି ରାଜ୍ୟରେ ଅଧାରୁ ଅଧିକ ଜିଲ୍ଲାରେ ଲାଗିରହିବ ବର୍ଷା । ୧୫ ଜିଲ୍ଲାକୁ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । More
  • Pallipuspa Samal
  • 4 months ago

Panchang Today 24th September 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଭୂମି କ୍ରୟ କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More
  • Santosh Kumar Sahoo
  • 4 months ago

ପୋଲିସ ମେଳିକୁ ନେଇ ସିପି ଅଫିସର ତନାଘନା, ପ୍ରତି ଥାନା IICଙ୍କୁ ଚିଠି କଲେ ରିଜର୍ଭ ଇନ୍ସପେକ୍ଟର

୨୧ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ତାଲିକା ଡିସିଓ, ଇମର୍ଜେନ୍ସି ଓ ସେଣ୍ଟ୍ରିମାନଙ୍କ ତାଲିକା ଦେବାକୁ କହିଲେ ରିଜର୍ଭ ଇନ୍ସପେକ୍ଟର । More
  • Santosh Kumar Sahoo
  • 4 months ago

ବନ୍ୟା ଛଡ଼ାଇ ନେଲା ବର୍ଷକର ଦାନା, ଉଜୁଡ଼ିଗଲା ବହୁ ଚାଷୀଙ୍କ ସ୍ବପ୍ନ

ବୁଢାବଳଙ୍ଗରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ଥମିବା ପରେ ପ୍ରକୃତିସ୍ଥ ହେଉଛି ବାଲେଶ୍ବର ଜିଲ୍ଲାର ବିଭିନ୍ନ ବ୍ଲକ। ବନ୍ୟା ପ୍ରକୋପ କମିଯିବା ପରେ ସ୍ବାଭାବିକ ହେଉଛି ଜନଜୀବନ। More
  • Santosh Kumar Sahoo
  • 4 months ago

ତେଜିଲା ଭୁବନେଶ୍ବର ବିଜେଡି କଳି, କାଲି ଶଙ୍ଖ ଭବନରେ ଗଣ୍ଡଗୋଳ... ଆଜି ପୂର୍ବତନ ମନ୍ତ୍ରୀଙ୍କୁ ଟାର୍ଗେଟ୍

ଗତକାଲି ଶଙ୍ଖ ଭବନରେ ଗଣ୍ଡଗୋଳ। ଆଉ ଆଜି ପାଲଟା ଅଭିଯୋଗ। ଭୁବନେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ ସତେ ଯେମିତି ଥମିବାର ନାଁ ଧରୁନି। ଶଙ୍ଖ ଭବନରେ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୂପକାରଙ୍କୁ ବିରୋଧ ପରେ ଆଜି ଉଭୟ ମୁହଁ ଖୋଲିଛନ୍ତି। More
  • Swadesi Megha Mallhar Prusty
  • 4 months ago

ଭରତପୁର ଘଟଣାରେ ହୁଲୁସ୍ତୁଲ୍ ରାଜ୍ୟ, ପୋଲିସ କରୁଥିଲା ମେଳି! କିଏ ଦେଇଥିଲା ଅନୁମତି ?

ଭରତପୁର ଥାନା କଳଙ୍କକୁ ନେଇ ଦେଶବ୍ୟାପୀ ଯେତେବେଳେ ହଇଚଇ ସୃଷ୍ଟି ହୋଇଥିଲା, ସେ ବେଳରେ ଆଇନଶୃଙ୍ଖଳା ରକ୍ଷାକୁ ପଛ କରି ତମାମ ଥାନା ଛାଡ଼ି କାହା ଅନୁମତିରେ ମେଳି କରିଥିଲେ କମିଶନରେଟ୍ ପୋଲିସ୍ କର୍ମଚାରୀ? More
  • Swadesi Megha Mallhar Prusty
  • 4 months ago

ଓଡ଼ିଶା ବିଜନେସ୍ ଆୱାର୍ଡ ୨୦୨୪: ଜାଣନ୍ତୁ ଶିକ୍ଷା ବିଭାଗରେ କିଏ ଅଛନ୍ତି ...

ଓଟିଭି ବିଜିନେସ୍ ଓଡିଶା ଆୱାର୍ଡସ୍-୨୦୨୪ର ଏ ହେଉଛି ଦ୍ୱିତୀୟ ସଂସ୍କରଣ । ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲେରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ରିୟଲ୍‌ ଇଷ୍ଟେଟ୍, ଏମିତି ୬ଟି କାଟାଗୋରୀରେ ଓଡ଼ିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାର ଗୁଣାତ୍ମକ ଉତ୍ପାଦ ଏବଂ ଲୋକାଭିମୁଖୀ ସେବାକୁ ଚିହ୍ନିବା ଏବଂ ଗୋଟିଏ ପ୍ଲାଟଫର୍ମରେ ସେମାନଙ୍କୁ ସମ୍ମାନିତ କରିବାକୁ ଯାଉଛି ଓଟିଭି । More