• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 04 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sonali Ojha
  • 6 months ago

କେରଳ ଟ୍ରାଜେଡି: ଓଡ଼ିଶାରୁ ୱାୟନାଡ୍‌ ଗଲା ସନ୍ଧାନୀ କୁକୁର 'ଷ୍ଟର୍ମ'

ଭୂ-ସ୍ଖଳନର ମହାବିପର୍ଯ୍ୟୟରେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ଏହାରି ଭିତରେ ଜୋର୍‌ଦାର ହୋଇଛି ରେସ୍କ୍ୟୁ ଅପରେସନ୍‌। ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ସେଠାକୁ ଯାଇଛି ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’। More
  • Sonali Ojha
  • 6 months ago

ଖୋଲିଲା ହୀରାକୁଦର ଆଉ ୪ ଗେଟ୍; ବନ୍ୟା ପରିସ୍ଥିତି ନାହିଁ କହିଲେ ସର୍ବୋଚ୍ଚ ଯନ୍ତ୍ରୀ

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍। ଏବେ ମୋଟ୍ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ତଥାପି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ବନ୍ୟା ପରିସ୍ଥିତି କିମ୍ବା ଉଦବେଗଜନକ ସ୍ଥିତି ଉପୁଜି ନାହିଁ। More
  • Santosh Kumar Sahoo
  • 6 months ago

‘ରାଜ୍ୟରେ ଏବେ ନାହିଁ ବନ୍ୟା ସ୍ଥିତି, ବିପଦ ସଂକେତ ତଳେ ପ୍ରବାହିତ ହେଉଛି ସବୁ ନଦୀ’

ନଦୀ ଗୁଡ଼ିକ ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି। More
  • Sonali Ojha
  • 6 months ago

ଷଣ୍ଢକୁ ବଞ୍ଚାଇବାକୁ ଯାଇ ସ୍କୁଟି-କାର୍ ମୁହାଁମୁହିଁ; ହୁତୁହୁତୁ ହୋଇ ଜଳିଗଲା କାର୍‌

ଷଣ୍ଢକୁ ବଞ୍ଚାଇବାକୁ ଯାଇ ସ୍କୁଟି-କାର୍ ଦୁର୍ଘଟଣାଗ୍ରସ୍ତ l ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ। ଚାହୁଁ ଚାହୁଁ କାର ହୁତୁ ହୁତୁ ହୋଇ ଜଳିଗଲା। ତେବେ ସୌଭାଗ୍ୟବଶତଃ କାରରେ ଥିବା ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି। More
  • Santosh Kumar Sahoo
  • 6 months ago

ଡାକ୍ତର ନାତିକୁ ଝୁରି ଝୁରି ଜେଜେ ମା’ ଆଖିରୁ ଶୁଖୁନି ଲୁହ

ସେ ନାତି ଆଜି ନାହିଁ ଯାହାକୁ ପିଲାଟି ବେଳୁ ସେ କୋଲେଇ କାଖେଇ ବଡ଼ କରିଥିଲା । ଯାହାର ମୁହଁ ଚାହିଁ ତା ପରିଣତ ବୟସ କାଟୁଥିଲା । More
  • Santosh Kumar Sahoo
  • 6 months ago

ସାହାରା ପାଲଟିଛି ବାଉଁଶ ପୋଲ, ଜୀବନକୁ ପାଣି ଛଡାଇ ଯାତାୟାତ କରୁଛନ୍ତି ଗ୍ରାମବାସୀ

ଲୋକମାନେ ଯାତାୟାତ କରିବା ପାଇଁ ନିଜସ୍ୱ ଉଦ୍ୟମରେ ତିଆରି କରିଛନ୍ତି ବାଉଁଶ ପୋଲ। । ବାଉଁଶ ଖୁଣ୍ଟ ଉପରେ ମାଟି ପକାଇ ହୋଇଛି ଅସ୍ଥାୟୀ ପୋଲ । More
  • Santosh Kumar Sahoo
  • 6 months ago

ଆଜି ଚିତାଲାଗି ଅମାବାସ୍ୟା, ମହାପ୍ରଭୁଙ୍କ ମସ୍ତକରେ ଲାଗିହେବ ସୁବର୍ଣ୍ଣ ଚିତା

ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସରେ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ବିଭିନ୍ନ ନୀତିକାନ୍ତି ସରିବା ପରେ ବାଡ଼ଗ୍ରାହୀ ଦଇତାପତିମାନେ ରତ୍ନସିଂହାସନରେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି । More
  • Santosh Kumar Sahoo
  • 6 months ago

Panchang Today 4th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ରବିବାର । ଚନ୍ଦ୍ର- କର୍କଟ ଅହୋରାତ୍ର ।ତିଥି- ଅମାବାସ୍ୟା ଦିବା ୦୪.୪୨। ଗତେ ପ୍ରତିପଦ । ଘାତଚନ୍ଦ୍ର- ନାସ୍ତି । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ । More
  • Santosh Kumar Sahoo
  • 6 months ago

ମମତାଙ୍କ ଝଟକା ପରଠୁ ଅସ୍ତବ୍ୟସ୍ତ ବିଜେଡି, ତେଜୁଛି ଦଳୀୟ ନେତାଙ୍କ ବୟାନ ବାଜି

ମମତାଙ୍କ ପରେ ଆଉ କେତେ ଅସନ୍ତୁଷ୍ଟ ଅଛନ୍ତି ବିଜେଡିରେ। ଯେଉଁମାନେ କି ନେଇ ପାରନ୍ତି ଚରମ ନିଷ୍ପତ୍ତି। ସଂଗଠନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଥିବାରୁ ସୁପ୍ରିମୋ ନବୀନ ତୁରନ୍ତ ମୟୂରଭଞ୍ଜ ଜିଲ୍ଲାର ନେତାଙ୍କୁ ଡାକି ବୈଠକ କରିଛନ୍ତି। More
  • Santosh Kumar Sahoo
  • 6 months ago

ଭୁବନେଶ୍ବରରେ ଚାଲିଛି ଡମି ସ୍କୁଲ, କେବଳ ପରୀକ୍ଷା ବେଳେ ସ୍କୁଲ ମୁହଁ ଦେଖୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ବରରେ ବି ଚାଲିଛି ଡମି ସ୍କୁଲ୍ । ଅଧିକ ଟଙ୍କା ଦେଇ ଇନଷ୍ଟିଚ୍ୟୁଟରୁ ଚାଲିଛି ପାଠପଢା, ଯିବାକୁ ପଡୁନି ସ୍କୁଲ । More
  • Santosh Kumar Sahoo
  • 6 months ago

ଭକ୍ତଙ୍କ ସେବାରେ ଲାଗିପାରୁନି ବ୍ୟାଟେରୀ ବସ୍, ଖତ ଖାଉଛି ୩୫ଟି ଇ-ବସ୍

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ସମଙ୍ଗ ପାର୍କିଂ ସ୍ଥଳଠୁ ଜଗନ୍ନାଥ ବଲ୍ଲଭ ପର୍ଯ୍ୟନ୍ତ ଏ ଗାଡ଼ି ଗୁଡ଼ିକ ଭକ୍ତଙ୍କୁ ନେଇ ଯାତାୟାତ କରିବ ବୋଲି ନିଷ୍ପତ୍ତି ହୋଇଥିଲା। More
  • Sujit kumar Swain
  • 6 months ago

୫୪ ମହିଳାଙ୍କ ହୃଦୟର ରାଜା ସତ୍ୟଜିତ; ୫ ଜଣଙ୍କୁ ମ୍ୟାରେଜ୍, ଟଚରେ ଥିଲେ ୪୯ !

ସତ୍ୟଜିତ ସାମଲ କୌଣସି ମାମୁଲି ଯୁବକ ନୁହଁ। ୫୪ ମହିଳାଙ୍କ ହୃଦୟର ରାଜା। ତା’ମଧ୍ୟରୁ ୫ଜଣଙ୍କୁ କରିଛି ବିବାହ। ଲାଇନରେ ଥିଲେ ଆଉ ୪୯ ।  More
  • Sujit kumar Swain
  • 6 months ago

ଅର୍ପଣ ଚାଉଳରେ ପୋକ ସାଲୁବାଲୁ; ରହି ଗନ୍ଧେଇ ଲାଣି, ଭକ୍ତ ଓ ସେବାୟତଙ୍କ କ୍ଷୋଭ...

୬ ମାସ ତଳେ ଗାଁ ଗାଁ ବୁଲି ସଂଗୃହୀତ ହୋଇଥିବା ହଜାର ହଜାର କୁଇଣ୍ଟାଲ ଅର୍ପଣ ଚାଉଳର ସ୍ଥିତି କଣ ? ଜଗନ୍ନାଥଙ୍କୁ ସେଥିରେ ଭୋଗ ଲାଗୁଛି ତ ?  More