/odishatv-khabar/media/post_attachments/uploadimage/library/16_9/16_9_0/Panchanga_1722563540.jpg)
Panchanga
ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ରବିବାର । ଚନ୍ଦ୍ର- କର୍କଟ ଅହୋରାତ୍ର ।ତିଥି- ଅମାବାସ୍ୟା ଦିବା ୦୪.୪୨। ଗତେ ପ୍ରତିପଦ । ଘାତଚନ୍ଦ୍ର- ନାସ୍ତି । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ
ପ୍ରାତଃ- ୦୫.୨୭ ରୁ ୦୯.୪୪
ଦିବା- ୦୧.୨୮ ରୁ ୦୨.୦୧
ସନ୍ଧ୍ୟା- ୦୭.୦୨ ରୁ ୦୯.୧୬
ରାତ୍ରି- ୧୨.୧୫ ରୁ ୦୧.୧୬
ରାତ୍ରି- ୦୨.୪୦ ରୁ ୦୩.୧୩
ଅଶୁଭ ସମୟ
ରାହୁକାଳ- ଦିବା ୦୪.୪୧ ରୁ ୦୬.୧୮
କାଳବେଳା- ଦିବା ୧୧.୫୨ ରୁ ୦୧.୨୮
ବାରବେଳା- ଦିବା ୧୦.୧୬ ରୁ ୧୧.୫୨
କାଳରାତ୍ରି- ରାତ୍ରି ୦୧.୧୬ ରୁ ୦୨.୪୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)