ସଂକ୍ଷେପରେ ଆଜିର ତାଜା ଖବର - Thursday, 19 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଏଥର ଜମିବ ଦଶହରା; ଚାନ୍ଦି ମେଢ଼ ସାଙ୍ଗକୁ ରଙ୍ଗୀନ ଆଲୋକରେ ଚମକିବ ଟ୍ୱିନ୍‌ସିଟି

ମେଢ ସାଙ୍ଗକୁ ରଙ୍ଗୀନ ଆଲୋକର ଫୁଆରାରେ ଚମକୁଛି ଟୁଇନସିଟିର ପୂଜା ମଣ୍ଡପ । More

ଘୋଡ଼ା ୬ଟଙ୍କାକୁ ଦାନା ୯ଟଙ୍କା; କିସ୍ତି ଦେବେ ନା ପେଟ୍ରୋଲ ଭରିବେ ?

SHGଙ୍କୁ ସ୍କୁଟର ଦେଇ ତାଙ୍କ ମୁଣ୍ଡରେ ବୋଝ ଉପରେ ଲଳିତା ବିଡ଼ା ନଦି ଦେଲେ କି ସରକାର ? କାହିଁକି ନା ସେମାନଙ୍କୁ ପ୍ରଥମେ ଇଲେକ୍ଟ୍ରି ସ୍କୁଟର ଦେବେ ବୋଲି ବଜେଟରେ ବ୍ୟୟ ବରାଦ କଲେ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବଦଳିଗଲା ବଜେଟ ନିଷ୍ପତ୍ତି। ଇଭି ବଦଳରେ ଧରେଇଦେଲେ ପେଟ୍ରୋଲ ସ୍କୁଟର । ଏବେ କିସ୍ତିକୁ କିସ୍ତି ପୁଣି ପେଟ୍ରୋଲ ଖର୍ଚ୍ଚ । More

ଟୋଲ ପ୍ଲାଜାରେ ଗୁଳି ଫୁଟେଇଲେ, ଧାନ ଗହିରରୁ ଧରାପଡ଼ିଲେ

ଭୁବନେଶ୍ୱର-ପୁରୀ ରାସ୍ତାର ପିପିଲି ଟୋଲ ପ୍ଲାଜାରେ ବ୍ଲାଙ୍କ ଫାଏରିଂ, ହାଇଡ୍ରାମା । ଏଇ ଘଟଣାରେ ପୋଲିସ୍ ଫିଲ୍ମି ଷ୍ଟାଇଲରେ ଦୁର୍ବୃତ୍ତଙ୍କୁ ପିଛା କରି ଏପର୍ଯ୍ୟନ୍ତ ୪ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବେଳେ ଏବେ ବି ୨ ଜଣ ଦୁର୍ବୃତ୍ତ ଫେରାର ଅଛି । More

ଥିଲେ ମୁଖ୍ୟମନ୍ତ୍ରୀ, ହେଲେ ରାଜ୍ୟପାଳ; ନିର୍ବାଚନ ଚ୍ୟାଲେଞ୍ଜ ଟେନସନ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ୍ ଇଣ୍ଡିଆକୁ ନେଇ କାମ କରୁଛନ୍ତି। ତେଣୁ ସଂଘୀୟ ବ୍ୟବସ୍ଥା ଅନୁସାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସମନ୍ୱୟ ରଖି କାମ କରିବେ ବୋଲି କହିଛନ୍ତି ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। More

ପ୍ରେମ କରି ଫେରାର ୟୁ-ଟ୍ୟୁବର, ଘର ଆଗରେ ବସିଲେ ଡିଭୋର୍ସି ମହିଳା

ବୟଫ୍ରେଣ୍ଡଙ୍କ ଭୁବନେଶ୍ୱରସ୍ଥିତ ଘର ଆଗରେ ଧାରଣା ଦେଇଛନ୍ତି ଡିଭୋର୍ସି ଗର୍ଲଫ୍ରେଣ୍ଡ । More

Big Breaking: କାଲିଠୁ ଗଡ଼ିବନି ବସ୍‌

ଆସନ୍ତାକାଲି ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବସ୍‌ ବନ୍ଦ ରହିବ । More

ବସ୍-ଆମ୍ବୁଲାନ୍ସ ସାମ୍ନାସାମ୍ନି ଧକ୍କା; ୧୬ ଆହତ

ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ୧୪ ଜଣ ଗୁରୁତର ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । More

'ପେଶାରେ ସେ ଡ୍ରାଇଭର୍, ନିଶା କିନ୍ତୁ ମାର୍ଶଲ ଆର୍ଟ'

ଦୃଢ଼ ମନୋବଳ ଓ ନିଜର ଅଧ୍ୟବସାୟ ସଫଳତାର ପାଦ ଚୁମେ । ଗୁରୁଙ୍କ କ୍ଷେତ୍ରରେ ମଧ୍ୟ ତାହା ହିଁ ଘଟିଛି । ନିଜର ଏହି ସଫଳତା ପାଇଁ ସେ ମାଷ୍ଟର ମୁକେଶ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । More

ପ୍ରଭୁଙ୍କ ବିଭୂୂତି ପୁରା କରେ ମନୋସ୍କାମନା, ବରାଳ ବାଲୁକେଶ୍ବରଙ୍କ ଅପୂର୍ବ ମହିମା

କୁହାଯାଏ, ବିଶ୍ବାସେ ମିଳନ୍ତି ହରି, ତର୍କେ ବହୁ ଦୂର । ଇୟେ ସେମିତି ଏକ ବିଶ୍ବାସର କଥା । ଯୁଗ ଯୁଗରୁ ଏ ବିଶ୍ବାସରେ ଲୋକଙ୍କ ଆସ୍ଥା ରହି ଆସିଛି । More

ନୀଳଗିରିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ୩ ଗୁରୁତର

ବାପା, ମାଆ, ପୁଅ ଗୁରୁତର; ନୀଳଗିରି ହସ୍ପିଟାଲରେ ଭର୍ତ୍ତି More

ଦିଲ୍ଲୀରୁ ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍ କଲେ ଧର୍ମେନ୍ଦ୍ର, କହିଲେ ମୋତେ କଷ୍ଟ ହେଉଛି..!

ନୂଆଦିଲ୍ଲୀରେ ପ୍ରବାସୀ ଓଡ଼ିଆ ବିକାଶ ସମିତି ଦ୍ୱାରା ଆୟୋଜିତ ଆଲୋଚନଚକ୍ରରେ ଧର୍ମେନ୍ଦ୍ର ଆହୁରି କହିଛନ୍ତି, ଓଡ଼ିଆ ସ୍ଥାପତ୍ୟ ଓ କୀର୍ତ୍ତିରାଜି ଅନନ୍ୟ ଓ ଚିତାକର୍ଷକ । More

'ମାଆ ଦୁର୍ଗାଙ୍କର ଏଠି କୋଡ଼ିଏ ହାତ'

ଏଠି ମହିଷା ମର୍ଦ୍ଦିନୀ ରୂପରେ ନୁହେଁ, କୋଡ଼ିଏଟି ଭୁଜା ସହ ପୂଜା ପାଆନ୍ତି ମାଆ । କାହିଁ କେଉଁ କାଳରୁ ମାଆ ଏଠି ବିଶଂ ଭୁଜା ରୂପେ ପୂଜିତା । ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଧାରଣ କରି ମାଆ ଏଠାରେ ବିଶ୍ଵରୂପା ଶକ୍ତି ସ୍ୱରୂପିଣୀ ଭାବରେ ଦର୍ଶନ ଦିଅନ୍ତି ଭକ୍ତମାନଙ୍କୁ । More

ମରୁଡି ପରେ ଏବେ ଚାଷୀଙ୍କ ଚିନ୍ତା ବଢାଇଛି ଚକଡ଼ା ପୋକ

ଚାଷୀ ଏଥିରୁ ଫସଲକୁ ମୁକ୍ତି କରିବା ପାଇଁ ଔଷଧ ସିଞ୍ଚନ କରୁଥିଲେ ବି ପୋକ କମିବାର ନାଁ ନେଉନାହିଁ । More

ଯେମିତି ଫିଲ୍ମ ଷ୍ଟାଇଲ୍‌ରେ ଫାୟାରିଂ କରିଥିଲେ, ସେମିତି ଧରିଲା ପୋଲିସ

କାରରୁ ଓହ୍ଲାଇ ଆସି ଜଣେ ଯୁବକ ଟୋଲଗେଟ୍ ନିକଟରେ ବ୍ଲାଙ୍କ ଫାୟାରିଂ କରିଥିଲେ ଏବଂ ଆକ୍ରମଣ ବି କରିଥିଲେ । ଏହାପରେ ଘଟଣାସ୍ଥଳରୁ ଦ୍ରୁତଗତିରେ ଖସି ପଳାଇଥିଲେ।  More

ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବନି, ଏଣିକି ଭୁବନେଶ୍ୱରରେ ନାର୍କୋ ଟେଷ୍ଟ

କ୍ୟାପିଟାଲ ହସ୍ପିଟାଲରେ ନାର୍କୋ ଆନାଲିସିସ ଟେଷ୍ଟ...କ୍ୟାପିଟାଲ ହସ୍ପିଟାଲ OTରେ କରାଯିବ ନାର୍କୋ ପରୀକ୍ଷା.... More

ଦଶହରାରେ ରାଜଧାନୀକୁ ଜଗିବେ; ୧୨ADCP, ୨୩ ACP, ୪୧ ଇନ୍ସପେକ୍ଟର, ୧୫୧ASI

ବଟି ଓ ଚାନ୍ଦା ରୋକିବାକୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ପୁରା ସୁରକ୍ଷା ବ୍ୟବସ୍ଥାକୁ ୨୪ ଘଣ୍ଟିଆ ଅନୁଧ୍ୟାନ କରିବେ ଭୁବନେଶ୍ୱର ଡିସିପି । More

ଅଭାବନୀୟ ଘଟଣା, ପାଣି ଡେକଚିରେ ପଡ଼ି ଶିଶୁ ମୃତ

ଶିଶୁଟିକୁ ଉଦ୍ଧାର କରି ହସ୍ପିଟାଲ ନେବା ପରେ ମୃତ ଘୋଷଣା କଲେ ଡାକ୍ତର। More

ଫେଲ୍ ମାରୁଛି ସରକାରଙ୍କ ମାଗଣା ଆଇଏଏସ୍ କୋଚିଂ,ସଫଳତା ପାଉନାହାଁନ୍ତି ଓଡ଼ିଆ ପିଲା

କୋଟି କୋଟି ଟଙ୍କା ନେଇ ପାର୍ ହେଉଛନ୍ତି ଘରୋଇ କୋଚିଂ ସଂସ୍ଥା..ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଉନାହାଁନ୍ତି ଓଡିଆ ପିଲା... ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଉଚ୍ଚ ଶିକ୍ଷା ବିଭାଗ ସଚିବ.. More

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ କଟକ ସହର, ଏଥର ସିଲଭର ସିଟିରେ ୩୧ଟି ସ୍ଥାନରେ ଚାନ୍ଦି ମେଢ

ସହରର ଶକ୍ତିପୀଠ ମାନଙ୍କରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା...ଆଜି ବନଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି ବନଦୁର୍ଗା More

Today Panchang 19th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର । ଚନ୍ଦ୍ର- ବିଛା ରାତ୍ରି ୦୯.୦୨ ଗତେ ଧନୁ । ଜାଣନ୍ତୁ କେଉଁ ସମୟ ଆପଣଙ୍କ ପାଇଁ ଶୁଭ More

ପୂଜାରେ ଚାଲିବନି ଘରୋଇ ବସ୍ ! କାଲିଠାରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ

ପୁଣି ଧର୍ମଘଟ ଡାକରା ଦେଲା ଘରୋଇ ବସ୍ ମାଲିକ ସଂଘ...ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବ ସଂଘ More

ପିପିଲି ଟୋଲ୍ ପ୍ଲାଜାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼, ପୋଲିସର ତଦନ୍ତ ଆରମ୍ଭ

ଟୋଲ୍ କର୍ମଚାରୀଙ୍କୁ ଆକ୍ରମଣ ପରେ ଫାଙ୍କା ଗୁଳିମାଡ଼...୨ ରାଉଣ୍ଡ ଫାଙ୍କା ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଫେରାର... More

ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ହେଉଛନ୍ତି ରଘୁବର ଦାସ । ସେ ୫ ଥର ନିର୍ବାଚିତ ହୋଇଛନ୍ତି । More

ପୂର୍ବ ଥର ଭଳି ଏଥର ହବିଷ୍ୟାଳିଙ୍କ ହେବନି ତ ଅସୁବିଧା ?

ଦର୍ଶନ ଶୃଙ୍ଖଳିତ ହେବ ତା ଉପରେ ଗୁରୁତ୍ୱ ଦେବାପାଇଁ ହବିଷ୍ୟାଳୀ ଦାବି କରିଥିବା ବେଳେ ସରକାରୀ ଯୋଜନାରେ ଥିବା ହବିଷ୍ୟାଳୀଙ୍କ ପାଇଁ ସୁରକ୍ଷିତ ସାନ୍ନ ସହ ସ୍ୱାସ୍ଥ୍ୟ ଓ ସୁରକ୍ଷିତ ଦର୍ଶନକୁ ଗୁରୁତ୍ୱ ଦିଆଯାଉ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି । More

ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଜୟ ନାରାୟଣ ମିଶ୍ର

ଧନୁପାଲି ଥାନାର ମହିଳା IICଙ୍କ ସହ ମୁହାଁମୁହିଁ ଘଟଣାରେ ଜୟନାରାୟଣ ଏବଂ ସମର୍ଥକଙ୍କ ବିରୋଧରେ ଟାଉନ ଥାନାରେ ମାମଲା ଦାୟର ହୋଇଥିଲା । More

କେତେ ସୁରକ୍ଷିତ ଆପାର୍ଟମେଣ୍ଟ ? କଳାକନା ବୁଲିବା ପରେ ବଢ଼ିଲା ଚିନ୍ତା

ସୋମବାର ରାତିରେ ଯାହା ଘଟିଯାଇଛି, ସମସ୍ତଙ୍କୁ ଜଣା । ୨୪ ଘଣ୍ଟିଆ ସିକ୍ୟୁରିଟି ବ୍ୟବସ୍ଥା ଭିତରେ ଥିବା ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ରାଜବାଟିକା ଆପାର୍ଟମେଣ୍ଟର ୪ଟି ଫ୍ଲାଟରୁ, ରାତିକ ଭିତରେ ଦୁର୍ବୃତ୍ତ ଯେଭଳି କଳାକନା ବୁଲାଇ ଦେଇଛନ୍ତି, ସାରା ରାଜଧାନୀରେ ହଲଚଲ୍ । More

ଏମିତି ବି ଆସେ ମୃତ୍ୟୁ ! ଗାଡ଼ି ପୂଜା ସରିବା ପରେ ମହିଳାଙ୍କ ଉପରେ ଚଢ଼ାଇଦେଲେ ପୂଜାରୀ

ସକାଳୁ ସକାଳୁ ମନ୍ଦିରକୁ ଆସିଥିଲେ ମାଆ ଝିଅ । ହେଲେ ଚଢ଼ିଗଲା ପିକ୍‌ଅପ୍‌ ଭ୍ୟାନ । More