/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697686045.jpg)
Panchang Today
ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର । ଚନ୍ଦ୍ର- ବିଛା ରାତ୍ରି ୦୯.୦୨ ଗତେ ଧନୁ । ତିଥି- ୫ମୀ ରାତ୍ରି ୧୨.୩୨ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ରାତ୍ରି ୦୯.୦୨ ଗତେ ତୁଳା ଓ କୁମ୍ଭ । ଘାତବାର- ତୁଳା ଓ କୁମ୍ଭ । ପୁଷ୍କର ଦୋଷ- ନାସ୍ତି ।
Advertisment
ଶୁଭ ସମୟ
ପ୍ରାତଃ- ୦୫.୪୬ରୁ ୦୭.୧୮
ସନ୍ଧ୍ୟା- ୦୬.୦୭ରୁ ୦୯.୨୬
ରାତ୍ରି- ୦୧.୦୫ରୁ ୦୩.୧୬
ରାତ୍ରି- ୦୪.୦୬ରୁ ୦୫.୪୬
ଅଶୁଭ ସମୟ
ରାହୁକାଳ- ଦିବା ୧୨.୫୭ରୁ ୦୨.୨୪
କାଳବେଳା- ଦିବା ୦୨.୨୪ରୁ ୦୩.୫୦
ବାରବେଳ- ଦିବା ୦୩.୫୦ରୁ ୦୫.୧୭
କାଳରାତ୍ରି- ରାତ୍ରି ୧୧.୩୧ରୁ ୦୧.୦୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)