ସଂକ୍ଷେପରେ ଆଜିର ତାଜା ଖବର - Tuesday, 16 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଏବେ ବନ୍ୟାର ପିକ୍‌ ଫ୍ଲୋ ଚାଲିଛି, ଆହୁରି ୯ ଘଣ୍ଟା ରହିବ

କାଲି ସନ୍ଧ୍ୟା ୬ଟାରୁ ୯ଟା ଭିତରେ ପିକ୍ ଫ୍ଲୋ ସମୁଦ୍ରକୁ ଚାଲିଯିବ ବୋଲି କହିଛନ୍ତି SRC ପ୍ରଦୀପ ଜେନା । More

ଜଳ ପ୍ରଳୟ ! କାହାର ସର୍ବନାଶ ତ କିଏ ପାଣି ଦେଖି ଖୁସି, କଟକର ମୁଣ୍ଡଳିରେ ବନ୍ୟା ଦେଖିବାକୁ ଆସର

ହଜାର ହଜାର ଲୋକଙ୍କ ଉପସ୍ଥିତି ଯୋଗୁଁ ଉପୁଜୁଛି ଟ୍ରାଫିକ୍ ସମସ୍ୟା । ବନ୍ୟାବେଳେ ବ୍ରିଜ୍‌କୁ ନଯିବାକୁ ଲୋକଙ୍କୁ ଏସଆରସିଙ୍କ ପରାମର୍ଶ । More

ହୀରାକୁଦ ଖୋଲୁଛି ଅଧିକ ଗେଟ୍, ଛତିଶଗ଼ଡ ପକାଉଛି କି ଚାପ ?

ରାଜ୍ୟ ସରକାରଙ୍କ ଯୁକ୍ତି, ସ୍ଥିତି ଦେଖି ଗେଟ୍ ଖୋଲାଯାଉଛି । ଜଳ ପରିଚାଳନା ନେଇ ଓଡିଶା-ଛତିଶଗ଼ଡ ବୈଠକ ହେଉନି: SRC More

ଦାଉ ସାଧୁଛି ବନ୍ୟା ! ଯାଜପୁର-ଜଗତସିଂହପୁର-କେନ୍ଦ୍ରାପଡ଼ା-ପୁରୀରେ ମହାନଦୀର କୋପ,

କାଣି, କରାଣ୍ଡିଆ, ମକରା ନଦୀରେ ଘାଇ । ହଜାର ହଜାର ହେର ଚାଷଜମି ସହ ବହୁ ଗାଁ ଜଳମଗ୍ନ । ମହାନଦୀର ଉଛୁଳା ପାଣିରେ ଆଠଗଡ଼ ଓ ବାଙ୍କୀରେ ବ୍ୟାପକ କ୍ଷତି । More

ବନ୍ୟା ବନ୍ୟା ବନ୍ୟା ! ଗାଁ ଦାଣ୍ଡରେ ପାଣି, ଘର ଭିତରେ ପାଣି; ଛାତ ଉପରେ ତମ୍ବୁଟାଣି କଟୁଛି ଦିନ

ଦୁର୍ଦ୍ଦଶାରେ ଜୀବନ, ଚାଳ ଭାସୁଛି-ଚୁଲି ବୁଡ଼ିଛି ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା । More

ଭୟଙ୍କର ହେଉଛି ବନ୍ୟା ସ୍ଥିତି ! ଗର୍ଜନ କରୁଛି ମୁଣ୍ଡଳୀ, ପ୍ରବାହିତ ହେଉଛି ୧୨ଲକ୍ଷ କ୍ୟୁସେକ୍ ଜଳ

ବନ୍ୟା ଡର ଥିବାରୁ ଆସନ୍ତା ୨ରୁ ୩ଦିନ ଚିନ୍ତାଜନକ । ହୀରାକୁଦର ମୋଟ୍ ୪୦ ଗେଟ୍ ଖୋଲିବାକୁ ନିଷ୍ପତ୍ତି । ବନ୍ୟା ପାଇଁ ୧୦ ଜିଲ୍ଲାକୁ ଆଲର୍ଟ । ଭିଡିଓ କନଫରେନସିଂରେ ମୁଖ୍ୟମନ୍ତ୍ରୀ କଲେ ବନ୍ୟା ସମୀକ୍ଷା । More

ଚାକରି କରୁଛି, ମୁଁ ଚାକର ନୁହେଁ : ଚିଠି ଲେଖି ଆତ୍ମହତ୍ୟା ଉଦ୍ୟମ କଲେ ଶିକ୍ଷୟିତ୍ରୀ

ଅସହ୍ୟ ହେଲା ପ୍ରଧାନଶିକ୍ଷକଙ୍କ ନିର୍ଯାତନା । ଆତ୍ମହତ୍ୟା ଉଦ୍ୟମ କଲେ ଶିକ୍ଷୟିତ୍ରୀ । More

ଗମ୍ଭୀର ହେଉଛି ବନ୍ୟା ସ୍ଥିତି ! ୩୧ ଗେଟ୍‌ ଖୋଲିଛି, ଅଧା ରାଜ୍ୟ ବୁଡ଼ିଲାଣି; ଏବେ ୪୦ ଗେଟ୍ ଖୋଲିବ

୪୦ ଗେଟ୍ ଖୋଲିବା ନିଷ୍ପତ୍ତିରେ ଛତିଶଗଡ଼ର କିଛି ଭୂମିକା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । More

ଆସନ୍ତା ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ : ଏସଆରସି

ବ୍ୟାକ୍ ୱାଟର ଯୋଗୁଁ କଛି ଜାଗାରେ ପାଣି ପଶିଛି More

ସବୁ ଜୀବନ ମୂଲ୍ୟବାନ; ଯେପରି ଗୋଟିଏ ଜୀବନ ହାନି ନହୁଏ : ବନ୍ୟାରେ ଜିରୋ କାଜୁଆଲଟିକୁ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

୧୦ଟି ଜିଲ୍ଲା ପ୍ରଭାବିତ ହେବ, ଜିଲ୍ଲାପାଳମାନେ ପଦକ୍ଷେପ ନିଅନ୍ତୁ, ବିପଦସଂକୁଳ ଅବସ୍ଥାରେ ଥିବା ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ More

ପାଣି ପଶିବା ସମ୍ଭାବନା ଥିବାରୁ କାଲି ପର୍ଯ୍ୟନ୍ତ ସ୍କୁଲକୁ ବନ୍ଦ ନିର୍ଦ୍ଦେଶ

ସମସ୍ତ ସ୍କୁଲ ବନ୍ଦ କରିବାକୁ ବିଇଓମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ହୋଇଛି । More

ଫୁଲୁଛି ହୀରାକୁଦ ଡ୍ୟାମ୍, ୬୨୫ ଫୁଟ୍ ଟପିଲା ଜଳସ୍ତର

ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ୬୨୫ ଫୁଟ୍ ଟପିଛି। ଡ୍ୟାମ୍‌କୁ ବନ୍ୟାଜଳ ପ୍ରବେଶ ବଢ଼ୁଥିବାରୁ ଜଳସ୍ତର ବଢ଼ିବାରେ ଲାଗିଛି। More

‘ଆସନ୍ତା ୩ ଘଣ୍ଟାରେ ପିକ୍‌ ଛୁଇଁବ ବନ୍ୟା’

ଆସନ୍ତା ୩ ଘଣ୍ଟା ମଧ୍ୟରେ ପିକ୍ ଛୁଇଁବ ବନ୍ୟା। ଏନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।  More

ଜୀବନ ବଞ୍ଚାଇବା ପାଇଁ ୩ ଘଣ୍ଟା ପାଣି ଭିତରେ ଗାଡ଼ି ଉପରେ ବସିଲେ, ଶେଷରେ...

ରାସ୍ତା ଉପରେ ପାଣିର ସୁଅ ଛୁଟୁଥିବା ବେଳେ ଏହା ଜାଣି ନପାରି ଗାଡ଼ି ଚାଳକ ଗାଡ଼ି ଆଗକୁ ଚଲାଇଥିଲେ। ଫଳରେ ଗାଡ଼ିଟି ପାଣିରେ ଭାସି ଯାଇଥିଲା।  More

ଭୁବନେଶ୍ୱରରେ ହେବନି FIFA ବିଶ୍ୱକପ୍‌ !

 ଭୁବନେଶ୍ୱରରେ ମହିଳା ଫୁଟବଲ୍‌ ବିଶ୍ୱକପ୍‌ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅଲ୍ ଇଣ୍ଡିଆ ଫୁଟବଲ୍‌ ଫେଡେରେସନ ସସ୍‌ପେଣ୍ଡ୍‌ ହେବାରୁ ଏହି ଆଶଙ୍କା ସୃଷ୍ଟି ହୋଇଛି। More

ମା’ ସାମ୍ନାରେ ପୁଅକୁ ହାଣି ବୁହାଇଲେ ରକ୍ତ ନଦୀ

ପୁଅକୁ ବଞ୍ଚାଇବା ପାଇଁ ଯାଇ ମହିଳା ଜଣକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। କିଏ ଓ କାହିଁକି ଆକ୍ରମଣ କଲା ତାହା ଜଣାପଡ଼ିନି। ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ୍‌ ତଦନ୍ତ ଆରମ୍ଭ କରିଛି।  More

ମାଡ଼ି ଆସିଲା ବନ୍ୟା ପାଣି, ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ଅନେକ ଗାଁ

କଟକ ତିଗିରିଆ ପଞ୍ଚାୟତର ବହୁ ଗାଁ ଜଳମଗ୍ନ ହୋଇଛି। ମହାନଦୀରେ ବନ୍ୟା ପାଣି ଯୋଗୁ ଅଂଶୁପା ହ୍ରଦ ମଧ୍ୟ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। More

ପୁଣି ଆସୁଛି ଏକ ଲଘୁଚାପ ! ୧୮ରୁ ପ୍ରବଳ ବର୍ଷା ସମ୍ଭାବନା

ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ ତାରିଖରୁ ପ୍ରବଳ ବର୍ଷା ହୋଇପାରେ। More

ମହାନଦୀରେ ବନ୍ୟା: ତଳିଆ ଅଞ୍ଚଳ ଲୋକଙ୍କ ପାଇଁ ସତର୍କ ଘଣ୍ଟି !

ହୀରାକୁଦ ପାଣି ସହ ତେଲ ନଦୀର ପାଣି ମହାନଦୀରେ ମିଶିବା ପରେ ସୋନପୁର, ବୌଦ୍ଧ ଜିଲ୍ଲାର ବହୁ ଗାଁ ବନ୍ୟା ଘେରକୁ ଚାଲିଯାଇଛି। ବନ୍ୟା ପାଣି ମାଡ଼ି ଯିବାରୁ ବୌଦ୍ଧର ଅନେକ ଅଞ୍ଚଳ ଦୁଃସ୍ଥିତିରେ ରହିଛି।  More

ବନ୍ୟା ସ୍ଥିତି ଗମ୍ଭୀର, ମୁଣ୍ଡଳିରେ ବଢ଼ୁଛି ଜଳସ୍ତର ! ବୁଡ଼ିଲାଣି ଅଂଶୁପା

ଗାଁ ରାସ୍ତାରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ତିଗିରିଆ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି । More

ଜୀବନ ନେଇଗଲା ୬୦ ଲକ୍ଷର ଗହଣା ଚୋରି

ଝାରସୁଗୁଡ଼ାରେ ସେଲ୍ସମ୍ୟାନ୍‌ଙ୍କୁ ପିଟିପିଟି ହତ୍ୟା। ମିଳିମିଶି ମାରିଦେଲେ ଗହଣା ଦୋକାନୀଙ୍କ ପୁଅ ଓ କର୍ମଚାରୀ। ମାଲିକଙ୍କ ଅଭିଯୋଗ, ଚୋରି ସୁନା ବନ୍ଧକ ରଖିଥିଲେ ସେଲ୍ସମ୍ୟାନ୍। More

ମହାନଦୀରେ ବଡ଼ ବନ୍ୟା ଆଶଙ୍କା, ତେଲ୍ ନଦୀ ମିଶିବା ପରେ ନେଉଛି ଭୟଙ୍କର ରୂପ !

ମୁଣ୍ଡଳିରେ ଚାଲୁଛି ୧୦ଲକ୍ଷରୁ ଅଧିକ କ୍ୟୁସେକ୍ ପାଣି । କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀକୁ ସତର୍କତା । More

ମହାନଦୀରେ ବନ୍ୟା: ବେଳକୁ ବେଳ ସ୍ଥିତି ଗମ୍ଭୀର ହେଉଛି, ସତର୍କ ରହିବାକୁ ପରାମର୍ଶ

ବରଗଡ଼ ଚିଖିଲିରେ ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା । ଆଠଗଡ଼, ବଡ଼ମ୍ବା ଓ ବାଙ୍କୀ ବ୍ଲକ୍‌ର ବହୁ ଗାଁ ବିଛିନ୍ନ । ମୁଣ୍ଡଳୀରେ ୧୦ଲକ୍ଷ କ୍ୟୁସେକ୍‌ରୁ ଅଧିକ ପାଣି ପ୍ରବାହିତ । More

କି ଅବସ୍ଥା ! ବେକେ ପାଣିରେ ବୁଡ଼ି ମଶାଣିକୁ ନିଆଯାଉଛି ମୃତଦେହ

ଏଭଳି ବିକଳ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବେହେରାଗୁଡ଼ା ଗାଁରେ । More