ସଂକ୍ଷେପରେ ଆଜିର ତାଜା ଖବର - Friday, 29 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜଧାନୀରେ ଗଡ଼ିଲା ମୋ ଇ-ବସ୍ ଏବଂ ମୋ ଇ-ଅଟୋ

ରାଜଧାନୀ ଭୁବନେଶ୍ୱରରେ ଗଡ଼ିଲା ୧୦ଟି ମୋ’ ଇ-ବସ୍‌ ଓ ୫୦ଟି ଇ-ଅଟୋ। ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟ୍‌ରେ ୧୦ଟି ମୋ’ ଇ-ବସ୍‌ ଚାଲିବ। ଇ-ବସ୍‌ରେ ଗାଇଡ୍‌ ଭାବେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିବ। More

ରାଜ୍ୟରେ କମୁଛି ବାଘ ସଂଖ୍ୟା, ୨୦୦୬ରେ ଥିଲା ୪୫ ଏବେ ୨୮

ରାଜ୍ୟ ସରକାରଙ୍କ ବାଘ ବଂଶବୃଦ୍ଧି ପ୍ରକଳ୍ପ ଫେଲ୍ । ନନ୍ଦନକାନନ ଚିଡ଼ଇାଖାନା କର୍ତ୍ତୃପକ୍ଷଙ୍କ ନୂଆ ଯୋଜନା । ରି-ୱାଇଲ୍ଡିଂ କରି ବଂଶ ବିସ୍ତାର ଲାଗି ବ୍ଲୁ-ପ୍ରିଣ୍ଟ । More

ନିଶ୍ଚିହ୍ନ ହୋଇଯିବ ବଙ୍ଗୋମୁଣ୍ଡାର ମୁଙ୍ଗେ ପାହାଡ଼, ପଥର ମାଫିଆଙ୍କର ପଡ଼ିଛି ଲୋଲୁପ ଦୃଷ୍ଟି

ଜୀବିକା, ଧର୍ମ ଓ ଇତିହାସ ସହ ଯୋଡ଼ି ହୋଇଛି ମୁଙ୍ଗେ ପାହାଡ଼ । ଐତିହାସିକ ପାହାଡ଼ ସୁରକ୍ଷା ପାଇଁ ତେଜିଲା ଅଞ୍ଚଳବାସୀଙ୍କ ଦାବି । More

କ୍ୟାନସର ନଥାଇ କେମୋ ପରେ ଅପରେସନରେ କଟାଗଲା ଅଙ୍ଗ !

ଯନ୍ତ୍ରଣା ଭୋଗୁଛନ୍ତି କାମାକ୍ଷାନଗରର ୪୫ ବର୍ଷିଆ ମହିଳା । ଏସସିବି ମେଡିକାଲର ତ୍ରୁଟିପୂର୍ଣ୍ଣ ନିଦାନ ରିପୋର୍ଟକୁ ଦୋଷ ଦେଲେ ପୁଅ । ପ୍ରଶାସନିକ ଅଧିକାରୀଙ୍କୁ ଫେରାଦ । More

ପୁଣି ଗଣମାଧ୍ୟମ ସାମ୍ନାକୁ ଆସିଲେ ବାବୁସାନ୍‌, କହିଲେ ପରିବାର ସହ ପାଳିବେ ଜନ୍ମ ଦିନ

ଦୀର୍ଘ ସମୟ ଧରି ସାମ୍ବାଦିକ ମାନେ ତାଙ୍କ ଘର ସାମ୍ନରେ ରହିଥିବାରୁ, ଅଯଥା କଷ୍ଟ ନକରି ଘରକୁ ଫେରିଯିବାକୁ ସେ ଅନୁରୋଧ କରିଥିଲେ । ନିଜ ନିଜ ଘରକୁ ଫେରିଯାଇ ବିଶ୍ରାମ ନେବାକୁ ସାମ୍ବାଦିକଙ୍କୁ ଅନୁରୋଧ କଲେ ।  More

ଓଡ଼ିଆ ଷ୍ଟାର କଳିରେ ପଡ଼ିବ କି ପୂର୍ଣ୍ଣଛେଦ ?

ଓଡ଼ିଆ ଷ୍ଟାରଙ୍କ ଘର କଳିର ଫିଟିବ କି ସମାଧାନର ବାଟ ? ବାବୁସାନ-ତୃପ୍ତି-ପ୍ରକୃତି କଳିରେ ପଡ଼ିବ କି ଯବନିକା ? ପୁଣି ଥରେ ସ୍ୱାଭାବିକ ହେବ କି ବାବୁସାନ-ତୃପ୍ତିଙ୍କ ଦାମ୍ପତ୍ୟ ଜୀବନ ? More

ଭଉଣୀଙ୍କୁ ଅପମାନ ଦିଆଗଲା, ଭାଇ କାହିଁକି ଚୁପ୍‌ ରହିଲା ?

ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ଝିଅ ଦୌପ୍ରଦୀ ମୁର୍ମୁଙ୍କୁ ସମର୍ଥନ ଦେଇଥିଲେ ନବୀନ । ଦ୍ରୌପଦୀଙ୍କ ବିଜୟ ପରେ ରାଜ୍ୟବ୍ୟାପୀ ସେଲିବ୍ରେସନ କରିଥିଲା ବିଜେଡି । ମୁଖ୍ୟମନ୍ତ୍ରୀ  ଗତକାଲି ଲେଖିଥିବା ଏ ମାଟିର କନ୍ୟା ଆର୍ଟକିଲ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ନବୀନଙ୍କ ଅସଲ ଉଦ୍ଦେଶ୍ୟକୁ ନେଇ ଉଠିଛି ପ୍ରଶ୍ନ । More

ବଦଳିଯାଇଛି ସିଲାବସ୍, ହେଲେ ଏବେ ବି ପୁରୁଣା ବହି ପଢ଼ୁଛନ୍ତି ମାଟ୍ରିକ୍‌ ଛାତ୍ରଛାତ୍ରୀ

ଜୀବ ବିଜ୍ଞାନରେ କୋଭିଡ୍-୧୯ ଓ ଭୂଗୋଳ ବହିର ସିଲାବସରେ ଜଳବାୟୁ ପରିବର୍ତ୍ତନ ସଂପର୍କିତ ଦୁଇଟି ନୂଆ ବିଷୟ ସ୍ଥାନ ପାଇଛି । ହେଲେ ଦୁଇ ମାସ ହେବ ପାଠ ପଢ଼ା ଆରମ୍ଭ ହୋଇସାରିଥିଲେ ବି ବହି ବଜାରକୁ ଆସିନି । More

ମେଡିକାଲ ବେଡ୍‌ରେ ଅଚାନକ ଥରିଲେ ୨୧ ରୋଗୀ ! ହେଲେ କାହିଁକି ?

ଖବରପାଇ ମେଡିକାଲର ବିଭାଗୀୟ ମୁଖ୍ୟ, ମେଡିକାଲ ଅଧୀକ୍ଷକ ଆସି ତଦନ୍ତ କରିଥିଲେ । ହେଲେ ଇଞ୍ଜେକସନ୍‌ର ତ୍ରୁଟି ନା ଚିକିତ୍ସାରେ ଭୁଲ ଭଟକା ଯୋଗୁଁ ଏଭଳି ଘଟଥିଲା ତାହା ଜଣାପଡ଼ିନଥିଲା । More

ନରସିଂହପୁର ଜଙ୍ଗଲରେ ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା

ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାହାତୀଟିର ଆଜି ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ଡିଏଫ୍ଓ । More

'ନନ୍ଦନକାନନ ବାଘଙ୍କୁ ରିୱାଇଲ୍ଡିଂ କରି ଜଙ୍ଗଲକୁ ଛଡ଼ାଯିବ'

ଆଜି ହେଉଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ। ବାଘଙ୍କ ସୁରକ୍ଷା ନେଇ ବିଚାର ବିମର୍ଷ ଚାଲିଥିବା ବେଳେ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଖୁସି ଖବର ଦେଇଛନ୍ତି। More

ସମୟ ଆସିଲେ ସବୁ କହିବି: ପ୍ରକୃତି

ଛାତ ଉପରେ ପ୍ରକୃତି ତାଙ୍କ ସହ ବାପା ମନ୍ମଥ ମିଶ୍ରଙ୍କ ସହ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । More

ତୃପ୍ତିଙ୍କ ମାଉସୀଙ୍କ ପ୍ରତିକ୍ରିୟା: ଏକାଠି ହେବେ ବାବୁସାନ୍-ତୃପ୍ତି

ପତି-ପତ୍ନୀଙ୍କ ବିବାଦକୁ ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି। More

ସବୁ ସାରିଦେଲା ଭୁଲ କ୍ୟାନସର ରିପୋର୍ଟ : ଅପରେସନ୍‌ କରି ଅଙ୍ଗ କାଟିଦେବା ପରେ ସାମ୍ନାକୁ ଆସିଲା ସତ

ଭୁଲ କ୍ୟାନସର ରିପୋର୍ଟ ପାଇଁ ଅଙ୍ଗ ହରାଇଲେ ରୋଗୀ More

ସାମ୍ନାକୁ ଆସିଲା ବାବୁସାନ-ପ୍ରକୃତିଙ୍କ ଭାଇରାଲ ଅଡିଓ କଲ୍ !

'ତୋ ଗୋଡ଼ ଧରିକି ସରି'... 'I Love You ବାଏ' More

ରକ୍ଷଣାବେକ୍ଷଣ ଅଭାବରୁ ଖତ ଖାଉଛି ସାଇନ୍‌ସ୍‌ ପାର୍କ

ସତ୍ତା ହରାଉଛି କୋରାପୁଟର ଅପର କୋଲାବ ଇକୋ ଟୁରିଜମ ପାର୍କ... More

ଅଧ ରାତିରେ ଗଣମାଧ୍ୟମ ସାମ୍ନାକୁ ଆସିଲେ ବାବୁସାନ୍ : କହିଲେ, ‘ଖୁବଶୀଘ୍ର ମିଡିଆକୁ ସବୁ କହିବି ’

ବାବୁସାନ-ତୃପ୍ତି ପରିବାର ବିବାଦ ପ୍ରସଙ୍ଗ, ଘର ବାହାରେ ଅପେକ୍ଷା ନକରି ସାମ୍ବାଦିକଙ୍କୁ ଫେରିଯିବାକୁ କହିଲେ ବାବୁସାନ୍ More

ଏଣିକି ରାସ୍ତାରେ ଅଳିଆ ପକାଇ ପଡ଼ିବ ମହଙ୍ଗା: ଦେବାକୁ ପଡ଼ିବ ୧୦,୦୦୦ ଫାଇନ୍‌

ରାସ୍ତାରେ ଅଳିଆ ପକାଇଲେ ଦେବାକୁ ପଡ଼ିବ ଫାଇନ୍.... More

ତାଲାବନ୍ଦରେ ନିଜସ୍ୱ ବିମାନ ତିଆରି କଲେ କେରଳ ଯୁବକ : ପରିବାର ସହିତ ୟୁରୋପୀୟ ବୁଲୁଛନ୍ତି ଅଶୋକ

ଲକଡାଉନରେ ଘରେ ଅନେକ ସମୟ ବିତୁଥିଲା, ମହମାରୀ ସମୟରେ ହିଁ ତାଙ୍କୁ ପ୍ରେରଣା ମିଳିଲା । ଆଜି ସେ ନିଜ ପାଇଁ ତଥା ନିଜ ପରିବାର ପାଇଁ ଏକ ବିମାନ ନିର୍ମାଣ କରିପାରିଛନ୍ତି । More

ଏଣିକି SCB ଯିବେ ମଙ୍କିପକ୍ସ ରୋଗୀ: ଖୋଲିଲା ନୋଡାଲ ସେଣ୍ଟର

SCBରେ ଖୋଲିଲା ମଙ୍କିପକ୍ସର ନୋଡାଲ ସେଣ୍ଟର.... More

୮ ବର୍ଷ ବାହାଘର ପରେ କାହିଁକି ପଡ଼ିଲା ଫାଟ ?

ଚେନ୍ନାଇରୁ ଫେରିବାର ୨୪ ଘଂଟା ପରେ ବାଲକୋନିକୁ ଆସିଲେ ବାବୁସାନ । ସାଙ୍ଗରେ ମାଆ ଅପରାଜିତା ମଧ୍ୟ ଥିଲେ । ନମସ୍କାର କରି  ବାବୁସାନ ଧନ୍ୟବାଦ ଜଣାଇଥିଲେ । ଗଣମାଧ୍ୟମ ଓ ଘଂଟା ଘଂଟା ଧରି ଅପେକ୍ଷାରତ ଫ୍ୟାନଙ୍କୁ କହିଥିଲେ, ପରିବାର ପାଖରେ ଥିବାରୁ ଖୁସି ଅଛି, ଠିକ୍ ସମୟରେ ଠିକ୍ ଜିନିଷ କହିବି । More

ଅର୍ପିତାଙ୍କ ଫ୍ଲାଟ୍ ସାଜିଥିଲା ପାର୍ଥ ଚାଟାର୍ଜୀଙ୍କ ମିନିବ୍ୟାଙ୍କ୍  

ଅର୍ପିତା ମୁଖାର୍ଜୀଙ୍କର ବେଲଘରିଆରେ ଥିବା ଦ୍ୱିତୀୟ ଆପାର୍ଟମେଣ୍ଟରୁ ମିଳିଛି ଏଭଳି ଆଖି ଟେରା କରିଦେଲା ଭଳି କୁବେର ଭଣ୍ଡାର।  More

ମୋ ପୁଅ ମୋ ପାଖକୁ ଖୁବଶୀଘ୍ର ଆସିବ: ବାବୁସାନ

ପତି-ପତ୍ନୀ ବିବାଦର ଆପୋସ ସମାଧାନ ପାଇଁ ଉଦ୍ୟମ ଚାଲିଛି। More

OCS ପ୍ରିଲିମ୍ ପରୀକ୍ଷା ପାଇଁ OPSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

OCS ପ୍ରିଲିମ୍ ପରୀକ୍ଷା ହେବା ନେଇ OPSC ପକ୍ଷରୁ ନୋଟିସ ଜାରି । More

ଯାନ୍ତ୍ରିକ ତ୍ରୁଟିରୁ ଚିଲିକା ମଝିରେ ଅଟକିଲା ଭସାପୋଲ

ଭସାପୋଲରେ ଫସି ରହିଛନ୍ତି ୬୦ରୁ ଅଧିକ ଯାତ୍ରୀ... More