/odishatv-khabar/media/media_files/2026/02/01/budget-2026-2026-02-01-13-08-19.jpg)
Budget 2026 Photograph: (OTV)
ବଜେଟ୍ରେ ଏସବୁ ଜିନିଷ ମହଙ୍ଗା ହେବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କ୍ୟାନସର ରୋଗର ୧୭ଟି ଔଷଧ ହେବ ଶସ୍ତା। କ୍ୟାନସର, ମଧୁମେହ ଭଳି ୭ ଗମ୍ଭୀର ରୋଗର ଔଷଧ ଶସ୍ତା ହେବ। ମୋବାଇଲ୍, ମାଇକ୍ରୋ ଓଭେନ୍, କପଡ଼ା ଶସ୍ତା। ଚମଡ଼ାରୁ ପ୍ରସ୍ତୁତ ଜୋତା, ବ୍ୟାଗ ଶସ୍ତା ହେବ। ସୌରଚାଳିତ ବସ୍ତୁ, ସି-ଫୁଡ୍, ଇଭି ବ୍ୟାଟେରୀ, ବାୟୋ CNG ଗ୍ୟାସ୍ ଶସ୍ତା ହେବ।
Advertisment
ବଜେଟରେ ମଦ ଓ ଖଣିଜ ପଦାର୍ଥ ମହଙ୍ଗା ହେବ।
Advertisment



Related Articles
Income Tax Slabs Budget 2026: ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ; ନିର୍ମଳାଙ୍କ ବଡ଼ ଘୋଷଣା
POSTED

Budget 2026: ବଜେଟରେ ବଡ ଘୋଷଣା; ମହାତ୍ମା ଗାନ୍ଧି ସ୍ବରାଜ ଯୋଜନା ଆରମ୍ଭ
POSTED

Budget 2026: ବଜେଟ୍ ୨୦୨୬: ନିର୍ମାଣ ହେବ ୭ ହାଇସ୍ପିଡ୍ ରେଲୱେ କରିଡର, ବାୟୋଫାର୍ମା ପାଇଁ ୧୦ହଜାର କୋଟି
POSTED

Budget 2026: ବଜେଟ୍ ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଓଡିଶା ପାଇଁ କଲେ ବଡ଼ ଘୋଷଣା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)