/odishatv-khabar/media/media_files/2026/03/08/middle-east-tensions-2026-03-08-10-45-49.jpg)
Middle East Tensions Photograph: (OTV)
ଭୟଙ୍କର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ। ଆଜି ନବମ ଦିନରେ ୱାର୍ ଜାରି ରହିଛି । ଆମେରିକା-ଇସ୍ରାଏଲ ଓ ଇରାନ ପକ୍ଷରୁ ମିସାଇଲ୍ ଆଟାକ୍ ହେଉଛି। ଇରାନ ଗାର୍ଡସ କମାଣ୍ଡରମାନଙ୍କୁ ଟାର୍ଗେଟ କରି ଲେବାନନ ରାଜଧାନୀ ବେରୁତରେ ଆକ୍ରମଣ କରିଛି ଇସ୍ରାଏଲ। ଏପଟେ ଉପସାଗରୀୟ ପଡୋଶୀ ଦେଶ ଉପରେ ଆକ୍ରମଣ ଜାରି ରଖିଛି ଇରାନ୍।
Advertisment
ଦୁବାଇର ମରିନା ଟାଓ୍ୱାର ଉପରେ ମିସାଇଲ ମାଡ଼ କରିଛି। କୁଏତର ଅନ୍ତର୍ଜାତୀୟ ବିମାନବନ୍ଦରରେ ତୈଳ ଟ୍ୟାଙ୍କରଗୁଡ଼ିକୁ ଡ୍ରୋନ୍ ଆକ୍ରମଣରେ ଟାର୍ଗେଟ କରିଛି । ବୁର୍ଜ ଖଲିପା ପରେ ଏବେ ଦୁବାଇର ମରିନା ଟାୱାର ଉପରେ ଆଟାକ୍ ହୋଇଛି। ସୋସିଆଲ ମିଡିରେ ଭାଇରାଲ୍ ହେଉଥିବା ଭିଡିଓରେ ଟାୱାରରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖାଯାଉଛି।
ପ୍ରାୟ ୯୦ ମହଲା ବିଶିଷ୍ଟ ଏହି କୋଠାକୁ ଦୁବାଇ ମାରିନାର ସବୁଠାରୁ ଆକର୍ଷଣୀୟ ଅଞ୍ଚଳ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଏଠାରେ ବହୁ ସଂଖ୍ୟକ ବିଦେଶୀ ନାଗରିକ, ବୃତ୍ତିଗତ ଏବଂ ନିବେଶକ ବାସ କରନ୍ତି।
Advertisment
Advertisment



Related Articles
International Women’s Day: ଆଜି ଅନ୍ତର୍ଜାତୀୟ ମହିଳା ଦିବସ, ବିଭିନ୍ନ ସ୍ଥାନରେ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ
POSTED

Trump Criticizes U.K.’s Starmer: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଆମେରିକାକୁ ବ୍ରିଟେନର ସହଯୋଗ; ତାଚ୍ଛଲ୍ୟ କଲେ ଟ୍ରମ୍ପ୍
POSTED

7B Formula Easy Lifestyle Changes: ଆପଣ ସବୁବେଳେ ଡିପ୍ରେସନରେ ରହୁଛନ୍ତି କି... ଜାଣନ୍ତୁ '7B' ସୂତ୍ର, ମିଳିବ ଶାନ୍ତି
POSTED

Middle East Tensions: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ବଡ଼ ଅପଡେଟ୍, ଆକ୍ରମଣ ବନ୍ଦ ପାଇଁ ଇରାନର ସର୍ତ୍ତ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)