/odishatv-khabar/media/media_files/2026/01/07/trump-modi-2026-01-07-10-46-34.jpg)
Trump-Modi Photograph: (OTV)
ଟ୍ରମ୍ପଙ୍କ ଉପରେ ଖୁସି ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏକଥାକୁ ନିଜେ ସ୍ବୀକାର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଭାରତ ସମ୍ପର୍କରେ ପ୍ରତିକ୍ରିୟା ରଖି ଟ୍ରମ୍ପ କହିଛନ୍ତି, ମୋଦିଙ୍କ ସହ ମୋର ଭଲ ସମ୍ପର୍କ, କିନ୍ତୁ ଏବେ ସେ ମୋ ଉପରେ ଖୁସି ନାହାନ୍ତି। କାରଣ ଭାରତକୁ ଏବେ ଅଧିକ ଶୁଳ୍କ ଦେବାକୁ ପଡ଼ୁଛି।
ଟ୍ରମ୍ପ ଆହୁରି କହିଛନ୍ତି, ଭାରତ ଏବେ ରୁଷରୁ ତୈଳ କିଣିବା ଯଥେଷ୍ଟ ହ୍ରାସ କରିଛି। ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଯେଉଁଥିରେ ରୁଷୀୟ ତୈଳ କ୍ରୟ ଉପରେ ୨୫ ପ୍ରତିଶତ ଶୁଳ୍କ ଅନ୍ତର୍ଭୁକ୍ତ। ଦୁଇଦିନ ତଳେ ଟ୍ରମ୍ପ ଭାରତ ଉପରେ ଲାଗୁ ଟାରିଫକୁ ଆହୁରି ବଢାଇବାକୁ ଧମକ ଦେଇଥିଲେ ।
ମୋଦି ମୋ ଉପରେ ଖୁସି ନାହାନ୍ତି: ଟ୍ରମ୍ପ୍
ଟ୍ରମ୍ପଙ୍କ ଉପରେ ଖୁସି ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି
ସ୍ବୀକାର କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍
`ମୋଦିଙ୍କ ସହ ମୋର ଭଲ ସମ୍ପର୍କ, କିନ୍ତୁ...'
`ମୋଦି ମୋ ଉପରେ ଖୁସି ନାହାନ୍ତି'
`ଭାରତକୁ ଏବେ ଅଧିକ ଶୁଳ୍କ ଦେବାକୁ ପଡ଼ୁଛି'
`ଭାରତ ଏବେ ରୁଷରୁ ତୈଳ କିଣିବା ଯଥେଷ୍ଟ ହ୍ରାସ କରିଛି'
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)