ଆମ ଭିତରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ କେବଳ ଅହରହ ସଂଘର୍ଷ କରି ଜୀବନକୁ ଆଗକୁ ବଢାଇଥାନ୍ତି, କିଛି ଭିନ୍ନ କାମ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥାନ୍ତି। ସେମିତି ଜଣେ ନାରୀ ହେଲେ ଶୁଭାରାଣୀ ଦାଶ। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ
ଭାରତୀୟ ପୁରାଣରେ ଅନେକ ବନ୍ଧୁତାର କାହାଣୀ ଅଛି ଯାହାକୁ ଅନେକ ସମୟରେ ଉଦାହରଣ ଭାବେ ନିଆଯାଏ। ଏହିସବୁ ଉଦାହରଣ ବନ୍ଧୁତାରେ ଦେଖାଦେଇଥିବା ଫାଟକୁ ମଧ୍ୟ ଭରଣ କରିଦିଏ। ତେବେ ଆସନ୍ତୁ ସେମିତି କିଛି ଉଦାହରଣ ଉପରେ ନଜର ପକେଇ ନେବା।
ପ୍ରେମ ପ୍ରତିଶ୍ରୁତିର ନିଆରା ଭାବନା ଭିତରେ ଆଜି ନିଜକୁ ସମର୍ପି ଦେଇଛନ୍ତି ଜଗତସିଂପୁରର ସ୍ୱପ୍ନାରାଣୀ ବାରିକ
ପୋଲିସ୍ ଆଖିରୁ ନିଦ ହଜାଇ ଦେଉଥିବା ମାଓନେତାଙ୍କ ପରିବର୍ତ୍ତନ ସ୍ୱାଗତଯୋଗ୍ୟ । ତାଙ୍କୁ ଦେଖି ଲୋକେ କହୁଛନ୍ତି ଦସ୍ୟୁ ରତ୍ନାକରରୁ ସେ ବାଲ୍ମିକୀରେ ପାଲଟିଯାଇଛନ୍ତି।
ଖୋଲା ଆକାଶରେ ବୁଲିବା ପରେ ପକ୍ଷୀ ଗଛରେ ରୁହନ୍ତି, ସେପରି କଙ୍କ୍ରିଟ୍ ସହର ଓ ଛଳନା ଭରା ଦୁନିଆରେ ଜଣେ ଚାଷୀ ପକ୍ଷୀଙ୍କ ପାଇଁ ନିଜର ସଞ୍ଚିତ ସବୁ କିଛି ସମର୍ପି ଦେଇଛନ୍ତି ।
ସାଇକେଲରେ ଘରକୁ ଘର ବୁଲୁଛି କୁନି ପୁଅ । ସନ୍ଧ୍ୟା ୬ଟାରୁ ରାତି୧୧ଟା ପର୍ଯ୍ୟନ୍ତ କରୁଛି ଫୁଡ୍ ଡେଲିଭରି ।
ବିବାହର ବର୍ଷକ ପରେ ତାଙ୍କର ପ୍ରଥମ ସନ୍ତାନ ବିନାୟକ ଜନ୍ମ ନେବା ପରେ ସେ ନିଷ୍ପତ୍ତି ନେଲେ ଗାଁକୁ ଫେରିବେ । ଆଉ ସେଠାରେ ଭଗବାନଙ୍କୁ ଧନ୍ୟବାଦ ଜଣାଇବେ ।
କରମା ମୁଦୁଲି ବଣ୍ଡାଘାଟି ପାଇଁ ଗୌରବ ଆଣିଛନ୍ତି ।
ଆପଣଙ୍କ ସହିତ ଏମିତି କେବେ ହେଇଛି କି ଟଙ୍କା ଉଠେଇବା ବେଳେ ଟଙ୍କା କଟିଯିବ କିନ୍ତୁ ମେସିନ୍ରୁ ଟଙ୍କା ଆସିବ ନାହିଁ? ଯଦି ବି ହୁଏ ଭୟ କରନ୍ତୁ ନାହିଁ। ଜାଣନ୍ତୁ କ’ଣ କଲେ ଟଙ୍କା ଆକାଉଣ୍ଟକୁ ଫେରିଆସିବ।
ଡ୍ରାଇଭିଂ କ୍ଷେତ୍ରରେ ଝିଅମାନେ ମଧ୍ୟ କାହାଠାରୁ କମ୍ ନୁହଁନ୍ତି। ଆଜିର ଯୁଗରେ ମହିଳାମାନେ କେବଳ ସେମାନଙ୍କ ସୁବିଧା ପାଇଁ କାର୍ କିମ୍ବା ବାଇକ୍ ଚଳଉ ନାହାନ୍ତି, ବରଂ କ୍ୟାରିଅର୍ ଭାବରେ ବିମାନ, ଟ୍ରେନ୍ କିମ୍ବା ଅଟୋ ରିକ୍ସା ମଧ୍ୟ ଚଳଉଛନ୍ତି। ଆସନ୍ତୁ ଜାଣିବା ଏମିତି ଜଣେ ଯୁବତୀଙ୍କ ବିଷୟରେ ଯିଏ ଭାରୀ ଯାନ ଚଳାଇବାରେ ମାହିର।
ବୟସ ତାଙ୍କୁ ୯୦, ତଥାପି ହାରିଯାଇନି ମନ। ୧୨୦କୁ ଅଧିକ ବୁଲା କୁକୁରଙ୍କ ପାଇଁ ତାଙ୍କ ହୃଦୟ କାନ୍ଦିଉଠେ। ପ୍ରତିଦିନ ସୂର୍ଯ୍ୟ ନ ଉଠିବା ଆଗରୁ ସେ ଉଠି ପଡନ୍ତି ଆଉ ସେମାନଙ୍କ ପାଇଁ ରୋଷେଇ କରନ୍ତି। ଆସନ୍ତୁ ଜାଣିବା କୁକୁର ପ୍ରେମୀ ଏହି ଆଇମା’ର କାହାଣୀ।
ଚାରି ପୁଅ ଝିଅ ମଧ୍ୟରୁ ତିନି ଜଣ IAS ଅଧିକାରୀ ଭାବରେ କାମ କରୁଥିବା ବେଳେ ଜଣେ IPS ଅଧିକାରୀ । ବାପା କହିଲେ, ପିଲାଙ୍କ ପାଇଁ ଆଜି ମୁଁ ଗର୍ବିତ ।
ନିଜ ବୟସ ଠାରୁ କମ୍ ଦେଖାଯିବାକୁ କିଏ ବା ନ ଚାହେଁ। କିନ୍ତୁ ଏହା ଜଣେ ବ୍ୟକ୍ତିଙ୍କ ପାଇଁ ଅଭିଶାପ ହୋଇଯାଇଛି। ୨୭ ବର୍ଷରେ ସେ ୧୨ ବର୍ଷ ପରି ଦେଖାଯାଉଛନ୍ତି ବୋଲି ମିଳୁନି ଚାକିରି।
ଚାକରକୁ ହୃଦୟ ଦେଇଦେଲେ ମାଲିକାଣୀ। ତାଙ୍କ ସରଳତା ତାଙ୍କୁ ଏତେ ପ୍ରଭାବିତ କଲା ଯେ କହିଦେଲେ ‘I Love You’ ଆଉ କରିଦେଲେ ବିବାହ। ଏବେ ଚର୍ଚ୍ଚାରେ ଏହି ଲଭ୍ ଷ୍ଟୋରୀ।
ଆପଣ ବି କରୁଛନ୍ତି କି ଅଧିକ ଧୂମ୍ରପାନ। ତେବେ ହୋଇଯାଆନ୍ତୁ ସଚେତନ। ଏକ ଅନୁସନ୍ଧାନ ଦେଇଛି ବିପଦ୍ଜନକ ସୂଚନା। ପଢନ୍ତୁ…
ନିଜକୁ ନିଜେ ବିବାହ କରିଥିବା କ୍ଷମା ବିନ୍ଦୁ ଏବେ ହନିମୁନ୍ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।
ଲକଡାଉନରେ ଘରେ ଅନେକ ସମୟ ବିତୁଥିଲା, ମହମାରୀ ସମୟରେ ହିଁ ତାଙ୍କୁ ପ୍ରେରଣା ମିଳିଲା । ଆଜି ସେ ନିଜ ପାଇଁ ତଥା ନିଜ ପରିବାର ପାଇଁ ଏକ ବିମାନ ନିର୍ମାଣ କରିପାରିଛନ୍ତି ।
ଘରକୁ ଆସିଲା ୩,୪୧୯ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍। ଏହାକୁ ଦେଖିଲା ପରେ ଅସୁସ୍ଥ ହୋଇପଡିଲେ ଉପଭୋକ୍ତା। ଏହା ପରେ କ’ଣ ହେଲା ଜାଣନ୍ତୁ।
ପାକିସ୍ତାନର ଡିଏସ୍ପି ହୋଇଛନ୍ତି ପ୍ରଥମ ହିନ୍ଦୁ ମହିଳା। ସିଭିଲ୍ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ଏହି ସଫଳତା ପାଇଛନ୍ତି। ଏନେଇ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି।
ବର୍ଷା ଆସିଲେ ବଢିଯାଏ ଏମାନଙ୍କ ସମସ୍ୟା। ଚାରିଆଡେ ପାଣି ଯୋଗୁଁ ମୁଣ୍ଡରେ ଭାରୀ ଜିନିଷ ଧରି ନଦୀ ପାର ହେବାକୁ ବାଉଁଶରେ ଯିବାକୁ ହୁଏ।
ଦିବ୍ୟାଙ୍ଗ ଯୁବକଙ୍କ ମନୋବଳକୁ ସଲାମ୍ । ଅନ୍ୟ ଉପରେ ନିର୍ଭରଶୀଳ ନହୋଇ ନିଜେ ହ୍ୱିଲଚେୟାରରେ ବସି କଠିନ ପରିଶ୍ରମ କରୁଛନ୍ତି ଓ ରୋଜଗାର କରୁଛନ୍ତି ।
ବାୟୁସେନାର ଏକ ପୁରୁଣା ହେଲିକପ୍ଟର ଭାଇରାଲ୍ ହେଉଛି। ଏହି ହେଲିକପ୍ଟର ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏମିତି ବି ଏକ ହେଲିକପ୍ଟର ଥିଲା! ଏହା ଦେଖିବାକୁ ଠିକ୍ ହାତୀ ଭଳି।
ସବୁ ମହିଳା ନିଜ ମୁହଁକୁ ଚିକ୍କଣ ରଖିବାକୁ ଭଲ ପାଆନ୍ତି। ମୁହଁରେ ଟିକେ ରୁମ ରଖିବାକୁ ଦିଅନ୍ତି ନାହିଁ। କିନ୍ତୁ ଏଇ ଭାରତରେ ଏମିତି ଜଣେ ମହିଳା ଅଛନ୍ତି ଯିଏ ନିଶ ରଖିବାକୁ ଭଲ ପାଆନ୍ତି। ତାଙ୍କର ଏହି ନିଶ ପାଇଁ ସେ ଗର୍ବ ଅନୁଭବ କରନ୍ତି।
ଚନ୍ଦ୍ରଗିରିର ସମୀର ପ୍ରଧାନୀଙ୍କ ଉଦ୍ଭାବନକୁ ନେଇ ଚର୍ଚ୍ଚା
ହ୍ୱାଟ୍ସସ୍ଆପ୍ ଏକ ନୂଆ 'କେପ୍ଟ ମେସେଜ୍' ଫିଚର୍ ବିକାଶ କରୁଥିବା ଜଣାଯାଇଛି। ଏହାକୁ ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ଡେସ୍କଟପ୍ ପାଇଁ ହ୍ୱାଟ୍ସସ୍ଆପ୍ ବିଟାର ଭବିଷ୍ୟତର ଅପ୍ଡେଟ୍ ପାଇଁ ଯୋଜନା କରାଯାଇଛି।