ନରହରି ମଉସା ଆଜି ସିନା ବୁଢା ହେଲେଣି । ହେଲେ ନୂଆ ନୂଆ ନିଶ କଅଁଳୁଥିବା ବୟସରେ ତାଙ୍କ କଲମରୁ ଉତୁରିଥିଲା, ଏଇ କବିତା ଖଣ୍ଡକ ।
କାଠ, ବାଉଁଶ ଓ କାନଭାସରେ ସୁନ୍ଦର ସୁନ୍ଦର ଘରକରଣା ଜିନିଷ । ଆଉ ଏହି ସବୁ ଜିନିଷ ମାଧ୍ୟମରେ ସାମଜକୁ ବାର୍ତ୍ତା ଦେଉଛନ୍ତି ପ୍ରହ୍ଲାଦ ପାଣି । ନିଶା ସେବନ ଓ ମହିଳାଙ୍କୁ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଏହି ଚିତ୍ରକଳା ମାଧ୍ୟମରେ ସଚେତନତା କରାଯାଉଛି ।
ଭାରତରେ ମଧ୍ୟବିତ୍ତ ଶ୍ରେଣୀ ପାଇଁ ଏକ କାର ହେଉଛି ଏକ ସ୍ୱପ୍ନ, ଯାହା ପୂରଣ କରିବାରେ ଥାଏ ଭାବପ୍ରବଣତା । ଭବିଷ୍ୟତରେ ଜଣେ ବ୍ୟକ୍ତି ଯେତେ ଧନୀ ହୁଅନ୍ତୁ ନା କାହିଁକି, ପ୍ରଥମ କାର୍ ତାଙ୍କ ପାଇଁ ସବୁଠାରୁ ସ୍ୱତନ୍ତ୍ର।
ନବଜାତ ଶିଶୁଟିକୁ ବାପା ମା’ ଅଲୋଡା ଭାବି ଫିଙ୍ଗିଦେବା ପରେ ବି ସେ ମୃତ୍ୟୁକୁ ଜୟ କରି ବିଜୟୀ ହୋଇପାରିଛି। ଗଛ ଡାଳରେ ଝୁଲି, ପଶୁ ପକ୍ଷୀଙ୍କ କାମୁଡାର ଶିକାର ହୋଇ ସୁଦ୍ଧା ସେ ସୁସ୍ଥ ହୋଇ କଳି ଯୁଗ କୃଷ୍ଣର ଆଖ୍ୟା ପାଇଛି।
ସବୁ କିଛି ଚୁପ୍ଚାପ୍... ସବୁ ଏଠି ଆବାକ୍ । ଏ ଆଖି ଦେଖିପାରୁନି... କି ଏ ଭିଜୁଆଲ୍ କଥା ବି କହିପାରୁନି । ହେଲେ ଏୟା ପଛରେ ରହିଛି ଅନେକ ଦୁଃଖ ଓ କୋହଭରା କଥା । ଯାହା କହିବା ବି ମୁସ୍କିଲ୍ ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ମାନସ କୁମାର ମଲ୍ଲିକ । ସେ ଜଣେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଆଉ ତାଙ୍କର ସାହାସିକତା ପାଇଁ ଆଜି ବଞ୍ଚି ଯାଇଛି ଜଣେ ମହିଳାଙ୍କ ଜୀବନ । ମଣିଷରୂପୀ ଭଗବାନ ସାଜି ମହିଳାଙ୍କୁ ସାହାଯ୍ୟ କରିଛନ୍ତି।
ପିଲାଟି ଦିନରୁ ସୁନ୍ଦର ପରିବେଶ ସୃଷ୍ଟି ପାଇଁ ସେ ଉଦ୍ୟମ କରିଥିଲେ। ଆଉ ଏବେ ନିଜ ଗାଁକୁ ସବୁଜ ସୁନ୍ଦର କରିବାକୁ ଲାଗିପଡ଼ିଛନ୍ତି ।
ଯେଉଁ ବୟସରେ ଘରେ ବସି ନାତି ନାତୁଣୀ ମାନଙ୍କ ସହ ସମୟ ବିତାଇବା କଥା ସେଇ ବୟସରେ ବାଉଁଶ ଚାଷ କରି ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମନିନ୍ଦ୍ର ମୋହନ ପାଣି ।
ଦୁର୍ଗମ ଅଞ୍ଚଳରେ ଫୁଟିଲା ବଣମଲ୍ଲୀ, ଝଲସିଲା ଆଶାର କିରଣ। ଚମକିଲେ ଉପାନ୍ତ ବଣ୍ଡା ଘାଟିର ଝିଅ। ସବୁ ବାଧା ବିଘ୍ନକୁ ଲଂଘି ସେ ବନିବାକୁ ଯାଉଛନ୍ତି OAS ଅଫିସର। ଶୁଣନ୍ତୁ ତାଙ୍କର ସଂଘର୍ଷମୟ ଯାତ୍ରା ।
ପରିସ୍ଥିତି ଯାହା ହେଉ, ଯେମିତି ବି ଥାଉ ଯଦି ଜଣେ ଉଦ୍ୟମ ଆଉ ଅଧ୍ୟବସାୟ କରି ଲକ୍ଷ୍ୟ ଦିଗରେ ଆଗେଇ ଯାଏ, ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅଟକାଇ ପାରେନି ଦୁନିଆର କୌଣସି ବାଧା ବିଘ୍ନ।
ପରିସ୍ଥିତି ଯାହା ହେଉ, ଯେମିତି ବି ଥାଉ ଯଦି ଜଣେ ଉଦ୍ୟମ ଆଉ ଅଧ୍ୟବସାୟ କରି ଲକ୍ଷ୍ୟ ଦିଗରେ ଆଗେଇ ଯାଏ, ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅଟକାଇ ପାରେନି ଦୁନିଆର କୌଣସି ବାଧା ବିଘ୍ନ।
ପରିଣତ ବୟସରେ ବି କାଳିଆ ପ୍ରେମ ଭରିଦେଇଛି ଯବାନ ଫୁର୍ତ୍ତି। ଦେଖୁନାହାନ୍ତି ସେ କିପରି ବଙ୍କୁଲିବାଡ଼ି ଧରି ସେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛନ୍ତି। ସେ ପୁଣି ପାଦରେ ଚାଲି ଚାଲି ।
କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର। ଯାହା ବାସ୍ତବରେ ପରିଣତ ହୋଇଛି। ଚାଷକାମ କରି ରୋଜାଗାର କରିବା ସହ ନିଜ ପାଇଁ ଭଲ ଘରଟିଏ ତୋଳିଛନ୍ତି ଦମ୍ପତି।
କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର। ଯାହା ବାସ୍ତବରେ ପରିଣତ ହୋଇଛି। ଚାଷକାମ କରି ରୋଜାଗାର କରିବା ସହ ନିଜ ପାଇଁ ଭଲ ଘରଟିଏ ତେଳାଇଛନ୍ତି ଦମ୍ପତ୍ତି ।
ପାରାସେଲର ଵାପିନା ନାୟକ ଦୃଷ୍ଟିବାଧିତ ହୋଇ ବି ପର୍ବତ ଆରୋହଣ ଏବଂ ପାରାଚ୍ୟୁଟରେ ଉଡିବା ଭଳି କାମ କରି ଏବେ ସେ ଏକ ଇତିହାସ ସୃଷ୍ଟି କରିପାରିଛନ୍ତି ।
ଯାଜପୁର ଜିଲ୍ଲା କୁଆଖାଇ ଗ୍ରାମର ବିଜୟ କୁମାର ତରେଇ। ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଜୀବନ ଓ ମରଣ ସହ ସଂଘର୍ଷ କରୁଛନ୍ତି। ହେଲେ ଏହି ଶେଷ ସମୟରେ କାଳିଆ ପ୍ରେମ ତାଙ୍କୁ ଟାଣି ଆଣିଛି ଶ୍ରୀକ୍ଷେତ୍ରକୁ।
ଦୃଷ୍ଟିବାଧିତ ହୋଇ ବି ଆକାଶରେ ଉଡୁଛନ୍ତି... ପାହାଡ଼ରେ ଚଢୁଛନ୍ତି l ଆତ୍ମବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ଯୋଗୁ ଆଜି ସେ ସବୁ ସମ୍ଭବ କରିପାରିଛନ୍ତି ।
ଭକ୍ତ ଯେମିତି କହୁଛି, ତୋର ପାଦ ନାହିଁ... ମୋର ବି ପାଦ ନାହିଁ । ତୁ ବରଷକରେ ଥରେ ଏମିତି ଗୁରୁଣ୍ଡି ଗୁରୁଣ୍ଡି ଝୁଲି ଝୁଲି ବଡ଼ ଦାଣ୍ଡକୁ ଆସୁ... ଭକ୍ତଙ୍କ ଗହଣରେ ଟାହିଆ ହଲାଇ ନାଚି ସବୁ ଦୁଃଖକୁ ଭୁଲେଇ ଦେଉ । ମୁଁ ବି ଠିକ୍ ସେମିତି ଆଜି ତତେ ଆଉ ତୋ ଭାଇ ଭୋଉଣୀଙ୍କୁ ଦେଖିବାକୁ ଗୁରୁଣ୍ଡି ଗୁରୁଣ୍ଡି ଆସିଛି । ତୋ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯିବି ଆଉ ତେତେ ଆଖି ପୂରାଇ ଦେଖିବି ।
କାନ୍ଦୁଛନ୍ତି ପୂଜକ... ରାହା ଛାଡ଼ି ମା’ଙ୍କ ପାଦତଳେ ମୁଣ୍ଡ ବାଡାଇ ପକାଇଛନ୍ତି । ଏ କୌଣସି ଦୁଃଖର ଲୁହ ନୁହେଁ, ଏ ଲୁହ ହେଉଛି ମା’ଙ୍କୁ ବିଦାୟୀ ଦେବାର ଲୁହ । ସେଇଥି ପାଇଁ ତ କୋରି ହୋଇଯାଉଛି ଏ ପୂଜକଙ୍କ ଛାତି । ମା’ଙ୍କୁ ଏ ବର୍ଷ ପାଇଁ ଶେଷଥର ପୂଜା କରିବା ପରେ କାନ୍ଦି କାନ୍ଦି ଲୋଟିପଡ଼ୁଛନ୍ତି ।
ଚର୍ଚ୍ଚାରେ ଏହି ଯୁବତୀଙ୍କ କଳାକୃତୀ.. ଧାନରେ ଆଙ୍କୁଛନ୍ତି ମା'ଙ୍କ ଅବିକଳ ଚିତ୍ର । ୩ ହଜାର ରୁ ଉର୍ଦ୍ଧ ଧାନରେ ମା ଦୁର୍ଗାଙ୍କ ଫଟୋ ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି ଜଗତସିଂହପୁର ଜିଲ୍ଲା ଯଶୋବନ୍ତପୁର ଗାଁର ଶିକ୍ଷୟତ୍ରୀ ସ୍ନିଗ୍ଧା ସ୍ୱୟଂପ୍ରଭା ଦାଶ ।
ରତନ ଟାଟା... ବିଜ୍ନେସ୍ର ବାଦଶାହା... ଟାଟା ନାନୋର ଜନକ ବୋଲି ବି ତାଙ୍କୁ କହାଯାଏ । ଦିନେ ବଜାରକୁ ନାନୋ ଆସିବା ତାଙ୍କର ସ୍ୱପ୍ନ ଥିଲା । ଆଉ ସେ ସ୍ୱପ୍ନ ପଛର ସତସତିକା କାହାଣୀ ଜାଣିଲେ ନିଶ୍ଚୟ ଏ ମଣିଷଟିକୁ ଆପଣ ହୃଦୟରୁ ସାଲୁଟ୍ କରିବେ ।
ବନ୍ଧୁ ହେବା ପାଇଁ କୌଣସି ବୟସ ନ ଥାଏ। ଘନିଷ୍ଠ ବନ୍ଧୁତା କଥା ଉଠିଲେ ମନକୁ ଆସେ ରତନ ଟାଟା ଓ ଶାନ୍ତନୁ ନାଇଡୁଙ୍କ ମଧ୍ୟରେ ଗଢ଼ି ଉଠିଥିବା ଅସମ୍ଭାବ୍ୟ ବନ୍ଧୁତାର କଥା। ରତନଙ୍କ ପରଲୋକ ପରେ ହଠାତ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।
କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟାଙ୍କ ପରଲୋକ ହୋଇଯାଇଛି । ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା ।
ଗୋରୁଙ୍କ ବେକରେ ଆଇକାର୍ଡ! ଏ ନାଲି ଫିତା ସେମାନଙ୍କ ଜୀବନ ରକ୍ଷାକରୀ କବଚ। ଜନତାଙ୍କ ସହ ଗୋମାତାଙ୍କୁ ସୁରକ୍ଷା ଦେବାକୁ ଏହା ଏକ ନିଆରା ପ୍ରୟାସ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ, ପୋଲିସ ବାବୁଙ୍କୁ ମିଳୁଛି ଭୁରୀ ଭୁରୀ ପ୍ରଶଂସା ।
ଗଛରେ ଫଳିଛି ପେନ୍ଥା ପେନ୍ଥା ଲଙ୍କା। ଯୁଆଡେ ଚାହିଁବେ କଞ୍ଚାଲଙ୍କାର ଭଣ୍ଡାର। ଏହା ଏକ ଅର୍ଥକାରୀ ଫସଲ ହୋଇଥିବାରୁ, ଲଙ୍କା ଚାଷ କରି ଲାଭବାନ ହୋଇଛି ଚାଷୀ।