ବୁଧବାର ଅର୍ଥାତ ଦୀପାବଳିର ଠିକ୍ ଗୋଟିଏ ଦିନ ପୂର୍ବରୁ ୩୦ ଅକ୍ଟୋବରରେ ଏହି ଘଟଣା ଘଟିଛି ।
ବିଚଳିତ କରୁଛି ମୃତ୍ୟୁପୂର୍ବର ୨ ଭାଇଙ୍କ କଥାବାର୍ତ୍ତାର ଭାଇରାଲ୍ ଅଡ଼ିଓ । ଅଭିଯୋଗ ସତ୍ତ୍ବେ ଘସିପୁରା ପୋଲିସର ନିରବତାକୁ ନେଇ ଉଠିଲା ପ୍ରଶ୍ନ ।
୪ ବର୍ଷ ତଳେ ଯାହାକୁ ପ୍ରେମ ବିବାହ କରିବାକୁ ଘର ପରିବାରକୁ ପର କରି ଚାଲି ଆସିଥିଲେ। ସେଇ ମଣିଷଟା ଯେ, ଅନ୍ୟ ଦୁଇ ଝିଅଙ୍କ ପାଇଁ ତାଙ୍କ ଝିଅକୁ ଏମିତି ଢଙ୍ଗରେ ମାରିଦେବ ବିଶ୍ବାସ କରିପାରୁନାହାନ୍ତି ।
କଥାରେ ଅଛି ଖିର ଯଦି ଖାଇବୁ ଘରେ ଥିବ ଗାଈ, ଯୁଦ୍ଧ ଯଦି ଲଢ଼ିବୁ ପାଖରେ ଥିବ ଭାଇ। କିନ୍ତୁ ଭାଇ-ଭାଇ ମଧ୍ୟରେ ସେ ପୁରୁଣା ସଂପର୍କ ଆଉ ଏବେ ନାହିଁ। କେନ୍ଦୁଝର ଜିଲ୍ଲାରୁ ଆସିଥିବା ଏକ ନୂଆ ଉଦାହରଣ ଆପଣଙ୍କୁ ହତବାକ କରିଦେବ। ବଡ଼ଭାଇର ମୃତ୍ୟୁ ପୂର୍ବର ଦେହଥରା ଫୋନ୍ କଲ୍ ଏବେ ଭାଇରାଲ୍ ହେଉଛି।
ମୋମୋ ଖାଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଆଉ ୨୦ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି।
ତଦନ୍ତ ସମୟରେ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୧୬.୮୫ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି।
ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ଜଣେ ୨୦ ବର୍ଷୀୟ ଯୁବକ ଗୁଫରାନ ଖାନ ଲକ୍ଷ୍ନୌରୁ ଗିରଫ ହେବା ପରେ ଏବେ ପୁଣି ଏକ ଧମକ ପୂର୍ଣ୍ଣ ମେସେଜ ଆସିଛି ।
କୋଲକାତା ଆରଜି କର ମେଜିକାଲ୍ କଲେଜ ତାତି ନଥମୁଣୁ ଆଉ ଏକ ଘଟଣା ସାମନାକୁ ଆସିଛି। ଡାକ୍ତରଙ୍କ ପାଇଁ ସମସ୍ତେ ନ୍ୟାୟ ଭିକ୍ଷା କରୁଥିବା ବେଳେ ଏହି ଘଟଣାରେ ଜଣେ ଡାକ୍ତର ରୋଗୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ I ହୋଟେଲ ଭିତରେ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୃତ୍ତ I ଡମଣା ଛକରେ ଥିବା ଏକ ହୋଟେଲ ଭିତରେ ହତ୍ୟାକାଣ୍ଡ ଘଟିଛି I
ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ସଦର ଥାନା କରମଡିହି ଅଞ୍ଚଳରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ ଘଟିଛି । ଗୀତାପଡ଼ାରେ ମଧ୍ୟରାତ୍ରରେ ୨ ଯାଯାବର ଗୋଷ୍ଠୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଥିବା ସୂଚନା ମିଳିଛି।
ରାଜଧାନୀରେ ପୁଣି ଲୁଟେରାଙ୍କ ଆତଙ୍କ। ରାତିଅଧରେ ସଟର ତାଡୁଛନ୍ତି, କଳକନା ବୁଲାଇ ଚାଲି ଯାଉଛନ୍ତି। କିଛିଦିନ ବ୍ୟବଧାନରେ ପୁଣି ଥରେ ଆରମ୍ଭ ହୋଇଛି ଲୁଟେରାଙ୍କ କାରନାମା। ଏଥର ଟାର୍ଗେଟରେ ଭରତପୁର ଥାନା କଳିଙ୍ଗନଗର ଅଞ୍ଚଳ।
୮କୋଟି ପାଇଁ ସ୍ୱାମୀକୁ ଜୀବନରୁ ମାରିଦେଲା ସ୍ତ୍ରୀ । ଆଉ ତା’ ପରେ ୮୦୦ କିମି ଦୂରରେ ଫିଙ୍ଗିଦେଲା । ସବୁଠାରୁ ବଡ଼ କଥା ହେଉଛି ଏହି ହତ୍ୟା ପଛରେ ଥିଲା ସ୍ତ୍ରୀର ଦୁଇ ବୟଫ୍ରେଣ୍ଡଙ୍କ ହାତ ।
କିଛି ଦିନ ହେଲା ସ୍କୁଲ, ଟ୍ରେନ୍ ଓ ବିମାନକୁ ବୋମା ଧମକ ମିଳୁଛି। ଅନେକ ସମୟରେ ପୋଲିସ ଓ ସାଧାରଣ ଲୋକଙ୍କୁ ଏଥିପାଇଁ ନାକେଦମ୍ ହେବାକୁ ପଡୁଛି। ଏହା ପଛରେ କିଏ ଅଛି ଓ କାହିଁକି ଏପରି ଧମକପୂର୍ଣ୍ଣ ମେଲ୍ କରୁଛି ଜାଣନ୍ତୁ...
୮ କୋଟି ପାଇଁ ସ୍ୱାମୀକୁ ହତ୍ୟା କଲା ପତ୍ନୀ । ତାପୁଣି ନିଜ ଦୁଇ ବୟଫ୍ରେଣ୍ଡଙ୍କ ସହ ମିଶି ।
ଡିଜିଟାଲ୍ ଆରେଷ୍ଟ ନାଁରେ ସାରା ଦେଶରେ ଯେଉଁ ଠକେଇ ଚାଲିଛି ତା’ର ମୁକାବିଲା ପାଇଁ ବି ସରକାର ଦୃଢ଼ ପଦକ୍ଷେପ ନେଉଥିବା ନେଇ ମନ କି ବାତରେ ଦେଶବାସୀଙ୍କୁ ଆଶ୍ବସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଫୋନ୍ ଓ ଭିଡିଓ କଲରେ ଭୟ ଓ ଆତଙ୍କର ଚକ୍ରବ୍ୟୂହ। ଅତ୍ୟନ୍ତ ବିବ୍ରତ ସ୍ଥିତିର ଫାଇଦା ଉଠାଇ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ। ତା ପରେ ନିମିଷକରେ ଆକାଉଣ୍ଟ ଖାଲି।
ଟ୍ରାଫିକ୍ ପୋଲିସ ପରେ ଏଣିକି ସବୁ ଥାନାର ରିସେପସନ୍ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା ।
ମାତ୍ର ୧୬ ମାସର ଶିଶୁ କନ୍ୟାକୁ ଜନ୍ମଦାତ୍ରୀ ମାଆର ଅମାନୁଷିକ ମାଡ଼ ।
ଥାନାକୁ ଆସି ଉତ୍ପାତ କରୁଥିବା ଅମାନିଆଙ୍କୁ ସାବାଡ଼ କରିବାକୁ କମିଶନରେଟ୍ ପୋଲିସର ନୂଆ ଯୋଜନା ।
ସାଇବର ଠକଙ୍କ ହାବୁଡ଼ରେ ପଡ଼ିଗଲେ ତାଳଚେର ତହସିଲଦାର ।
ଯାଜପୁର ଜିଲ୍ଲା ବିଝାଂରପୁର ବ୍ଲକରେ ବଡ଼ ଧରଣର ଭତ୍ତା କେଳେଙ୍କାରୀ । ହଜାରେ କି ଲକ୍ଷେ ନୁହେଁ। ୯୦ ଲକ୍ଷ ଟଙ୍କାର ଭତ୍ତା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।
ଯାଜପୁର ବରୀରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ପୀଡ଼ିତା ନାବାଳିକାଙ୍କ ଘର ନିକଟର ଜଣେ ପଡ଼ୋଶୀ ତାଙ୍କ ପ୍ରତି ଏଭଳି ପାଶବିକ ଅତ୍ୟାଚାର କରିଥିବା ନେଇ ବରୀ ଥାନାରେ ଅଭିଯୋଗ ହୋଇଛି।
ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ୍ ପୋଲିସର ପଦକ୍ଷେପ । ଏଣିକି ସବୁ ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା। ସହରର ସବୁ ଆପାର୍ଟମେଣ୍ଟରେ IP ବ୍ୟବସ୍ଥା ଥିବା କ୍ୟାମେରା ଲଗାଇବାକୁ ପରାମର୍ଶ ଦେଇଛି କମିଶନରେଟ୍ ପୋଲିସ ।
କନ୍ଧମାଳ ବାଲିଗୁଡା ଥାନା ବୁଦାନାଇ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ।
ଜଣେ ମହିଳା ପ୍ରକାଶ କରିଛନ୍ତି ଯେ ଲାଉଞ୍ଜ ଆକ୍ସେସ୍ ପାଇଁ ଏକ ଆପ୍ ଡାଉନ୍ଲୋଡ୍ କରିବାକୁ କୁହାଯିବା ପରେ ସେ କିପରି ୮୭,୦୦୦ରୁ ଅଧିକ ଟଙ୍କା ଠକାମିର ଶିକାର ହୋଇଛନ୍ତି। ଜାଣନ୍ତୁ ପୂରା ଘଟଣା…