• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Congress
Spider Satish: ନିରଞ୍ଜନଙ୍କ ଘରେ କେମିତି ପଶିଥିଲା? ଡେମୋ ଦେଖାଇଲା ସ୍ପାଇଡର ସତୀଶ

୭୦ ମାମଲାର ଅଭିଯୁକ୍ତ ସ୍ପାଇଡର ସତୀଶ ୩୦ କୋଟିପତିଙ୍କ ଘରେ କଳାକନା ବୁଲାଇଛି। ଲୁଟ୍ ଟଙ୍କାରେ ମଉଜ କରିବା ସହ ରୋମାଣ୍ଟିକ ଲାଇଫ ଷ୍ଟାଇଲ୍ ବିତାଉଥିଲା। ଚୋରି ଟଙ୍କାରେ କରୁଥିଲା ବିଦେଶ ଭ୍ରମଣ।

ପଇସା ଦେଇପାରିଲିନି, ପୁଅକୁ ଜାଳିଦେଲେ
ଦେହରେ ଡିଜେଲ ଢାଳି ଜଳିଗଲା ନାବାଳକ

ଦେହରେ ଡିଜେଲ ଢାଳି ଜଳିଗଲା ନାବାଳକ। କଟକରେ ଚାଞ୍ଚଲ୍ୟ ଖେଳାଇଲା ୧୭ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ। ଜୀବନ ହାରିଦେଲେ ନାଁ କିଏ ହତ୍ୟା କରି ପୋଡିଦେଲା ? ବାପା ଆଣିଲେ ସାଂଘାତିକ ଅଭିଯୋଗ ।

Tara Bahinipati Demands Arrest
KIIT Suicide Row: କିଟ୍ ପାଇଁ ବାହାରିଲେ ବିଜେଡି ବିଧାୟକ, ମନ୍ତ୍ରୀ କହିଲେ ତଦନ୍ତ ହେବ, କିନ୍ତୁ ତାରା…

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କଲେ, କିଟ୍ ଘଟଣାରେ ଅଚ୍ୟୁତ ସାମନ୍ତଙ୍କୁ କାହିଁକି ଗିରଫ କରାଯାଉନାହିଁ ? ଆଇନ ମନ୍ତ୍ରୀ କହିଲେ, ତଦନ୍ତ ଚାଲିଛି । ଦୋଷୀ ଯେତେ ବଡ ଲୋକ ହେଲେ ବି ଆକ୍ସନ ହେବ । ବିଜେଡି ବିଧାୟକ କିଟ୍ ପାଇଁ ବାହାରି କହିଲେ, ବଦନାମ୍ କରାନଯାଉ ।

kumbha mela
Kumbh Mela Bath Video: କୁମ୍ଭମେଳାରେ ଲଜ୍ଜା, ଇଣ୍ଟରନେଟରେ ବିକ୍ରି ହେଉଛି ମହିଳାଙ୍କ ଗାଧୁଆ ଭିଡିଓ

ଭିଡିଓ ଗୁଡିକ ବିଭିନ୍ନ ସୋସିଆଲ ମିଡିଆ ଓ ଟେଲିଗ୍ରାମ ଭଳି ଚ୍ୟାନେଲରେ ବିକ୍ରି ହେଉଛି। ମୁଖ୍ୟତଃ ଭିଡିଓର ଟିଜର ବା ଏକ ଛୋଟ କ୍ଲିପକୁ ଶେୟାର କରାଯାଉଛି। ଏହା ସହିତ ପୁରା ଭିଡିଓ ପାଇଁ ପଇସା ମଗାଯାଉଛି। ଭିଡିଓ ପାଇଁ ୧୯୦୦ରୁ ୩୦୦୦ ଟଙ୍କା ଦାବି କରାଯାଉଛି।

Bank Loot At Gun Point
Bank Loot: ହେଲମେଟ୍ ପିନ୍ଧି ପଶିଲେ, ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟିଲେ

ବ୍ୟାଙ୍କ ସବୁଦିନ ଭଳି ସ୍ଵାଭାବିକ ଚାଲିଥିଲା। ୫ ଜଣ ଦୃର୍ବୃତ୍ତ ହେଲମେଟ ପିନ୍ଧି ପଶିଥିଲେ । ଭିତରକୁ ପଶିବା ପରେ ବନ୍ଧୁକ ଦେଖାଇ ଭିତର ପଟୁ ତାଲା ପକାଇ ଦେଇଥିଲେ । ବନ୍ଧୁକ ପଛପଟେ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ ।

ଜ୍ୟୋତିଷ କଥା ଶୁଣି ଏମିତି କଲା ପ୍ରେମିକା
Crime Story: ଜ୍ୟୋତିଷ କହିଲେ, ପ୍ରଥମ ସ୍ୱାମୀ ମରିବ...ଏଇ କଥା ଭାବି ପ୍ରେମିକକୁ ବିଷ ପିଆଇଦେଲା ପ୍ରେମିକା

ଗ୍ରିଷ୍ମା ଘରୁ ଫେରିବାର ୧୧ ଦିନ ପରେ ୨୩ ବର୍ଷୀୟ ଶେରୋନଙ୍କ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯାଇଥିଲା। ସ୍ବାସ୍ଥ୍ୟରେ ଅବନତି କ୍ରମାଗତ ବଢ଼ିବାରେ ଲାଗିଥିଲା। ଶେରୋନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ସେହି ବର୍ଷ ଅକ୍ଟୋବର ୨୫ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେତେବେଳକୁ ତାଙ୍କ ଶରୀରର ଅନେକ ଅଙ୍ଗ ଅଚଳ ହୋଇଯାଇଥିଲା। ଡାକ୍ତରଖାନାରେ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା।

Niranjan Patnaik house loot
Niranjan Patnaik House Loot: ସ୍ପାଇଡର ସତୀଶକୁ ନେଇ ସିନ ରିକ୍ରିଏସନ, ଦେଖାଉଛି ଲୁଟ୍ ଡେମୋ

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣାରେ ଚାଲିଛି ସିନ୍ ରିକ୍ରିଏସନ । ସ୍ପାଇଡର ସତୀଶକୁ ନେଇ ସିନ ରିକ୍ରିଏସନ କରୁଛି ସ୍ପେଶାଲ ସ୍କ୍ୱାଡ୍ ।

Student
Sambalpur: ରାସ୍ତାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ଛାତ୍ରୀ; ତା’ପରେ...

ଛାତ୍ରୀ ଜଣଙ୍କ ବୁର୍ଲାରେ ପରିବାର ସହ ରହନ୍ତି ଏବଂ ପିଜି ଶେଷ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି। ଗତକାଲି ଅପରାହ୍ଣରେ ଛାତ୍ରୀ ଜଣଙ୍କ ମେଟାକାନୀ ରାସ୍ତା ପାଖ ପଡ଼ିଆରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ  ପଡ଼ିଥିବା ଦେଖିବାକୁ ମିଳିଥିଲା।

KIIT Student Suicide Row
ଥମୁନି କିଟ୍ କାଣ୍ଡ ତାତି

କିଟ୍ କାଣ୍ଡକୁ ନେଇ ଥମୁନି ତାତି କିଟ୍ କାଣ୍ଡକୁ ନେଇ ଥମୁନି ତାତି । କ୍ୟାମ୍ପସରୁ ଆସେମ୍ବ୍ଲି, ଓଡ଼ିଶାରୁ ନେପାଳ.. ସବୁଠି ଅସନ୍ତୋଷ, ସବୁଠି ବିରୋଧ। ଏପରିକି କିଟ୍ ମୁଖ୍ୟ ତଥା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଗିରଫଦାରି ଦାବି କରିଛନ୍ତି ବିଭିନ୍ନ ଛାତ୍ର ସଂଗଠନ। ଏଣେ ଅଚ୍ୟୁତ କିନ୍ତୁ ଏହି ପ୍ରସଙ୍ଗରେ ଏଯାଏଁ ମୁହଁ ଖୋଲିବାକୁ ନାରାଜ। ଏହାରି ଭିତରେ ଆଜି ନେପାଳୀ କାଉନସେଲରଙ୍କ ସହ କଥା ହୋଇ ମୃତ ଛାତ୍ରୀଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

KIIT
କାହିଁକି ଚୁପ ଅଚ୍ୟୁତ ସାମନ୍ତ ?

କାହିଁକି ଚୁପ୍_ଅଚ୍ୟୁତ_ସାମନ୍ତ ? ଶିକ୍ଷା ନାଁରେ କୋଟି କୋଟି ଟଙ୍କା ଲୁଟ। ତାସହ ଛାତ୍ର ଛାତ୍ରୀଙ୍କ ଉପରେ ଅତ୍ୟାଚାର। କିଛି ବର୍ଷରେ ୧୦ରୁ ୧୫ ଜଣଙ୍କ ଆତ୍ମହତ୍ୟା। କିଟ ପ୍ରତିଷ୍ଠାତା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ଯୁବ କଂଗ୍ରେସ ।

  • Wednesday, 19 February 2025
  • KIIT
Christ College Student found dead
Cuttack Christ College Student Death: ଖ୍ରୀଷ୍ଟ କଲେଜ ଛାତ୍ରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ବଡ ଅଭିଯୋଗ ଆଣିଲେ ବାପା

ଖ୍ରୀଷ୍ଟ କଲେଜ ଛାତ୍ରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । କେହି ହତ୍ୟା କରି ପୋଡି ଦେଇଥିବା ବଡ ଅଭିଯୋଗ ଆଣିଲେ ମୃତକଙ୍କ ବାପା ।

Minor boy suicide
Cuttack Minor Boy Suicide: ଦେହରେ ଡିଜେଲ୍ ଢାଳି ନିଜକୁ ଜାଳିଦେଲା ନାବାଳକ

ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ୧୭ ବର୍ଷୀୟ ନାବାଳକ । କଟକ ପୁରୀଘାଟ ଥାନା ମଠସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ନାବାଳକର ଘର ପଶ୍ଚିମବଙ୍ଗରେ ।

kiss
KISSରେ ଲୁଚି ରହିଛି କଳା କାହାଣୀ

KIIT ଭଳି KISSରେ ବି ଛପିଛି କଳା କାହାଣୀ । ଅଚ୍ୟୁତ ସାମନ୍ତ ଦେଉଛନ୍ତି ବିଭ୍ରାନ୍ତିକର ତଥ୍ୟ । ତଥ୍ୟ ଓ ସତ ଭିତରେ ରହିଛି ଆକାଶ ପାତାଳ ଫରକ । RTIକୁ ବି ବେଖାତିର୍, ପୋଲ୍ ଖୋଲିଲା ଦସ୍ତାବିଜ ।

  • Tuesday, 18 February 2025
KIIT
ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଅଶାନ୍ତ କିଟ୍ କ୍ୟାମ୍ପସ୍, ୫ ଗିରଫ

ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଅଶାନ୍ତ କିଟ୍ କ୍ୟାମ୍ପସ୍ । ଘଟଣାକୁ ୪୮ ଘଣ୍ଟା ପୂରିଥିବାବେଳେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ।ପୀଡ଼ିତାଙ୍କୁ ନ୍ୟାୟ ଓ ନିରପେକ୍ଷ ତଦନ୍ତ ଦାବି କଲେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା କର୍ମଚାରୀ କ୍ଷମା ମାଗନ୍ତୁ । ଛାତ୍ରୀଙ୍କ ମୃତ୍ୟୁ ପଛରେ କିଟ୍ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ । ମୋ ଝିଅ ସହ ଯାହା ହେଲା, ଆଉ କାହା ସହ ନହେଉ କହିଲେ ମୃତ ଛାତ୍ରୀଙ୍କ ବାପା ।

bishnu sethi
ବିଷ୍ଣୁପଦ ସେଠୀଙ୍କ କ୍ୱାର୍ଟରରେ ସିବିଆଇ

#ବିଷ୍ଣୁପଦଙ୍କ_ଘରେ_ସିବିଆଇ IAS ବିଷ୍ଣୁପଦ ସେଠୀଙ୍କ ସରକାରୀ କ୍ୱାର୍ଟରରେ ସିବିଆଇ ରେଡ୍। ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍ ରେ ସିବିଆଇର ଖୋଳତାଡ଼ । ବିଷ୍ଣୁପଦ କହିଲେ ମୁଁ କାହାକୁ ଚିହ୍ନିନି କି ଜାଣିନି । ଏକ ହାତଲେଖା ଚିଠିକୁ ନେଇ ବିଷ୍ଣୁପଦଙ୍କ ଇସ୍ତଫା ଗୁଜବ।

  • Tuesday, 18 February 2025
CBI Raids IAS Bishnupada Sethi Residence
CBI Raids IAS Bishnupada Sethi Residence: ପୁଣି କଡ଼ ଲେଉଟାଇଲା CBI; ୭୦ ଦିନ ପରେ IAS ବିଷ୍ଣୁପଦଙ୍କ ଘରେ ସିବିଆଇ ରେଡ୍

IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ । ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ସହ ଲିଙ୍କକୁ ନେଇ ଖୋଳତାଡ଼ । ସକାଳ ପ୍ରାୟ ୬ଟା। ଭୁବନେଶ୍ବରସ୍ଥିତ ବିଷ୍ଣୁପଦଙ୍କ ସରକାରୀ ବାସଭବନ। IASଙ୍କ ଆଖି ନଖୋଲୁଣୁ ଘରେ ପଶିଥିଲେ ଦିଲ୍ଲୀ ସିବିଆଇର ୮ ଜଣିଆ ଟିମ୍। 

KIIT
KIIT, KISS ମିଷ୍ଟ୍ରିର କ୍ୟାମ୍ପସ୍।

ଏହା KIIT, KISS ମିଷ୍ଟ୍ରିର କ୍ୟାମ୍ପସ୍। ପ୍ରୋଟେଷ୍ଟ କଲେ ବୋଲି ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଗଲା। ଏଠି କାହାକୁ ଦୟା କରି ପାଠ ପଢ଼ାଯାଉନାହିଁ। ଆହୁରି ଅନେକ ଘଟଣା KISSରେ ବି ଘଟୁଛି, ଯାହା ଚପିଯାଉଛି।

KIIT
KIIT University: ବାପାଙ୍କ ଆଗରେ କିଟ୍‌ ଛାତ୍ରୀଙ୍କର ହେଲା ଶବ ବ୍ୟବଚ୍ଛେଦ

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନେପାଳୀ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ, ପିଲାମାନଙ୍କୁ ଫେରାଇ ଆଣିବା ପାଇଁ କିଟ୍‌ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି।

We Could Have Saved Her Life But No One Provided Immediate Treatment
‘ତା ଶରୀରରେ ଜୀବନ ଥିଲା ତାକୁ ବଞ୍ଚେଇ ପାରିଥାନ୍ତେ'

'ୱାର୍ଡେନ୍ ଓ ଯିଏ ବି ଦେଖିଛନ୍ତି ସେମାନେ କହୁଥିଲେ ତା ଶରୀରରେ ଜୀବନ ଥିଲା.. ତାକୁ ବଞ୍ଚେଇ ପାରିଥାନ୍ତେ । ତାକୁ ତୁରନ୍ତ ଚିକତ୍ସା କଲେନି ।’

Local Goons Assaulted Hostel Inmates
‘ମୁଁ ତୁମକୁ ଦେଖାଉଛି, ମୁଁ କଣ କରିପାରେ’

‘ଠେଲାପେଲା ସମୟରେ ତଳେ ପଡ଼ିଗଲେ କିଟ୍ ଫାଉଣ୍ଡର ଅଚ୍ୟୁତ ସାମନ୍ତ । ଏହାପରେ ମୁଁ ତୁମକୁ ଦେଖାଉଛି, ମୁଁ କଣ କରିପାରେ ବୋଲି ଧମକ ଦେଇଥିଲେ। କିଛି ସମୟ ପରେ ହଷ୍ଟେଲରେ ଲାଠିଚାର୍ଜ ହେଲା। ପରେ ଲୋକାଲ ଗୁଣ୍ଡା ଆସି ପିଟାପିଟି କରିଥିଲେ।’ କିଟର ଜଣେ ଛାତ୍ର ନିଜ ସମ୍ପର୍କୀୟଙ୍କୁ ଫୋନରେ ଶୁଣାଇଛନ୍ତି ଏପରି ଚାଞ୍ଚଲ୍ୟକର କଥା। ‘

KIIT
ଝିଅର ମୋବାଇଲ ଲାପଟପ୍ ସବୁ ଗାଏବ୍ କରି ଦେଇଛନ୍ତି

ସେ ଝିଅର ମୋବାଇଲ ଲାପଟପ୍ ସବୁ ଗାଏବ୍ କରି ଦେଇଛନ୍ତି । ଝିଅମାନଙ୍କୁ କହିବାକୁ ଦେଉନାହାନ୍ତି ପୁଅମାନେ କହିବାରୁ ତାଙ୍କୁ ଲାଠି ଚାର୍ଜ କଲେ । ଯିଏ ବି ସ୍ୱର ଉଠାଉଛି ତାକୁ ସସପେଣ୍ଡ କରୁଛନ୍ତି ।

 KIIT Student Death
KIIT Nepali Student Death: ଥମୁନି କିଟ୍ ଅଶାନ୍ତି; ପ୍ରଚଣ୍ଡ ଖରାରେ ବସିଛନ୍ତି ଛାତ୍ରଛାତ୍ରୀ, ନେପାଳୀ ଛାତ୍ରଙ୍କଠୁ ନେଉଛନ୍ତି ଅଣ୍ଡରଟେକିଂ 

ଆଜି ବିଶ୍ବବିଦ୍ୟାଳୟ ବାହାରେ ପ୍ରଚଣ୍ଡ ଖରାରେ ବସି ଛାତ୍ରଛାତ୍ରୀମାନେ ନୀରବ ପ୍ରତିବାଦ କରିଛନ୍ତି। ଏହି ଅବସରରେ ହଷ୍ଟେଲ ଛାଡ଼ିବା ପାଇଁ ସେମାନଙ୍କୁ କିପରି ବାଧ୍ୟ କରାଯାଇଥିଲା, ଗଣମାଧ୍ୟମ ଆଗରେ କହିଛନ୍ତି ଛାତ୍ରଛାତ୍ରୀ। 

Gujurat Hospital Horror
Gujurat Horror: ହସ୍ପିଟାଲରେ ବି ଅସୁରକ୍ଷିତ ମହିଳା ! ଭାଇରାଲ ହେଲା ପ୍ରାଇଭେଟ ଭିଡିଓ

ଗୁଜୁରାଟ ରାଜକୋଟରେ ଲଜ୍ଜାଜନକ ଘଟଣା । ଗାଇନାକୋଲୋଜିକାଲ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିବା ମହିଳାଙ୍କ ଭିଡିଓ ଭାଇରାଲ ।

KIIT
ଲଗାମ ଛଡ଼ା କିଟ୍‌ ଛାତ୍ରଛାତ୍ରୀ

ଲଗାମ ଛଡ଼ା କିଟ୍‌ ଛାତ୍ରଛାତ୍ରୀ ! କର୍ତ୍ତୃପକ୍ଷଙ୍କ ବି ନାହିଁ ନିଘା ! ପିଲାଙ୍କୁ ଘାରୁଛି ପ୍ରେମ । ସଂଧ୍ୟା ହେଲେ ରାସ୍ତାଜାମ୍ । କିଟ୍‌ କ୍ୟାମ୍ପସ ନିକଟରେ ଛାତ୍ରଛାତ୍ରୀ ଖାଉଛନ୍ତି ନିଶା । ଏମିତିକି ରାସ୍ତାରେ ବି ଗଢ଼ୁଛନ୍ତି । ଏସବୁ କଥା ଯାହା ଆମେ କହିଲୁ ଏଠାରେ ଦୀର୍ଘଦିନ ଧରି ଚାଲି ଆସୁଛି ।

KIIT Student Death
KIIT Student Death: ଆଜି ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ, ଭୁବନେଶ୍ୱରରେ ପହଞ୍ଚିଲେ ପରିବାର ଲୋକେ

କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଆଜି ହେବ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ । ଭୁବନେଶ୍ବରର ଏମ୍ସରେ ବ୍ୟବଚ୍ଛେଦ କରାଯିବ ।