ନୂଆଦିଲ୍ଲୀ: ଫେଷ୍ଟିଭ୍ ସିଜନ୍ରେ ମୋବାଇଲ୍ କମ୍ପାନୀଠୁ ଆରମ୍ଭ କରି ଡ୍ରେସ୍ ଦୋକାନୀ, ଜୁଏଲାରୀ ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ପ୍ରାୟତଃ ଅଫର ଦେଇଥାନ୍ତି। ଏହି ଅବସରରେ ଫେଷ୍ଟିଭ୍ ସିଜନ୍କୁ ଦୃଷ୍ଟିରେ ରଖି ଏମିତି ଏକ ଟେଲିକମ୍ କମ୍ପାନୀ ଯିଏକି ଏହାର ଗ୍ରାହକଙ୍କ ପାଇଁ ଦୁଇ ଦିନ ମାଗଣା କଲ୍ ସୁବିଧା ଆଣିଛି। ଏହି ଅଫର୍ ମାଧ୍ୟମରେ ଗ୍ରାହକମାନେ ମାଗଣାରେ କଲ୍ କରିପାରିବେ। ଏଥିପାଇଁ ଆପଣଙ୍କୁ ଗୋଟିଏ ବି ଟଙ୍କା ଦେବାକୁ ପଡ଼ିବ ନାହିଁ। ଏହି ଟେଲିକମ୍ କମ୍ପାନୀ ହେଲା […]
ନୂଆଦିଲ୍ଲୀ: ମୋବାଇଲ୍ ଚୋରି ହୋଇଗଲେ ଆମକୁ ବହୁତ ଦୁଃଖ ଲାଗିଥାଏ। ଆଉ ଯଦି ତାହା ନୂଆ ମୋବାଇଲ୍ ହୋଇଥାଏ ତେବେ ଆହୁରି ମନ ଖରାପ ହୋଇଥାଏ। ଏବେ ନା ଆପଣଙ୍କୁ ଆଉ ଦୁଃଖ ଲାଗିବ ନା ମନ ଖରାପ ହେବ। କାହିଁକି ନା ଏବେ ଚୋରି କିମ୍ବା ହଜି ଯାଇଥିବା ମୋବାଇଲ୍ ଆପଣଙ୍କୁ ସଜଜରେ ମିଳିପାରିବ। ଏନେଇ ଖୁବ୍ଶୀଘ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଯଦି ଆପଣଙ୍କର ମୋବାଇଲ୍ ହଜି ଯାଇଛି ତେବେ […]
ନୂଆଦିଲ୍ଲୀ: ବିଶ୍ୱର ବଡ଼ ସୋଶାଲ୍ ମିଡିଆ ପ୍ଲାଟ୍ପର୍ମ କୁହାଯାଉଥିବା ‘ଫେସ୍ବୁକ୍’ରେ ବହୁତ ଶୀଘ୍ର ବନ୍ଦ ହେବାକୁ ଯାଉଛି ଏମିତି ଏକ ଫିଚର ଯାହାକୁ ୟୁଜର୍ସ ମାନେ ଅଧିକ ପସନ୍ଦ କରନ୍ତି। ଏହି ଫିଚର ବନ୍ଦ ହେବା ଫଳରେ ଆପଣମାନଙ୍କ ପୋଷ୍ଟରେ ମିଳୁଥିବା ‘ଲାଇକ୍’ ସଂଖ୍ୟା ଆପଣମାନଙ୍କର ସାଙ୍ଗ ଓ ଅନ୍ୟ ୟୁଜର୍ସ ମାନେ ଆଉ ଦେଖିବାକୁ ପାଇବେ ନାହିଁ। କାହିଁକି ନା ଫେସୁବୁକ୍ ତା’ର ପ୍ଲାଟ୍ଫର୍ମରୁ ‘Like Count’ ହଟାଇବାକୁ ଯାଉଛି ବୋଲି ଜଣାପଡ଼ିଛି। ଏଭଳି ହେବା […]
ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ୍ ନିର୍ମାତା Vivo ଏହାର ନୂଆ ସ୍ମାର୍ଟଫୋନ୍ Vivo Nex 3 5G ଲଞ୍ଚ୍ କରିବା ପୂର୍ବରୁ ଏହି ଫୋନ୍ ସହ ଜଡ଼ିତ ଅନେକ ତଥ୍ୟ ସାମ୍ନାକୁ ଆସିଛି। ଅର୍ଥାତ୍ ଏହି ଫୋନ୍ରେ କ’ଣ କ’ଣ ସବୁ ନୂଆ ଫିଚର ରହିଛି ତାହା ଲିକ୍ ହୋଇଥିବା ଜଣାପଡ଼ିଛି। ଲିକ୍ ହୋଇଥିବା ରିପୋର୍ଟ ଅନୁସାରେ ଏହି ସ୍ମାର୍ଟଫୋନ୍ରେ ୱାଟର୍ଫଲ୍ ଡିସ୍ପ୍ଲେ ଡିଜାଇନ୍ ରହିଛି। ଏହାଛଡ଼ା ଏଥିରେ 5G variant ଓ ଟ୍ରିପଲ୍ ରିଅର୍ କ୍ୟାମେରା ସେଟ୍ […]
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ତା’ର ଗ୍ରାହକମାନଙ୍କୁ ଏକ ସ୍ପେଶାଲ୍ ସରପ୍ରାଇଜ୍ ଦେଇପାରେ। ଏହି ସ୍ପେଶାଲ୍ ସରପ୍ରାଇଜ୍ ମାଧ୍ୟମରେ ଜିଓ ଗ୍ରାହକ ଏହାର ଫାଇଦା ଉଠାଇ ପାରିବେ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଫାଇଭର ଟୁ ଦ ହୋମ୍(ଏଫ୍ଟିଟିଏଚ୍) ସର୍ଭିସ୍ ଘୋଷଣା କରିଛନ୍ତି। ଯାହାକୁ ଜିଓ ଜିଗାଫାଇଭର(GigaFiber) ବୋଲି କୁହାଯାଉଛି। ସେପ୍ଟେମ୍ବର ୫ରେ ଏହାର କମର୍ସିଆଲ୍ ଲଞ୍ଚ୍ ହେବ। ୨୦୧୮ରେ ରିଲାଏନ୍ସ ଏହାର ଜିଓ ଜିଗାଫାଇଭର୍ ସର୍ଭିସ୍ ଘୋଷଣା କରିଥିଲା। ଏହାପରେ ଜିଓ ଜିଗାଫାଇଭର୍ ପ୍ରିଭ୍ୟୁ […]
ନୂଆଦିଲ୍ଲୀ: ଏଟିଏମ୍ରେ ଜାଲିଆତି କରି ଟଙ୍କା ଉଠାଣ ତଥା ଠକାମିରୁ ଗ୍ରାହକମାନେ କିଭଳି ଏଥିରୁ ବର୍ତ୍ତିବେ ସେନେଇ ବ୍ୟାଙ୍କ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଏଣିକି ଏଟିଏମ୍ରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ ହେଲେ ୱାନ୍ ଟାଇମ୍ ପାସ୍ୱାର୍ଡ(OTP)ର ଆବଶ୍ୟକତା ପଡ଼ିବ। ଫଳରେ ନା ଆଉ ଏଥିରେ ଜାଲିଆତି କରିହେବ ନା କିଛି ଠକାମି। ନୂଆ ନିୟମ ଅନୁଯାୟୀ, ଏଟିଏମ୍ରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ ହେଲେ OTP ଆବଶ୍ୟକ […]
ନୂଆଦିଲ୍ଲୀ: ସାମ୍ସଙ୍ଗ(Samsung) ତା’ର ୨ଟି ସ୍ମାର୍ଟଫୋନ୍ର ଦାମ୍ କମାଇଛି। ଏହି ଦୁଇଟି ସ୍ମାର୍ଟଫୋନ୍ ହେଲା- Galaxy M20 ଓ Galaxy M30। Galaxy M30ର ୪ଜିବି, ୬୪ଜିବି ୱାରେଣ୍ଟିର ମୂଲ୍ୟ ବର୍ତ୍ତମାନ ୧୩ ହଜାର ୯୯୦ଟଙ୍କା ରହିଛି। ଏହାର ଦାମ୍ ପୂର୍ବରୁ ୧୪ ହଜାର ୯୯୦ ଥିଲା। ସେହିପରି ୬ଜିବି, ୧୨୮ଜିବି ୱାରେଣ୍ଟିର ମୂଲ୍ୟ ୧୬ ହଜାର ୯୯୦ରେ ରହିଛି। ପୂର୍ବରୁ ଏହାର ମୂଲ୍ୟ ୧୭ ହଜାର ୯୯୦ ଥିଲା। ସେହିପରି Galaxy M20ର ୩ଜିବି, ୩୨ଜିବି […]
ଭୁବନେଶ୍ଵର: ଚାଇନାଭିତ୍ତିକ ସ୍ମାର୍ଟଫୋନ୍ ନିର୍ମାତା ୱାନ ପ୍ଲସ୍(oneplus) ଆସନ୍ତା କାଲି ଏହାର ବହୁ ପ୍ରତିକ୍ଷିତ Oneplus 7 ସିରିଜ୍କୁ ବିଶ୍ଵବ୍ୟାପୀ ବଜାର ପ୍ରବେଶ କରିବାକୁ ଯାଉଛି। ସ୍ମାର୍ଟଫୋନ୍ କ୍ରେଜ୍ରେ ମାତିଥିବା ଯୁବବର୍ଗ ଏହାକୁ ଅପେକ୍ଷା କରିଥିବା ବେଳେ ଟେଲିକମ୍ କମ୍ପାନୀ ଜିଓ ଏହାକୁ ଆଧାର କରି ଘୋଷଣା କରିଦେଇଛି ଆକର୍ଷଣୀୟ ଅଫର। କମ୍ପାନୀର ସୂଚନା ଅନୁସାରେ ଯେଉଁ ଗ୍ରାହକ ଜିଓ ବ୍ୟବହାର କରୁଛନ୍ତି ବା ନୂଆ କରି ଜିଓ ସବ୍ସ୍କ୍ରାଇବ୍ କରିବେ ସେମାନେ ଏହି ସବୁଧା ପାଇବେ। […]
ନୂଆଦିଲ୍ଲୀ: ଏଥର ଆପଣ ସବୁ ଦୋକାନଗୁଡ଼ିକରେ କ୍ୟୁଆର୍ କୋଡ୍(QR code) ଆଧାରରେ ପେମେଣ୍ଟ୍ କରିପାରିବେ। ଦେଶରେ ଥିବା ସମସ୍ତ ଛୋଟ ବଡ଼ ଦୋକାନୀମାନେ ଏହି ବ୍ୟବସ୍ଥା ବାଧ୍ୟତାମୂଳକ ଭାବେ ଗ୍ରାହକମାନଙ୍କୁ ଯୋଗାଇ ଦେବେ। ନଗଦ ଟଙ୍କା ନ ଥିଲେ ପେଟିଏମ୍ ଭଳି ମୋବାଇଲ୍ ଓ୍ୱାଲେଟ୍ କମ୍ପାନୀ ଯେଭଳି ଅନଲାଇନ୍ ସେବା ଯୋଗାଇ ଦେଉଛି, ଠିକ୍ ସେହିଭଳି ବ୍ୟବସ୍ଥା ସବୁ ଦୋକାନୀ ନିଜ ପାଖରେ ରଖିବେ। ଏହାଦ୍ୱାରା ଗ୍ରାହକମାନେ ଜିଏସଟି ଲାଭ ପାଇପାରିବେ। ଏହାକୁ ବାଧ୍ୟତାମୂଳକଭାବେ ଲାଗୁ କରିବା […]
ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତରେ ଅଶୋଧିତ ତୈଳ ଉତ୍ପାଦନ ପରିମାଣ ୪% ହ୍ରାସ ପାଇଛି। ରାଷ୍ଟ୍ରାୟତ୍ତ ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍ଜିସି) ଏବଂ ଅଏଲ୍ ଇଣ୍ଡିଆ ଲିମିଟେଡ୍(ଓଆଇଏଲ୍) ନିଜର ଉତ୍ପାଦନ ଲକ୍ଷ୍ୟ ହାସଲ କରି ନ ପାରିବାରୁ ଏଭଳି ଘଟିଛି। ଗୁରୁବାର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ଜଣା ପଡ଼ିଛି। ସୂଚନା ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶରେ ମୋଟ ୩୫.୭ ମିଲିୟନ ଟନ ଅଶୋଧିତ ତୈଳ ଉତ୍ପନ […]
ନୂଆଦିଲ୍ଲୀ: ଭାରତରେ Xiaomi Redmi 6Aର ମୂଲ୍ୟ କମିଛି। Xiaomi Redmi ର ମୂଲ୍ୟ ୮ହଜାର ୪୯୯ଟଙ୍କା ଥିବା ବେଳେ Xiaomi Redmi 6A ସ୍ମାର୍ଟଫୋନ୍ର ମୂଲ୍ୟ ୬ ହଜାର ୫୯୨ ଥିଲା। ବର୍ତ୍ତମାନ Xiaomi Redmi 6Aର ମୂଲ୍ୟ କମିଥିବା ନେଇ ଘୋଷଣା କରାଯାଇଛି। ବର୍ତ୍ତମାନ ଏହାର ମୂଲ୍ୟ ୫ ହଜାର ୯୯୯ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏଥିରେ 2GB RAM/ 16GB storage variant ରହିଛି। ସେହିପରି 2GB RAM/ 32GB storage variantର […]
ଭୁବନେଶ୍ୱର : ଅାଜି ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ପ୍ରାୟ ୧୦ ପଇସା ଲେଖାଏଁ ବୃଦ୍ଧି ହୋଇଛି। ଫଳରେ ମୁମ୍ବାଇରେ ୯୦ ଟଙ୍କା ପାର କରିଛି ପେଟ୍ରୋଲ। ମୁମ୍ବାଇରେ ୯ ପଇସା ବଢି ପେଟ୍ରୋଲ ଲିଟର ପ୍ରତି ୯୦ ଟଙ୍କା ୮୪ ପଇସାରେ ପହଞ୍ଚିଛି । ଦିଲ୍ଲୀରେ ମଧ୍ୟ ୯ ପଇସା ବଢି ପେଟ୍ରୋଲ ଲିଟର ୮୩ ଟଙ୍କା ୪୯ […]
ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ ଜମାକାରୀଙ୍କ ପାଇଁ ଭଲ ଖବର। ସ୍ୱଳ୍ପ ସଞ୍ଚୟକାରୀଙ୍କ ସୁଧ ହାରରେ ୦.୪ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର। ଚଳିତ ଅାର୍ଥିକ ବର୍ଷର ପରବର୍ତ୍ତୀ ତ୍ରୟ ମାସିକ ଅବଧି ପାଇଁ ଏହି ସୁଧ ହାର ବୃଦ୍ଧି ଘୋଷଣା କରାଯାଇଛି। ତେଣୁ ଅାସନ୍ତା ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ତ୍ରୟ ମାସିକ ଅବଧି ପାଇଁ ଏହା ଲାଗୁ ହେବ। ଏହା ଫଳରେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ନ୍ୟାସନାଲ ସେଭିଂ […]
ଭୁବନେଶ୍ୱର:ପ୍ରଥମଥର ପାଇଁ ସାମ୍ସଙ୍ଗ୍ କମ୍ପାନୀ ଏମିତି ଏକ ସ୍ମାର୍ଟ୍ଫୋନ୍ ଲଞ୍ଚ୍ କରିଛି, ଯେଉଁଥିରେ ତିନୋଟି ରିୟର୍ କ୍ୟାମେରା ରହିଛି। ଏହି ଫୋନ୍ଟି ହେଲା samsung galaxy A7 (୨୦୧୮)। ଅନ୍ତର୍ଜାତୀୟ ବଜାରରେ ଲଞ୍ଚ୍ ହୋଇଥିବା ଏହି ମୋବାଇଲ୍ରେ ତିନିଟି ବ୍ୟାକ୍ କ୍ୟାମେରା ରହିଛି। ଜବରଦସ୍ତ ଫିଚର୍ ସହିତ ଏହାର ଲୁକ୍ ବି ଖୁବ୍ ଆକର୍ଷଣୀୟ ରହିଛି। ଏହାର କ’ଣ ସବୁ ବିଶେଷତ୍ୱ ରହିଛି ଆସନ୍ତୁ ଜାଣିବ। samsung galaxy A7 ବିଶେଷତ୍ତ୍ୱ କ୍ୟାମେରା: samsung galaxy A7ର […]
ନୂଆଦିଲ୍ଲୀ: ଜିଓ ମନାଉଛି ତାହାର ଦିତ୍ୱୀୟ ବାର୍ଷିକ ଉତ୍ସବ। ଏହି ଅବସରରେ ଜିଓ ଗ୍ରାହକମାନଙ୍କ ପାଇଁ କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଅଫର ଦିଆଯାଉଛି। ଜିଓ ଗ୍ରାହକମାନଙ୍କୁ 10 GB ମାଗଣା ୪ଜି ଡାଟା ପ୍ରଦାନ କରୁଛି। Jio Celebrations pack ସହିତ ‘ଜିଓ’ ଗ୍ରାହକଙ୍କୁ ପ୍ରତିଦିନ 2 GB ଡାଟା ଦିଆଯାଉଛି। ଜିଓର ଆକ୍ଟିଭ୍ ୟୁଜର୍ସ ଏହି ଡାଟାକୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ସେପ୍ଟେମ୍ବର ୭ରେ କମ୍ପାନୀ ଏହି ଆକର୍ଷଣୀୟ ଅଫର ପ୍ରଦାନ କରିଛି। ପ୍ରତ୍ୟେକ […]
୨୦୨୧-୨୨ ଆର୍ଥିକ ବର୍ଷର ଶେଷ ଆଡ଼କୁ ଦେଶର ଆର୍ଥିକ ସ୍ଥିତି କୋଭିଡ୍-୧୯ର ପୂର୍ବବର୍ତ୍ତୀ ଅବସ୍ଥାକୁ ଫେରିପାରେ ବୋଲି ନୀତି ଆୟୋଗ ଅନୁମାନ କରିଛି। ଏ ନେଇ ଏହାର ଉପାଧ୍ୟକ୍ଷ ରାଜୀବ୍ କୁମାର ଗତ ରବିବାର ପ୍ରକାଶ କରିଛନ୍ତି।
ନୂଆଦିଲ୍ଲୀ: ୨୦୧୭-୧୮ ଆର୍ଥିକ ବର୍ଷରେ ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣ ୭୦% ବୃଦ୍ଧି ପାଇଛି। ଅର୍ଥ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ୨୦୧୭ ଅଗଷ୍ଟ ସୁଦ୍ଧା ୩.୧୭ କୋଟି ଆୟକର ରିଟର୍ଣ୍ଣ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଏହା ବୃଦ୍ଧି ପାଇ ୫.୪୨ କୋଟିରେ ପହଞ୍ଚିଛି। ମନ୍ତ୍ରାଳୟ କହିଛି ଯେ, ଚଳିତ ଆର୍ଥିକ ବର୍ଷରେ ୩ କୋଟିରୁ ଅଧିକ ବେତନଭୋଗୀ କର୍ମଚାରୀ ଆୟକର ରିଟର୍ଣ୍ଣ ଫାଇଲ୍ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ରିଟର୍ଣ୍ଣ ଫାଇଲ୍ ବୃଦ୍ଧି ପାଇବାର କାରଣ […]
ମୁମ୍ବାଇ : ଅାଜି ପୁଣି ଥରେ ଟଙ୍କାର ମୂଲ୍ୟ ହ୍ରାସ। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତରକୁ ହ୍ରାସ ହୋଇଛି। ଅାଜି ଟଙ୍କାର ମୂଲ୍ୟ ଡଲାର ତୁଳନାରେ ୨୩ ପଇସା ହ୍ରାସ ପାଇଛି। ଫଳରେ ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ୭୦ ଟଙ୍କା ୮୨ ପଇସାକୁ ହ୍ରାସ ପାଇଛି। ମୁଖ୍ୟତଃ ବିଶ୍ୱ ବଜାରରେ ଭାରତୀୟ ଟଙ୍କା ତୁଳନାରେ ଅାମେରୀକୀୟ ଡଲାର ଚାହିଦା ବୃଦ୍ଧି ପାଇଛି। ବିଶ୍ୱବଜାରରେ ଅଶୋଧିତ ତୈଳଦର ବୃଦ୍ଧି ପାଇଥିବାରୁ […]
ପୁଣି ଗୁରୁବାର ପୂର୍ବାହ୍ନ୧୨ଟାରେ Jio.comରେ jio phone 2ର ସେଲ୍ ଆରମ୍ଭ ହୋଇଛି । ପାଖାପାଖି ୨ ସପ୍ତାହର ବ୍ୟବଧାନ ପରେ ଏହି jio phone 2ର ଫ୍ଲାଶ୍ ସେଲ୍ କରାଯାଇଛି । ପ୍ରଥମ ସେଲ୍ କିଛି ମିନିଟ୍ରେ ସରିଯାଇଥିଲା। ଏହି ସମୟରେ ଅନେକ ୟୁଜରଙ୍କୁ ‘page under maintenance’ ର ମେସେଜ୍ ମିଳିଥିଲା। jio phone 2ର ଦାମ୍ ଗତ ମାସର ଶେଷ ଭାଗରେ ଭାରତୀୟ ବଜାରକୁ ଆସିଛି ଏହି ସ୍ମାର୍ଟ୍ ଫୋନ୍ jio phone […]
ନୂଆଦିଲ୍ଲୀ: ସାମସଙ୍ଗ୍ କମ୍ପାନି galaxy j2 ମଡେଲ୍କୁ ବଜାରକୁ ଛାଡ଼ିଛି। ଏହି ସ୍ମାର୍ଟଫୋନ୍ android go ପ୍ଲାଟ୍ଫର୍ମରେ ଚାଲୁଥିବା କମ୍ପାନିର ପ୍ରଥମ ସ୍ମାର୍ଟଫୋନ୍। ଏହି ଫୋନ୍କୁ ଭାରତ ସମେତ ମାଲେସିଆରେ ଲଞ୍ଚ କରାଯାଇଛି। ଏହି ଫୋନ୍ରେ android 8.1 oreo (go edition) ଫିଚର ରହିଛି। ଏହାର ଦର ୭ ହଜାର ଟଙ୍କାରୁ ମଧ୍ୟ କମ୍ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସାମ୍ସଙ୍ଗ ଗ୍ୟାଲେକ୍ସି j2 coreର ବିଶେଷତ୍ୱ ୫ଇଞ୍ଚର ଡିସ୍ପ୍ଲେ ସ୍କ୍ରିନ୍ କ୍ୱାଡ୍କୋର exynos […]
ନୂଆଦିଲ୍ଲୀ: ଦେଶରେ ୨୦୧୭-୧୮ ଆର୍ଥିକ ବର୍ଷରେ ୧୦.୦୩ କୋଟି ଆୟକର ସଂଗ୍ରହ ହୋଇଛି। ଗୌହାଟୀରେ ଅନୁଷ୍ଠିତ ୨ ଦିନଆ ସମ୍ମିଳନୀରେ ସେଣ୍ଟ୍ରାଲ ବୋର୍ଡ ଡିରେକ୍ଟ ଟ୍ୟାକ୍ସ (ସିବିଡିଟି) ର ସଦସ୍ୟ ଶାବ୍ରି ଭଟ୍ଟଶାଲୀ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ୨୦୧୭- ୧୮ ଆର୍ଥିକ ବର୍ଷରେ ୬.୯୨ କୋଟି ଆଇ-ଟି ରିଟର୍ଣ୍ଣସ୍ ଦାଖଲ କରାଯାଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ୫.୬୧ କୋଟି ଥିଲା, ଯାହାକି ପୂର୍ବ ବର୍ଷ ତୁଳନାରେ ୧.୩୧ କୋଟି ଅଧିକ ରହିଛି। ତେବେ […]
ନୂଆଦିଲ୍ଲୀ: ‘ମାରୁତି ସୁଜୁକି ଇଣ୍ଡିଆ’ ଭାରତରେ ଏକ ବୃହତ୍ କାର୍ ଉତ୍ପାଦନକାରୀ ସଂସ୍ଥା ଭାବେ ପରିଗଣିତ। ଏହି ସଂସ୍ଥା ତାର ସମସ୍ତ କାର୍ର ମୂଲ୍ୟ ୬,୧୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି। କମ୍ପାନୀର ଜଣେ ଅଧିକାରୀଙ୍କ କହିବା ଅନୁସାରେ ବସ୍ତୁ ଓ ବିତରଣ ମୂଲ୍ୟ ବୃଦ୍ଧି ଓ ପ୍ରତିକୂଳ ବିଦେଶ ମୁଦ୍ରାନୀତି ଯୋଗୁ ଏହି ଦର ବୃଦ୍ଧି କରାଯାଇଛି। ପୂର୍ବରୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ରେକର୍ଡ ସଂଖ୍ୟକ ହ୍ରାସ ହୋଇଥିଲା। ଯାହାର ପ୍ରଭାବ ଭାରତୀୟ ବଜାରରେ […]
ମୁମ୍ବାଇ: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଆସନ୍ତା ୨୦୨୦ ସୁଦ୍ଧା ଶ୍ରେଷ୍ଠ ୩ଟି ଷ୍ଟାର୍ଟ ଅପ୍ ରାଜ୍ୟ ଭିତରେ ଓଡିଶା ରହିବା ନେଇ ଲକ୍ଷ୍ୟ ରଖାଯାଇଛି। ମୁମ୍ବାଇରେ ଆୟୋଜିତ ନିବେଶକ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିଛନ୍ତି। ଏଥିସହ ନଭେମ୍ବରରେ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍କୁ ନିବେଶକଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ନିବେଶକଙ୍କୁ ସବୁ ପ୍ରକାର ସୁବିଧା ଦେବା ନେଇ ମଧ୍ୟ ପ୍ରତିଶ୍ରୁତି ଦେବା ସହ ଅଳ୍ପଦିନ ମଧ୍ୟରେ ୨୫୦ରୁ […]
ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି ନବୀନ। କାଲି ସେଠାରେ ପୁଞ୍ଜିନିବେଶକାରୀଙ୍କ ପାଇଁ ନବୀନ କରିବେ ରୋଡ୍ସୋ। ବଡ଼ ବଡ଼ ଶିଳ୍ପପତିଙ୍କ ସହ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା ବି କରିବେ। ସାଙ୍ଗରେ ରହିବେ ଶିଳ୍ପମନ୍ତ୍ରୀଙ୍କ ସହ ବିଭାଗର ପୁରା ଟିମ୍। ରୋଡ୍ ସୋ ବେଳେ ଫୋକସ୍ରେ ରହିବ ପୁଞ୍ଜିନିବେଶକାରୀଙ୍କ ପାଇଁ ରାଜ୍ୟର ପ୍ରୋତ୍ସାହନ। ସ୍ୱତନ୍ତ୍ର କ୍ଷେତ୍ର ପାଇଁ ଉତ୍ସଗୀକୃତ ବ୍ୟବସ୍ଥା ଓ ଶିଳ୍ପର ଉନ୍ନତି ପାଇଁ ସରକାର ଗଠନ କରିଥିବା […]
ନୂଆଦିଲ୍ଲୀ: ଫ୍ଲାଇଟ୍ରେ ବସିବା ପାଇଁ କାହାର ବା ଇଚ୍ଛା ନଥାଏ। ତେବେ ଟିକେଟ୍ର ମୂଲ୍ୟ ଅଧିକ ଯୋଗୁ ଅନେକ ଲୋକଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଏ। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ‘ଗୋ ଏୟାର’ ଏକ ଦମ୍ଦାର ଅଫର ଆଣିଛି। ସାଧାରଣ ବର୍ଗର ଲୋକଙ୍କୁ ଆକାଶରେ ଉଡ଼ିବାର ସୁଯୋଗ ଦେବାକୁ ‘ଗୋ ଏୟାର’ ଶନିବାର ଗ୍ରେଟ୍ ଫେଷ୍ଟିଭାଲ୍ ସେଲ୍ସ’ ପ୍ୟାକେଜ୍ ଲଂଚ୍ କରିଛି। ଏହି ପ୍ୟାକେଜ୍ରେ ୧୦୯୯ ଟଙ୍କାରେ ଯାତ୍ରା କରିପାରିବେ। ଟିକେଟ୍ ବୁକ୍ କରିବାର […]