କଂଗ୍ରେସର ନେତାମାନେ ପୂର୍ବରୁ ଅନେକ ଥର ବିଭିନ୍ନ ଜେରାର ସାମ୍ନା କରିଛନ୍ତି। ଅନେକ ମଧ୍ୟ ଗିରଫ ହୋଇଛନ୍ତି। ହେଲେ ଦଳ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନେଇନି। ହେଲେ ଆଜି ଯେତେବେଳେ ସୋନିଆ ଓ ରାହୁଲଙ୍କ ବେଳ ପଡିଛି ଦଳ କାହିଁକି ଜୋରଦାର ବିରୋଧ କରୁଛି? ଏହା ପଛରେ...
କେମିତି ହେବ ଶ୍ରୀଲଙ୍କାର ଉଦ୍ଧାର? କଣ ବିକ୍ରମସିଙ୍ଘେ ଶ୍ରୀଲଙ୍କାକୁ ଦେଇପାରିବେ ନୂଆ ଜୀବନଦାନ? ଶ୍ରୀଲଙ୍କା ପରେ କିଏ ଭୋଗିବ ସମଦଶା; ପାକିସ୍ତାନ, ନେପାଳ ନା ଭାରତ ?
NDAର ରାଷ୍ଟ୍ରପତି ପ୍ରାର୍ଥୀ ପରେ ପୁଣି ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ କାହିଁକି ସମର୍ଥନ କଲେ ନବୀନ ? ସିବିଆଇ ଭୟ ନା ଆଉ କିଛି ?
ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜେପି ଅପେକ୍ଷା ବିଜେଡି କାହିଁକି କରୁଛି ଅଧିକ ପ୍ରଚାର। ଶ୍ରେୟ ନେବା ପାଇଁ ବିଜେଡି ବିଜେପି ମଧ୍ୟରେ ଆରମ୍ଭ ହୋଇଛି କି ରେସ୍?
ଏବେ ସମସ୍ତଙ୍କ ମୁହଁରେ ଟୁଙ୍ଗୁରୁ ଭୋଳ ଆଉ ବର୍ଷାଙ୍କ ପ୍ରେମ କାହାଣୀ। ସୋସିଆଲ୍ ମିଡିଆ ଖୋଲୁ ଖୋଲୁ ଆଖି ସାମ୍ନାକୁ ଚାଲିଆସୁଛି ଟୁଙ୍ଗୁରୁ ଭୋଳ ଭିଡିଓ। ଏହାକୁ ନେଇ ତିଆରି ହେଉଛି କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ଆଲବମ୍। ଅତି ସାଧାରଣ ବ୍ୟକ୍ତି ହୋଇଥିବା ବେଳେ କିଏ କଲା ଏମାନଙ୍କୁ...
ମହଙ୍ଗା ପଡୁଛି କି ଠାକରେ ପରିବାର ପାଇଁ କିଙ୍ଗ୍ ମେକରରୁ କିଙ୍ଗ୍ ହେବା? ଆଗରୁ ବାଲା ସାହେବ ଠାକରେ କିଙ୍ଗ୍ ମେକର ହୋଇ ଅନେକ ସରକାର ଗଢିଛନ୍ତି ଆଉ ଭାଙ୍ଗିଛନ୍ତି। ହେଲେ ଉଦ୍ଧବ କିନ୍ତୁ ପୂରା ଓଲଟା। ମୁଖ୍ୟମନ୍ତ୍ରୀ ପଦ ପାଇଁ ଭିନ୍ନ ଭିନ୍ନ ବିଚାରଧାରା ଥିବା ଦଳ...
ଏକଦା ଦେଶରେ ସବୁଠାରୁ ଚର୍ଚ୍ଚିତ ରାଷ୍ଟ୍ରପତି ନିର୍ବାଚନ ଲଢିଥିଲେ ଜଣେ ଓଡିଆ ନେତା। ଏପରିକି ତାଙ୍କୁ ଦଳ ଚାହୁଁ ନଥିଲେ ମଧ୍ୟ ସେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଗଲେ, ଆଉ ଏହି ବିଜୟର ଏମିତି ପ୍ରଭାବ ପଡ଼ିଲା ଯେ ସେତେବେଳେ ଦେଶର ସବୁଠାରୁ ଶକ୍ତିଶାଳୀ ଦଳ ଦୁଇ ଫାଳ...
ନବୀନଙ୍କ କାମରାଜ ପ୍ଲାନ୍। ବହୁଦିନ ଧରି ମନ୍ତ୍ରୀପଦ ଉପଭୋଗ କରୁଥିବା ମନ୍ତ୍ରୀଙ୍କୁ ମିଳିପାରେ ସଂଗଠନ ଦାୟିତ୍ୱ। ଦଳରେ ଥିବା ବରିଷ୍ଠ ନେତାଙ୍କୁ ପୁଣି ଫେରାଇ ଆଣିଲେ ମନ୍ତ୍ରିମଣ୍ଡଳକୁ। ଫୋକସ୍ରେ ପଶ୍ଚିମ ଓଡିଶା ଓ ମହିଳା କାର୍ଡ। ସଂଗଠନରେ ଦବଦବା ରଖୁଥିବା ନେତାଙ୍କୁ ଚେକ୍ ଦେବା ପାଇଁ ବିରୋଧୀଙ୍କୁ ମନ୍ତ୍ରୀ...
ବିଜେଡି ସରକାରଙ୍କୁ ଯେଉଁମାନେ କଟୁ ସମାଲୋଚନା କରିଥିଲେ, ଗାଳି ଦେଇଥିଲେ, ନବୀନ ବାବୁଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଥିଲେ ତାଙ୍କୁ ମିଳିଛି ପୁରସ୍କାର୍। ଯେଉଁଠି ନିଜ ଦଳର ବରିଷ୍ଠ ଏବଂ ବୟୋଜ୍ୟେଷ୍ଠ ନେତା କଣଠେସା, ସେଇଠି ଆମଦାନୀ ନେତା ଫୁଲ୍ ପାୱାରଫୁଲ୍। ପଢନ୍ତୁ ପୂରା ଖବର…
ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳର ଫାଇଦା ବିଜେପି ନେଇଥିବା ଜଣାଯାଇଛି। ବିଜେଡି ନେତା ହର ସାହୁ ବନାମ ଲତିକା ପ୍ରଧାନଙ୍କ ମଧ୍ୟରେ ଜାରି ରହିଥିବା ଶୀତଳ ଯୁଦ୍ଧର ଫାଇଦା ମିଳିଛି ବିରୋଧୀଙ୍କୁ। ସେହିପରି ଟିକେଟ୍ ବଣ୍ଟନରେ ମଧ୍ୟ ଅନେକ ପୁରୁଖା ନେତାଙ୍କୁ ବାଦ ଦେଇ ନୂଆ ଚେହେରାଙ୍କୁ...
ସମଗ୍ର ବିଶ୍ୱରେ ଚାଲିଛି ମହାଜନୀ କାରବାର। ଏଠି ଚୀନ୍ ସାଜିଛି ଜମିଦାର। ଛୋଟ ଛୋଟ ଦେଶଗୁଡିକ ଚୀନ୍ଠୁ ଋଣ ନେଇ ପରିଶୋଧ କରି ନପାରି ଶେଷରେ ସେମାନଙ୍କ ରାଷ୍ଟ୍ର ସଂପତ୍ତି ଚୀନ୍ ହାତକୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି ।