• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

Satakoshia Tiger Reserve
ସାତକୋଶିଆ କୋର୍ ଏରିଆରେ OTV

୧୭ ବର୍ଷ ତଳେ ସାତକୋଶିଆରେ ଥିଲେ ୧୫ ମହାବଳ। ଘୋଷଣା ହୋଇଥିଲା ବ୍ୟାଘ୍ର ଅଭୟାରଣ୍ୟ। ହେଲେ ଧୀରେ ଧୀରେ ବାଘଶୂନ୍ୟ ହୋଇଥିଲା ସାତକୋଶିଆ। ୨୦୧୮ରେ ମଧ୍ୟପ୍ରଦେଶରୁ ମହାବଳ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ଆଣି ଅଭୟାରଣ୍ୟରେ ବାଘବଂଶ ବୃଦ୍ଧି ଯୋଜନା ବି ଫେଲ୍ ମାରିଲା। ଏବେ ସେହି ତ୍ରୁଟି...

Food Supply Secretary
ହଠାତ୍ ବଦଳିଲେ ଖାଦ୍ୟ ଯୋଗାଣ ସଚିବ। ହେଲେ କାହିଁକି?

ହଠାତ୍ ବଦଳିଲେ ଖାଦ୍ୟ ଯୋଗାଣ ସଚିବ। ହେଲେ କାହିଁକି? କନ୍ଧମାଳ ଆମ୍ବ ଟାକୁଆ ମୃତ୍ୟୁ ଏହା ପଛର କାରଣ କି? ବିଜେଡିର ସିଧାସଳଖ ଅଭିଯୋଗ ହେଲା ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ସଚିବଙ୍କୁ ବଦଳା ଯାଇଛି। ଜବାବରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ତାଙ୍କ ସମୟରେ ଅଫିସର...

Women To Offer Millet to Goddess Lakshmi
Women To Offer Millet to Goddess Lakshmi: ମାଣବସା ଗୁରୁବାରରେ ଲାଗିହେଉ ମାଣ୍ଡିଆ ଭୋଗ, ପୁଷ୍ଟିଶସ୍ୟ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ପୁଣି ଥରେ ଖାଇବା ଥାଳିର ବୈଭବ ବଢ଼ାଇବ ବିସ୍ମୃତ ଖାଦ୍ୟ। ପାଟିକୁ ସୁଆଦ ଦେବ, ଶରୀରକୁ ସୁସ୍ଥ ରଖିବ ମିଲେଟ୍ ବା 'ପୁଷ୍ଟିଶସ୍ୟ'।

Satakoshia Tiger Reserve
Satakoshia Tiger Reserve: ସାତକୋଶିଆ କୋର୍ ଏରିଆରେ OTV; ବାଘଶୂନ୍ୟ ସାତକୋଶିଆରେ କେମିତି ହେବ ମହାବଳ ବଂଶ ବିସ୍ତାର ?

୨୦୧୮ରେ ମଧ୍ୟପ୍ରଦେଶରୁ ମହାବଳ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ଆଣି ଅଭୟାରଣ୍ୟରେ ବାଘବଂଶ ବୃଦ୍ଧି ଯୋଜନା ବି ଫେଲ୍ ମାରିଲା। ଏବେ ସେହି ତ୍ରୁଟି ସୁଧାରି ଟାଇଗର୍ ରିକଭରି ପ୍ଲାନ ଜରିଆରେ ବ୍ୟାଘ୍ର ଅଭୟାରଣ୍ୟ ପୂର୍ବ ଗୌରବ ଫେରାଇ ଆଣିବାକୁ ଯୋଜନା କରୁଛି ବନ ବିଭାଗ। 

Suspicion Grows in Love Jihad Case
Suspicion Grows in Love Jihad Case: ଲଭ୍ ଜିହାଦ୍ ମାମଲାରେ ବଢୁଛି ନାନା ଶଙ୍କା; ଆତଙ୍କୀ ଲିଙ୍କରେ ରହି ଅଭିଯୁକ୍ତ ଭିଆଉଥିଲା କି ସାଇବର୍ ଅପରାଧ ?

ଲଭ୍ ଜିହାଦ୍ ଭଳି ଜଘନ୍ୟ କାଣ୍ଡର ଅଭିଯୁକ୍ତ ମହମ୍ମଦ୍ ସମୀର୍ ମନସୁରର ରହିଛି କି ଆତଙ୍କୀ ଲିଙ୍କ୍ ? ଜାମ୍ମ-କାଶ୍ମୀରରୁ ଜଗତସିଂହପୁର ଭାୟା ବିହାର । ଚଳାଇ ଆସୁଥିଲା କି ସାଇବର୍ ଅପରାଧର ନେଟୱର୍କ ?

Boudh to Get Train Service Soon
Boudh To Get Train Service Soon: ବୌଦ୍ଧ ଦେଖିବ ରେଳ ଆଲୁଅ; ଦ୍ରୁତ ଗତିରେ ଚାଲିଛି ୭ ଟନେଲ୍ କାମ... 

ନୟାଗଡ଼ ଡେଇଁଲେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଆହୁରି ଆକର୍ଷଣୀୟ ହେବ ରେଳ ଯାତ୍ରା। କାରଣ ଦଶପଲ୍ଲାରୁ ବୌଦ୍ଧ ପର୍ଯ୍ୟନ୍ତ ୭ଟି ଟନେଲ ଦେଇ ଯିବ ଟ୍ରେନ। 

Attack On Woman RTI Activist
Attack On Woman RTI Activist: ଗାଁ ଦାଣ୍ଡରେ ବୋହୂକୁ ଟଣାଓଟରା, ମାରଧର୍ ! RTI ତଥ୍ୟ ମାଗିବାରୁ ଆକ୍ରୋଶର ଶିକାର ହେଲେ କି ମହିଳା ? 

ଗାଁ ଦାଣ୍ଡରେ ଲୋଟିଲା ମହିଳାଙ୍କ ସମ୍ମାନ, ଇଜ୍ଜତ। କଙ୍ଗାରୁ କୋର୍ଟ ବସାଇ କରାଗଲା ଆକ୍ରମଣ ଓ ଅପଦସ୍ଥ। ହେଲେ କାହା ଇସାରାରେ, କାହା ଇଙ୍ଗିତରେ ? 

Mango Kernel Tragedy in Kandhamal
Mango Kernel Tragedy in Kandhamal: ‘ଆମ୍ବ ଟାକୁଆ ଖାଇବା କାରଣରୁ ପରିବାର ଲୋକଙ୍କ ମୃତ୍ୟୁ ହୋଇଛି’

ବିଷାକ୍ତ ଆମ୍ବ ଟାକୁଆ ଖାଇବା କାରଣରୁ ପରିବାର ଲୋକଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଦାରିଙ୍ଗବାଡ଼ି ମାଣ୍ଡିପଙ୍କାରେ ମୃତକଙ୍କ ପରିବାର ଲୋକେ ଏନେଇ ସ୍ବୀକାର କରିଛନ୍ତି ।

reshuffle IAS officers
Reshuffle IAS Officers: IAS ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର; ବଦଳିଲେ ଯୋଗାଣ ଓ ଶକ୍ତି ବିଭାଗର ସଚିବ

ଶକ୍ତି ବିଭାଗ ସଚିବ ପଦରୁ ହଟିଲେ ହେମନ୍ତ ଶର୍ମା । ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ମିଳିଲା ଅତିରିକ୍ତ ଦାୟିତ୍ବ । 

child Theft Scandal In Balasore
Child Theft Scandal In Balasore: ବିଜେଡି କାଉନ୍‌ସିଲରଙ୍କ ଘରୁ ୪ ମାସର ଶିଶୁପୁତ୍ର ଉଦ୍ଧାର; ଶିଶୁକୁ ଲୁଚାଇ ରଖିଥିବା ହୋଇଥିଲା ଅଭିଯୋଗ

ରେମୁଣାର ୧୧ ନଂ ୱାର୍ଡ କାଉନସିଲରଙ୍କ ଘରୁ ଶିଶୁପୁତ୍ର ଉଦ୍ଧାର । କାଉନସିଲରଙ୍କ ଝିଅ ୪ ମାସର ଶିଶୁକୁ ଲୁଚାଇ ରଖିବା ଅଭିଯୋଗ ହୋଇଥିଲା । 

 Strict Ban On Single-Use Plastics
Plastic-Free Campus: ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍’ ମନା; ଛାତ୍ରଛାତ୍ରୀ ଆଣିପାରିବେ ନାହିଁ ଅଣବିଘଟନ ପ୍ଲାଷ୍ଟିକ୍

ଗାଇଡଲାଇନ ଅନୁସାରେ ଶିକ୍ଷାନୁଷ୍ଠାନରେ ପ୍ଲାଷ୍ଟିକ୍ ବୋତଲ ବଦଳରେ ଅନ୍ୟ ପରିବେଶ ଉପଯୋଗୀ ଜିନିଷ ବ୍ୟବହର କରିବାନେଇ ନିର୍ଦ୍ଦେଶ ରହିଛି । କ୍ୟାମ୍ପସରେ ଥିବା କ୍ୟାଣ୍ଟିନ୍, ମାର୍କେଟ୍ କମ୍ପ୍ଲେକ୍ସ, ହଷ୍ଟେଲକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ଆସିପାରିବ ନାହିଁ ।

Half Burnt Body Recovered
Half Burnt Body Recovered: ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ; ବୋହୂ କାହାକୁ ନ ଜଣାଇ ଶାଶୁର କରୁଥିଲା ଶବ ଦାହ !

ଭୁବନେଶ୍ବର ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ। ବୋହୂ କାହାକୁ ନ ଜଣାଇ ଶାଶୁର ଶବ ଦାହ କରାଉଥିବା ଅଭିଯୋଗ । ମୃତକ ହେଲେ ବ୍ରହ୍ମଗିରି ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ଧର୍ମପତ୍ନୀ।

if you keep these 4 things in mind you will never be defeated
Chanakya Niti: ଜୀବନରେ ଧ୍ୟାନରେ ରଖନ୍ତୁ ଏହି ୪ କଥା; କେବେବି ହେବେନି ପରାସ୍ତ...

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ର ପୁସ୍ତକରେ ଜୀବନର ମୂଲ୍ୟବୋଧ ବିଷୟରେ ଅନେକ କଥା କହିଛନ୍ତି । ସେ ଏପରି ୪ଟି ଜିନିଷ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାକୁ ନେଇ ସେ କୁହନ୍ତି ଯେ, ଯଦି ଜଣେ ବ୍ୟକ୍ତି ତାଙ୍କ ଜୀବନରେ ଏହି ୪ଟି ଜିନିଷ କରନ୍ତି, ତେବେ ତାଙ୍କ...

Australia vs Pakistan 2nd ODI
Australia vs Pakistan 2nd ODI: ମାଟି କାମୁଡ଼ି ପଡ଼ିଲା କଙ୍ଗାରୁ ଟିମ୍‌; ୯ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ହରାଇଲା ପାକିସ୍ତାନ

ଆଡିଲେଡ୍‌ରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ ୧୬୩ ରନ୍‌ କରିଥିଲା ଅଷ୍ଟ୍ରେଲିଆ । ଯାହାକୁ ପିଛା କରି ପାକିସ୍ତାନ ୯ ୱିକେଟ୍‌ରେ ବିଜୟ ହାସଲ କରିଛି ।

Weight Loss Diet
Weight Loss Diet: ୭୨ କେଜି ଓଜନ କମାଇଲେ ମହିଳା; ସେୟାର କଲେ ପ୍ରତିଦିନ ଅଭ୍ୟାସ କରୁଥିବା ୫ଟି ଉପାୟ...

ଅମ୍ବର କ୍ଲେମେନ୍ସ ତାଙ୍କ ଓଜନ କମାଇବାର ସହଜ ୫ଟି ଉପାୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯାହାକୁ ସେ ପ୍ରତିଦିନ ଅଭ୍ୟାସ କରନ୍ତି । ଆସନ୍ତୁ ଜାଣିବା ସେହି ୫ଟି ଉପାୟ କଣ କ’ଣ...

At 59 Shah Rukh Khan quit smoking
Shah Rukh Khan Quits Smoking: ୫୯ ବର୍ଷ ବୟସରେ ଧୂମପାନ ଛାଡ଼ିଲେ କିଙ୍ଗ୍‌ ଖାନ୍‌; ଜାଣନ୍ତୁ କେତେ ଗୁରୁତ୍ୱ ରଖେ ବୟସ...

ଏକଦା ଦିନକୁ ୧୦୦ଟି ସିଗାରେଟ୍ ଟାଣୁଥିବା ଶାହରୁଖ ଏବେ ସିଗାରେଟ୍ ଛାଡ଼ିଦେଇଛନ୍ତି । ସେ ଆଗକୁ ଆଉ ସିଗାରେଟ୍ ଟାଣିବେ ନାହିଁ ବୋଲି ଜନ୍ମଦିନରେ ଘୋଷଣା କରିଛନ୍ତି ଶାହରୁଖ । ତେବେ ଏହି ବୟସରେ ଧୂମପାନ ଛାଡ଼ିବା ଶରୀର ଉପରେ ପଡ଼ିବ କି ପ୍ରଭାବ ? ଜାଣନ୍ତୁ...

 Salman Khan Receives Another Threat
Salman Khan Receives Another Threat: ଅଭିନେତା ସଲମାନ୍‌ଙ୍କୁ ପୁଣି ଧମକ; ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଆସିଲା ଧମକପୂର୍ଣ୍ଣ ମେସେଜ୍

ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ସଲମାନଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ମେସେଜ୍। ଏଥିରେ କୁହାଯାଇଛି ସଲମାନ ଖାନ୍ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଏକ ଗୀତ ଲେଖାଯାଇଛି। ଗୀତ ଲେଖିଥିବା ବ୍ୟକ୍ତିଙ୍କୁ ଛଡ଼ାଯିବନି ବୋଲି ଧମକପୂର୍ଣ୍ଣ ମେସେଜ୍ ଆସିଛି। 

Rs 500-Crore Ethanol Project Exits
Rs 500-Crore Ethanol Project Exits: ଗତ ସରକାର ଅମଳରେ ମିଳିପାରିଲାନି ଜମି; ଫେରିଗଲା ୫୦୦ କୋଟିର ଫ୍ୟାକ୍ଟ୍ରି? 

ନବରଙ୍ଗପୁରରେ ମକାରୁ ଇଥାନଲ୍ ବାହାର କରିବାକୁ ପ୍ରସ୍ତାବିତ ପ୍ରକଳ୍ପ ଗତ ବିଜେଡି ସରକାର ବେଳେ ଫେରି ଯାଇଛି। ଜମି ଦେଇନପାରିବାରୁ ଫେରିଯାଇଥିବା ଶିଳ୍ପକୁ ନେଇ ଏବେ ବିଜେଡି ବିଜେପି ମୁହାଁମୁହିଁ। 

Fake Bill for Fake Road Khordha Scam Exposes
Fake Bill for Fake Road: ଅସଲି ରାସ୍ତା, ନକଲି ବିଲ୍; ମାଟି ରାସ୍ତା ଦେଖାଇ ଖାଇଗଲେ ୮ ଲକ୍ଷ ଟଙ୍କା !

ପ୍ରଶାସନର ଆଖିରେ ଆଗୁଣ୍ଠି ଗେଞ୍ଜି ଠକି ନେଇଗଲେ ୮ ଲକ୍ଷ ଟଙ୍କା। ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଏମିତି କିଛି ଠକେଇର ଏବେ ଭିଜିଲାନ୍ସ ତଦନ୍ତ କରୁଛି । 

Year 2024 Is On Track To Be Warmest Year On Record
Year 2024 Is On Track To Be Warmest Year On Record: ଉତ୍ତପ୍ତ ହେଉଛି ପୃଥିବୀ, ରେକର୍ଡ ଭାଙ୍ଗୁଛି ତାତି; ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ବ ତାପମାତ୍ରା 

ପୁଣି ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ବ ତାପମାତ୍ରା । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ର ତାତି । ବିଶ୍ବ ପାଣିପାଗ ସଂଗଠନର ରିପୋର୍ଟ ପରେ ଜାତିସଂଘ ଉଦବେଗ ପ୍ରକାଶ କରିଛି। 

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।