• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର� ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

uttam mohanty
ପଞ୍ଚଭୂତରେ ବିଲୀନ ହେଲେ ଉତ୍ତମ

ପଞ୍ଚଭୂତରେ ବିଲୀନ ହେଲେ ଉତ୍ତମ ମହାନ୍ତି । ଲିଭର ସିରୋସିସରେ ଆକ୍ରାନ୍ତ ଉତ୍ତମଙ୍କର ଗତକାଲି ରାତିରେ ଦିଲ୍ଲୀ ମେଦାନ୍ତ ହସ୍ପିଟାଲରେ ୬୭ବର୍ଷ ବୟସରେ ପରଲୋକ ଘଟିଥିଲା । ତାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ଅଣାଯିବା ପରେ ରାଜନେତାଙ୍କଠୁ ସିନେ କଳାକାର ଓ ପ୍ରଶଂସକ, ସମସ୍ତେ ଶେଷ ଦର୍ଶନ ପାଇଁ...

Massive Avalanche Strikes Badrinath
ବଦ୍ରିନାଥରେ ବଡ଼ ହିମସ୍ଖଳନ, ଫସିଛନ୍ତି ୪୦ରୁ ଅଧିକ ଶ୍ରମିକ

ଉତ୍ତରାଖଣ୍ଡ ବଦ୍ରିନାଥ ନିକଟରେ ବଡ଼ ଧରଣର ହିମସ୍ଖଳନ । ଏବେ ବି ବରଫ ପାହାଡ଼ ତଳେ ଫସି ରହିଛନ୍ତି ୪୦ରୁ ଅଧିକ ଶ୍ରମିକ । ଏପଟେ ହିମାଚଳ ପ୍ରଦେଶ କୁଲୁରେ ଫ୍ଲାସ୍ ଫ୍ଲଡ୍ ପରେ ସାମ୍ନାକୁ ଆସୁଛି ଛାତିଥରା ଚିତ୍ର ।

subhadra
ମାର୍ଚ୍ଚ ୮ରେ ସୁଭଦ୍ରା ଦ୍ୱିତୀୟ କିସ୍ତି 

ମାର୍ଚ୍ଚ ୮ରେ ବ୍ରହ୍ମପୁରରେ ସୁଭଦ୍ରାର ଦ୍ୱିତୀୟ କିସ୍ତି ଦେବେ ସରକାର । ବଡ଼ କଥା ହେଲା ୪ଟି ପର୍ଯ୍ୟାୟରେ ୯୮ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତି ମିଳିଥିବା ବେଳେ, ଦ୍ୱିତୀୟ କିସ୍ତି କିନ୍ତୁ ଯିବ କୋଟିଏ ମହିଳାଙ୍କ ଖାତାକୁ । ଅର୍ଥାତ ୪ଟି ପର୍ଯ୍ୟାୟରେ ବିଭିନ୍ନ କାରଣ ପାଇଁ...

Massive Avalanche Strikes Badrinath
Badrinath Avalanche: ହିମ ବିଭୀଷିକା: ଧସିଲା ବରଫ ପାହାଡ଼; ସାମ୍ନାକୁ ଆସିଲା ଛାତିଥରା ଚିତ୍ର...

ଭାରତର ଶେଷ ଗାଁରେ ହିମ ବିଭୀଷିକା । ବଦ୍ରିନାଥ ନିକଟରେ ଧସିଲା ବରଫ ପାହାଡ଼ । ଆଖି ପିଛୁଳାକେ ମାଡ଼ି ଆସିଲା ବିରାଟ ଆଭାଲାଞ୍ଚ୍ । ୫୦ରୁ ଅଧିକ ଶ୍ରମିକଙ୍କ ଉପରେ ମାଡ଼ି ବସିଲା ଟନ୍ ଟନ୍ ବରଫ ।

Babushan Mohanty Takes His Son Upon His Arms to His Late Grandfather
ଜେଜେ ତମେ ଫେରିଆସ...

ଅଭିନୟ ନୁହେଁ ଆଜି ସତ । ସମସ୍ତଙ୍କୁ ଛାଡ଼ି ଅଫେରା ରାଇଜକୁ ଚାଲିଗଲେ ଓଲିଉଡର ମହାନାୟକ ଉତ୍ତମ ମହାନ୍ତି । କାନ୍ଦୁଛି ପରିବାର, ଜୀବନ୍ତ ଅଭିନୟକୁ ଝୁରୁଛନ୍ତି ସିନେ ଜଗତ ଓ ଦର୍ଶକ । ଉତ୍ତମଙ୍କ ନାତି ମଧ୍ୟ ଜେଜେଙ୍କୁ ଶେଷ ଦର୍ଶନ କରି ବିଦାୟ କହିଛନ୍ତି ।...

Last Rites of Veteran Odia Actor Uttam Mohanty Begins
ଶେଷ ଯାତ୍ରାରେ ଉତ୍ତମ ମହାନ୍ତି...

ଶେଷ ଯାତ୍ରାରେ ଉତ୍ତମ ମହାନ୍ତି...

Last Rites of Actor Uttam Mohanty Being Conducted at Satyanagar Crematorium
ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ 

ପଞ୍ଚଭୂତରେ ଲୀନ ହେଲା ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହୋଇଛି । ମୁଖାଗ୍ନି ଦେଇଛନ୍ତି ପୁଅ ବାବୁସାନ୍ ମହାନ୍ତି। ହଜାର ହଜାର ସଂଖ୍ୟାରେ ଫ୍ୟାନ୍, ପ୍ରଶଂସକ ଓ...

Last Rites of Veteran Actor Uttam Mohanty Performed By Son Babushan
ଅନ୍ତିମ ବିଦାୟ ନେଉଛନ୍ତି ଉତ୍ତମ

ଉତ୍ତମଙ୍କୁ ଅନ୍ତିମ ବିଦାୟ ଦେବାକୁ ସତ୍ୟନଗର ଶ୍ମଶାନରେ ସେଲିବ୍ରିଟି ଓ ପ୍ରଶଂସକଙ୍କ ପ୍ରବଳ ଭିଡ଼।

Prasanta Nanda Gets Emotional Over Demise of Veteran Actor Uttam Mohanty
କାନ୍ଦିଲେ ପ୍ରଶାନ୍ତ ନନ୍ଦ

କିଛି କହିବା ଆଗରୁ କାନ୍ଦି ପକାଉଛନ୍ତି ବର୍ଷିଆନ୍ ଅଭିନେତା ପ୍ରଶାନ୍ତ ନନ୍ଦ

Uttam Mohanty Death
ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ ନିମନ୍ତେ ତାଙ୍କ ବାସଭବନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ

ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ ନିମନ୍ତେ ତାଙ୍କ ବାସଭବନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାରେ ମୁଖ୍ୟମନ୍ତ୍ରୀ ତାଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

uttam mohanty
ମୁଖାଗ୍ନି ଦେଲେ ପୁଅ ବାବୁସାନ୍

ସତ୍ୟନଗର ଶ୍ମଶାନରେ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ । ମୁଖାଗ୍ନି ଦେଲେ ପୁଅ ବାବୁସାନ୍ । 

BJP State President
BJP State President: କିଏ ହେବେ ରାଜ୍ୟ ବିଜେପି ସଭାପତି ? ଲାଗିରହିଛି ନାନା ଚର୍ଚ୍ଚା, ଆସନ୍ତାକାଲି ଛିଡ଼ିପାରେ ଅଙ୍କ...

ନଡ୍ଡା ଛିଡେଇବେ ରାଜ୍ୟ ସଭାପତି ଅଙ୍କ ! ରିପିଟ୍ ହେବେ ମନମୋହନ ନା ମଙ୍ଗ ଧରିବେ ନୂଆ ଚେହେରା । ଯଦିଓ ଗତକାଲି ବୈଠକରେ ବୋର୍ଡ ଏବଂ ନିଗମ ନିଯୁକ୍ତି ତାଲିକା ଏକ ପ୍ରକାର ଚୂଡାନ୍ତ ହୋଇଛି, କିନ୍ତୁ ରାଜ୍ୟ ସଭାପତି ନିଯୁକ୍ତି ଘୁଞ୍ଚି ଘୁଞ୍ଚି ଯାଉଛି। 

Mystery Surrounds Servitor's Fall at Lingaraj Temple During Mahadipa Lifting
Lingaraj Temple: କେଉଁ କାରଣରୁ ମହାଦୀପ ଧରି ଚଢ଼ିବା ବେଳେ ଖସିପଡ଼ିଲେ ସମର୍ଥା ସେବାୟତ ? ଜାଣନ୍ତୁ...

ଏତେ ବଡ଼ ଅଘଟଣ । ଆଖି ଯାହା ଆଗରୁ କେବେ ଦେଖିନଥିଲା । କାନ କେବେ ଯାହା ଶୁଣିନଥିଲା । ଲିଙ୍ଗରାଜ ମନ୍ଦିରରେ ସେମିତି ଏକ ମହାଅଘଟଣ ଘଟିଗଲା ମହାଶିବରାତ୍ରିରେ । ମନ୍ଦିର ଚୂଡ଼ାରେ ପହଞ୍ଚିବା ଆଗରୁ ମହାଦୀପ ତଳକୁ ଖସି ପଡ଼ିଲା । 

RG Kar Medical College Case
RG Kar Medical College Case: RG କର୍ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ‘ସଂପୃକ୍ତ ଅଛନ୍ତି ସ୍ଥାନୀୟ ବିଧାୟକ-କମିଶନର୍’

ଦିଲ୍ଲୀ CBI ଅଫିସରେ ପହଞ୍ଚିଲେ ଅଭୟାଙ୍କ ପରିବାର । ଝିଅକୁ ନ୍ୟାୟ ଦାବିରେ ସିବିଆଇ ନିର୍ଦ୍ଦେଶକଙ୍କୁ ଭେଟିଥିବା ସୂଚନା । ଆବଶ୍ୟକ ହେଲେ ରାଷ୍ଟ୍ରପତିଙ୍କୁ ଭେଟିବି ବୋଲି କହିଛନ୍ତି ଅଭୟାଙ୍କ ବାପା ।

Minor Boy Strangled to Death Due to Love Triangle in Odisha's Deogarh
Triangle Love: ପ୍ରେମ ହେଲା କାଳ; ରଶିରେ ତଣ୍ଟି ଚିପି ମାରିଲେ, ଜଙ୍ଗଲରେ ଫିଙ୍ଗି ଦେଲେ...

ରଶିରେ ତଣ୍ଟି ଚିପି ଜଙ୍ଗଲରେ ଫିଙ୍ଗି ଦେଇଥିଲେ ମୃତଦେହ। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗାଁ ଜଙ୍ଗଲରୁ ନାବାଳକ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। 

Chanakya Niti
Chanakya Niti: ଏହି ଲୋକମାନେ ଘରକୁ ଆଣନ୍ତି ବିନାଶ; ସମ୍ପର୍କ ରଖିବା ପୂର୍ବରୁ ଭାବନ୍ତୁ ଶହେ ଥର !

ବ୍ୟସ୍ତବହୁଳ ଜୀବନ ଭିତରେ ପ୍ରକୃତ ବନ୍ଧୁ କିଏ ? କ’ଣ କହୁଛି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ? ଆସନ୍ତୁ ଜାଣିବା...

Groom Pause Wedding
Groom Pause Wedding: ବିରାଟଙ୍କ ପାଇଁ ବନ୍ଦ ହେଲା ବିବାହ ! କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ....

ବିବାହ ଚାଲିଥିଲା, ଅତିଥି ବି ଆସିଥିଲେ । ଖାଇବା-ପିଇବା ମଧ୍ୟ ଚାଲିଥିଲା। ମଝିରେ ଏମିତି ଘଟଣା ଘଟିଲା ବିବାହ ଉତ୍ସବକୁ ସମସ୍ତେ ବନ୍ଦ କରିଦେଲେ । ତେବେ କାହିଁକି ବନ୍ଦ ହେଲା ତା’ର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। 

Mishap at Lingaraj Temple
‘ବାଲି ନଥିଲା ବୋଲି ଏମିତି ଦୁର୍ଘଟଣା ଘଟିଲା’

ଲିଙ୍ଗରାଜଙ୍କ ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କର ହାତ ଖସି ନାହିଁ। ଗୋଡ଼ ଖସି ଯିବାରୁ ସେ ପଡ଼ିଯାଇଥିଲେ। ବାଲି ନଥିଲା ବୋଲି ଏମିତି ଦୁର୍ଘଟଣା ଘଟିଲା ବୋଲି କହିଲେ ମେୟର ସୁଲୋଚନା ଦାସ ! 

Class 10 Student Gives Birth
Class 10 Student Gives Birth: ପୁଣି ଆସିଲା ଲଜ୍ଜାଜନକ ଘଟଣା; ଦଶମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଲେ ଶିଶୁ କନ୍ୟା

ଉଭୟ ନାବାଳିକା ଓ ଶିଶୁ କନ୍ୟା ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବରି ଥାନା ଅଞ୍ଚଳରୁ ଆସିଛି ଏହି ଖବର । ଛାତ୍ରୀ ଜଣକ ଏଥର ମାଟ୍ରିକ ପରୀକ୍ଷା ଦେଉଛନ୍ତି । 

ରସିକିଆ ପୋଲିସ ବାବୁଙ୍କ କାରନାମା
ମାମଲା ରଫା ଦଫା କରିବାକୁ ୨୫ ଲକ୍ଷ ଯାଚୁଛନ୍ତି

ମାମଲା ରଫା ଦଫା କରିବାକୁ ୨୫ ଲକ୍ଷ ଯାଚୁଛନ୍ତି। ନଚେତ  ଚାକିରିରୁ ଡିସମିସ୍ କରିବାକୁ ଦିଆଯାଉଛି ଧମକ । ପରିବାର ଲୋକଙ୍କୁ ବି ଧମକ ଦିଆଯାଉଥିବା  ଅଭିଯୋଗ ଆଣିଛନ୍ତି ଜଗତସିଂହପୁରର ମହିଳା ହୋମଗାର୍ଡ ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।