ଘଣ୍ଟା ଘଣ୍ଟା ଧରି ହେଡଫୋନ୍, ଇଅରଫୋନ୍ ଓ ଇଅରପ୍ଲଗ୍ ଲଗାଉଥିଲେ ସାବଧାନ । ସବୁଦିନ ପାଇଁ ଶ୍ରବଣ ଶକ୍ତି ଛଡ଼ାଇ ନେଇପାରେ ଏସବୁର ମାତ୍ରାଧିକ ବ୍ୟବହାର। ସବୁ ରାଜ୍ୟକୁ ଏଭଳି ସତର୍କ ଚିଠି ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ।
ମାଗଣାରେ ଚାଉଳ ମିଳୁଛି ୫ କିଲୋ, ହେଲେ ତାକୁ ଘରକୁ ଧରି ପହଞ୍ଚିଲା ବେଳକୁ ଖର୍ଚ୍ଚ ପଡିଯାଉଛି ୫ଶହ ଟଙ୍କା। କାରଣ ବାଧକ ସାଜିଛି ଜଙ୍ଗଲ-ପାହାଡ଼ ରାସ୍ତା। ତାସହ ଗାଁରୁ ପଞ୍ଚାୟତକୁ ଆସିଲେ ୪୦ କିଲୋମିଟର ଚାଲି ଚାଲି ହିତାଧିକାରୀଙ୍କର ଅଖିଆ ଅପିଆ ଦିନଟିଏ ଚାଲିଯାଉଛି।
ସହାୟତା ପାଇବାକୁ ଯୋଗ୍ୟତା ଥାଇ ବି, ଏଯାଏଁ ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି କି ? ଆପଣଙ୍କ ହାତରେ ଆଉ କେବଳ ମାସେ ସମୟ। ମାର୍ଚ୍ଚ ୩୧ ହେଉଛି ଏଇଥର ପାଇଁ ସୁଭଦ୍ରା ଆବେଦନର ଶେଷ ତାରିଖ। ମାର୍ଚ୍ଚ ୩୧ ଭିତରେ ଯେଉଁମାନେ ଆବେଦନ କରିବେ, ସେମାନେ ଆସନ୍ତା...
ସମ୍ପତି ଲୋଭରେ ଅନ୍ଧ ହୋଇଯାଇଛି ହରିୟାଣାର ଜଣେ ଝିଅ। ଏପରିକି ନିଜ ଜନ୍ମ କଲା ମା’କୁ ବି ଭୁଲି ଯାଇଛି। ପପର୍ଟି ପାଇଁ ରକ୍ତ ସମ୍ପର୍କକୁ କରିଦେଇଛି ପର। ପେଟ ଚିରି ଜନ୍ମ ଦେଇଥିବା ନିଜ ମା’କୁ ମାନିସିକ ଓ ଶାରୀରିକ ରୂପେ ଦେଇଛି ନର୍ଯତନା।
ଅକ୍ଟୋବର ମାସରେ ପାଠକୁ ପର କରି ଆପଣାଇ ନେଇଥିଲେ ଦାଦନକୁ। ଆଉ ଏବେ ପ୍ରଶାସନର ଉଦ୍ୟମ ପରେ ଫେରିଛନ୍ତି ଗାଁକୁ। ହାତରେ ଆଡମିଟ୍ କାର୍ଡ ଧରି ଯାଉଛନ୍ତି ସ୍କୁଲ, ଦେଉଛନ୍ତି ମାଟ୍ରିକ ପରୀକ୍ଷା।
ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସଙ୍କ ପରିବାର ଉପରେ ଚାପ ସୃଷ୍ଟି କରୁଛି ବିଜେଡି। ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣେଇଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ଫସିଯିବେ। ଏହା ସହ ଏହି ଦୁଇ ଜଣ ଜେଲକୁ ଯିବେ। ସେଥିପାଇଁ ଦୀପାଳିଙ୍କ...
ସୁଟ୍କେସରୁ ମିଳିଛି କଂଗ୍ରେସ ନେତ୍ରୀ ହିମାନୀ ନରୱାଲଙ୍କ ମୃତଦେହ। ରୋହତକର ସାମ୍ପଲ ବସଷ୍ଟାଣ୍ଡ ନିଟକରେ ପଡ଼ିଥିବା ଏକ ନୀଳ ରଙ୍ଗର ବଡ଼ ସୁଟକେଶ ଭିତରୁ ବହାରିଛି ତାଙ୍କ ଶବ। ଏହାକୁ ନେଇ ଚାରିଆଡେ ଖେଳିଯାଇଛି ହଇଚଇ।
ଦହିବରା-ଆଳୁଦମ୍ ଦିବସରେ ମହ ମହ ବାସିଲା କଟକ। ନେତାଙ୍କଠୁ ଜନତା, ସୁଆଦିଆ ଦହିବରାର ମଜା ନେଇଛନ୍ତି ସମସ୍ତେ। ଖାଲି କଟକ କାହିଁକି, ରାଜ୍ୟର ବିଭିନ୍ନ ସ୍ଥାନରେ ବି ଖୁବ୍ ବିକ୍ରି ହୋଇଛି ଏହି ପାଟି ସୁଆଦିଆ ଆଇଟମ୍। ଆଉ ଦାବି ଉଠିଛି କଟକ ଦହିବରା-ଆଳୁଦମକୁ ମିଳୁ ଜିଆଇ ଟ୍ୟାଗ୍...
ହ୍ବାଇଟ୍ ହାଉସରେ ହାଇଡ୍ରାମା । ଟ୍ରମ୍ପ-ଜେଲେନସ୍କି ପ୍ରବଳ ଯୁକ୍ତିତର୍କ। ଖଣିଜ ଚୁକ୍ତିରେ ସ୍ବାକ୍ଷର ପୂର୍ବରୁ । ଜେଲେନସ୍କି ଦାବି କଲେ ସୁରକ୍ଷା ଗ୍ୟାରେଣ୍ଟି। ଚିହିଁକି ଉଠି ଟ୍ରମ୍ପ କହିଲେ ଷ୍ଟୁପିଡ୍ ପ୍ରେସିଡେଣ୍ଟ। ବୈଠକ ଛାଡ଼ି ପଳେଇଲେ ଜେଲେନସ୍କି। ଅଧୁରା ରହିଗଲା ୟୁକ୍ରେନ୍-ଆମେରିକା ଖଣିଜ ଚୁକ୍ତି ।
ନାଁ ନନେଇ ପାଣ୍ଡିଆନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଟାର୍ଗେଟ୍ । \'କେବଳ ଜଣଙ୍କ ପ୍ରଚାର ପାଇଁ ରାଜ୍ୟ ପର୍ଯ୍ୟଟନର ସବୁ ଟଙ୍କା ବଣ୍ଟା ଚାଲିଥିଲା\'। ଶାଗମାଛ ଦରରେ ବିଜେଡି କର୍ମୀଙ୍କୁ ଦିଆଯାଇଛି ଟୁରିଜିମ ସ୍ପଟ୍: ପ୍ରଭାତୀ। ସବୁ ଆରୋପ ଅମୂଳକ କହିଲା ବିଜେଡି ।
କଡ଼ ଲେଉଟିବ କି ନବ ଦାସ ହତ୍ୟା ମାମଲା ? ଝିଅ ଦୀପାଳି ଓ ପୁଅ ବିଶାଳଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍ । ଅଧିକ ତଦନ୍ତ ପାଇଁ କରିବେ କି ଆବେଦନ ? ଅସନ୍ତୁଷ୍ଟ ଥିବା ଜଣାଇଲେ ପୁଣି ଘାଣ୍ଟିବ କ୍ରାଇମବ୍ରାଞ୍ଚ। ସନ୍ତୁଷ୍ଟ ନଥିଲେ ସିବିଆଇ ତଦନ୍ତ ପାଇଁ ଜଣାନ୍ତୁ...
ମାଟ୍ରିକ ପରୀକ୍ଷାରେ ବିଭ୍ରାଟ। ବିଜ୍ଞାନ ପ୍ରଶ୍ନପତ୍ରରେ ସାଙ୍ଘାତିକ ତ୍ରୁଟି। C ସେଟ୍ ରେ ୪ ମାର୍କର ପ୍ରଶ୍ନ ଗାଏବ। ଟିକୁ ସ୍ବୀକାର କଲେ ବୋର୍ଡ ସଭାପତି। ପରୀକ୍ଷା ପରିଚାଳନା କମିଟି ତର୍ଜମା କରିବ: ବୋର୍ଡ ସଭାପତି ।
୯ ମାସରେ IPS ସ୍ତରରେ ୨ଥର ଅଦଳବଦଳ। ଅଚାନକ ଏଭଳି ଅଦଳବଦଳ କାହିଁକି ? କାହିଁକି ବଦଳିଲେ କଟକ-ଭୁବନେଶ୍ବର ଡିସିପି ? ଏସିପି ଉମାଶଙ୍କରଙ୍କ ବଦଳିକୁ ନେଇ ଚର୍ଚ୍ଚା। ଅପରାଧ ନିୟନ୍ତ୍ରଣରେ ଫେଲ୍ ନା ସଶକ୍ତ ଉଦ୍ୟମ?
ମାର୍ଚ୍ଚ ୧ରୁ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। FD ଫଣ୍ଡଠୁ ନେଇ ସିଲିଣ୍ଡର ପ୍ରାଇସ୍ ଓ GST ସବୁଥିରେ କିକି ପରିବର୍ତ୍ତନ ହେବ ଜାଣନ୍ତୁ।
ଦହିବରା ଯାହା ବିନା କଟିକିଆଙ୍କ ଦିନ ଆରମ୍ଭ ହୁଏ ନାହିଁ। ଆପଣ ଯେତେବି ଭୋକରେ ଥାଆନ୍ତୁ ଦହିବରାର ଗୋଟିଏ ପ୍ଲେଟ ଆପଣଙ୍କ କ୍ଷୁଧାଙ୍କୁ ଶାନ୍ତ କରିବାକୁ ଯଥେଷ୍ଟ। ଯେଉଁଥିପାଇଁ କଟକିଆ ମାନେ ଗର୍ବରେ କୁହନ୍ତି ରୌପ୍ୟ ନଗରୀର ଜୀବନ ଧାରା ଆମ କଟକିଆଙ୍କ ଦହିବରା ।
ବିଜ୍ଞାନ ପ୍ରଶ୍ନ ପତ୍ରରେ ତ୍ରୁଟି। ବିଜ୍ଞାନ-ସି ସେଟ୍ରେ ରହିଛି ୪ ମାର୍କ କମ୍। ମାଟ୍ରିକ ପରୀକ୍ଷାରେ ଏଭଳି କିଛି ବଡ଼ ତ୍ରୁଟି ଦେଖାଦେଇଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥା ରୋକିବା ପାଇଁ କେତେକଣ ବ୍ୟବସ୍ଥା କରାଯାଇଥିଲା।
ନବଦାସ ହତ୍ୟା ମାମଲାରେ ଖୋଲିବ କି ନୂଆ ରାଜ୍। ହତ୍ୟାକାରୀ ଗୋପାଳ ଦାସ ନା ଆଉ କିଏ? ତଦନ୍ତକୁ ଆହୁରି ଜୋରଦାର କରିବ କି କ୍ରାଇମବ୍ରାଞ୍ଚ? ନବଙ୍କ ପୁଅ ବିଶାଲ ଓ ଝିଅ ଦୀପାଳିଙ୍କୁ ନୋଟିସ୍ କରିଛି କ୍ରାଇମବ୍ରାଞ୍ଚ।
ସୁଇସାଇଡ୍ ପୂର୍ବରୁ ସୋଶାଲ ମିଡିଆରେ ସନ୍ଦେଶ। ଅସହ୍ୟ ହେଲା ପତ୍ନୀଙ୍କ ନିର୍ଯତନା। ବେଙ୍ଗାଲୁରୁ AI ଇଂଜିନିୟର ଅତୁଲ ସୁଭାଷଙ୍କ ଭଳି ଝୁଲି ପିଡିଇଲେ ଆଗ୍ରାର ଜଣେ ସଫ୍ଟୱେୟାର ଇଂଜିନିୟର। ମୃତ୍ୟୁ ପୂର୍ବରୁ ସୋଶାଲ ମିଡିଆରେ ନିଜ ଦୁଃଖ କାହାଣୀ ବଖାଣିଛନ୍ତି ମାନବ ଶର୍ମା।
ସ୍ୱାମୀଙ୍କ ସତ୍କାର ସରିସାରିଛି... ମଥାରୁ ସିନ୍ଦୂର ଲିଭି ସାରିଛି l ଘରର ମୁରଵୀ ଦାୟିତ୍ଵ ନେଇସାରିବା ପରେ ଯେମିତି ଛାତିକୁ ପଥର କରିସାରିଛନ୍ତି ଅପରାଜିତା l ନା ଆଖିରୁ ଧାରଧାର ଲୁହ ଗଡ଼ାଇ ପାରୁଛନ୍ତି l ନା ନିଜ ପ୍ରିୟର ମଣିଷକୁ ମନ ଖୋଲି ଶେଷଥର କିଛି କହିପାରିଛନ୍ତି...
IPS ସ୍ତରରେ ବଡ଼ ଧରଣର ଅଦଳବଦଳ । ବଦଳିଲେ କଟକ ଓ ଭୁବନେଶ୍ୱର DCP । ଜଗମୋହନ ମୀନା ହେଲେ ଭୁବନେଶ୍ୱର DCP । ଖିଲାରୀ ରିଷିକେଶ ହେଲେ କଟକ DCP । ଏସ୍.ଏମ୍. ନରୱାଣେ ହେଲେ OHRCର ସ୍ୱତନ୍ତ୍ର ଡିଜି ।