ବିବାହ ମଣ୍ଡପଠାରୁ ଆରମ୍ଭ କରି ବିବାହ ଉତ୍ସବରେ ଅତିଥି ବସିବା ପାଇଁ ପୁରୀ ବେଳାଭୂମିରେ ଡେକୋରେସନ କରାଯାଇଥିଲା । ପୁରୀ ପୌରସଂସ୍ଥା ପକ୍ଷରୁ ପରମିଶନ ଦିଆଯାଇଛି କିନ୍ତୁ ତହସିଲ କାର୍ଯ୍ୟାଳୟର ପରମିଶନ ନାହିଁ କି ସିଆରଜେଡ ଓ ବନବିଭାଗର ପରମିଶନ ନାହିଁ ।
ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ୍ ସତ ଘଟଣା। ପୋଲିସ୍ ବି ଏମିତି ସେମିତି ନୁହେଁ, ଡିଜିପି। କର୍ଣ୍ଣାଟକ ପୋଲିସ୍ ହାଉସିଂ କର୍ପୋରେସନ୍ ଡିଜି କେ.ରାମଚନ୍ଦ୍ର ରାଓଙ୍କ ଝିଅ ରନୟା ରାଓ ୧୪ କେଜି ସୁନା ସହ ଧରାପଡ଼ିଛନ୍ତି।
ଦାଦନ ଖଟିବାକୁ ନଯାଇ ଘର ପାଖରେ କାମ ପାଇବା ପରେ ଶ୍ରମିକଙ୍କ ଖୁସି ଏବେ କହିଲେ ନସରେ । ସବୁଜ ଗଛରେ ଅଜାଡି ହୋଇ ପଡିଛି ମେଞ୍ଚା ମେଞ୍ଚା ଗେଣ୍ଡୁ ।
କିଟ୍ ପାଇଁ କରୁଥିଲେ ଓକିଲାତି । ଏବେ ଦଳ ମାରିଲା ଛାଟ । ଦେବାଶିଷଙ୍କୁ ଭକ୍ତଙ୍କ ତାଗିଦ । ବ୍ୟକ୍ତିଗତ ସଂପର୍କ ବ୍ୟକ୍ତିଗତ ରହୁ । ପାର୍ଟି ଲାଇନରୁ ବାହାରକୁ ବାହାରିବା ମନା । ନୂଆକରି ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିବା ପିସିସି ସଭାପତି ଭକ୍ତ ଦାସ ଆଜି...
ବିଜେଡି ନେତା ବବି ଦାସ ଓ 5T ସେକ୍ରେଟାରୀ ଭି କେ ପାଣ୍ଡିଆନଙ୍କ ଖାସ କୁହାଯାଉଥିବା ରାଜା ଚକ୍ର ଏବେ EOW ପଞ୍ଛାରେ। ଠିକାଦାର କାମ ଠାରୁ ଆରମ୍ଭ କରି ଖଣି ଉତ୍ତୋଳନ, ପରିବହନ କ୍ଷେତ୍ରରେ ବ୍ୟାପକ ଲୁଟ କରୁଥିଲେ ରାଜା ଚକ୍ର ।
ବିଜେଡି ଚାପରେ ଦୀପାଲି ଚେପା ! ଖେଲିଲେ ମୁହଁ ଆହୁରି ବଢ଼ିବ ବିପଦ ! ନବଙ୍କ ହତ୍ୟାକୁ ନେଇ ଦୀପାଲିଙ୍କ ହାତ ଖାଲି, ପାଟି ବି ଚୁପ୍ । ସିବିଆଇ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିବାକୁ କହିଥିବା ଦୀପାଲି ଏବେ ମୁହଁ ବନ୍ଦ କରି ବସିଛନ୍ତି...
ଖାଲି ଝିଅ ଜନ୍ମ କରୁଛୁ... ଗୋଟେ ଗୋଟେ କରି ୫ଟା ଝିଅ ହେଲେଣି... ବାପ ଘରୁ ଟଙ୍କା ଆଣ୍... ମୋର ଯୌତୁକ ଦରକାର... ଖାଲି କ’ଣ ଝିଅ ଜନ୍ମ କରିବାକୁ ଆସିଛୁ... ୪ଟା ଝିଅ ସିନା ନାହାନ୍ତି, ହେଲେ ଏବେ ତ ଜଣେ ଅଛି...
୨୦୨୩ର ବଦଲା ୨୦୨୫ରେ। କଙ୍ଗାରୁ ଶିକାର କରିବାକୁ ତୟାର ଟିମ୍ ଇଣ୍ଡିଆ। ସରିଛି ସବୁ ଅପେକ୍ଷା ଏବେ ଆସିଛି ପ୍ରତିଶୋଧ ନେବାର ସମୟ। ୨୦୨୩ ବିଶ୍ୱକପରେ କଙ୍ଗାରୁ ମାନେ ଯେମିତି ଭାରତୀୟଙ୍କୁ କନ୍ଦାଇଥିଲେ, ଆଜି ହେଉଛି ତାଙ୍କୁ ସୁଧ ମୂଳ ସହ ଫେରାଇବାର ଦିନ ।
ଲକ୍ଷାଧିକ ଲୋକ ଦାଦନ ଯାଉଥିବା କଥାକୁ ଗଣମାଧ୍ୟମ ଓ ବୁଦ୍ଧିଜୀବି ଆଗରେ ସ୍ବୀକାର କଲେ ପଂଚାୟତୀରାଜ ମନ୍ତ୍ରୀ ରବୀ ନାଏକ। ଦାଦନ ସମସ୍ୟାକୁ ନେଇ ମନ୍ତ୍ରୀ ରଖିଲେ ବିସ୍ପୋରକ ବୟାନ ।
ଯୌତୁକକୁ ନେଇ ଆରମ୍ଭ ହେଲା ଯୁକ୍ତିତର୍କ। ବେଦି ଉପରେ ବୋଲେରୋ ଡିମାଣ୍ଡ କରିଥିଲା ବର। ତା’ପରେ ମଣ୍ଡପ ଉପରେ ହିଁ ବର-କନ୍ୟାଙ୍କ ଆରମ୍ଭ ହୋଇଯାଇଥିଲା ତୁ ତୁ ମେଁ ମେଁ । ଦେଖୁ ଦେଖୁ ଏହା ମହାଭାରତର ରୂପ ନେଇଥିଲା। ହୋଇଥିଲା ଖଣ୍ଡଯୁଦ୍ଧ। ଚାପୁଡା ଉପରେ ପଡିଥିଲା ଚାପୁଡା।
ଭୁବନେଶ୍ବରସ୍ଥିତ EOW ଅଫିସରେ ତାଙ୍କୁ ଦିନ ୧୧ଟାରୁ ଜେରା ଚାଲିଥିବା ସୂଚନା ମିଳିଛି। ପ୍ରାୟ ୫ ଶହ କୋଟିର ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ରାଜା ଚକ୍ରଙ୍କୁ ଜେରା ହେଉଥିବା ଜଣାପଡ଼ିଛି।
ପାଉଥିଲେ ୧୦ ହଜାର, ଫେରାନ୍ତୁ ରାସନ କାର୍ଡ । ଗରିବ ନାଁରେ ଲୁଟୁଥିଲେ, ହୋଇଯାଆନ୍ତୁ ସାବଧାନ ! ପୂର୍ବରୁ ରାସନ କାର୍ଡକୁ ନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିସାରିଛନ୍ତି । ଯେଉଁ ଅଯୋଗ୍ୟ ହିତାଧିକାରୀ ରାସନ ପାଉଥିଲେ ସେମାନଙ୍କ କାର୍ଡ କାଟିଥିଲେ ରାଜ୍ୟ ସରକାର ।
ଗରିବ ମହିଳା ଦେଖୁଛନ୍ତି ‘ସୁଭଦ୍ରା’ ସ୍ୱପ୍ନ । ସେପଟେ କୋଟିଏ ଛୁଇଁବ ‘ସୁଭଦ୍ରା’ ହିତାଧିକାରୀଙ୍କ ସଂଖ୍ୟା । ରାଜ୍ୟର ୯୮ ଲକ୍ଷ ମହିଳା ସୁଭଦ୍ରାର ଲାଭ ପାଇସାରିଛନ୍ତି । ଆଉ ଏବେ ପୁଣି ଆସନ୍ତା ୬ ଓ ୮ ତାରିଖରେ ସେମାନଙ୍କୁ ମିଳିବାକୁ ଯାଉଛି ଯୋଜନାର ଦ୍ୱିତୀୟ କିସ୍ତି...
ଚନ୍ଦ୍ରପୃଷ୍ଠରେ ମିଳିବ ମୋବାଇଲ ସେବା। ନିର୍ମାଣ ହେବ ଟାଓ୍ବାର, ଜହ୍ନମାମୁଁରେ ଶୁଭିବ ଟ୍ରିଂ ଟ୍ରିଂ। ପୃଥିବୀ ପରି ଚନ୍ଦ୍ରମାରେ ମଧ୍ୟ ସମ୍ଭବ ହେବ ଫୋନ ଯୋଗାଯୋଗ। ହେଲେ କିପରି ଜାଣନ୍ତୁ ।
ବିଜେଡି ଚାପରେ ଦୀପାଲି ଚେପା ! ମୁହଁ ଖୋଲିଲେ ଆହୁରି ବଢ଼ିବ ବିପଦ ! ନବଙ୍କ ହତ୍ୟାକୁ ନେଇ ଦୀପାଲିଙ୍କ ହାତ ଖାଲି, ପାଟି ବି ଚୁପ୍ । ସିବିଆଇ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିବାକୁ କହିଥିବା ଦୀପାଲି ଏବେ ମୁହଁ ବନ୍ଦ କରି...
‘ସୁଭଦ୍ରା’ ଆଣୁଛି ୩ ଡବଲ୍ ଖୁସି । ମହିଳାଙ୍କୁ ମିଳିବ ୧୫ ହଜାର ଟଙ୍କା । ଏକକାଳୀନ ୩ଟି କିସ୍ତିର ଟଙ୍କା ପାଇବେ ହିତାଧିକାରୀ । ରାଜ୍ୟର ମହିଳାମାନଙ୍କ ପାଇଁ ଖୁସି ଖବର ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ମାର୍କେଟକୁ ଆସିବ JIO ଇଲେକଟ୍ରିକ୍ ସାଇକଲ୍। କମ ପଇସାରେ ଅଧିକ ବାଟ ଚଲାଇପାରିବେ ଲୋକେ। କେତେ ରହିବ ଦାମ୍? ଉତ୍ସାହିତ ଗ୍ରାହକ ।
ଫିଲ୍ମ ଷ୍ଟାଇଲରେ ଏଣ୍ଟ୍ରି ମାରିଲେ। ଭିଭିଆଇପି ନମ୍ୱର ବ୍ଲାକ ସ୍କୋରପିଓ ଉପରେ ପେଟ୍ରୋଲ ଢାଳିଲେ। ଆଉ ଗୋଟିଏ ଦିଆସିଲରେ ପୂରା ଗାଡ଼ିକୁ ଜାଳି ଛାରଖାର କରିଦେଲେ। ଥରେ ଦେଖନ୍ତୁ ସେ ସମୟରର ଛାତି ଥରା ଦୃଶ୍ୟ ।
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଲେଜରେ ଜଣେ ଯୁକ୍ତଦୁଇ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଚାଲିଛି ପୋଲିସର ତନାଘନା। ପରୀକ୍ଷା ବେଳେ କପି ଚେକିଂ ବାହାନାରେ ଜଣେ ଅଧ୍ୟାପକ ଅସଦାଚରଣ କରିବା ପରେ ସେ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଥିବା ଗତକାଲି ତାଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ। ତେବେ କଲେଜ...
CBI ତଦନ୍ତ କଥା ଉଠାଇ କାହିଁକି ରାଜ୍ୟ ସରକାରଙ୍କୁ ଚିଠି ଲେଖି ଦାବି ଜଣାଉନାହାନ୍ତି ଦୀପାଳି? ପୁଣି କ୍ରାଇମବ୍ରାଞ୍ଚ ନୋଟିସ ପରେ ନିରବତା ପଛରେ କାରଣ କଣ? ବିଜେପି ସାଂସଦ ପ୍ରଦୀପ ପୁରୋହିତ ଆଜି ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, କାଳେ ସିବିଆଇ ତଦନ୍ତ ହେଲେ ହତ୍ୟା ପଛରେ...