କେଉଁଠି ଧାରଣା ତ କେଉଁଠି ରାସ୍ତାରୋକ। ଆଉ କେଉଁଠି ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶାସନକୁ ଦାବିପତ୍ର। ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ରବି ସିଜିନରେ ଧର୍ମଗଡ଼ ଓ କୋକସରା ଅଞ୍ଚଳକୁ ପାଣି ଦିଆଯିବନି ବୋଲି ହୋଇଥିବା ନିଷ୍ପତ୍ତି ପରେ ବିଭିନ୍ନ ସ୍ଥାନରେ ଏମିତି ପ୍ରତିକ୍ରିୟା ପ୍ରକାଶ ପାଇଛି।
ଅଶାନ୍ତ ହେବାରେ ଲାଗିଛି ଉତ୍ତରପ୍ରଦେଶର ସମ୍ଭଲ ଅଞ୍ଚଳ । ଜାମା ମସଜିଦର ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ।
ଯାଜପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍। ସେମାନେ ଯାଜପୁର ଟାଉନ୍ ଥାନାରେ ପହଞ୍ଚିଛନ୍ତି।
ଆଶା ଆଶଙ୍କା ଭିତରେ ଥିଲେ, ମିଳିଲା ସୁଭଦ୍ରା ଟଙ୍କା। ଖୁସ୍ ୨୦ ଲକ୍ଷ ମହିଳା। ଆଜି ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ଖାଲି ମିଶନ ଶକ୍ତି ଗଠନ କରି...
ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ କି କୋଠରୀ ନଥିବା ଜିପିଆର ସର୍ଭେରୁ ସ୍ପଷ୍ଟ ସଙ୍କେତ ମିଳିବା ପରେ ଏବେ ମରାମତି ପାଇଁ ବାଟ ସଫା। ଆଜି ଆଇନମନ୍ତ୍ରୀ କହିଛନ୍ତି ଆସନ୍ତା ଦିନେ ଦୁଇ ଦିନ ଭିତରେ ମରାମତି ଆରମ୍ଭ ହେବ ଓ ଜାନୁଆରୀ ୩୧ ସୁଦ୍ଧା ଅଳଙ୍କାର ଗଣତି-ମଣତି...
କଳ୍ପନା ସୋରେନ୍। ଦିନେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ ଭାବେ ଲୋକେ ତାଙ୍କୁ ଜାଣୁଥିଲେ। ଏବେ ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଟପ୍ ଲିଡର। ବିଧାନସଭା ନିର୍ବାଚନରେ JMM ପାଇଥିବା ବଡ଼ ବିଜୟର ଶ୍ରେୟ ଦିଆଯାଉଛି କଳ୍ପନାଙ୍କୁ। ଏପରିକି ଗାଣ୍ଡେ ଆସନରୁ ଜିତି ବିଧାୟିକା ବି ହୋଇଛନ୍ତି...
କଟକ ଆଉ ଭୁବନେଶ୍ବରରେ ଆଡ୍ଡା ଜମାଇ ଟୁଇନ ସିଟିର ସେକ୍ସ କାରବାରକୁ କବଜା କରି ନେଲେଣି କି ବାଂଲାଦେଶୀ ଯୁବତୀ? ନିକଟରେ କଟକରୁ ଜଣେ ସନ୍ଦିଗ୍ଧ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ଆଉ CWC ଆଗରେ ଚାଞ୍ଚଲ୍ୟକର ବୟାନ ରଖିବା ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ...
ଦିନେ ସେ ଥିଲେ ଶାସକ ଦଳର ବିଧାୟକ, ଆଜି କିନ୍ତୁ ସାଧାରଣ ଚଷାପୁଅ। ହଳ ଲଙ୍ଗଳ ଧରି କ୍ଷେତକୁ ଯାଆନ୍ତି, ପୁଅ ବୋହୂ ସହ ମିଶି ଚାଷ କରନ୍ତି। ନା ଥାଟବାଟ, ଚାକର ବାକର ନା କୋଠାବାଡ଼ି। ଦୀର୍ଘବର୍ଷ ଧରି କ୍ଷମତା ରାଜନୀତିରେ ଥାଇ ବି ସେ ବିଶ୍ବାସ...
ଟୁଇନ୍ ସିଟିରେ ଛାଇ ଗଲେଣି କି ବାଂଲାଦେଶୀ ଦେହଜୀବୀ ? ଦେହ ବ୍ୟବସାୟ ପାଇଁ କଟକ ଓ ଭୁବନେଶ୍ବରକୁ ଭୂସ୍ବର୍ଗ ଭାବେ ଧରିନେଲେଣି କି ବାଂଲା ସୁନ୍ଦରୀ ?
ଜେଲରୁ JMM ସରକାର 2.O । ଝାଡ଼ଖଣ୍ଡରେ ପୁଣି ହେମନ୍ତ ସୋରେନ ସରକାର । ଆସନ୍ତା ୨୮ରେ ଶପଥ ଗ୍ରହଣ । ହେଲେ JMMର ଏହି ଧୂଆଁଧାର ବିଜୟର କ୍ରେଡିଟ୍ ଦିଆଯାଉଛି ଓଡ଼ିଆ ଝିଅ କଳ୍ପନା ସୋରେନଙ୍କୁ ।
ହଳ ଲଙ୍ଗଳ ଧରି କ୍ଷେତକୁ ଯାଆନ୍ତି, ପୁଅ ବୋହୂ ସହ ମିଶି ଚାଷ କରନ୍ତି। ନା ଥାଟବାଟ, ଚାକର ବାକର ନା କୋଠାବାଡ଼ି। ଦୀର୍ଘବର୍ଷ ଧରି କ୍ଷମତା ରାଜନୀତିରେ ଥାଇ ବି ସେ ବିଶ୍ବାସ କରନ୍ତି, ମାଟିର ମଣିଷ ମାଟି ସହ ଯୋଡ଼ି ହୋଇ ରହିବାକୁ।
ରିଷଭ ପନ୍ତ IPL ଇତିହାସରେ ସବୁଠୁ ମହଙ୍ଗା ଖେଳାଳି । ୨୭ କୋଟିରେ ରିଷଭ ପନ୍ତଙ୍କୁ ନେଲା ଲକ୍ଷ୍ନୌ ଟିମ୍ ।
ମିଛ, ବିଭାଜନକାରୀ ଶକ୍ତି ଓ ପରିବାରବାଦର ହାର୍ ହୋଇଛି। ଦିଲ୍ଲୀ ବିଜେପି ପାର୍ଟି ଅଫିସରେ ବିଜୟ ଉତ୍ସବରେ ଦଳୀୟ ନେତା ଓ କର୍ମୀଙ୍କୁ ଏମିତି କହି ଉତ୍ସାହିତ କରିବା ସହ ବିରୋଧୀ ମହା ଅଘାତି ମେଣ୍ଟକୁ କଡ଼ା ନିଶାନା କରିଛନ୍ତି।
‘ଟାଇମପାସ୍ ବୁକର ପୁରସ୍କାର’ ଚଳିତବର୍ଷ ଯୁବକଥାକାର ସୁଜିତ କୁମାର ପଣ୍ଡାଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଝଣ୍ଟା ଲହରେ ସୂର୍ଯ୍ୟାସ୍ତ’ ପାଇଁ ପ୍ରଦାନ କରାଯିବ।
କଟକ ବାଲିଯାତ୍ରାରେ ମାତ୍ରାଧିକ ଅଣଓଡ଼ିଆ ଭିକାରୀଙ୍କ ଉପସ୍ଥିତି ପଛରେ କାମ କରୁଛି କି ସଂଗଠିତ ରାକେଟ୍ ?
ଏପଟେ ଝାଡ଼ଖଣ୍ଡରେ ପୁଣି ଜେଏମଏମ୍ ସରକାର। ମହାମେଣ୍ଟର ମହାବିଜୟ। ୮୧ ବିଧାନସଭା ଆସନରୁ ଜେଏମଏମ୍ ନେତୃତ୍ବାଧୀନ ଗଠବନ୍ଧନ ଜିତିଛି ୫୬ ସିଟ୍।
ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ, ହାଟ ପାଇଁ ରାସ୍ତାରୋକ ଏମିତି ଏକାଧିକ ମାମଲା ପରେ, ଶେଷରେ ଯାଜପୁରର ପାୱାରଫୁଲ ଲିଡର ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ଗିରଫ କରିଛି ପୋଲିସ୍।
ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟର ମହାସୁନାମୀ। ବିଧାନସଭା ନିର୍ବାଚନରେ ବୃହତ ବିଜୟ ପରେ ବିଜେପି, ଶିବସେନା ଓ ଏନ୍ସିପି ଶିବିରରେ ଜୋରଦାର ସେଲିବ୍ରେସନ୍।
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର । ପ୍ରଥମ କିସ୍ତିରୁ ବାଦ୍ ୨୫ ପ୍ରତିଶତ ମହିଳାଙ୍କୁ କାଲି ମିଳିବ ‘ସୁଭଦ୍ରା’ ଟଙ୍କା । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯୋଜନା ପ୍ରଥମ କିସ୍ତି ଟଙ୍କା ପାଇବାରୁ ବାଦ୍ ପଡ଼ିଥିବା ୨ଲକ୍ଷ ୬୭ ହଜାର ମହିଳାଙ୍କ ଆବେଦନପତ୍ରର...
ଗିରଫ ହେଲେ ବବିଙ୍କ ଭାଇ ଭବ। ବାବହଳପୁର ବାସଭବନରୁ ଭବଙ୍କୁ ଗିରଫ କରିଛି ଯାଜପୁର ପୋଲିସ। ଭବଙ୍କ ବିରୋଧରେ ଲାଗିଛି BNSର ୧୧୫ (୨), ୨୯୬, ୩(୫), ୩୦୩(୨), ୩୨୪(୪) ଧାରା। ଏହା ବାଦ୍ ବିରଜା ହାଟ ଗଣ୍ଡଗୋଳକୁ ନେଇ ଭବଙ୍କ ନାଁରେ ରହିଛି ଏକାଧିକ ମାମଲା।