• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର� ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

Odisha Politics
ପ୍ରସନ୍ନଙ୍କ ଜିଦ୍ ଆଗରେ ହାର ମାନିଲା କି ଦଳ ?

ପ୍ରସନ୍ନଙ୍କ ଜିଦ୍ ଆଗରେ ହାର ମାନିଲା କି ଦଳ ? ପ୍ରସନ୍ନଙ୍କୁ ପ୍ରସନ୍ନ କରିବାକୁ ନିଷ୍ପତ୍ତି ବଦଳାଇଲା କି ବିଜେଡି ? ସମ୍ବଲପୁର ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ଦେଲା ରେଢାଖୋଲ। ସମ୍ବଲପୁର ଗଲେ ରୋହିତ ପୂଜାରୀ। ପଶ୍ଚିମ ଓଡିଶାରେ ଏହି ଦୁଇ ଆସନରେ ଅଦଳବଦଳ ସମୀକରଣକୁ ନେଇ...

Naxalite camp
ଦେଶରେ ଭୁଶୁଡୁଛି ମାଓ ଗଡ଼; ୩ ମାସରେ ନିପାତ ହେଲେଣି ୮୦ରୁ ଅଧିକ ମାଓବାଦୀ... 

ମାଓ ବିରୋଧୀ ଅପରେସନରେ ବଡ଼ ସଫଳତା । ନିର୍ବାଚନ ପୂର୍ବରୁ ସଫା ହୋଇଗଲେ ୨୯ ମାଓବାଦୀ । ଟଳିପଡ଼ିଲେ ଟପ୍ ମାଓନେତା । ଧ୍ବସ୍ତ ବିଧ୍ବସ୍ତ ହୋଇଗଲା ମାଓ କ୍ୟାମ୍ପ । ଅଳ୍ପକେ ବର୍ତ୍ତିଗଲେ ପ୍ରାୟ ୨୦ ନକ୍ସଲ।

Ayodhya Ram Mandir
ଅଲୌକିକ ମୁହୂର୍ତ୍ତ; ଅଦ୍ଭୁତ ଅନୁଭବ...ସୂର୍ଯ୍ୟଙ୍କ ଆଭାରେ ଝଲସିଲା ରାମଲାଲାଙ୍କ ଲଲାଟ...

ରାମନବମୀରେ ବହୁ ପ୍ରତୀକ୍ଷିତ ସୂର୍ଯ୍ୟତିଳକ ଦେଖି ଭାବବିହ୍ବଳିତ ପୂଜକ ଓ ସାଧୁସନ୍ଥ, ରୋମାଞ୍ଚିତ ସାରା ବିଶ୍ବର ରାମଭକ୍ତ। ନବନିର୍ମିତ ଭବ୍ୟ ମନ୍ଦିରରେ ପ୍ରଥମ ରାମନବମୀ । ଦୀର୍ଘ ୫ଶହ ବର୍ଷ ପରେ, ନିଜ ମୂଳ ଆସ୍ଥାନରେ ରାମଲାଲାଙ୍କ ଜନ୍ମୋତ୍ସବ। 

BJD Politics
ବିଜେଡିର ସାହା କି ଶପଥ ପାଠ ?

ବିଜେଡିର ସାହା କି ଶପଥ ପାଠ ? ନିର୍ବାଚନ ଯେତିକି ପାଖଉଛି ବିଭିନ୍ନ ଦେବାଳୟରେ ବିଜେଡିର ଶପଥ ଗ୍ରହଣ ପଲିଟିକ୍ସ ସେତିକି ବଢୁଛି । ସବୁ ନିର୍ବାଚନ ମଣ୍ଡଳୀର ମନ୍ଦିରରେ ଅସନ୍ତୁଷ୍ଟ କର୍ମୀ ଓ ସାଧାରଣ ଲୋକଙ୍କୁ ନେଇ ବିଜେଡି ସପକ୍ଷରେ ଭୋଟ ଦେବାକୁ ଶପଥ ଗ୍ରହଣ କରାଉଛନ୍ତି...

General Election 2024
ଟଙ୍କା-ମଦରେ ଭାସିବ ନିର୍ବାଚନ !

ଆଖି ତରାଟି ଗଲା ଭଳି ତଥ୍ୟ । ଖବର ପୁରା ଚମକାଇଦେଲା ଭଳି । ମୂଳରୁ ମତଦାନ ଆରମ୍ଭ ହୋଇନି, ଏଣେ ନିର୍ବାଚନ ବେଳର ଗତ ଦେଢ଼ ମାସ ଭିତରେ ଦେଶ ବ୍ୟାପୀ ଚଢ଼ଉ କରି ୪ହଜାର ୬୫୮କୋଟି ଟଙ୍କା ମୂଲ୍ୟର ଭିନ୍ନ ଭିନ୍ନ ଉପହାର ସାମଗ୍ରୀ ଜବତ...

Odisha BJP
BJPର ପ୍ରାର୍ଥୀ ଘୋଷଣା; ୧୯ ପ୍ରାର୍ଥୀଙ୍କ ଭିତରେ ୧୬ ନୂଆ ମୁହଁ

ଆଜି ଆଉ ୧୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ସହ ପୂର୍ବର ୨ ଆସନରେ ପ୍ରାର୍ଥୀ ବଦଳାଇଛି ବିଜେପି । ବଡ଼ କଥା ହେଲା ୧୯ ଭିତରୁ ୧୬ ଯାଗାରେ ନୂଆ ମୁହଁ। ଆଉ ବିଜେଡିରୁ ଆସିଥିବା ୫ ନେତା ପାଇଛନ୍ତି ଟିକଟ୍। ରାଉରକେଲାରୁ...

bus accident
କାହିଁକି ବସ୍ ଯାତ୍ରୀଙ୍କୁ ଠେଲି ଦିିଆଯାଉଛି ମରଣ ମୁହଁକୁ ?

ଶୂନ୍ୟରେ ଝୁଲୁଛି ବସ୍ ଯାତ୍ରୀଙ୍କ ଜୀବନ । ସୁରକ୍ଷିତ ଯାତ୍ରା ପାଇଁ ନା ସୁନିଶ୍ଚିତ କରୁଛନ୍ତି ବସ୍ ମାଲିକ ନା ବସ୍ ଚାଳନା ସମୟରେ ଦାୟିତ୍ବବାନ ହେଉଛନ୍ତି ଡ୍ରାଇଭର୍ । ଯାଜପୁର ଧର୍ମଶାଳା ନିକଟରେ ଗତରାତିରେ ପଶ୍ଚିମବଙ୍ଗମୁହାଁ ଯାତ୍ରୀବାହୀ ବସଟି ଯେଭଳି ଦୁର୍ଘଟଣାର ଶୀକାର ହୋଇ ପାଞ୍ଚ ପାଞ୍ଚ...

Rukuna Rath Yatra
ଶ୍ରଦ୍ଧାଳୁଙ୍କ ଭିଡ଼ରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଟଣା; ଦେଖନ୍ତୁ କିଛି ଚିତ୍ର...

ବଢ଼େଇବାଙ୍କରେ ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଆଜି ପବିତ୍ର ଅଶୋକାଷ୍ଟମୀରେ ନୀତିକାନ୍ତି ସାରି ଅପରାହ୍ନରେ ଗଡ଼ିଥିଲା ରୁକୁଣା ରଥ । ଆଉ ସନ୍ଧ୍ୟା ହେବାରୁ ଅଟକିଥିଳା ବଢ଼େଇବାଙ୍କରେ । ଆସନ୍ତାକାଲି ମାଉସୀମା ମନ୍ଦିରରେ ପହଞ୍ଚିବ ମହାପ୍ରଭୁଙ୍କ ରୁକୁଣା ରଥ ।

Odisha BJP
BJPର ପ୍ରାର୍ଥୀ ଘୋଷଣା; ୧୯ ପ୍ରାର୍ଥୀଙ୍କ ଭିତରେ ୧୬ ନୂଆ ମୁହଁ, ରଣପୁରରେ ବଦଳିଲା ଟିକେଟ...

ରାଉରକେଲାରୁ ଲଢିବେ ଦିଲୀପ ରାୟ । ରଣପୁରରେ ପ୍ରାର୍ଥୀ ବଦଳାଇ ସୁରମା ପାଢ଼ୀଙ୍କୁ ଟିକେଟ୍ ଦେଲା ବିଜେପି । BJPର ଆଜି ଘୋଷିତ ଆଉ ୧୯ MLA ସିଟରେ ୧୬ ନୂଆ ଯୋଦ୍ଧା । ବିଜେଡିରୁ ଆସିଥିବା ୫ନେତାଙ୍କୁ ବି ସୁଯୋଗ, ରିପିଟ୍ ମାତ୍ର ୩ କ୍ୟାଣ୍ଡିଡେଟ୍...

bus accident
ବିପତ୍ତି ଆଣିଲା କି ଦ୍ରୁତଗତି; ଶୂନ୍ୟରେ ଝୁଲୁଛି ବସ୍ ଯାତ୍ରୀଙ୍କ ଜୀବନ...

କାହିଁକି ବସ୍ ଯାତ୍ରୀଙ୍କୁ ଠେଲି ଦିଆଯାଉଛି ମରଣମୁହଁକୁ ? କାହିଁକି ଘଟୁଛି ଗୋଟିଏ ପରେ ଗୋଟିଏ ବସ୍ ଟ୍ରାଜେଡି ? ବସ୍ ଯାତ୍ରୀଙ୍କ ଜୀବନକୁ କ’ଣ ଶସ୍ତା ଭାବୁଛନ୍ତି କି ବସ୍ ଡ୍ରାଇଭର କିମ୍ବା ମାଲିକ ?

 IPL Records
IPL Records: ରୋମାଞ୍ଚକ ମ୍ୟାଚ୍‌ରେ ଏକାଧିକ ରେକର୍ଡ; ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା...

ଗତକାଲି ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ରେକର୍ଡ ସ୍କୋର୍ (୨୮୭/୩) ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୫ ରନ୍‌ରେ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ଏମିତି ବିଭିନ୍ନ ରେକର୍ଡ଼ ହୋଇଛି । ଦେଖନ୍ତୁ ତାଲିକା...

 firecracker
Video: ବିବାହ ସମୟରେ ଘଟିଲା ବଡ଼ ଅଘଟଣ; ମୁଣ୍ତରେ ଫୁଟିଲା ବାଣ; ଜଳିଗଲା...

ଭୟାନକ ଘଟଣା...ବିବାହ ସମୟରେ ଘଟିଲା ବଡ଼ ଅଘଟଣ । ମୁଣ୍ତ ଉପରେ ବାଣ ରଖି ଫୁଟାଇବା ପଡ଼ିଲା ମହଙ୍ଗା । 

Ayodhya Ram Navami:
Ayodhya Ram Navami: କେମିତି ରାମଲାଲାଙ୍କ ମସ୍ତକରେ ଦୃଶ୍ୟମାନ ହେବ ‘ସୂର୍ଯ୍ୟ ତିଳକ’; ଜାଣନ୍ତୁ ସମୟ...

ରାମନବମୀରେ ମନ୍ଦିର ଗର୍ଭଗୃହକୁ ଉଦ୍ଭାସିତ କରିବ ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ । ଏଥିପାଇଁ ରାମ ମନ୍ଦିରରେ ସୂର୍ଯ୍ୟ ତିଳକ ପ୍ରକ୍ରିୟାର ଟ୍ରାଏଲ୍ ବା ପୂର୍ବାଭ୍ୟାସ କରି ସାରିଛନ୍ତି ସେଣ୍ଟ୍ରାଲ୍ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (CBRI) ରୁରକିର ବୈଜ୍ଞାନିକ ଟିମ୍‌ । ତେବେ ସବୁଠାରୁ ବଡ଼...

BJD leader
ଭୋଟ୍ ବେଳରେ ନେତାଙ୍କୁ ଘେରି ଜବାବ ମାଗୁଛନ୍ତି ଜନତା...

ଜବାବ୍ ମାଗିଲେ, ଚାପୁଡ଼ା ମିଳୁଛି । ହିସାବ ମାଗିଲେ, ଦାଦାଗିରି ସହିବାକୁ ପଡ଼ୁଛି । ଭୋଟ୍ ମାଗିବାକୁ ଆସି ହଟହଟା ହେବା ପରେ, ଭୋଟରଙ୍କ ଉପରକୁ ହାତ ଉଠାଉଛନ୍ତି, କ୍ଷମତା ନିଶାରେ ଚୁର୍ ବିଜେଡି ନେତା । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ମୁନିଗୁଡ଼ା ବ୍ଲକ୍ ରଘୁବାରି...

Brajrajnagar Assembly
କାହାର ହେବ ବ୍ରଜରାଜନଗର ?

କାହାର ହେବ ବ୍ରଜରାଜନଗର ? ମୈଦାନରେ ସୁରେଶ-ଅଳକା-କିଶୋର ଲଢେଇ । ରେଜଲ୍ଟ ରିପିଟ୍ କରିବେ କି ବିଜେଡିର ଅଳକା ? ବାଜି ପଲଟାଇବେ କି ବିଜେପି ହେଭିୱେଟ୍ ସୂରେଶ ପୂଜାରୀ ? ୧୦ ବର୍ଷ ପରେ ହାତ ଖାତାକୁ ଅସିବ କି ଆସନ ?

 Pruthvi Ballav Patnaik
ବାପାଙ୍କ ଗଡ଼ରେ ପୁଅକୁ ଟିକେଟ୍

ନା ବିଜେଡି ନା ବିଜେପି, ପ୍ରାର୍ଥୀ ଘୋଷଣାକୁ ନେଇ ଉଭୟ ଦଳଙ୍କ ଅଙ୍କ ଛିଣ୍ଡୁନି । ତେଣେ ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ବେଗୁନିଆ-ବୋଲଗଡ଼ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।

Congress
କଂଗ୍ରେସକୁ ଭେଟେରାନ୍ ଭରସା

କଂଗ୍ରେସକୁ ଭେଟେରାନ୍ ଭରସା। ନିର୍ବାଚନରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ମାତ୍ ଦେବାକୁ ଦଳ ଏଥର ପୁରୁଖା, ଅଭିଜ୍ଞ ଏବଂ ବରିଷ୍ଠଙ୍କୁ ଅଧିକ ଭରସା କରିଛି । ସେଥିପାଇଁ ଦଳ ଅନନ୍ତ ସେଠୀ, ଶ୍ରୀକାନ୍ତ ଜେନା, ନିରଞ୍ଜନ ପଟ୍ଟନାୟକ, ଭକ୍ତ ଦାସ ଏବଂ ଜୟଦେବ ଜେନାଙ୍କ ଭଳି ଅଭିଜ୍ଞ...

Sura Routray
କଂଗ୍ରେସରୁ ୬ ବର୍ଷ ପାଇଁ ବିଦା ହେଲେ ସୁରେଶ ରାଉତରାୟ

ସୁରଙ୍କୁ ମହଙ୍ଗା ପଡ଼ିଲା କି ପୁତ୍ରମୋହ ? କଂଗ୍ରେସରୁ ୬ ବର୍ଷ ପାଇଁ ବିଦା ହେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ । କଂଗ୍ରେସର ଭେଟେରାନ୍ ତଥା ୬ ଥରର ବିଧାୟକଙ୍କୁ ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ୬ ବର୍ଷ ପାଇଁ ବହିଷ୍କାର କରିଛି ଏଆଇସିସି...

BJD leader
ପୁଣି ବୁଲିଛି କ୍ଷମତା ଚକ; ଭୋଟ୍ ବେଳରେ ନେତାଙ୍କୁ ଘେରି ଜବାବ ମାଗୁଛନ୍ତି ଜନତା...

ଜବାବ୍ ମାଗିଲେ, ଚାପୁଡ଼ା ମିଳୁଛି । ହିସାବ ମାଗିଲେ, ଦାଦାଗିରି ସହିବାକୁ ପଡ଼ୁଛି । ଭୋଟ୍ ମାଗିବାକୁ ଆସି ହଟହଟା ହେବା ପରେ, ଭୋଟରଙ୍କ ଉପରକୁ ହାତ ଉଠାଉଛନ୍ତି, କ୍ଷମତା ନିଶାରେ ଚୁର୍ ବିଜେଡି ନେତା ।

Brajrajnagar Assembly
ବ୍ରଜରାଜନଗର ବିଗ୍ ଫାଇଟ୍; ବାଜି ପଲଟାଇବେ କି ବିଜେପିର ହେଭିୱେଟ୍ ? 

କାହାର ହେବ ବ୍ରଜରାଜନଗର ? ମୈଦାନରେ ସୁରେଶ-ଅଳକା-କିଶୋର ଲଢେଇ । ରେଜଲ୍ଟ ରିପିଟ୍ କରିବେ କି ବିଜେଡିର ଅଳକା ? ବାଜି ପଲଟାଇବେ କି ବିଜେପି ହେଭିୱେଟ୍ ସୂରେଶ ପୂଜାରୀ ? ୧୦ ବର୍ଷ ପରେ ହାତ ଖାତାକୁ ଅସିବ କି ଆସନ ?

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।