ବଡଦେଉଳକୁ ସିଧାସଳଖ ଫୋକସ ଲାଇଟ୍ରେ ଆଲୋକୀକରଣ କରୁଥିବା ବଡ ବଡ ହାଥମାକ୍ସ ଲାଇଟ୍ ଖୋଲି ନେଇଯାଇଛି ଇଭେଣ୍ଟ କମ୍ପାନୀ। ଯାହାଫଳରେ ଅନ୍ଧାରରେ ବଡଦେଉଳ !
କାହିଁକି ପାଣ୍ଡିଆନଙ୍କ ପାଇଁ ବିଳମ୍ବ ହେଉଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ? ଶ୍ରୀମନ୍ଦିରକୁ ପାଣ୍ଡିଆନ ଯିବାବେଳେ କାଳେ ୧୦ ମିନିଟ ଘୁଞ୍ଚିଯାଉଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳ ଆଳତି ।
ଇଟିଭି ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ଦେହାନ୍ତ । ୮୭ ବର୍ଷ ବୟସରେ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ମେଡିକାଲରେ ଆଜି ଭୋର ପ୍ରାୟ ୩ଟା ୪୫ ମିନିଟରେ ପରଲୋକ ହୋଇଛି ।
୬ ମାସର ଲମ୍ବା ଛୁଟିରେ ଗଲେ ଭି.କେ.ପାଣ୍ଡିଆନଙ୍କ ପତ୍ନୀ ତଥା ଆଇଏଏସ ସୁଜାତା କାର୍ତ୍ତିକେୟନ। ଆସନ୍ତା ନଭେମ୍ବର ୨୬ ତାରିଖ ଯାଏଁ ସେ ଛୁଟିରେ ଯାଇଛନ୍ତି। ସୁଜାତା ଚାଇଲ୍ଡ କେୟାର ଲିଭରେ ଏଭଳି ଲମ୍ବା ଛୁଟିରେ ଯାଇଥିବା ସୂଚନା ମିଳିଛି।
ଓଡ଼ିଶାରେ ଆସିଛି ବିଜେପି ସରକାର। ଖୋଲିବ ଫାଇଲ୍, ଜେଲ୍ ଯିବେ ଦୋଷୀ। ଚିଟଫଣ୍ଡରୁ ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ଅବା ମନ୍ତ୍ରୀ ନବ ଦାସ ମର୍ଡର କେସରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା। ବିଜେଡି ସରକାର ଅମଳର ଏସବୁର କାଣ୍ଡକାରଖାନାର ତଦନ୍ତ ନେଇ ଖୋଦ୍ ମୋଦି ଓ ଶାହାଙ୍କ...
ନାଁ ଆମେ ହାରିଥିଲୁ ନା ହାରିବୁ, ଏନଡିଏ ଥିଲା ଓ ରହିବ। ଆଜି ନୂଆଦିଲ୍ଲୀର ସମ୍ବିଧାନସଦନରେ ଅନୁଷ୍ଠିତ ଏନଡିଏର ସଂସଦୀୟ ଦଳ ବୈଠକରେ ଏନଡିଏର ନେତା ନିର୍ବାଚିତ ହେବା ପରେ ଏଭଳି କହିଛନ୍ତି ମୋଦି। ତାସହ ଏଠି ବି ଓଡ଼ିଶାକୁ ଫୋକସ୍ କରି କହିଛନ୍ତି ଭାରତର ବିକାଶ ଯାତ୍ରାରେ...
ରାଜ୍ୟରେ ବିଜେଡିର ଗଡ଼ ଭୁଶୁଡ଼ିବା ପରେ ଦଳ ଏବେ ଏକ ପ୍ରକାର ଦୁଇ ଭାଗରେ ପରିଣତ ହୋଇଛି ।ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟେ ବିଜୟୀ ଓ ପରାଜିତ ନେତାଙ୍କୁ ଭେଟି ପରାଜୟର କାରଣ ଖୋଜାଯିବ ବୋଲି କହିବା ପରେ କିଛି ବରିଷ୍ଠ ନେତା, ପାଣ୍ଡିଆନଙ୍କ ନାଁ ନନେଇ...
ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଜୋରଦାର, ହେଲେ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ଏବେ ବି ସସପେନ୍ସ। ରେସରେ ଆଗରେ କିଏ। ଆଜି ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବସିବାକୁ ଥିବା ବେଳେ ଅପେକ୍ଷା ପର୍ଯ୍ୟବେକ୍ଷକଙ୍କୁ।
ବିଜେପି ସରକାର ଆସିଲେ ଖୋଲିବେ କି ରାଜ୍ୟର ସବୁ ବଡ଼ ଘଟଣାର ଫାଇଲ୍ ? ଚିଟଫଣ୍ଡ, ରତ୍ନଭଣ୍ଡାର ଚାବି, ମନ୍ତ୍ରୀ ନବ ଦାସ ଓ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ଘଟଣାର ତଦନ୍ତ ଗ୍ୟାରେଣ୍ଟିକୁ ନେଇ ବଢିଛି ଆଶା ।
୨୪ ବର୍ଷ ଧରି ରାଜ୍ୟରେ ନିରଙ୍କୁଶ ଶାସନ କରୁଥିବା ବିଜେଡି ପରାଜୟ ବରଣ କରିବାପରେ ଦଳରେ ଏବେ ଦ୍ବିମତ। କହିବାକୁ କଲେ ଦଳ ଏକପ୍ରକାର ଦୁଇ ଭାଗ ।
ପ୍ରେମିକାକୁ ଖୁସି କରିବାକୁ ଚୋରି କରି ଗିରଫ ହୋଇଛନ୍ତି ଜଣେ ବ୍ୟାଙ୍କ କର୍ମଚାରୀ । ଦୋକାନରୁ ସୁନା ମୁଦି ଚୋରି ଅଭିଯୋଗରେ ଜଣେ ୨୬ ବର୍ଷୀୟ ବ୍ୟାଙ୍କ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି ।
୬ ମାସ ଛୁଟିରେ ଗଲେ IAS ସୁଜାତା କାର୍ତ୍ତିକେୟନ । ନଭେମ୍ବର ୨୬ ତାରିଖ ଯାଏଁ ଛୁଟିରେ ଗଲେ ।
ମୁଦ୍ରାନୀତି ସମୀକ୍ଷା କରି ଲଗାତାର ଅଷ୍ଟମ ଥର ରେପୋ ରେଟ୍ ବଢ଼ାଇ ନାହାନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି।
କେନ୍ଦ୍ରରେ ତୃତୀୟ ଥର ପାଇଁ ସରକାର ଗଠନ ଦାବି ପୂର୍ବରୁ ଆଜି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଦିଲ୍ଲୀ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି ନରେନ୍ଦ୍ର ମୋଦି ।
ବିଜେଡିର ବିପର୍ଯ୍ୟୟ ପରେ ନବୀନଙ୍କ ଭାବମୂର୍ତ୍ତି ବଞ୍ଚାଇବାର ଚେଷ୍ଟା । ସୋସିଆଲ୍ ମିଡିଆରେ ନବୀନଙ୍କୁ ମସିହା ସଜାଉଛନ୍ତି ବିଜେଡି ନେତା । ହେଲେ ବିଜେପି କହିଛି, ରାଜ୍ୟରେ ବର୍ତ୍ତମାନର ଏ ସ୍ଥିତି ପାଇଁ ନବୀନ ହିଁ ମୁଖ୍ୟ ଦୋଷୀ।
ସତ୍ତାର ସତରଞ୍ଜରେ ବହୁ ଅଭିଜ୍ଞଙ୍କୁ ମାତ୍ ଦେଇଛନ୍ତି ଅପେକ୍ଷାକୃତ ନବାଗତ ପ୍ରାର୍ଥୀ। ବିଜେଡିର ବହୁ ହେଭିୱେଟଙ୍କୁ ବଡ଼ ଭୋଟ୍ ବ୍ୟବଧାନରେ ହରାଇ ଅଚାନକ ହିରୋ ପାଲଟି ଯାଇଛନ୍ତି ବହୁ ବିଜୟୀ ପ୍ରାର୍ଥୀ।
ପାଣ୍ଡିଆନଙ୍କୁ ହଟାଇ ଦେଇଛନ୍ତି କି ନବୀନ ? ଯାହାକୁ ନେଇ ଏବେ ବଢ଼ିଛି ଚର୍ଚ୍ଚା । ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟ ପରେ ଏନେଇ ବଢ଼ିଛି ଚର୍ଚ୍ଚା ।
ଚଳିତ ବର୍ଷ ରେକର୍ଡ ପରେ ରେକର୍ଡ ଛୁଇଁଛି ତାପମାତ୍ରା । ଯାହାଫଳରେ ଏସିର ବିକ୍ରି ମଧ୍ୟ ବଢିବାରେ ଲାଗିଛି। ଏହି କାରଣରୁ ଚଳିତ ବର୍ଷ ଏସି ବିକ୍ରିରେ ମଧ୍ୟ ରେକର୍ଡ ହୋଇପାରେ।
ଲକ୍ଷ୍ମୀ ବସରୁ ହଟିଲା ‘ଶଙ୍ଖ ଷ୍ଟିକର୍’ । ଆଗରୁ ଶଙ୍ଖ ଷ୍ଟିକର୍ ଥିଲା, ଏବେ ନାହିଁ । ଉଭୟ ପଟେ ଥିଲା ଶଙ୍ଖ ଚିହ୍ନର ଷ୍ଟିକର୍ । ବସ୍ ପଛରେ ଥିବା ମିଶନ୍ ଶକ୍ତି ଲେଖା ବି ନାହିଁ ।
BSKY କାର୍ଡକୁ ନେଇ ଦେଖା ଯାଇଥିବା ଦ୍ବନ୍ଦ୍ବକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ। ଆଜି ଏନେଇ ରାଜ୍ୟପାଳ ରଘୁବାର ଦାସ ମୁଖ୍ୟ ଶାସନ ସଚିବଙ୍କୁ କୈଫୟତ ତଲବ କରିଛନ୍ତି।