• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର� ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

trains cancelled
Cyclone Dana: ଆସୁଛି ବାତ୍ୟା ‘ଦାନା’; ୩ ଦିନ ମଧ୍ୟରେ ବାତିଲ ହେଲା ୧୭୮ଟି ଟ୍ରେନ୍‌

ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା କଲା ରେଲୱେ । ମୋଟ ୧୭୮ଟି ଟ୍ରେନ୍‌ ବାତିଲ ନେଇ ରେଲୱେର ସୂଚନା । 

colleges and universities
ବଡ଼ ଖବର: ମାଡ଼ି ଆସୁଛି ବାତ୍ୟା; ୨୩ରୁ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ କଲେଜ 

କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରଖିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୧୪ ଜିଲ୍ଲାରେ କଲେଜ, ବିଶ୍ବବିଦ୍ୟାଳୟ ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଛି। 

Inmates Pose with Knife
ଜେଲ୍ ଭିତରେ କଏଦୀଙ୍କ ହାତରେ ଚାକୁ; ବ୍ୟବସାୟୀ ଓ ସାକ୍ଷୀଙ୍କୁ ଖୋଲା ଧମକ ନେଇ ଚର୍ଚ୍ଚା !

ତେବେ ଜେଲ ଭିତରକୁ ସ୍ମାର୍ଟ ଫୋନ ଆସୁଛି କେମିତି ? ଜେଲ ଭିତରୁ ଧମକପୂର୍ଣ୍ଣ ଭିଡ଼ିଓ କଲ୍ କରୁଛନ୍ତି କେମିତି ? ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I 

Fishing Trawler Capsized
ମାଡ଼ି ଆସୁଛି ବାତ୍ୟା; ବୈତରଣୀ ମୁହାଣରେ ବୁଡ଼ିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା

ଧାମରା ବନ୍ଦର ଧାମରାଇ ମନ୍ଦିର ନିକଟରେ ବୁଡ଼ିଲା ଡଙ୍ଗା । ଡଙ୍ଗାରେ ଥିଲେ ୧୦ରୁ ଅଧିକ ମତ୍ସ୍ୟଜୀବୀ । ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିବା ସୂଚନା ।

Cyclone Dana
ବାତ୍ୟା ପ୍ରସ୍ତୁତି ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; କାଲି ରାତି ସୁଦ୍ଧା ଲୋକଙ୍କୁ କରାଯିବ ସ୍ଥାନାନ୍ତର

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ କାଲି ରାତି ସୁଦ୍ଧା ସ୍ଥାନାନ୍ତର କରାଯିବ । ଏନେଇ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । 

Food Supplies dept raids
ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍; କଳାବଜାରୀ ନେଇ ଚାଲିଛି ଯାଞ୍ଚ

ବିଭିନ୍ନ ଗୋଦାମରେ ଯୋଗାଣ ବିଭାଗ ପକ୍ଷରୁ ଚାଲିଛି ଚଢ଼ାଉ । ସାମଗ୍ରୀ ମହଜୁଦ୍ ସହ କଳାବଜାରୀ ନେଇ ଚାଲିଛି ଯାଞ୍ଚ । 

Prices of Vegetables
ପରିବା ମାର୍କେଟରେ ବାତ୍ୟା; ହଠାତ୍ ବଢ଼ିଲା ଆଳୁ, ପିଆଜ ସମେତ ବିଭିନ୍ନ ପନିପରିବା ଦର...

କଟକ ଛତ୍ରବଜାରରେ ଆଳୁ କିଲୋ ୫୦ ଟଙ୍କା ଓ ପିଆଜ ଦାମ୍ ୭୦ ଛୁଇଁଛି । ଗତକାଲି ୩୦ ଟଙ୍କାରେ ବିକ୍ରି ହେଇଥିବା ଆଳୁ ଦରରେ ଆଜି ୨୦ ଟଙ୍କା ବଢିଛି ।

Khadiratna Panjika
ଅକ୍ଟୋବରରେ ବାତ୍ୟା ନେଇ ପଞ୍ଜିକାରେ ଗଣନା; ଭାଇରାଲ୍ ହେଉଛି ଅସଲି ଖଡ଼ିରତ୍ନ ପଞ୍ଜିକାର ପୃଷ୍ଠା 

ଅସଲି ଖଡ଼ିରତ୍ନ ପଞ୍ଜିକାରେ ଅକ୍ଟୋବରରେ ବାତ୍ୟା ନେଇ ଉଲ୍ଲେଖ ରହିଛି। ଏପରିକି କେଉଁ ତାରିଖରେ ବାତ୍ୟା ହେବ ଏବଂ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ତାହା ମଧ୍ୟ ପଞ୍ଜିକାରେ ଗଣନା କରାଯାଇଥିଲା। 

Fake Wedding
ବିବାହ ପାଇଁ କନ୍ୟା ଖୋଜୁଥିଲେ ସାବଧାନ; ରାଜଧାନୀରେ ମାତିଛନ୍ତି ବାହାଘର ଲୁଟେରା ଗ୍ୟାଙ୍ଗ୍

ସତ ବର, ମିଛ କନିଆଁ । ବିବାହ ନାଁରେ ବରପକ୍ଷଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନା ଲଗାଇ ଫେରାର ଲୁଟେରା କନ୍ୟା ପକ୍ଷ। ବିବାହ ପାଇଁ କନ୍ୟା ଅପେକ୍ଷାରେ ଥିବା କିଛି ଲୋକଙ୍କୁ ରାଜଧାନୀରେ ଦିନ ଦିପହରେ ଲୁଟୁଛନ୍ତି ଛଦ୍ମବେଶୀ କନ୍ୟାପକ୍ଷ ।

Puri News
ସରକାର କଲେ ଛାନିଆ; ପୁରୀ ଛାଡ଼ି ଚାଲି ଯିବାକୁ ଦେଲେ ନିର୍ଦ୍ଦେଶ !

ପୁରୀକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ରାଜ୍ୟ ସରକାରଙ୍କ ବଡ଼ ପରାମର୍ଶ । ବାତ୍ୟା ପହଞ୍ଚିବା ପୂର୍ବରୁ ପୁରୀ ଛାଡ଼ିବାକୁ ପରାମର୍ଶ ଦେଲେ ରାଜ୍ୟ ସରକାର ।

Kidnapped student from Paradeep
ପାଣି ମାଗିବା ବାହାନାରେ ଛାତ୍ରଙ୍କୁ ପାରାଦୀପରୁ ଅପହରଣ; ହଳଦିଆପଡ଼ାରୁ ହେଲେ ଉଦ୍ଧାର

କିଛି ବାଟ ଗଲା ପରେ କୌଶଳ କ୍ରମେ ଅପହରଣକାରୀଙ୍କୁ ଚକମା ଦେଇ ଖସି ଆସିଲେ ଛାତ୍ର । ପାରାଦୀପରେ ସାମ୍ନାକୁ ଆସିଛି ଏଭଳି ଘଟଣା । 

BJD
ହୋଟେଲରେ ବିଜେଡିର ପରାଜିତ ବିଧାୟକ ପ୍ରାର୍ଥୀଙ୍କ ମେଳି; ବଢିଲା ଚର୍ଚ୍ଚା...! 

ପରାଜିତ ବିଧାୟକ ପ୍ରାର୍ଥୀଙ୍କ ମେଳିକୁ ନେଇ ବଢିଲା ଚର୍ଚ୍ଚା । ଭୁବନେଶ୍ବରର ଏକ ହୋଟେଲରେ ୭ ଜଣ ପରାଜିତ ପ୍ରାର୍ଥୀ ବୈଠକ କରିଛନ୍ତି । 

Cyclone Dana
‘ଆଦୌ ଭୟଭୀତ ହୁଅନ୍ତୁନି, ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ’ 

ଲୋକେ ଆଦୌ ଭୟଭୀତ ହୁଅନ୍ତୁନି, ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ।  ଆଜି ରାଜ୍ୟବାସୀଙ୍କୁ କିଛି ଏଭଳି ବାର୍ତ୍ତା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। 

 Ollywood Actor Budhaditya Mohanty
ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ମାମଲା; କ୍ଷମା ମାଗିଲେ ଅଭିନେତା ବୁଦ୍ଧାଦିତ୍ୟ

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିଷୟରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ମାମଲାରେ ବୁଦ୍ଧାଦିତ୍ୟ କ୍ଷମା ମାଗିଛନ୍ତି।

Loot Homeowner of Gold & Cash
ଭଡ଼ା ନେଇ ଘରେ ରହିଲେ; ରାତି ଅଧରେ ମାରଣାସ୍ତ୍ର ଦେଖାଇ ନେଇଗଲେ ଲକ୍ଷାଧିକ ଟଙ୍କା 

ଲୁଟର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଦିଗଛିଆ ପେଟ୍ରୋଲ ପମ୍ପ ନିକଟରେ ରହୁଥିବା ଜୟଦେବ ରାଉତ। 

Air India
ଭାରତୀୟ ବିମାନକୁ ଖଲିସ୍ତାନୀ ଆତଙ୍କବାଦୀର ଚେତାବନୀ; ନଭେମ୍ବର ୧-୧୯ ଯାତ୍ରା ନ କରିବାକୁ ଧମକ 

ଲଗାତାର କିଛି ଦିନ ହେବ ଭାରତୀୟ ବିମାନକୁ ବୋମା ଧମକ ମିଳୁ ଥିବାବେଳେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ ଧମକ ଦେଇଛି ।

Little Girl Wraps A Giant Snake
 Video: ଆଶ୍ଚର୍ଯ୍ୟ ! ଛୋଟ ଝିଅ ବେକରେ ବିଶାଳ ସାପ; ଦେଖିଲେ କହିବେ...!

ଛୋଟ ଝିଅ ବେକରେ ସାପ । ଦେଖିଲେ ହେବେ ଆଶ୍ଚର୍ଯ୍ୟ । ଯାହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେଉଛି । 

 Hazardous Roads
କାଳ ସାଜୁଛି ଅଙ୍କାବଙ୍କା ଘାଟି ରାସ୍ତା

ଖାଲଖମା ଭରା ଅଧପନ୍ତରିଆ ଜାତୀୟ ରାଜପଥ। କୋରାପୁଟ ଜିଲ୍ଲାର ଜୟପୁର ଘାଟିରୁ ଶୁଙ୍କି ଘାଟି ୨୬ ନମ୍ବର ଜାତୀୟ ରାଜପଥରେ ବାରମ୍ବାର LPG ଗ୍ୟାସ୍ ଟ୍ୟାଙ୍କର ଓଲଟୁଥିବା ବେଳେ, ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।

Success Stories
ସଫଳତାକୁ ରୋକିପାରିନି ଗରିବୀ କି ଦୁସ୍ଥିତି

ପରିସ୍ଥିତି ଯାହା ହେଉ, ଯେମିତି ବି ଥାଉ ଯଦି ଜଣେ ଉଦ୍ୟମ ଆଉ ଅଧ୍ୟବସାୟ କରି ଲକ୍ଷ୍ୟ ଦିଗରେ ଆଗେଇ ଯାଏ, ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅଟକାଇ ପାରେନି ଦୁନିଆର କୌଣସି ବାଧା ବିଘ୍ନ।

Revenue Department
ଲୋକଙ୍କ କାମ ନକଲେ ହେବ ଆକ୍ସନ

ଡ୍ୟୁଟିରେ ଅବହେଳା କଲେ ଆଉ ତ୍ରାହି ନାହିଁ। ୧୫ ଦିନରେ କାର୍ଯ୍ୟାନୁଷ୍ଠାନ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।