ସେ ଦିନ ବି ଥିଲା ୨୯ ଅକ୍ଟୋବର । ଆଉ ଆଜି ବି ସେହି ତାରିଖ । ହେଲେ ଏହାରି ଭିତରେ ବିତିଯାଇଛି ୨୫ ବର୍ଷ । ଗତ ୨୫ ବର୍ଷରେ ଅନେକ କିଛି ବଦଳିଯାଇଛି ।
କାରଣ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ମାରିଲେ ମିଳିବ ୧,୧୧,୧୧,୧୧୧ ଟଙ୍କା । ଏଭଳି ପୁଣି ଥରେ ଘୋଷଣା କରିଛି କରଣୀ ସେନା ।
ଶିଳ୍ପାଙ୍କ ସହ ଫଟୋରେ ନଜର ଆସିଥିବା ମନ୍ଦିର ସୁପରଭାଇଜର ରାଜିକିଶୋର ମହାପାତ୍ରଙ୍କୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ୍ । ନୋଟିସ୍ ହୋଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।
ଗର୍ଭ ଯନ୍ତ୍ରଣାରେ ଛଟପଟ କିରାଣୀଙ୍କୁ ଡାକ୍ତରଖନା ଛାଡ଼ିଲେନି ସିଡିପିଓ । ଚାଲିଗଲା ମହିଳା କିରାଣୀଙ୍କ ଗର୍ଭରେ ଥିବା ନିଷ୍ପାପ ଶିଶୁର ଜୀବନ ।
ନଭେମ୍ବରରେ ଆଉ ଏକ ବାତ୍ୟା ଆସିବା ନେଇ IMD କିମ୍ବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଖଡ଼ିରତ୍ନ ପଞ୍ଜିକାରେ ଏହାକୁ ନେଇ ସୂଚନା ରହିଛି ।
ଗୁଜରାଟ ଭଦୋଦରାରେ C-295 ଯୁଦ୍ଧ ବିମାନ ନିର୍ମାଣ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସାରା ଦେଶରେ ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଲୋକ ଏହାର ସୁବିଧା ପାଇବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ କାର୍ଡ ଇସ୍ୟୁ କରାଯିବ ।
ଗତ ସରକାରରେ କୋଠା ବାଡ଼ି ଏତେ ନିମ୍ନମାନର ନିର୍ମାଣ ହେଉଥିଲା କି କେଉଁଠୁ ଚୂନ ଖସି ଯାଉଥିଲା ତ୍ ପୁଣି କେଉଁଠି ଗୋଟିଏ ବର୍ଷାରେ ରାସ୍ତା ଧୋଇ ହୋଇ ଯାଉଥିଲା।
ଖୁବ୍ ଶୀଘ୍ର ମିଳିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା । ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା।
ରାଜରାସ୍ତାରେ ଗଡ଼ିବନି ୧୩ଶହ ଆମ୍ବୁଲାନ୍ସ । ଆନ୍ଦୋଳନରେ ବସିବେ ୬ ହଜାରରୁ ଉର୍ଦ୍ଧ୍ବ ଆମ୍ବୁଲାନ୍ସ କର୍ମଚାରୀ ।
ସରକାରୀ ମେଡିକାଲ୍ରେ ପ୍ରସବ କରାଇବାକୁ ନର୍ସ ୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ। ଅନୁଗୁଳ ପାଲଲହଡ଼ା ଉପଖଣ୍ଡ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଛି ଏହି ଅଭିଯୋଗ।
ଜେନେରେଟରରୁ ଚାର୍ଜିଂ ହେଉଛି ପୁଳା ପୁଳା ଫୋନ୍ । ଫୋନ୍ ଗୋଟିଏ ଘଣ୍ଟା ଚାର୍ଜ କଲେ ଦେବାକୁ ପଡ଼ୁଛି ୨୦ ଟଙ୍କା ।
ବାତ୍ୟା ଦାନା ପ୍ରଭାବରେ ଉପର ମୁଣ୍ଡରୁ ପାଣି ଆସିବା ପରେ କାଂଶବାଂଶ ନଈ ଫୁଲିବା କାରଣରୁ ବରଣ୍ଡୁଆ ଏବଂ ସୁଦର୍ଶନପୁର ପଞ୍ଚାୟତର ଶତାଧିକ ହେକ୍ଟର ଚାଷ ଜମିରେ ପାଣି ମାଡି ରହିଥିବା ବନ୍ୟା ଜଳ ଏବେ ଗାଁ ଭିତରକୁ ପ୍ରବେଶ ହେଉଛି।
କମଳାପଦର ଗାଁରେ ହୁତୁହୁତୁ ହୋଇ ଜଳିଗଲା ଘର । ୩ ପରିବାରର ୧୦ ବଖରା ଘର ନିଆଁରେ ଭସ୍ମୀଭୂତ ହୋଇଯାଇଛି ।
ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟ SNCUରେ ସାଂଘାତିକ ତ୍ରୁଟି ଅଭିଯୋଗ । ଗୁରୁତର ନବଜାତ ଶିଶୁପୁତ୍ର ବଦଳରେ ନବଜାତ ଝିଅକୁ ରେଫର ।
ଜେଲ୍ ଭିତରେ ୱାର୍ଡରଙ୍କୁ କିଛି କଏଦୀ ପିଟିଥିବା ଅଭିଯୋଗ । ବାଜିଲା ଏମର୍ଜେନ୍ସି ସାଇରନ୍, ଜେଲ୍ରେ ଲକ୍ଷ୍ମୀସାଗର ପୋଲିସ ।
ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ଲ୍ୟାଣ୍ଡଫଲ୍ ପରେ ପାଣିପାଗ ବିଭାଗ ୩ ଜିଲ୍ଲାକୁ ରେଡ୍ ୱାର୍ଣିଂ ଜାରି କରାଯାଇଛି ।
ବାତ୍ୟା ପାଇଁ ଧାମରା ବନ୍ଦରରେ ଫସିଲା ୨ ଟ୍ରଲର । ଫସିଥିବା ଟ୍ରଲର ଦୁଇଟି ପଶ୍ଚିମବଙ୍ଗର ସୂଚନା ।
ଦିନ ୧ଟା ସୁଦ୍ଧା ଗଛ ପଡିଥିବା ସମସ୍ତ ରାସ୍ତାରୁ ଅବରୋଧ ହଟିବ ଏବଂ ସଂଧ୍ୟା ସୁଦ୍ଧା ସବୁ ଅଞ୍ଚଳକୁ ବିଜୁଳି ଯୋଗାଣ ସ୍ବାଭାବିକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଆତଙ୍କବାଦୀମାନେ ସେନା ଗାଡ଼ି ଉପରେ କରିଥିବା ହମଲାରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ସେହିପରି ସୁରକ୍ଷାକର୍ମୀଙ୍କ ଜନିଷ ନେବା ଆଣିବା କରୁଥିବା ୨ ଜଣ ପୋର୍ଟର ମଧ୍ୟ ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି।