• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର� ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

They Stole My Child as I\'m Visually Impaired, Please Return Him Back to Me: Bhubaneswar Woman
ମୋ କ୍ଷୀର ଖିଆ ଛୁଆକୁ କିଏ ଚୋରେଇ ନେଇଛି...

ମୁଁ ଦେଖି ପାରୁନି ବୋଲି ମୋ କ୍ଷୀର ଖିଆ ଛୁଆକୁ କିଏ ଚୋରେଇ ନେଇଛି। ମୁଁ ଅନୁରୋଧ କରୁଛି, ମୋ ପିଲାକୁ ଫେରେଇ ଦିଅ...

Why Was Odia Jatra Artist Nari Panda Boycotted by Troupe Owners? Watch OTV\'s Exclusive Report
ପ୍ରଥମେ ପୀୟୂଷ ତ୍ରିପାଠୀ ଆଉ ଏବେ ନରି ପଣ୍ଡା

ପ୍ରଥମେ ପୀୟୂଷ ତ୍ରିପାଠୀ ଆଉ ଏବେ ନରି ପଣ୍ଡା। ଯାତ୍ରା ମାଲିକଙ୍କ ମାଡ଼, ସିସିଟିଭି ଫୁଟେଜ୍ ଭାଇରାଲ ଆଉ ଏବେ ପୀୟୂଷ ଟଙ୍କା ଫେରାଇବା..ଯାତ୍ରା ଇଣ୍ଡଷ୍ଟ୍ରିର ଯେପରି ପିଛା ଛାଡ଼ୁନି ବିବାଦ। ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ପୀୟୂଷ ସିନା ଟଙ୍କା ଫେରାଇଦେଲେ, ବିବାଦ ସମାଧାନ...

Widespread Violence Erupts in West Bengal Over Waqf Bill; CAPF Deployed in Murshidabad
ୱକ୍ଫ ବିଲ୍ ବିରୋଧରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା

ୱକ୍ଫ ବିଲ୍ ବିରୋଧରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା। ହିଂସା ପ୍ରଭାବିତ ମୁର୍ସିଦାବାଦରେ କେନ୍ଦ୍ରୀୟ ଫୋର୍ସ ମୁତୟନ। ଧୂଲିଆନ, ଶମସେରଗଞ୍ଜ, ଜଙ୍ଗିପୁର ଅଞ୍ଚଳରେ ଚାପା ଉତ୍ତେଜନା। ମୁର୍ସିଦାବାଦ ଜିଲ୍ଲାରେ ହିଂସାରେ ୩ ଜଣଙ୍କ ମୃତ୍ୟୁ, ୧୫୦ରୁ ଅଧିକ ଗିରଫ।

Kalbaisakhi Brings Respite from Heat; Thunderstorms and Rain Likely Across Odisha Till April 17
କାଳବୈଶାଖୀ କମାଇଲା ତାତି

କାଳବୈଶାଖୀ କମାଇଲା ତାତି। ଆସନ୍ତା ୧୭ ତାରିଖ ଯାଏ ବର୍ଷିବ କାଳବୈଶାଖୀ ବର୍ଷା। ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପାଣିପାଗ ବିଭାଗର ଆକଳନ ଅନୁସାରେ ୧୩, ୧୪ ଓ ୧୫ ତାରିଖରେ କାଳବୈଶାଖୀ...

Mega Water Project Odisha
Mega Water Project Odisha: ସରୁନି ମେଗା ପାନୀୟ ଜଳ ପ୍ରକଳ୍ପ କାମ; ପାଣି ପାଇଁ ଛଟପଟ ୩୦ ପଂଚାୟତ...

ଜଗତସିଂହପୁର ବାଲିକୁଦା ବ୍ଲକ୍ ଆମ୍ବଶାଳର ମେଗା ପାନୀୟ ଜଳ ପ୍ରକଳ୍ପ। ୬ ବର୍ଷ ହେଲା ତିଆରି ଚାଲିଛି ଯେ ଚାଲିଛି। 

Sea Engulfing Villages
Sea Engulfing Villages: ସମୁଦ୍ର ଆଁରେ ହଜିଯିବ କି ଗାଁ ! ବସତିକୁ ଗିଳିଦେବନି ତ ସର୍ବଗ୍ରାସୀ ସମୁଦ୍ର ?

ବିପଦ ମୁହଁରେ ଠିଆ ହୋଇଛି ବାଲେଶ୍ୱର ସଦର ବ୍ଲକର ୪ଟି ଗାଁ। ଜୁଆର ମାଡ଼ରେ ଉଚ୍ଚ ବାଲି ବନ୍ଧ, ଝାଉଁ ଜଙ୍ଗଲ ଧୋଇ ଯାଉଛି। ଏମିତି ଯଦି କୂଳ ଖାଇବ, ଯେ କୌଣସି ସମୟରେ ସମୁଦ୍ର ଆଁରେ ଚାଲି ଯାଇପାରେ ବାସ ଓ ବସତି। 

Odisha Police Encounter Strategy
Odisha Police Encounter Strategy: ଅପରାଧୀଙ୍କୁ ସାବାଡ୍ ପାଇଁ ଓଡ଼ିଶା ପୋଲିସ୍ ଆପଣାଇଛି କି ୟୁପି ଫଣ୍ଡା ? 

ରାଜ୍ୟକୁ ଅପରାଧ ଓ ଅପରାଧୀ ମୁକ୍ତ ପାଇଁ ତିଆରି ହୋଇଛି କି ସ୍ପେଶାଲ୍ ଷ୍ଟ୍ରାଟେଜି ? କ୍ରମାଗତ ଏନକାଉଣ୍ଟର ପରେ ଏବେ ବଢ଼ିଛି ଏଭଳି ଚର୍ଚ୍ଚା।

ORERA Cracks Down on Real Estate Firm Using Railway Land
Real Estate Project Controversy: ବିଲଡରଙ୍କୁ ଓରେରାର ବଡ଼ ଛାଟ; ମହଙ୍ଗା ପଡ଼ିଲା ରେଲୱେ ଜମିରେ ରାସ୍ତା କରିବା...

ରେଲୱେ ଜମିକୁ ରାସ୍ତା କରି ଆପାର୍ଟମେଣ୍ଟ ପ୍ରୋଜେକ୍ଟ ! ବିଲଡର ସଂସ୍ଥା ଉପରେ ପଡ଼ିଲା ରେରା ଛାଟ। ଗୋଟିଏ ପ୍ରକଳ୍ପର ପଞ୍ଜୀକରଣ ପ୍ରତ୍ୟାହୃତ। ଆଉ ଗୋଟିଏର ବିକ୍ରିବଟା ଉପରେ ଅଙ୍କୁଶ। 

Preparations Begin in Puri for Lord Jagannath’s Chandan Yatra
Chandan Yatra Festival Preparations: ଚନ୍ଦନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସଜବାଜ; ନରେନ୍ଦ୍ର ପୁଷ୍କରିଣୀରୁ ଉଦ୍ଧାର ହେଲା ଶ୍ରୀଜିଉଙ୍କ ଡଙ୍ଗା...

ବର୍ଷତମାମ୍ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା ଓ ଭଦ୍ରା ସହ ବୈଜୟନ୍ତି ନାମକ ୫ଟି ଡଙ୍ଗାକୁ ପୁଷ୍କରିଣୀରୁ ଉଦ୍ଧାର କରିଛନ୍ତି ଭୋଇ ସେବକ । ପ୍ରତିବର୍ଷ ମହାପ୍ରଭୁଙ୍କର ଚନ୍ଦନ ଯ଼ାତ୍ରା ସରିବା ପରେ ଅଥବା ହଳଦୀପାଣି ପରଦିନ ସମସ୍ତ ୫ଟି ଡଙ୍ଗାକୁ ଭଙ୍ଗାଯ଼ାଇ ଭୋଇ ସେବାୟତମାନଙ୍କ ଦ୍ୱାରା...

Supreme Court Bill Decision Deadline
Supreme Court Bill Decision Deadline: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ରାଷ୍ଟ୍ରପତିଙ୍କ ପାଇଁ ଡେଡଲାଇନ୍...

 ଇତିହାସରେ ପ୍ରଥମ ଥର ଲାଗି ରାଷ୍ଟ୍ରପତିଙ୍କ ପାଇଁ ସମୟସୀମା ଧାର୍ଯ୍ୟ କଲେ ସର୍ବୋଚ୍ଚ ଅଦାଲତ। 

Pink Micromoon in India
Pink Micromoon in India: ଆଜି ଆକାଶରେ ଦେଖାଯିବ ଗୋଲାପୀ ଜହ୍ନ; ଜାଣନ୍ତୁ କେମିତି ଦେଖିବେ...

ଚୈତ୍ର ପୂର୍ଣ୍ଣିମାରେ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଆସନ୍ତାକାଲି ଭାରତୀୟ ସମୟ ଭୋର୍ ୫ଟା ୫୧ରେ ପିଙ୍କ୍ ମାଇକ୍ରୋମୁନ୍ ଦେଖିବାକୁ ମିଳିବ। 

Dark cloud cover witnessed over Bhubaneswar
Twin City Rain Alert: ବଦଳିଲା ପାଗ, ତାତିରୁ ମିଳିଲା ଆଶ୍ବସ୍ତି; ଟ୍ବିନ୍ ସିଟିକୁ ବର୍ଷା ଆଲର୍ଟ...

ଭୁବନେଶ୍ବର ଆକାଶରେ କଳାହାଣ୍ଡିଆ ମେଘ । କଳାହାଣ୍ଡିଆ ମେଘ ସହ ରାଜଧାନୀରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ରାଜଧାନୀର କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ଆରମ୍ଭ ହୋଇଛି। 

Murder in Broad Daylight
Murder in Broad Daylight: ସୁଧ ଟଙ୍କା ହେଲା କାଳ; ବିଚ୍ ରାସ୍ତାରେ ଦିନ ଦ୍ବିପହରରେ ହତ୍ୟା...

ବାଡିରେ ପିଟି ଟାଙ୍ଗିଆରେ ହାଣି ହତ୍ୟା । ସ୍ବାମୀଙ୍କୁ ହରାଇ କାନ୍ଦି କାନ୍ଦି ମାଟିରେ ଲୋଟିପଡୁଛି ପତ୍ନୀ। କହୁଛି ମୋ ସ୍ବାମୀକୁ କିଏ ମାରିଦେଲା। ସେ କାହାର ଟଙ୍କା ନେଇ ନାହାନ୍ତି। 

Sunrisers Hyderabad vs Punjab Kings 2025
Sunrisers Hyderabad vs Punjab Kings 2025: ବିଜୟ ଧାରାକୁ ଫେରିବ କି SRH ? କେମିତି ରହିବ ପାଗ ? ଜାଣନ୍ତୁ...

ଆଜି ରାତ୍ରି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ଭେଟିବାକୁ ଯାଉଛି । ୪ଟି ମ୍ୟାଚ ହାରି ସାରିଥିବା ଘରୋଇ ସନରାଇଜର୍ସ ବିଜୟ ଧାରାକୁ ଫେରିବା ପାଇଁ ବ୍ୟାକୁଳ । ମାତ୍ର ପଞ୍ଜାବ କିଙ୍ଗ୍‌ସ ବିଜୟ ଜାରି ରଖିବାକୁ ପ୍ରସ୍ତୁତ । 

Indian Railways Taktal Ticket Booking Changes
Indian Railways Taktal Ticket Booking Changes: ତତ୍କାଳ ବୁକିଂରେ ବଡ଼ ପରିବର୍ତ୍ତନ, ଏବେ କ୍ୟାନସଲ୍‌ ହେଲେ ପାଇବେ ଟଙ୍କା...

ଏପ୍ରିଲ ୧୦ ତାରିଖରୁ ଭାରତୀୟ ରେଲ ବିଭାଗ ତତ୍କାଳ ଟିକେଟ୍‌  ବୁକିଂରେ ନିୟମ ପରିବର୍ତ୍ତନ ଆଣି ସାରିଛି । ଯାହା ଆପଣ ଜାଣିବା ନିହାତି ଆବଶ୍ୟକ । 

False Rape & Affair Allegations Push Man to End His Life Kendrapara
Social Media and Defamation: ଅସହ୍ୟ ହେଲା ୟୁଟ୍ୟୁବରେ ଖବର ପ୍ରସାରଣ; ଶେଷରେ ହାରିଦେଲେ ଜୀବନ !

ଦୁଷ୍କର୍ମ ଅଭିଯୋଗର ବଦନାମ ଆଉ ସହି ହେଲାନି। ଶେଷରେ ଜୀବନ ହାରିବାକୁ ବାଧ୍ୟ ହେଲେ। ଦୁଷ୍କର୍ମ ଓ ପରକୀୟା ପ୍ରୀତି ଭଳି ସଙ୍ଗୀନ ଅଭିଯୋଗ ପରେ ମାନସିକ ନିର୍ଯାତନା ସହି ପାରିନଥିଲେ ଗଛରେ ଝୁଲି ପଡିଲେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ଅଞ୍ଚଳର ବଂଶୀଧର ମିଶ୍ର। 

Builder Murder in Bhubaneswar
Builder Murder in Bhubaneswar: ଜାଗାବାଡି ବିବାଦକୁ କେନ୍ଦ୍ର କରି ବିଲଡରଙ୍କୁ ହତ୍ୟା !

ଜାଗାବାଡି ପଜେସନ ପାଇଁ ଯାଇଥିବା ବେଳେ ସ୍ପଟ୍ ଉପରେ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ତୁରନ୍ତ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ଆଣି ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। 

25-Year Conflict Resolution
25-Year Conflict Resolution: ଅଢେଇ ଦଶନ୍ଧିର ସଂଘର୍ଷରେ ଲାଗିବ ବିରାମ; ଭିଟାମାଟିକୁ ଫେରିବେ ୫୦ ପରିବାର...

ଗାଁରେ ପୁନବସତି ପାଇଁ ଚାଲିଛି ପ୍ରସ୍ତୁତି। ଦୀର୍ଘ ୨୫ ବର୍ଷ ପରେ ଭିଟାମାଟିକୁ ଫେରିବେ ଲୋକେ। ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବାଲିଛାଇ ଗାଁର ସେହି ୫୦ ପରିବାରର ଲୋକ ଯେଉଁମାନଙ୍କ ଫେରିବା ପାଇଁ ପଥ ପରିଷ୍କାର କରିଛି ପ୍ରଶାସନ।

Rourkela’s Commissionerate Status
Rourkela Police Commissionerate Status: ବଢୁଛି ଜନସଂଖ୍ୟା, ଲମ୍ବୁଛି ସହର: ରାଉରକେଲାରେ କେବେ କାର୍ଯ୍ୟକ୍ଷମ ହେବ କମିଶନରେଟ୍ ବ୍ୟବସ୍ଥା ?

ରାଉରକେଲାରେ କେବେ କାର୍ଯ୍ୟକ୍ଷମ ହେବ କମିଶନରେଟ୍ ? ଘୋଷଣା ପରେ ବି କାହିଁକି ଲାଗୁ ହେଉନି କମିଶନରେଟ୍ ବ୍ୟବସ୍ଥା ? 

Samela Pradhan Returns Home
Samela Pradhan Returns Home: ସାରିଥିଲା ଶୁଦ୍ଧିକ୍ରିୟା; ୩୭ ବର୍ଷ ପରେ ସ୍ତ୍ରୀ, ପୁଅ ସହ ଘର ବାହୁଡିଲେ ସାମେଲ୍...

ଦିନେ କାହାକୁ ନଜଣାଇ ଘର ଛାଡ଼ିଥିବା ପୁଅ ୩୭ ବର୍ଷ ପରେ ଜନ୍ମମାଟିକୁ ଫେରିଛି। ଶୋଭାଯାତ୍ରାରେ ପାଛୋଟି ଆଣିଲେ ପରିବାର, ସମ୍ପର୍କୀୟ ଓ ଗାଁ ଲୋକ। ଖୁସିରେ ସମସ୍ତେ ଯେମିତି ନିଜକୁ ହଜେଇ ଦେଇଛନ୍ତି। 

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।