ଅନେକ ଲୋକ ଘିଅକୁ ଯେକୌଣସି ଖାଦ୍ୟ ସହିତ ବି ଖାଇଦିଅନ୍ତି। ଏହା ପରବର୍ତ୍ତୀ ସମୟରେ ଅନେକ କ୍ଷତି କରିଥାଏ। ତେବେ ଆସନ୍ତୁ ଏଠାରେ ଆମେ ପାଞ୍ଚଟି ଖାଦ୍ୟ ସାମଗ୍ରୀ ବିଷୟରେ ଜାଣିବା ଯାହା ସହିତ ଘିଅକୁ ମିଶାଇ ଖାଇବା ଅନୁଚିତ।
ସଲମାନ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଶିଳ୍ପ ସହିତ ଲୋକଙ୍କ ହୃଦୟରେ ରାଜ୍ କରିଆସୁଛନ୍ତି। ଯେତେବେଳେ ବି ସଲମାନଙ୍କ ଫିଲ୍ମ ବିଷୟରେ କୌଣସି ଆଲୋଚନା ହୁଏ, ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଆନ୍ତି। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହିତ ଜଡିତ କିଛି ଅଜଣା କଥା...
ମନମୋହନ ସିଂହଙ୍କ ମୃତ୍ୟୁ ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦସ୍ତଖତ ଥିବା ନୋଟ୍ କିଣିବା ପାଇଁ ଆଗ୍ରହ ଦେଖାଦେଇଛି। ବଢିଯାଇଛି ନୋଟ୍ର ମୂଲ୍ୟ। ଜାଣନ୍ତୁ ନୋଟ୍ର ମୂଲ୍ୟ…
ହିନ୍ଦୀ ବେଲ୍ଟରେ ‘ପୁଷ୍ପା ୨’ ପାଇଁ ବହୁତ କ୍ରେଜ୍ ଅଛି ଏବଂ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି। ଦେଖିବାକୁ ଗଲେ ଏହାର କାରଣ ପଛରେ ଅଛନ୍ତି ହିନ୍ଦୀ କଳାକାର। ବଲିଉଡ୍ ଅଭିନେତାମାନେ ହିଁ ସବୁ କଳାକାରମାନଙ୍କ ଭଏସ୍କୁ ଦମଦାର କରିଦେଇଛନ୍ତି।
ସାରା ବିଶ୍ୱରେ ଇନଷ୍ଟାଗ୍ରାମ ଏମିତି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରିଣତ ହୋଇଛି ଯେଉଁଠାରେ ଲୋକମାନେ ଅଧିକ ସକ୍ରିୟ ଅଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି ସୋସିଆଲ ମିଡିଆ ଇନ୍ଫ୍ଲ୍ୟୁଏନ୍ସର ଏବଂ ସେଲିବ୍ରିଟିଙ୍କ ନାଁ କହିବୁ ଯେଉଁମାନଙ୍କର ୨୦୨୪ ମସିହାରେ ଇନ୍ଷ୍ଟାଗ୍ରାମ୍ରେ ସର୍ବାଧିକ ଫଲୋର୍ସ ହୋଇଛନ୍ତି।
ଆଜି ବକ୍ସିଂ ଡେ’। ଏମିତି ନାଁ କାରଣରୁ ଆପଣ ନିଶ୍ଚିତ ଭାବୁଥିବେ ‘ବକ୍ସିଂ ଡେ’ ସହିତ ବକ୍ସିଂ କ୍ରୀଡାର ସମ୍ପର୍କ ଅଛି। କିନ୍ତୁ ଏପରି ଆଦୌ ନୁହେଁ। ଯଦିଓ ଏହି ଦିନର ଉତ୍ପତ୍ତି ସ୍ପଷ୍ଟ ଭାବେ ଜଣା ପଡିନାହିଁ।
ଏନେଇ ଓଡିଶା ପୋଲିସ୍ ନିଯୁକ୍ତି ବୋର୍ଡ (OPRB) ଏକ ସଂକ୍ଷିପ୍ତ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ୯୦୦ ଅଧିକ ପଦବୀ ପୂରଣ ହେବ। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଅଲ୍ଲୁ ଅର୍ଜୁନଙ୍କ ବ୍ୟବହାରରେ କ୍ରୋଧିତ ହୋଇ କଂଗ୍ରେସ ବିଧାୟକ ଭୂପତି ରେଡ୍ଡୀ ଚେତାବନୀ ଦେଇଛନ୍ତି ଯେ ସେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମକୁ ଚଲେଇବାକୁ ଦେବେ ନାହିଁ। ଫିଲ୍ମକୁ ନେଇ କରିଛନ୍ତି ଏମିତି କଟାକ୍ଷ।
ମିଷ୍ଟର ପରଫେକ୍ଶନିଷ୍ଟ ଅମୀର ଖାନ ପରଦାରେ ତାଙ୍କ ଚରିତ୍ରମାନଙ୍କ ସହିତ କୌଣସି ଆପୋଷ ବୁଝାମଣା କରନ୍ତି ନାହିଁ। କିନ୍ତୁ ବ୍ୟକ୍ତିଗତ ଜୀବନରେ ଅଭିନେତାଙ୍କର ତୁମ-ଆମ ଭଳି ଅନେକ ତ୍ରୁଟି ଥିବା ସେ ନିଜେ ସ୍ୱୀକାର କରିଛନ୍ତି।
ଅଟଳ ବିହାରୀ ବାଜପେୟୀଙ୍କୁ ନେଇ ରହିଛି ଅନେକ ଅଜଣା କଥା। ସେଥିମଧ୍ୟରୁ ଗୋଟିଏ ହେଉଛି, ଉଭୟ ବାପା-ପୁଅ ସମାନ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ଏବଂ ହଷ୍ଟେଲରେ ସମାନ କୋଠରୀରେ ରହୁଥିଲେ। ଆସନ୍ତୁ ତାଙ୍କ ବିଷୟରେ ଏମିତି ଆଉ କିଛି ରୋଚକ କଥା ଜାଣିନେବା।
କିଛି ଲୋକଙ୍କ ମନରେ ଏପରି ପ୍ରଶ୍ନ ଆସେ ଯେ ସାନ୍ତା କ୍ଲଜ୍ର ପୋଷାକ ସବୁବେଳେ ନାଲି ଏବଂ ଧଳା କାହିଁକି? ତେବେ ଆସନ୍ତୁ, ଆଜି ଆମେ ଆପଣଙ୍କୁ କହିବୁ ସାନ୍ତା କାହିଁକି ଲାଲ୍ ଏବଂ ଧଳା ରଙ୍ଗର ପୋଷାକ ପିନ୍ଧୁଥିଲେ, ଏହା ପଛରେ କାହାଣୀ କ’ଣ…
ପ୍ରତିବର୍ଷ ଖ୍ରୀଷ୍ଟମାସ ପର୍ବ ୨୫ ଡିସେମ୍ବରରେ ପାଳନ କରାଯାଏ, ଯାହା ଖ୍ରୀଷ୍ଟିଆନ ଧର୍ମର ସବୁଠାରୁ ବଡ ପର୍ବ। ଏହାକୁ ଖୁବ ଧୂମଧାମର ସହିତ ପାଳନ କରାଯାଏ। ଖ୍ରୀଷ୍ଟମାସର ବିଶେଷତ୍ୱ ହେଉଛି ଏହି ପର୍ବ କେବଳ ଖ୍ରୀଷ୍ଟିଆନମାନେ ନୁହେଁ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ପାଳନ କରନ୍ତି।
ଇଣ୍ଟର୍ନସିପ୍ ଏକ ମୂଲ୍ୟବାନ ଶିକ୍ଷଣ ଅଭିଜ୍ଞତା ହେବା ଉଚିତ। ଯଦି ଆପଣ ମଧ୍ୟ ଇଣ୍ଟର୍ନସିପ୍ କରୁଛନ୍ତି କିମ୍ବା କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହାକୁ କ୍ୟାରିୟର ଦୃଷ୍ଟିକୋଣରୁ ଉପଯୋଗୀ କରିବା ପାଇଁ ଆପଣଙ୍କୁ କିଛି ଗଠନମୂଳକ ଓ ସହାୟକ ରଣନୀତି ଆପଣେଇବାକୁ ପଡିବ।
୨୫ ଡିସେମ୍ବରରେ ସମଗ୍ର ବିଶ୍ୱ ‘ଖ୍ରୀଷ୍ଟମାସ’ ଉତ୍ସବ ପାଳନ କରିବ। ଏହି ଦିନକୁ ପ୍ରାୟ ସମସ୍ତେ ଧୂମଧାମରେ ପାଳନ କରିବାକୁ ଚାହାନ୍ତି। ‘ଖ୍ରୀଷ୍ଟମାସ’କୁ ରଙ୍ଗୀନ କରିବା ନେଇ ନାଚଗୀତର ଆସର ମଧ୍ୟ ଜମେ। ତେବେ ଏହି ଦିନକୁ ପାଳନ କରିବା ପାଇଁ, ଆମେ ୫ଟି ଦମଦାର ବଲିଉଡ୍ ଗୀତର...
ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ମହିଳା ମୃତ ମାମଲାରେ ଅଲ୍ଲୁ ଅର୍ଜୁନ୍ ଗିରଫ ହେବା ଓ କଂଗ୍ରେସ ନେତାଙ୍କ ଅଭିଯୋଗ ପରେ ଅଲ୍ଲୁ ଅର୍ଜୁନ ଏବଂ 'ପୁଷ୍ପା ୨'ର ନିର୍ମାତା ତଥା ନିର୍ଦ୍ଦେଶକଙ୍କ ସମସ୍ୟା ବଢି ଯାଇଛି। ଏହି ସବୁ କଥା ଫିଲ୍ମର ନିର୍ଦ୍ଦେଶକ ସୁକୁମାରଙ୍କ ଉପରେ ଗଭୀର ପ୍ରଭାବ...
ଆଜି ଆମେ ଆପଣଙ୍କୁ ଏମିତି କିଛି ନୂଆ ରୋଗର ନାଁ କହିବୁ ଯାହା ଚଳିତ ବର୍ଷ ଆସିଛି। ଏହା ମଧ୍ୟ ସାରା ଦେଶରେ ତାଣ୍ଡବ ରଚିଛି। ଏହାରି ଭିତରେ ଏମିତି ୫ଟି ରୋଗ ଅଛି ଯାହା ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି। ଆସନ୍ତୁ ସେସବୁ ଜାଣିବା ଆଉ...
ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ଏହି ଅବସରରେ ଡିଜିଟାଲ ବଜାର ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବା ନେଇ ସରକାରୀ ସ୍ତରରେ ନିଆଯାଇଛି ଏହିସବୁ ପଦକ୍ଷେପ।
ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ପ୍ରତିଦିନ ନିଜର ଗ୍ଲାମରସ୍ ଏବଂ ହଟ୍ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥାନ୍ତି। ବି-ଟାଉନ୍ର ଏହି ସୁନ୍ଦରୀ ଅଭିନେତ୍ରୀ ପ୍ରାୟତଃ ଇନ୍ଷ୍ଟାଗ୍ରାମ୍ରେ ନିଜର ଚମତ୍କାର ଫଟୋ ଶେୟାର କରି ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଇଣ୍ଟର୍ନେଟ୍ରେ ଆସିବା ମାତ୍ରେ ତାଙ୍କ ବୋଲ୍ଡ ଷ୍ଟାଇଲ୍...
ଅଲ୍ଲୁ ଅର୍ଜୁନ ତାଙ୍କ କ୍ୟାରିୟର୍ ମଧ୍ୟରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଏଠାରେ ଆମେ ତାଙ୍କର ୧୦ଟି ଚଳଚ୍ଚିତ୍ରର ଏକ ତାଲିକା ଦେଉଛୁ, ଯାହା ତାଙ୍କୁ ବକ୍ସ ଅଫିସରେ ସଫଳତା ହାସଲ କରି ଏକ ସୁପରଷ୍ଟାର କରିପାରିଛି।
ସନ୍ଧ୍ୟା ଥିଏଟରରେ ହୋଇଥିବା ଅଘଟଣ ପର ଠାରୁ ଅଲ୍ଲୁ ଅର୍ଜୁନଙ୍କ ପ୍ରତି ହାଇଦ୍ରାବାଦର ଲୋକମାନଙ୍କ ରାଗ ବଢିବାରେ ଲାଗିଛି। ଏହାରି ଭିତରେ ୨୨ ଡିସେମ୍ବର ରବିବାର ଦିନ, ଓସ୍ମାନିୟା ବିଶ୍ୱବିଦ୍ୟାଳୟର ଆଠ ଜଣ ସଦସ୍ୟ ତାଙ୍କ ଘର ଉପରେ ଆକ୍ରମଣ କରିଛନ୍ତି।