ମାନକାନଗିରି: ମାଓ ଅଧ୍ୟୁଷିତ ଛତିଶଗଡ଼ ସୁକୁମା ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ। ରକ୍ତମୁଖା ଲାଲ୍ ବାହିନୀ ଜଣେ ଯବାନଙ୍କୁ ଘରୁ ଉଠାଇ ନେଇ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସହିଦ ଯବାନ ଜଣଙ୍କ ହେଉଛନ୍ତି ବେଟି ଭୀମା। ମାଲକାନଗିରି ସୀମାନ୍ତ…
ଭୁବନେଶ୍ଵର : ଦେଶରେ ଟିକା ଯୋଗାଣରେ କୌଣସି ପାତରଅନ୍ତର କରାଯାଉ ନାହିଁ। ଜଣେ ବରିଷ୍ଠ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭ୍ୟାକ୍ସିନ୍ ଠିକ୍ ନୁହେଁ କହିବା ଦୁର୍ଭାଗ୍ୟଜନକ ଏବଂ ଏହା ଦେଶର ବୈଜ୍ଞାନିକ, ଗବେଷକଙ୍କ ପାଇଁ ଅପମାନ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା…
ଭୁବନେଶ୍ଵର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ସେ ସୂଚନା ଦେଇଛନ୍ତି ଯେ ରାଜ୍ୟରେ ଯେତେ ପଜିଟିଭ ବାହାରିବେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା, ତା’ଠାରୁ ବହୁତ କମ୍ ରହିଛି ସଂକ୍ରମଣ।…
ନୂଆଦିଲ୍ଲୀ: କରୋନା ଭାଇରସ୍ର ଏହି ଦ୍ୱିତୀୟ ଲହରରେ ଅନେକ ଲୋକ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି। ସେ ସାଧାରଣ ଲୋକ ହୁଅନ୍ତୁ ବା କୌଣସି କୋଟିପତି। ଏଥିରେ ଚଳଚ୍ଚିତ୍ର ଦୁନିଆର ଅନେକ ତାରକା ମଧ୍ୟ ସାମିଲ ଅଛନ୍ତି। ହିନା ଖାନ, ସ୍ନେହା ପଣ୍ଡିତ,…
ଗତ ବର୍ଷ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇବାରେ ସାହାଯ୍ୟ କରିଥିବା ସୋନୁ ସୁଦ ଏଥର ଅଭାବୀ ଲୋକଙ୍କ ପାଖରେ ଅମ୍ଳଜାନ ପହଞ୍ଚାଇବାର ଦାୟିତ୍ଵ ନେଇଛନ୍ତି। ଏହି ଦାୟିତ୍ଵକୁ ସେ ମଧ୍ୟ ପୂର୍ଣ୍ଣ ଭାବେ ପାଳନ କରୁଥିବା ତାଙ୍କ କାର୍ଯ୍ୟକଳାପରୁ ଦେଖାଯାଏ।
ଯଦି ଆପଣ ଭାବୁଛନ୍ତି ଯେ ଆପଣ ଆଇକ୍ରିମ୍ ବଦଳରେ ଏକ ସାଧାରଣ ମଶ୍ଚରାଇଜରରେ କାମ ଚଳେଇଦେବେ ତେବେ ଆପଣ ଭୁଲ୍ ଚିନ୍ତାଧାରା। ବାସ୍ତବରେ, ଆଖିର ଚାରିପାଖ ଅତ୍ୟନ୍ତ ସୂକ୍ଷ୍ମ ଏବଂ ଯତ୍ନର ଅଭାବରୁ ଏହା ଖରାପ ହେବାରେ ଲାଗେ।
କରୋନା ସଂକ୍ରମିତଙ୍କ ଶୌଚାଳୟ ବ୍ୟବହାର କରିବା ଦ୍ଵାରା ଅନ୍ୟମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଗୋଟିଏ ସୋସାଇଟିରେ ଥିବା ବିଲଡିଂର ଗୋଟିଏ ପ୍ଲେଟର ଶୌଚାଳୟରୁ ଅନ୍ୟଏକ ଶୌଚାଳୟକୁ କରୋନା ଜୀବାଣୁ ବ୍ୟାପିପାରେ କି?
ଆମେ ସମସ୍ତେ ଏଣ୍ଡୁଅ ରଙ୍ଗ ବଦଳାଇବା ବିଷୟରେ ଶୁଣିଛୁ, କିନ୍ତୁ ପାହାଡର ରଙ୍ଗ ପରିବର୍ତ୍ତନ କରିବାର ଘଟଣା ନିଶ୍ଚିତ ଆଶ୍ଚର୍ଯ୍ୟ କରିବା କଥା। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଏହା ବିଚିତ୍ର ନିଶ୍ଚିତ, କିନ୍ତୁ ଅଷ୍ଟ୍ରେଲିଆର ଏକ ପାହାଡ ସକାଳରୁ ସନ୍ଧ୍ୟା…
କରୋନା ଭାଇରସ୍ ସମଗ୍ର ଦେଶକୁ ହତାଶ କରିଦେଇଛି। ଧନ ଜୀବନ ନଷ୍ଟ ହେବା ସହିତ ଦେଶର ଲକ୍ଷ ଲକ୍ଷ ଲୋକ ଏହି ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଜଣାନାହିଁ ନିଜର ଆବଶ୍ୟକତା ପୂରଣ କରିବା ପାଇଁ କେତେ ଯେ…
ମୁମ୍ବାଇ: ବିଗ୍ ବସ୍-୧୪ର ପ୍ରତିଯୋଗୀ ତଥା ବଲିଉଡ ଡ୍ରାମା କୁଇନ ରାଖୀ ସାୱନ୍ତ ତାଙ୍କ ନିଆରା ମନୋଭାବ ଓ କଥା ନେଇ ସବୁବେଳେ ଚର୍ଚ୍ଚାର କେଦ୍ରବିନ୍ଦୁ ପାଲଟିଥାନ୍ତି। ସୋସିଆଲ ମିଡିଆରେ ରାଖୀ ସାୱନ୍ତଙ୍କ ଭିଡିଓ ହେଉକୁ କୌଣସି ଫଟୋ ଖୁବ ଭାଇରାଲ…
ଭୁବନେଶ୍ଵର: ରାଜ୍ୟରେ ଅଧିକ ପରିମାଣର ଟିକା ମହଜୁଦ୍ ରଖିବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଗ୍ଲୋବାଲ୍ ଟେଣ୍ଡର। ରାଜ୍ୟବାସୀଙ୍କୁ କରୋନା ଟିକା ଯୋଗାଇବା ଉଦ୍ଦେଶ୍ୟରେ ଗ୍ଲୋବାଲ ଟେଣ୍ଡରକରି ଟିକା କିଣିବ ସ୍ଵାସ୍ଥ୍ୟ ବିଭାଗ। କ୍ୟାବିନେଟର ଅନୁମୋଦନ ପରେ ରାଜ୍ୟ ସରକାର ଗ୍ଲୋବାଲ…
ମୁମ୍ବାଇ: ବଲିଉଡ ଶେହେନଶାହ ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଅମିତାଭଙ୍କ ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ପରଦାରେ ଦେଖିବା ସହ ତାଙ୍କ ଗମ୍ଭୀର ସ୍ଵରର ଝଲକ ଶୁଣିବାକୁ ପାଇବେ, କାରଣ ବିଗ୍ ବି କୌନ ବନେଗା କରୋଡପତି-୧୩…
କରୋନା ଲକଡାଉନ୍ କାରଣରୁ ଦୀର୍ଘ ସମୟ ଧରି ଘରେ ରହୁଥିବା ପିଲାମାନେ ନିଜକୁ ମନୋରଞ୍ଜନ କରିବା ପାଇଁ ଅଧିକ ସମୟ କମ୍ପ୍ୟୁଟର କିମ୍ବା ମୋବାଇଲରେ ଦେଉଛନ୍ତି। ତେବେ ଏହି ସମୟରେ ଆପଣ ପିଲାମାନଙ୍କୁ ମନୋରଞ୍ଜନ କରିବା ପାଇଁ କିଛି ବିଶେଷ ଚଳଚ୍ଚିତ୍ର…
ଯୋଗ ଭାରତୀୟ ପରମ୍ପରାର ଏକ ପ୍ରାଚୀନ ଅଭ୍ୟାସ। ଯୋଗ ମନ, ଶରୀର, ଆତ୍ମାକୁ ସନ୍ତୁଳନ କରିବା ସହିତ ଏକ ସୁସ୍ଥ ଜୀବନ ଜୀଇବାରେ ମାର୍ଗ ଦେଖାଇଥାଏ। ଏକ ସକରାତ୍ମକ ଓ ସର୍ଜନାତ୍ମକ ଜୀବନ ପାଇଁ ଯୋଗ ହିଁ ଏକମାତ୍ର ବିକଳ୍ପ। ଅନେକ…
ବୈଜ୍ଞାନିକମାନେ ମାନବ ମସ୍ତିଷ୍କକୁ ଦୁନିଆର ସବୁଠାରୁ ରହସ୍ୟମୟ ଜିନିଷ ଭାବରେ ବିବେଚନା କରନ୍ତି। ଏହାର କାର୍ଯ୍ୟ କରିବାର ପଦ୍ଧତି ଶତାବ୍ଦୀ ଧରି ଅନୁସନ୍ଧାନ କରାଯାଇଆସୁଛି। ବୈଜ୍ଞାନିକମାନେ ମଧ୍ୟ ଏହି ମସ୍ତିଷ୍କର ବିବର୍ତ୍ତନକୁ ବୁଝିବାକୁ ଚେଷ୍ଟା କରୁଛନ୍ତି। ମାନବ ମସ୍ତିଷ୍କ ବିକାଶର କ୍ରମକୁ…
ବଲାଙ୍ଗିର: ଓଟିଭି ଖବରର ପ୍ରଭାବ। ଲାଞ୍ଚ କାରବାର ଧରାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ। ପାଟଣାଗଡ଼ ଏଡିଏମ୍ଓ ବାଚସ୍ପତି ଦାସଙ୍କୁ ବଦଳି କରାଯାଇଥିବା ବେଳେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ଆଟେଣ୍ଡାଣ୍ଟ ଶଚିକାନ୍ତ ମିଶ୍ରଙ୍କୁ ସସ୍ପେଣ୍ଡ କରାଯାଇଛି। ଗୋଟିଏ ଅପରେସନ ପାଇଁ ବାଚସ୍ପତି ଦାସ…
ନୂଆଦିଲ୍ଲୀ: ବଲିଉଡ୍ ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତଙ୍କୁ ‘ଡ୍ୟାନ୍ସ ଦିୱାନେ-୩’ର ଗତ କିଛି ଏପିସୋଡରେ ଦେଖିବାକୁ ମିଳୁ ନାହିଁ, କିନ୍ତୁ ଶୋ’ର ପ୍ରତିଯୋଗୀମାନେ ଦର୍ଶକଙ୍କୁ ସେମାନଙ୍କର ଚମତ୍କାର ପ୍ରଦର୍ଶନ ଦ୍ୱାରା ଆକର୍ଷିତ କରି ରଖିଛନ୍ତି। ଏହି ଶୋ’ରେ ବଲିଉଡର ଡ୍ୟାନ୍ସିଂ କୁଇନ…
ନୂଆଦିଲ୍ଲୀ: ସାରା ଦେଶରେ କରୋନା ଏକ ହାହାକାର ସୃଷ୍ଟି କରିଛି। ସବୁ ଜାଗାରେ ଲୋକମାନେ କରୋନା ମହାମାରୀ ସହିତ ସଂଘର୍ଷ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଯେ ଲୋକ ପ୍ରାଣ ହରାଇଲେଣି ତାହା ଜଣା ନାହିଁ। ଡାକ୍ତରଖାନାଗୁଡ଼ିକରେ ରୋଗୀମାନଙ୍କୁ ନା ଶଯ୍ୟା…
ସାରା ଦେଶରେ କରୋନାଭାଇରସ୍ ଲୋକଙ୍କୁ ଚିନ୍ତାରେ ପକାଇଛି। ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ଲକଡାଉନ୍ ଲଗାଯାଇଛି। ଲୋକେ ସାମାଜିକ ଦୂରତା କରି ଘରେ ରହୁଛନ୍ତି। ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବା…
ସମ୍ପ୍ରତି ଚାଇନାର ଲଙ୍ଗ ମାର୍ଚ୍ଚ ୫-ବି ରକେଟ୍ ଅନିୟନ୍ତ୍ରିତ ହୋଇ ପୃଥିବୀ ଅଭିମୁଖେ ଖସୁଥିଲା। ଏଥିରୁ ଆଶଙ୍କା କରାଯାଉଥିଲା ଯେ ଏହାର ଭାରୀ ଆବର୍ଜନା ପୃଥିବୀ ପୃଷ୍ଠରେ ପହଞ୍ଚି ବଡ଼ ଧରଣର ଅଘଟଣ ଘଟାଇପାରେ। କିନ୍ତୁ ରବିବାର ଏହା ଭାରତ ମହାସାଗରର…