ତରଙ୍ଗ ପ୍ଲସ୍ OTT ପ୍ଲାଟଫର୍ମରେ ଓଡ଼ିଆ ୱେବସିରିଜ୍ ‘ଚିଟଫଣ୍ଡ’ ରିଲିଜ। ମହାଠକେଇର ଗୁମର କାହାଣୀ ଦେଖୁଛନ୍ତି ଦର୍ଶକ। ୱେବ୍ ସିରିଜରେ ରହିଛି ଚିଟଫଣ୍ଡ ସଂସ୍ଥାଙ୍କ ମାୟାଜାଲର କାହାଣୀ। ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରୁଛି ୱେବସିରିଜ୍ ‘ଚିଟଫଣ୍ଡ’ର କାହାଣୀ।
ଦ୍ୱାଦଶ ପରେ ଅନେକ ଛାତ୍ର ପାଠ ପଢାର ଅଧିକ ଚାପ ନ ନେଇ ମେଡିକାଲ୍ ଡିପ୍ଲୋମା କିମ୍ବା ସାର୍ଟିଫିକେଟ୍ କୋର୍ସରେ ଆଡ୍ମିଶନ୍ କରନ୍ତି। ଦ୍ୱାଦଶ ପରେ ଗୋଟିଏ ବର୍ଷରେ ଅନେକ ଡାକ୍ତରୀ କୋର୍ସ କରାଯାଇପାରିବ ତାହା ପୁଣି ବିନା NEETରେ।
୨୦୨୫ ଆରମ୍ଭ ହେଉ ହେଉ ଖେସରୀ ଲାଲ ନିଜ ଗୀତ ସହିତ ଇଣ୍ଟରନେଟ୍କୁ ଦୋହଲାଇ ଦେଇଛନ୍ତି। ଆଜିକାଲି ଯେତେବେଳେ 'ପୁଷ୍ପା ୨'ର ରୋଜଗାର ବଡ଼ ବଡ଼ ଚଳଚ୍ଚିତ୍ର ନିର୍ମାତାଙ୍କ ଝାଳ ବୁହାଇ ଦେଉଛି, ସେତେବେଳେ ଭୋଜପୁରୀ ସିନେମା ମେଗାଷ୍ଟାର ଖେସରି ଲାଲ ଯାଦବଙ୍କ ଏକ ଗୀତ ଚର୍ଚ୍ଚାରେ ଅଛି।
ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗେମ୍ ଚେଞ୍ଜର୍’ର ଟ୍ରେଲର ଶେଷରେ ମୁକ୍ତିଲାଭ କରିଛି। ଟ୍ରେଲର୍ରେ ରାମ ଚରଣଙ୍କୁ ଆକ୍ସନ୍ ଅବତାରରେ ଦେଖିବାକୁ ମିଳେ। ଚଳଚ୍ଚିତ୍ରଟି ୧୦ ଜାନୁଆରୀ ୨୦୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
ନୂତନ ଅଧ୍ୟୟନରେ ସିଗାରେଟ୍ ବିଷୟରେ ଏପରି କିଛି ପ୍ରକାଶ ପାଇଛି, ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପ୍ରତିଦିନ କେବଳ ଗୋଟିଏ ସିଗାରେଟ୍ ଟାଣିବା ଦ୍ୱାରା ଆପଣଙ୍କ ଜୀବନର ୨୦ ମିନିଟ୍ ହ୍ରାସ ପାଇବ।
୨୦୨୫କୁ ବଡିଉଡ୍ ଚ୍ୟାଲେଞ୍ଜ ଭାବେ ନେଇଛି ଆଉ ଏହାକୁ ନିଜର କରିବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଏହି ନୂଆ ବର୍ଷ ସହିତ ଆକ୍ସନ୍ ଠାରୁ ଆରମ୍ଭ କରି ଡ୍ରାମା ପର୍ଯ୍ୟନ୍ତ ସବୁକିଛି ବଲିଉଡ୍ରେ ଦେଖିବାକୁ ମିଳିବ। ଏହି ବର୍ଷ ମଧ୍ୟ ଆକ୍ସନ୍-ଥ୍ରୀଲର ଏବଂ କମେଡି-ଡ୍ରାମାରେ ପରିପୂର୍ଣ୍ଣ ରୋମାଞ୍ଚକର...
ସାଉଥ୍ର ଜଣେ ପ୍ରସିଦ୍ଧ ନିର୍ମାତା ବଲିଉଡ୍କୁ ନେଇ ଏମିତି କିଛି କହିଛନ୍ତି ଯାହାକୁ ନେଇ ପୂରା ବଲିଉଡ ଏକାଠି ହୋଇଛନ୍ତି ଆଉ ଏହି ନିର୍ମାତାଙ୍କୁ ଟାର୍ଗେଟ୍ କରୁଛନ୍ତି। ସଞ୍ଜୟ ଗୁପ୍ତା ନିର୍ମାତାଙ୍କୁ କଡା ଉତ୍ତର ଦେଇଛନ୍ତି।
ଆମ ମଧ୍ୟରୁ ଅଧିକାଂଶ ଲୋକେ ଭାବନ୍ତି ଯେ ଆମେ କାହିଁକି ଡିସେମ୍ବର ୩୧ରେ ଆନୁଷ୍ଠାନିକ ଭାବରେ ଗୋଟିଏ ବର୍ଷକୁ ବିଦାୟ ଦେବା ଏବଂ ନୂତନ ବର୍ଷକୁ ସ୍ୱାଗତ କରିବା। ଆସନ୍ତୁ ସେ ବିଷୟରେ ଜାଣିବା।
ଓଡ଼ିଶାର ସରକାରୀ ସ୍କୁଲ୍ରେ ପୂରଣ ହେବ ଶିକ୍ଷକ ପଦବୀ। ଏନେଇ OSSSC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ପଲକ ତିୱାରୀ କିଛି ଦିନ ହେବ ଡେଟିଂ ଗୁଜବ ପାଇଁ ଖୁବ୍ ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ ପଲକ ତିୱାରୀଙ୍କ ମା’ ଶ୍ୱେତା ତିୱାରୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି।
ଅନୁପମ ଖେର କହିଛନ୍ତି ଯେ ଯଦି ଜୀବନକୁ ଅଧିକ ସୁନ୍ଦର କରିବାର ଅଛି ତେବେ ପିଲାଦିନର ସାଙ୍ଗମାନଙ୍କ ସହିତ ରହିବା ଅତ୍ୟନ୍ତ ଜରୁରୀ। ସାଙ୍ଗଠାରୁ ଅଧିକ ବଡ କୌଣସି ଭିଟାମିନ୍ ନାହିଁ।
ଆଜିର ଦିନରେ, କେବଳ ପୁସ୍ତକ ଜ୍ଞାନ ଯଥେଷ୍ଟ ନୁହେଁ, ଏହା ବାଦ୍ ଜୀବନର କଳା ଶିଖାଇବା ମଧ୍ୟ ଆବଶ୍ୟକ। ଏପରି ପରିସ୍ଥିତିରେ ପିଲାମାନଙ୍କୁ ଜୀବନର କିଛି ମୂଳ ମନ୍ତ୍ର ଶିକ୍ଷା ଦେବା ବାପାମାଆଙ୍କର କର୍ତ୍ତବ୍ୟ, ଯାହା ସେମାନଙ୍କର ବ୍ୟକ୍ତିତ୍ୱର ବୃଦ୍ଧି ସହିତ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ସାହସ...
SBI ରେ ପ୍ରୋବେସନାରୀ ଅଫିସର (PO) ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
‘ସିକନ୍ଦର’ର ଟିଜର ରିଲିଜ ହୋଇଛି ଆଉ ସାରା ଇଣ୍ଟର୍ନେଟ୍ରେ ହଇଚଇ ସୃଷ୍ଟି କରୁଛି। ଏହି ଟିଜର୍ରେ ସଲମାନ ଖାନ ଏକ ଦମଦାର ଅବତାରରେ ନଜର ଆସିଛନ୍ତି, ଯାହା ପ୍ରଶଂସକଙ୍କୁ ଖୁସି କରିଦେବା ଭଳି।
୨୦୨୪ରେ ଏହିପରି କିଛି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି ଯାହା କେବଳ ଭାରତୀୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ନାହିଁ ବରଂ ବିଶ୍ୱ ସ୍ତରରେ ମଧ୍ୟ ହଇଚଇ ସୃଷ୍ଟି କରିଛି। ତେବେ ସେହି ଫିଲ୍ମଗୁଡିକ କ’ଣ ଆସନ୍ତୁ ଜାଣିବା।
ଆଜି ରାଜେଶ ଖାନ୍ନାଙ୍କୁ ଭଲପାଉଥିବା ପ୍ରତ୍ୟେକ ବ୍ୟକ୍ତି ତାଙ୍କର ୮୨ ତମ ଜନ୍ମ ବାର୍ଷିକୀ ପାଳନ କରୁଛନ୍ତି। ୟୁନାଇଟେଡ୍ ପ୍ରଡ୍ୟୁସର ଏବଂ ଫିଲ୍ମଫେୟାରର ଟାଲେଣ୍ଟ ହଣ୍ଟର ଆବିଷ୍କାର ଯତିନ ଖାନ୍ନା ଫିଲ୍ମ 'ରାଜ୍'ରୁ କେତେବେଳେ ରାଜେଶ ଖାନ୍ନା ପାଲଟିଗଲେ ତାହା ବୋଧହୁଏ ନିଜେ କାକା ମଧ୍ୟ ଅନୁଭବ କରିପାରି...
ବ୍ୟାଙ୍କ ଅଫ୍ ବରୋଦାରେ ପୂରଣ ହେବ SO ପଦବୀ। ଏନେଇ BOB ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଦିଶା ପଟାନୀ ବଲିଉଡ୍ର ସବୁଠାରୁ ହଟ୍ ଏବଂ ଫିଟ୍ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଏବେ ମନୀଷ ମଲହୋତ୍ରାଙ୍କ ନୂଆ ବର୍ଷ ପାର୍ଟୀରେ ଦିଶା ପଟାନୀଙ୍କ ଚମତ୍କାର ଷ୍ଟାଇଲ୍ ଦେଖି ଲୋକେ ପାଗଳ ହୋଇଯାଇଛନ୍ତି। ବଡୀ ଫିଟ୍ ପୋଷାକରେ ଦିଶାଙ୍କ ଖୋଲା ଚୁଟି ଏବଂ ମଡେଲ୍ ପରି ଲୁକ୍ ଦେଖି...
ପ୍ରିୟଙ୍କା ଚୋପ୍ରା ଦୀର୍ଘ ଦିନ ଧରି ଭାରତୀୟ ସିନେମାଠାରୁ ଦୂରେଇ ଅଛନ୍ତି। କୁହାଯାଉଛି ଯେ ବର୍ତ୍ତମାନ ସେ ଭାରତୀୟ ଚଳଚ୍ଚିତ୍ରକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ସୁପର୍ଷ୍ଟାର୍ଙ୍କ ସହ କରିପାରନ୍ତି କାମ।
ପ୍ରଶଂସକମାନେ ରତନ ଟାଟାଙ୍କୁ ଭୁଲି ନଥିବା ବେଳେ ବର୍ତ୍ତମାନ ୧୮ ଡିସେମ୍ବରରେ ତାଙ୍କ ଜନ୍ମଦିନରେ ତାଙ୍କର ସ୍ମୃତି ପୁଣି ତାଜା ହୋଇଯାଇଛି। । କିନ୍ତୁ ଆପଣ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ କାହାଣୀ ଜାଣିଛନ୍ତି କି? ସେ ମଧ୍ୟ ନାୟିକାଙ୍କ ପ୍ରେମରେ ପଡିଥିଲେ। ରତନ ଟାଟା ଜଣେ...