• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Practice these yoga poses while walking or moving
Yogasana: ବ୍ୟାୟାମ କରିବାକୁ ସମୟ ନାହିଁ କି… ଯିବା-ଆସିବା ଭିତରେ କରନ୍ତୁ ଏହି ୪ ଯୋଗ

ଯଦି ଆପଣ ଫିଟ୍ ଏବଂ ପାଇନ୍ ରହିବାକୁ ଚାହାଁନ୍ତି ତେବେ ନିଶ୍ଚିତ ଭାବରେ ଯୋଗ ଅଭ୍ୟାସ କରନ୍ତୁ। ସବୁଠାରୁ ଭଲ କଥା ହେଉଛି ଏଥିପାଇଁ ଆପଣଙ୍କୁ ଅଲଗା ସମୟ ବାହାର କରିବାକୁ ପଡିବ ନାହିଁ। କେବଳ ଯିଆ-ଆସିବା ଏବଂ ଆପଣଙ୍କର ଦୈନନ୍ଦିନ କାମ କରିବା ଭିତରେ କିଛି ସହଜ...

Theft protection service by google know how to enable it
Technology: ସ୍ମାର୍ଟଫୋନ୍‌ରେ କରିଦିଅନ୍ତୁ ଏହି ସେଟିଂ; ଫୋନ୍ ଚୋରି ହେଲେ ବି ରହିବ ସୁରକ୍ଷିତ

ଗୁଗୁଲର ନୂଆ ଚୋରି ସୁରକ୍ଷା ସେବା ହେଉଛି ଏପରି ଏକ ସୁରକ୍ଷା ଫିଚର୍‌, ଯାହା ଆପଣଙ୍କ ସ୍ମାର୍ଟଫୋନ୍‌କୁ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ କରିଥାଏ। ତେବେ ଏହି ସେବା କ’ଣ ଏବଂ ଏହାକୁ କିପରି ବ୍ୟବହାର କରିବା ଆସନ୍ତୁ ଜାଣିବା।

ONGC Recruitment 2025 apply for 108 post
ONGC Recruitment 2025: ଅଛି କି ଏହି ଡିଗ୍ରୀ; ମିଳିପାରେ ୧.୮ ଲକ୍ଷ ଟଙ୍କିଆ ଚାକିରି

ତୈଳ ଏବଂ ପ୍ରାକୃତିକ ଗ୍ୟାସ୍‌ ନିଗମ ଲିମିଟେଡ୍ (ONGC) ଆପଣଙ୍କ ପାଇଁ ନେଇଆସିଛି ଆସିଛି ସୁଯୋଗ। AEE ଏବଂ ଜିଓଫିଜିକ୍ ପଦବୀ ପୂରଣ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Alia bhatt enjoyed Thailand vacation with family
Alia Bhatt: ଥାଇଲ୍ୟାଣ୍ଡରେ ଆଲିଆ ଭଟ୍ଟ ସମୁଦ୍ରକୁ ଉପଭୋଗ କରୁଥିବାର ଝଲକ

ଆଲିଆ ଭଟ୍ଟ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନର ଝଲକ ଦେବାରେ କେବେ ହେଳା କରନ୍ତି ନି। ସେ ବର୍ତ୍ତମାନ ତାଙ୍କ ନିଜ ପରିବାର ସହ ଥାଇଲ୍ୟାଣ୍ଡ ଛୁଟିଦିନର ସୁନ୍ଦର ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡିକରେ ତାଙ୍କୁ ନିଜର ଘନିଷ୍ଠ ଲୋକଙ୍କ ସହ ଦେଖିବାକୁ ମିଳୁଛି।

'Puspa 2' Reload Version Promo Comes with New action with new dialog
Pushpa 2 Reloaded: ଆସିଲା 'ପୁଷ୍ପା ୨' ରି-ଲୋଡ୍ ଭର୍ସନର ପ୍ରୋମା; ନୂଆ ଡାଏଲଗ ସହିତ ନୂଆ ଆକ୍ସନ୍

'ପୁଷ୍ପା ୨'କୁ ଜାନୁଆରୀ ୧୧ରେ ଅତିରିକ୍ତ ଫୁଟେଜ୍ ସହିତ ରିଲିଜ୍ କରାଯିବାର ଥିଲା। କିନ୍ତୁ, ବୈଷୟିକ ତ୍ରୁଟି ହେତୁ ଏହା ହୋଇପାରି ନାହିଁ। ଏହାର ପ୍ରମୋ ରବିବାର ସକାଳେ ରିଲିଜ୍ ହୋଇଛି। ନୂତନ ରିଲିଜ୍ ତାରିଖ ମଧ୍ୟ ଉଲ୍ଲେଖ କରାଯାଇଛି।

National Youth Day 2025
National Youth Day 2025: ଯୁବକଙ୍କ ବିକାଶ ପାଇଁ ସରକାର ଏହି ୫ ପଦକ୍ଷେପ ନେବା ଜରୁରୀ

ବିବେକାନନ୍ଦଙ୍କ ଜୟନ୍ତୀକୁ 'ଜାତୀୟ ଯୁବ ଦିବସ' ଭାବେ ପାଳନ କରାଯାଏ। ଅନେକ ଯୁବକ ସ୍ୱାମୀ ବିବେକାନନ୍ଦଙ୍କ ଠାରୁ ପ୍ରେରଣା ପାଇ ଆଜି ବହୁତ ଉଚ୍ଚକୁ ଯାଇପାରିଛନ୍ତି ସତ କିନ୍ତୁ ଯୁବକମାନଙ୍କ ବିକାଶ ପାଇଁ ସରକାର ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ।

BEL Probationary Engineer Recruitment 2025
BEL Probationary Engineer Recruitment 2025: ପୂରଣ ହେବ ପ୍ରୋବେସନାରୀ ଇଞ୍ଜିନିୟର ପଦବୀ; ଦରମା ୧.୪ ଲ‍କ୍ଷ

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଆପଣଙ୍କ ପାଇଁ ନେଇ ଆସିଛି ସୁଯୋଗ। ଇଞ୍ଜିନିୟର ପଦବୀ ପୂରଣ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Rashmika mandanna share photos from pushpa 2 set on sukumar birthday
Rashmika Mandanna: “ଆପଣ ମୋର ଭାରି ମନେ ପଡୁଛନ୍ତି”; ସୁକୁମାରଙ୍କୁ ଏମିତି କାହିଁକି କହିଲେ ରଶ୍ମିକା…

ରଶ୍ମିକା ମନ୍ଦାନା ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଫିଲ୍ମର ସେଟ୍‌ରୁ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏଥିରେ ରଶ୍ମିକା ଆରାମ୍ କରୁଥିବା ସମୟରେ ସୁକୁମାର ଲୁଚି ଲୁଚି ତାଙ୍କୁ ଦେଖୁଛନ୍ତି। ଏହି ପୋଷ୍ଟରେ ରଶ୍ମିକା ନିର୍ଦ୍ଦେଶକଙ୍କ ପ୍ରତି ନିଜର ଭାବନା ଏବଂ ତାଙ୍କୁ କେତେ ମିସ୍ କରୁଛନ୍ତି ବୋଲି ପ୍ରକାଶ...

Ram charan game changer had blockbuster opening with 186 crore on first day
Game Changer Box Office Collection Day 1: ୨୦୨୫ରେ ବି ତେଲୁଗୁ ରାଜ୍: ଏଣ୍ଟରଟେନ୍‌ମେଣ୍ଟରେ ‘ଗେମ୍ ଚେଞ୍ଜର’ ବିସ୍ଫୋରଣ

୨୦୨୪ରେ ଅଲ୍ଲୁ ଅର୍ଜୁନ ପ୍ରେକ୍ଷାଳୟକୁ ଝଡ଼ ହୋଇ ଆସିଥିବା ବେଳେ ବର୍ତ୍ତମାନ ତାଙ୍କ କଜିନ୍ ରାମ ଚରଣ ସୁନାମୀ ହୋଇ ଆସିଛନ୍ତି। ରାମ ଚରଣଙ୍କ ଲାଟେଷ୍ଟ୍ ରିଲିଜ୍ ‘ଗେମ୍ ଚେଞ୍ଜର’ ସମଗ୍ର ବିଶ୍ୱରେ ସବୁ ଖେଳକୁ ପରିବର୍ତ୍ତନ କରିଦେଇଛି।

mysterious death of lal bahadur shastri
Lal Bahadur Shastri Death Anniversary 2025: ମୃତ୍ୟୁ ବେଳକୁ ନା ଥିଲା ଘର, ନା ଥିଲା ଜାଗାବାଡି: ଥିଲା ଏକ ଲୋନ୍…

ଆଜି ଦେଶରେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଣ୍ୟତିଥି। ଶାସ୍ତ୍ରୀଙ୍କ ମୃତ୍ୟୁ ଆଜି ରହସ୍ୟ ହୋଇ ରହିଛି। ତେବେ ଆଜି ତାଙ୍କ ପୁଣ୍ୟତିଥି ଅବସରରେ ଆସନ୍ତୁ ଶାସ୍ତ୍ରୀଙ୍କ ସହିତ ଜଡିତ କିଛି ରୋଚକ ତଥ୍ୟ ବିଷୟରେ ଜାଣିନେବା।

How to stop Human Trafficking
National Human Trafficking Awareness Day 2025: ମାନବ ଚାଲାଣ କଣ… କେଉଁମାନେ ହୁଅନ୍ତି ଏହାର ଶିକାର…

ପୂର୍ବରୁ ଯଦିଓ ସମଗ୍ର ଜାନୁଆରୀ ମାସକୁ ଜାତୀୟ ଦାସତ୍ୱ ଏବଂ ମାନବ ଚାଲାଣ ନିବାରଣ ମାସ ଭାବରେ ସ୍ୱୀକୃତିପ ଦିଆଯାଇଛି, ଏହି ଦିନ ବିଶେଷ ଭାବରେ ସଚେତନତା ତଥା ବେଆଇନ ଅଭ୍ୟାସ ରୋକିବା ପାଇଁ ସମର୍ପିତ।

Tell your child 5 things related to friendship in early age
Parenting Tips: ପିଲାମାନଙ୍କୁ ଶିଖାନ୍ତୁ ଏହି ୫ କଥା; କେବେ ବି ଖରାପ ପିଲାଙ୍କ ସାଙ୍ଗରେ ମିଶିବେ ନାହିଁ

ପିଲାମାନଙ୍କୁ ସଠିକ୍ ବନ୍ଧୁ ବାଛିବା ବିଷୟରେ ଶିକ୍ଷା ଦେବା ଜରୁରୀ। ଏଠାରେ ଆମେ ଆପଣଙ୍କୁ ଏମିତି ୫ଟି ଗୁରୁତ୍ୱପୂର୍ଣ୍ଣ ଟିପ୍ସ କହୁଛୁ ଯାହାକୁ ଆପଣଙ୍କ ପିଲାଙ୍କୁ ଶିଖାଇବା ଜରୁରୀ।

AIIMS Professor Recruitment 2025 apply for 110 post
AIIMS Recruitment 2025: ପୂରଣ ହେବ ପ୍ରଫେସର୍ ପଦବୀ; ଦରମା ୨ଲ‍କ୍ଷ ୨୦ହଜାର

ଏମ୍ସ ଆପଣଙ୍କ ପାଇଁ ନିଯୁକ୍ତି ସୁଯୋଗ ନେଇଆସିଛି। ପ୍ରଫେସର୍‌ ପଦବୀ ପୂରଣ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Rakul preet singh look gorgeous in stylish black outfit
Rakul Preet Singh: ଗ୍ଲାମରସ୍ ଲୁକ୍‌ରେ ଲୋକଙ୍କୁ ପାଗଳ କଲେ ରକୁଲ ପ୍ରୀତ ସିଂହ

ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ପ୍ରତିଦିନ ଇନଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ୍ ଫଟୋସୁଟର ଚିତ୍ର ପୋଷ୍ଟ କରନ୍ତି। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ନିଜର ହଟ୍‌ ଆଉ ଗ୍ଲାମରସ୍ ଫଟୋ ପୋଷ୍ଟ କରି ସବୁବେଳେ ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ତାଙ୍କର ଷ୍ଟନିଂ ଅବତାର ଇଣ୍ଟର୍‌ନେଟ୍‌ରେ ଆସିବା ମାତ୍ରେ ଭାଇରାଲ...

Rajamouli will work on dream project Mahabharata
SS Rajamouli Next Movie: ଏହି ପୌରାଣିକ କାହାଣୀକୁ ନେଇ କାମ କରିବେ ରାଜାମୌଲି; ଅଂଶ ହେବେ ଜଣେ ଖାନ୍

ରାଜାମୌଲି 'ମହାଭାରତ' ଉପରେ କାମ ଆରମ୍ଭ କରିବାକୁ ଯାଉଛନ୍ତି ଏବଂ ଏଥିପାଇଁ ସେ ଜଣେ ଖାନଙ୍କ ସହ ଯୋଗାଯୋଗରେ ଅଛନ୍ତି। ଯଦି ଏହା ହୁଏ, ତେବେ ଏହା ନିଶ୍ଚିତ ଭାବରେ ବଲିଉଡ୍‌ର ସବୁଠୁ ବଡ ପ୍ରୋଜେକ୍ଟ ହେବ।

Monkey Flying Kite Video
Viral Video: ଛାତ ଉପରେ ଠିଆ ହୋଇଛି ମାଙ୍କଡ; ଉଡାଉଛି ଗୁଡି

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମାଙ୍କଡ଼ର ମଜାଳିଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ମାଙ୍କଡ଼ ଘରର ଛାତ ଉପରେ ଠିଆ ହୋଇଥିବାବେଳେ ଏକ ଗୁଡି ଉଡାଉଥିବା ଦେଖିବାକୁ ମିଳୁଛି।

Sudasha Brata 2025
Sudasha Brata 2025: ସୁଦଶା ବ୍ରତରେ ମହାଲକ୍ଷ୍ମୀଙ୍କ କେଉଁ ୧୦ ନାଁ ସ୍ମରଣ କରିବେ…

ଓଡ଼ିଆ ପରମ୍ପରାରେ ମହାଲକ୍ଷ୍ମୀଙ୍କର ପୂଜା ପରମ୍ପରା ଅତି ପ୍ରାଚୀନ। ମହାଲକ୍ଷ୍ମୀଙ୍କ ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଗୋଟିଏ। ଏହି ବ୍ରତ ଥରେ ଆରମ୍ଭ କଲେ ଆଜୀବନ କରିବାକୁ ହୁଏ। ଏହାକୁ ସାଧାରଣତଃ ସଧବା ନାରୀମାନେ କରନ୍ତି। ଏହା ପାଳନ କରିବା ପଛରେ କ’ଣ ଉଦ୍ଦେଶ୍ୟ ଆସନ୍ତୁ ଜାଣିନେବା।

Why odisha celebrate samba dashami
Samba Dashami 2025: ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କାହିଁକି କୁଷ୍ଠ ରୋଗରେ ଆକ୍ରାନ୍ତ ହେଲେ… କିପରି ପାଇଲେ ମୁକ୍ତି…

ପୌଷ ଶୁକ୍ଳ ଦଶମୀ ଦିନ ଶାମ୍ବ ଦଶମୀ ପାଳନ କରାଯାଏ। ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ। ଏହାକୁ ପାଳନ କରିବା ପଛରେ କ’ଣ ରହିଛି ପୌରାଣିକ ମତ ଆସନ୍ତୁ ଜାଣିବା।

Indian Army SSC Officer Recruitment
Indian Army SSC Officer Recruitment: ଭାରତୀୟ ସେନାରେ ଚାକିରି ସୁଯୋଗ: ଦରମା ୨ଲ‍କ୍ଷ ୫୦ହଜାର

ଭାରତୀୟ ସେନା ନେଇ ଆସିଛି ଚାକିରି ସୁଯୋଗ। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Actress ishika taneja take guru dikhsha
Ishika Taneja: ଶଙ୍କରାଚାର୍ଯ୍ୟଙ୍କ ଠାରୁ ଗୁରୁଦୀକ୍ଷା ନେଇ ସାଧ୍ୱୀ ହେଲେ ଏହି ବିଶ୍ୱସୁନ୍ଦରୀ, କରିଥିଲେ ଅନେକ ଫିଲ୍ମ

ଚଳଚ୍ଚିତ୍ର ଜଗତର ଗ୍ଲାମର ଦୁନିଆକୁ ବିଦାୟ ଦେଇ ମାନବ ସେବା ତଥା ସନାତନ ଧର୍ମର କାର୍ଯ୍ୟ ପାଇଁ ଆଧ୍ୟାତ୍ମିକତା ଆଡକୁ ଯାଇଛନ୍ତି ‘ମିସ୍ ୱାର୍ଲ୍ଡ ଟୁରିଜିମ୍‌’ ଇଶିକା ତନେଜା। ଇଶିକା ଜବଲପୁରର ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ ମହାରାଜଙ୍କଠାରୁ ଗୁରୁଦୀକ୍ଷା ନେଇଛନ୍ତି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।