• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର � ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Rubina Dilaik spotted wearing mint green printed saree
Rubina Dilaik: ଇନଷ୍ଟାଗ୍ରାମରେ ମନ ମୋହୁଛନ୍ତି ଟିଭି ଅଭିନେତ୍ରୀ ରୁବିନା ଦିଲୈକ୍

ଟିଭି ଅଭିନେତ୍ରୀ ରୁବିନା ଦିଲୈକ୍ ଇନଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ୍ ଫଟୋ ଶେୟାର କରିଛନ୍ତି, ଯାହାକୁ ଦେଖି ପ୍ରଶଂସକମାନେ ଖୁସିରେ ପାଗଳ ହୋଇଛନ୍ତି। ଏହି ଫଟୋଗୁଡିକରେ ରୁବିନା ଏକ ସବୁଜ ରଙ୍ଗର ଶାଢ଼ିରେ ନଜର ଆସିଛନ୍ତି।

Nuclear Bomb Remote in Pakistan
Nuclear Bomb Remote in Pakistan: କାହା ହାତରେ ଅଛି ପାକିସ୍ତାନ ପରମାଣୁ ବୋମାର ରିମୋଟ୍

ଭାରତର କଠୋର ପଦକ୍ଷେପ ପରେ ପାକିସ୍ତାନରେ ଆତଙ୍କ ଖେଳିଯାଇଛି। ଉଭୟ ଦେଶ ଉପରେ ଯୁଦ୍ଧର ବାଦଲ ଘୋଟିବାରେ ଲାଗିଛି। ଏପରି ସ୍ଥିତିରେ, ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଯେ ପାକିସ୍ତାନର ପରମାଣୁ ବୋମା ଉପରେ କାହାର ନିୟନ୍ତ୍ରଣ ଅଛି ?

6 power packed flour for every season
Health Tips: ଭୀଷଣ ଗରମରେ ଖାଆନ୍ତୁ ଏହି ଅଟା; ଶରୀର ରହିବ ଥଣ୍ଡା, ମିଳିବ ଶକ୍ତି

ଆପଣ ଗହମ ଅଟାକୁ ଅନ୍ୟ କିଛି ଶସ୍ୟର ଅଟା ସହିତ ମିଶାଇ ଖାଇପାରିବେ। ଆମେ ଆପଣଙ୍କୁ ଏପରି କିଛି ପୁଷ୍ଟିକର ଅଟା ବିଷୟରେ କହିବୁ, ଯାହା ଭାରତରେ ବହୁତ ବ୍ୟବହାର କରାଯାଏ। ଏହା ଏପରି ଅଟା ଯାହାକୁ ଆପଣ ଯେକୌଣସି ଋତୁରେ ଖାଇପାରିବେ।

Pahalgam terrorist attack india Pakistan water issue
Pakistan Water Issue: ପାକିସ୍ତାନକୁ ପାଣି ବନ୍ଦ କଲେ ଭାରତର ହେବ କି କ୍ଷତି… ଜାଣନ୍ତୁ ସମ୍ଭାବ୍ୟ ପରିଣାମ

ପାକିସ୍ତାନକୁ ଯାଉଥିବା ସିନ୍ଧୁ ନଦୀର ପାଣିକୁ ଭାରତ ରୋକିବା ପଦକ୍ଷେପ ନେଇଛି। ତେବେ ଆସନ୍ତୁ ଜାଣିବା ପାକିସ୍ତାନକୁ ପାଣି ନ ଦେଲେ ଭାରତ କ’ଣ ଲାଭ ପାଇବ ଏବଂ ଏହାର ସମ୍ଭାବ୍ୟ ପରିଣାମ କ’ଣ ହୋଇପାରେ?

89 year old dharmendra exercised in swimming pool
Dharmendra: ୮୯ ବର୍ଷରେ ବି କମିନି ଜୋସ୍; ପାଣିରେ ପହରୁଛନ୍ତି ଧର୍ମେନ୍ଦ୍ର

୮୯ ବର୍ଷରେ ବୟସରେ ବି ଜମେଇକି ବ୍ୟାୟାମ କରୁଛନ୍ତି ଧର୍ମେନ୍ଦ୍ର। ଏହାର ଝଲକ ଏବେ ସୋସିଆଲ ମିଡିଆରେ ଦେଖାଯାଉଛି। ଯିଏ ଦେଖୁଛି ସିଏ କରୁଛି ପ୍ରଶଂସା।

Pakistan pm shehbaz sharif educational qualification
Pakistan PM: କେତେ ପାଠ ପଢିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍

ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ନେତା ଆତଙ୍କିତ ଅବସ୍ଥାରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ବୟାନ ଆସୁଛି। ଏପରି ପରିସ୍ଥିତିରେ, ଆସନ୍ତୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଜାଣିବା...

Salman Khan postpones uk tour after pahalgam terror attack
Salman Khan: ପହଲଗାମ ଆକ୍ରମଣ ପରେ ଦୁଃଖରେ ସଲମାନ ଖାନ; ନେଲେ ଏହି ବଡ଼ ପଦକ୍ଷେପ

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ସଲମାନ ଖାନ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସଲମାନ ଖାନ ସୋମବାର ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ଏହା ପୋଷ୍ଟ୍‌ କରିଛନ୍ତି। ସେ କହିଛନ୍ତି ଯେ ଏହି ଦୁଃଖର ସମୟରେ ଅଟକି ଯିବା ଠିକ୍। ସେ ଏହା ମଧ୍ୟ କହିଛନ୍ତି ଯେ ଶୋ’ର...

Nia Sharma flaunts her perfect figure in bathrobe
Nia Sharma: ବାଥ୍‌ରୋବ୍ ପିନ୍ଧି ତାଣ୍ଡବ ରଚିଲେ ଟିଭି ଅଭିନେତ୍ରୀ ନିଆ ଶର୍ମା

ନିଆ ଶର୍ମା କେବଳ ଟିଭି ଜଗତରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ବହୁତ ପ୍ରସିଦ୍ଧ। ନିକଟରେ, ଅଭିନେତ୍ରୀ ତାଙ୍କର ଏକ ଇଭେଣ୍ଟର ଫଟୋ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏହା ଅପଲୋଡ୍ ହେବା ମାତ୍ରେ ଭାଇରାଲ୍‌ ହେବାରେ ଲାଗିଛି। ଆପଣ ମଧ୍ୟ ଏଗୁଡ଼ିକ ଉପରେ ନଜର...

know how actress dipika chikhlia got sita role in ramayana
Dipika Chikhlia: ଦୀପିକା ଚିଖ୍‌ଲିଆ କିପରି ହେଲେ ରାମାନନ୍ଦ ସାଗରଙ୍କ 'ରାମାୟଣ'ରେ ସୀତା

ରାମାନନ୍ଦ ସାଗରଙ୍କ 'ରାମାୟଣ'ର ପ୍ରତ୍ୟେକ ଚରିତ୍ର ଲୋକଙ୍କ ହୃଦୟରେ ଗଭୀର ଛାପ ଛାଡ଼ିଦେଇଛନ୍ତି। ଏଥିରେ ସୀତା ଚରିତ୍ରରେ ଅଭିନୟ କରିଥିଲେ ଦୀପିକା ଚିଖ୍‌ଲିଆ। ଲୋକମାନେ ତାଙ୍କୁ ପ୍ରକୃତରେ 'ସୀତା ମାତା' ବୋଲି ଭାବି ନେଇଥିଲେ। ତାଙ୍କୁ ଯେଉଁଠାରେ ଦେଖୁଥିଲେ ସେଠାରେ ତାଙ୍କ ପାଦ ସ୍ପର୍ଶ କରୁଥିଲେ। ତେବେ ଆସନ୍ତୁ...

Heatwave and heat stroke risk know how save from it
Heat Stroke Risk: ଆପଣ ଅଂଶୁଘାତରୁ ସୁରକ୍ଷିତ ତ… ଜାଣିବା ପାଇଁ ନିଜକୁ ନିଜେ ପରୀକ୍ଷା କରନ୍ତୁ

ଗରମ ବଢୁଥିବାରୁ ଅଂଶୁଘାତର ଭୟ ମଧ୍ୟ ବଢୁଛି। ଏବେ ପ୍ରଶ୍ନ ଉଠେ ଯେ ଆପଣ ହିଟ୍‌ଷ୍ଟ୍ରୋକ୍‌ରୁ ସୁରକ୍ଷିତ କି ନାହିଁ କିପରି ଜାଣିବେ? ଏଥିପାଇଁ, ନିଜକୁ କିଛି ପ୍ରଶ୍ନ ପଚାରନ୍ତୁ ଏବଂ ଆପଣ ନିଜେ ଏହାର ମୂଲ୍ୟାଙ୍କନ କରନ୍ତୁ।

These people cannot avail benefits of ayushman yojana
Ayushman Yojana: କେଉଁମାନେ ପାଇବେ ନାହିଁ ଆୟୁଷ୍ମାନ ଯୋଜନାର ଲାଭ, ଜାଣନ୍ତୁ…

ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରନ୍ତି। ଏଥିପାଇଁ ଅନେକ ଲୋକ ସ୍ୱାସ୍ଥ୍ୟ ବୀମା କରନ୍ତି, ଯାହା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହେଲେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇପାରିବ।

Palak tiwari talks about her love life amid dating rumours with Ibrahim
Palak Tiwari Love: ପଲକ ତିୱାରୀଙ୍କ ଡେଟିଂ ଗୁଜବ; ମୁହଁ ଖୋଲିଲେ ଅଭିନେତ୍ରୀ, କହିଲେ ସେ ଭଲ ପୁଅ

ପ୍ରଶଂସକମାନେ ଭାବନ୍ତି ଯେ ପଲକ ତିୱାରୀ ଏବଂ ଇବ୍ରାହିମଙ୍କ ମଧ୍ୟରେ କିଛି ଚାଲିଛି। ନିକଟରେ ପଲକ ତିୱାରୀ କହିଛନ୍ତି ଯେ ସେ ଚାହାଁନ୍ତି ନାହିଁ ଯେ ତାଙ୍କ କ୍ୟାରିଅର ଗଢ଼ିବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କ ପ୍ରେମ ଜୀବନକୁ ନେଇ କିଛି ଆଲୋଚନା ହେଉ।

Mukesh Khanna Shaktimaan
Mukesh Khanna Shaktimaan: ଶକ୍ତିମାନ ପୋଷାକକୁ ଜାପାନୀ ମଲ୍ଲଯୋଦ୍ଧାଙ୍କ ଠାରୁ ଚୋରି କରିଥିଲେ ମୁକେଶ ଖାନ୍ନା!

ଇଣ୍ଟରନେଟରେ ପ୍ରଶ୍ନ ଉଠାଯାଉଛି ଯେ ଶକ୍ତିମାନର ପୋଷାକ ପ୍ରକୃତରେ ତାଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିଲା ନା ମୁକେଶ ଖାନ୍ନାଙ୍କ ପୂର୍ବରୁ ଆଉ କେହି ଏହିଭଳି ପୋଷାକ ପିନ୍ଧିଥିଲେ। ଏହା ମଧ୍ୟ କୁହାଯାଉଛି ଯେ ଆଉ କାହାକୁ କପି କରି ଶକ୍ତିମାନ ପାଇଁ ଏହାକୁ ଡିଜାଇନ୍ କରାଯାଇଛି।

Malaika arora flaunts her curvy figure in a deep neck jumpsuit
Malaika Arora: ମଲାଇକା ଅରୋରାଙ୍କ ଏହି ଲୁକ୍ ଦେଖିଲେ ଆପଣ ବି ହୋଇଯିବେ ଧୈର୍ଯ୍ୟହରା

ମଲାଇକା ଅରୋରା ସବୁବେଳେ ତାଙ୍କ ଫ୍ୟାଶନ୍ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଥାନ୍ତି। ଆଜିକାଲି ମଲାଇକା ଟିଭି ରିଆଲିଟି ଶୋ ‘ହିପ୍ ହପ୍ ସିଜିନ୍ ୨’ର ବିଚାରକ ଅଛନ୍ତି। ଏପରି ପରିସ୍ଥିତିରେ, ତାଙ୍କୁ ଶନିବାର ଶୋ'ର ସେଟ୍ ବାହାରେ ଦେଖିବାକୁ ମିଳିଥିଲା। ଏଠାରେ ସେ ଏକ ଡିପ୍ ନେକ୍ ଜମ୍ପ୍‌ସୁଟ୍...

Shilpa Shetty arrives at airport with expensive hermes birkin bag
Shilpa Shetty: ଶିଳ୍ପା ଶେଟ୍ଟୀଙ୍କ ମହଙ୍ଗା ବ୍ୟାଗ୍; ସାଧାରଣ ଲୋକର ପକ୍କା ଘର ହୋଇଯିବ

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ହୁଏତ କମ୍ ଫିଲ୍ମରେ ଦେଖିବାକୁ ମିଳିପାରେ, କିନ୍ତୁ ତାଙ୍କ ଜୀବନ ବହୁତ ବିଳାସପୂର୍ଣ୍ଣ। ଅନେକ ମହଙ୍ଗା କାର୍‌ ବ୍ୟତୀତ ଅଭିନେତ୍ରୀଙ୍କ ପାଖରେ ମହଙ୍ଗା ବ୍ୟାଗ୍‌ର ସଂଗ୍ରହ ମଧ୍ୟ ଅଛି। ନିକଟରେ ତାଙ୍କୁ ବିମାନବନ୍ଦରରେ ଲକ୍ଷାଧିକ ଟଙ୍କାର ଏକ ବ୍ୟାଗ୍‌ ଧରି ଯାଉଥିବାର ଦେଖାଯାଇଥିଲା।...

Bad Combination with Papaya
Health Tips: ଅମୃତଭଣ୍ଡା ସହିତ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ୫ ଜିନିଷ; ହେବ କୋଷ୍ଠକାଠିନ୍ୟ-ଡାଏରିଆ

ବିଶେଷଜ୍ଞଙ୍କ ମତରେ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଅମୃତଭଣ୍ଡା ସହିତ ଖାଇବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଲାଭ ବଦଳରେ କ୍ଷତି ସହିବାକୁ ପଡ଼ିପାରେ। ଏବେ ପ୍ରଶ୍ନ ଉଠୁଛି ଅମୃତଭଣ୍ଡା ସହିତ କ'ଣ ଖାଇବା ଉଚିତ୍ ନୁହେଁ? ବିଶେଷଜ୍ଞମାନେ କ’ଣ କୁହନ୍ତି ଆସନ୍ତୁ ଜାଣିବା।

Car landed on tree people shocked to see this
Viral Video: ଗଛ ଉପରେ ଝୁଲୁଛି କାର୍; ଏହା କ’ଣ ଦୁର୍ଘଟଣା…

ବର୍ତ୍ତମାନ ଇଣ୍ଟରନେଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆପଣ ଦେଖିବେ ଯେ ଏକ କାର୍‌ ଏପରି ସ୍ଥାନରେ ଝୁଲି ରହିଛି ଯେଉଁଠାରେ ଏହା ପହଞ୍ଚିବା ନେଇ କେହି କଳ୍ପନା ମଧ୍ୟ କରିପାରିବେ ନାହିଁ।

Palak tiwari diet plan for curvy figure know details
Palak tiwari: ପଲକ ତିୱାରୀ କାହିଁକି ଏତେ ଫିଟ୍; ଜାଣନ୍ତୁ ତାଙ୍କର ସିକ୍ରେଟ୍ ଡାଏଟ୍ ପ୍ଲାନ୍

ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ ଏପର୍ଯ୍ୟନ୍ତ କେବଳ ଗୋଟିଏ ଫିଲ୍ମରେ ନଜର ଆସିଛନ୍ତି, କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍‌ ଫଲୋଇଂ ପୂରା ଦମଦାର୍। ତାଙ୍କ ଷ୍ଟାଇଲ୍, ଫ୍ୟାଶନ୍ ସେନ୍ସ ଏବଂ ଫିଟ୍‌ନେସ୍ ପାଇଁ ଲୋକେ ପାଗଳ। ଏହି ଅଭିନେତ୍ରୀ ନିଜ ଫିଟ୍‌ନେସ୍ ପାଇଁ...

Suniel Shetty asks people to be fearless after pahalgam hindu massacre
Pahalgam Attack: ବଲିଉଡ୍ ସୁପର୍‌ଷ୍ଟାର୍‌ଙ୍କ ନିର୍ଭୟ ମତ; ପରବର୍ତ୍ତୀ ଛୁଟି ପହଲଗାମରେ ହିଁ ହେବ

ସୁନୀଲ ଶେଟ୍ଟୀ ଲୋକମାନଙ୍କୁ ପରବର୍ତ୍ତୀ ଛୁଟି କାଶ୍ମୀର ଘାଟିରେ ବିତାଇବାକୁ କହିଛନ୍ତି। ଏହା ଦ୍ଵାରା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯାଇପାରିବ ଏବଂ ଆତଙ୍କବାଦୀମାନଙ୍କୁ ଦେଖାଇଦିଆଯିବ ଯେ ଆମେ ସେମାନଙ୍କୁ ଭୟ କରୁନାହୁଁ।

Raashii Khanna strongly condemns pahalgam hindu massacre
Pahalgam Attack: ପହଲଗାମ ଆକ୍ରମଣରେ ହୋଇଥିବା ହିଂସାକୁ ନେଇ ଏମିତି କହିଲେ ରାଶି ଖାନ୍ନା

ପହଲଗାମରେ ହୋଇଥିବା ହିନ୍ଦୁ ନରସଂହାର ପରେ ସାରା ଦେଶରେ ଲୋକଙ୍କ ମଧ୍ୟରେ କ୍ରୋଧ ରହିଛି। ଅଭିନେତ୍ରୀ ରାଶି ଖାନ୍ନା ମଧ୍ୟ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ସେ ଲୋକମାନଙ୍କୁ ଏକତ୍ରିତ ହୋଇ ଏହି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ନିବେଦନ କରିଛନ୍ତି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।