• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର � ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Parents should teach their kids not to do things in morning
Parenting Tips: ସକାଳର ଏହି ୫ ଅଭ୍ୟାସକୁ ଧ୍ୟାନ ଦିଅନ୍ତୁ; ସଫଳତାର ଶିଖର ଛୁଇଁବ ଆପଣଙ୍କ ପିଲା

ଯଦି ପିଲାମାନଙ୍କର ସକାଳ ରୁନିନ୍ ଯୋଜନାର ସହିତ ପ୍ରସ୍ତୁତ ହୁଏ, ତେବେ ଉଭୟ ପିଲା ଏବଂ ବାପାମାଆ ସକାଳର ଧାଁଦୌଡ ଜୀବନରୁ ରକ୍ଷା ପାଇଯିବେ ଏବଂ ପିଲାଟି ସଫଳ ହୋଇ ବାହାରିବ। ଏନେଇ ଆସନ୍ତୁ ଜାଣିବା ୫ଟି ଟିପ୍ସ।

Bodybuilder bride wedding look video goes viral
Viral Video: ବଡି ବିଲ୍‌ଡର ସାଜିଲେ କନିଆଁ; ବାଇସେପ୍ ଦେଖାଇ ଲୋକଙ୍କୁ କଲେ ତାଜୁବ୍

କନିଆଁ ସାଜିଛନ୍ତି କର୍ଣ୍ଣାଟକର ଜଣେ ବଡି ବିଲ୍‌ଡର। ସେ ଉଭୟ ପରମ୍ପରା ଏବଂ ଶକ୍ତିକୁ ନିଜର କରି ଏକ ସୁନ୍ଦର ହଳଦିଆ ଏବଂ ନୀଳ ରଙ୍ଗର କାଞ୍ଜୀବମ ଶାଢି ପିନ୍ଧି ନିଜ ଫିଟ୍ ଶରୀରକୁ ଶୋ କରିଛନ୍ତି।

Banyan tree benefits for skin teeth diabetes
Health Tips: କିଡନୀ ଷ୍ଟୋନ୍ ଥିଲେ ପିଅନ୍ତୁ ଏହି ଗଛ ଫଳର ପାଣି, ହୋଇଯିବ ଭଲ

ବରଗଛ କୌଣସି ଏକ ଔଷଧଠାରୁ କମ୍ ନୁହେଁ। ଏହା ଆମ ଶରୀର ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। ଏଥିରେ ଅନେକ ପୋଷକ ତତ୍ତ୍ୱ ଥାଏ, ଯାହାକୁ ବ୍ୟବହାର କରି ଶରୀରର ଅନେକ ରୋଗରୁ ମୁକ୍ତି ମିଳିପାରିବ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଆନାଲେଜିକ୍ ଫାଇବର, ପ୍ରୋଟିନ୍, କ୍ୟାଲୋରୀ, ଭିଟାମିନ୍,...

Bollywood actresses who turned businesswomen
Business Women Of Bollywood: ଖାଲି ଅଭିନୟ ନୁହେଁ ବ୍ୟବସାୟ କରି ମଧ୍ୟ କୋଟି କୋଟି ରୋଜଗାର କରନ୍ତି ଏହିସବୁ ନାୟିକା

ଆଜି ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ଯାଇଛନ୍ତି। ଏଥିରୁ ବଲିଉଡ୍ ଦୁନିଆ ମଧ୍ୟ ବାଦ ପଡିନି। ଅନେକ ବଲିଉଡ ଅଭିନେତ୍ରୀ କେବଳ ଅଭିନୟରେ ନୁହେଁ ବ୍ୟବସାୟରେ ମଧ୍ୟ ନିଜର ସ୍ଥିତିକୁ ମଜବୁତ କରିଛନ୍ତି। ଆଜି ଆନ୍ତର୍ଜାତୀୟ ମହିଳା ଦିବସରେ ଆସନ୍ତୁ ଏପରି କିଛି ସୁନ୍ଦରୀଙ୍କ ବିଷୟରେ ଜାଣିବା।

Koraput is going to become a big destination for South films
Film Destination Koraput: ସାଉଥ୍ ଫିଲ୍ମର ବଡ଼ ଡେଷ୍ଟିନେସନ୍‌ ହେବାକୁ ଯାଉଛି କୋରାପୁଟ

ସୁପର ଡୁପର ହିଟ୍ ବାହୁବଳୀ ଏବଂ RRR ଫିଲ୍ମ ନିର୍ଦ୍ଦେଶକ ଏସ୍. ଏସ୍. ରାଜାମୌଲି ନିଜର ଅପ୍‌କମିଙ୍ଗ୍‌ ଫିଲ୍ମର ସୁଟିଂ ଲାଗି କୋରାପୁଟ ଆସିଛନ୍ତି। ବର୍ତ୍ତମାନ ଅପ୍‌କମିଙ୍ଗ୍‌ ଫିଲ୍ମ 'SSMB 29' ଫିଲ୍ମର ସୁଟିଂ ଚାଲିଛି କୋରାପୁଟର ସେମିଳିଗୁଡାରେ। ଗତ ଗୁରୁବାରଠାରୁ ସେମିଳିଗୁଡାର ତଳମାଳି ପାହାଡରେ ଚାଲିଛି ସୁଟିଂ।

Mahakumbh Monalisa action scene video viral on social media
Mahakumbh Monalisa: ମୋନାଲିସାଙ୍କୁ ଆକ୍ରମଣ କଲେ ଦଳେ ଗୁଣ୍ଡା; ଏକା ମାରି ଧୂଳି ଚଟେଇଦେଲେ!

ବର୍ତ୍ତମାନ ମୋନାଲିସାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ଏକ ଫିଲ୍ମର ସୁଟିଂ କରୁଥିବା ନଜର ଆସିଛନ୍ତି। ଏହି ସିନ୍‌ରେ ଅଭିନେତ୍ରୀ ଏକୁଟିଆ ଅନେକ ଗୁଣ୍ଡାଙ୍କ ସହ ଲଢୁଥିବା ଦେଖାଯାଏ। ସେ ସମସ୍ତଙ୍କୁ ପିଟି ତଳେ ପକାଇ ଦେଉଛନ୍ତି।

Sherlyn Chopra
Sherlyn Chopra: ପୁଣି ରୋମାଣ୍ଟିକ୍ ହେଲେ ଶର୍ଲିନ୍ ଚୋପ୍ରା; ପାପାରାଜିଙ୍କ ସହ କଲେ ଏମିତି କାରନାମା

ପୁଣି ନଖରାମି ଦେଖାଇଛନ୍ତି ବୋଲ୍ଡ ଗାର୍ଲ ଶର୍ଲିନ୍ ଚୋପ୍ରା। ପାପାରାଜୀଙ୍କ ସହ ପୁଣି ହୋଇଛନ୍ତି ରୋମାଣ୍ଟିକ୍। ତାଙ୍କର ଏହି ନଖରାମୀ ଯୋଗୁଁ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

Fardeen khan gave 19 flop films in 12 years
Fardeen Khan: ସୁପର୍‌ଷ୍ଟାରଙ୍କ ପୁଅ ହୋଇ ବି ଇଣ୍ଡଷ୍ଟ୍ରିରେ ତିଷ୍ଠି ପାରିଲେ ନାହିଁ

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କ୍ୟାରିୟର କରିବା ସହଜ ନୁହେଁ। ଏଠାରେ, ସାଧାରଣ ଲୋକ ହୁଅନ୍ତୁ କି ଷ୍ଟାରକିଡ୍ ହୁଅନ୍ତୁ, ସଫଳତା ପାଇବା ପାଇଁ ସମସ୍ତଙ୍କୁ କଠିନ ପରିଶ୍ରମ କରିବାକୁ ପଡେ। ଆଜି ଆମେ ଆପଣଙ୍କୁ ଏପରି ଜଣେ ଅଭିନେତାଙ୍କ ବିଷୟରେ କହିବୁ ଯିଏ ଜଣେ ସୁପରଷ୍ଟାରଙ୍କ ପୁଅ ହୋଇଥିଲେ ମଧ୍ୟ...

Kangana Sharma misstep in heels on stairs
Viral Video: ମହଙ୍ଗା ପଡିଲା ବୋଲ୍ଡ ଲୁକ୍‌ରେ ଫ୍ୟାସନ ପୋଜ; କଚଡା ଖାଇଲେ କଙ୍ଗନା

ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ କଙ୍ଗନା ଶର୍ମା ବୋଲ୍ଡ ଅବତାର ନେଇ ସିଡ଼ିରେ ପାପାରାଜୀଙ୍କ ସାମ୍ନାରେ ଆକର୍ଷଣୀୟ ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ସେ ହାଇ ହିଲ୍ ସାଣ୍ଡାଲ୍ ପିନ୍ଧି ତଳକୁ ଓହ୍ଲାଇବା ମାତ୍ରେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ।

International Women’s Day 2025
International Women’s Day 2025: ଅଫିସ୍‌ରେ ହେଉଛନ୍ତି କି ହାରାସ୍; ଜାଣନ୍ତୁ କିପରି କରିବେ ଅଭିଯୋଗ

ଆମ ସମସ୍ତଙ୍କ ଜୀବନରେ ମା, ଭଉଣୀ, ଝିଅ, ପତ୍ନୀ କିମ୍ବା ବୋହୂ ରୂପରେ କେହି ନା କେହି ମହିଳା ଥାଆନ୍ତି, ଯାହା ବିନା ଆମେ ଅସମ୍ପୂର୍ଣ୍ଣ। ଯଦି ମହିଳା ଅଛନ୍ତି, ତେବେ ଏ ଦୁନିଆ ଅଛି। ତେଣୁ ସେମାନଙ୍କ ସୁରକ୍ଷା ଜରୁରୀ। କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ସୁରକ୍ଷା ନେଇ କ’ଣ...

Simple tricks how to make dairy free ghee at home
Tips And Tricks: କ୍ଷୀର ବିନା ବି ହୋଇପାରିବ ଘିଅ; ଜାଣନ୍ତୁ ତିଆରି

ବର୍ତ୍ତମାନ ସୁଦ୍ଧା ଆପଣ ହୁଏତ କ୍ଷୀରରୁ ସର ବାହାର କରି ଘରେ ଘିଅ ତିଆରି କରିଥିବେ। ଏହି ଘିଅ ତିଆରି କରିବାକୁ ହେଲେ ଆପଣଙ୍କୁ କ୍ଷୀର କିମ୍ବା ସର ଦରକାର ହେବ ନାହିଁ। କେବଳ ତେଲ ଆଉ ପତ୍ରରେ ଏହି ଘିଅ ହୋଇଯିବ।

Deepika padukone shared sizzling pictures in golden outfit
Deepika Padukone: ଦୀପିକା ପାଦୁକୋନଙ୍କ ଗୋଲ୍‌ଡେନ୍ ଅବତାର ଦେଖି ପ୍ରଶଂସକ ଫିଦା

ଆଜିକାଲି ବଲିଉଡ୍‌ର ସୁନ୍ଦର ଅଭିନେତ୍ରୀ ଦୀପିକା ପାଦୁକୋନ କାମ ଠାରୁ ଦୂରରେ ରହି ତାଙ୍କ ଝିଅ ଦୁଆଙ୍କ ସହ ଗୁଣାତ୍ମକ ସମୟ ଅତିବାହିତ କରୁଛନ୍ତି। କିନ୍ତୁ ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ନିକଟରେ ସେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି ଯାହାକୁ ଖୁବ...

Sherlyn Chopra Viral Video
Sherlyn Chopra: ଶାଳୀନତାର ସୀମା ପାର୍ କଲେ ଶର୍ଲିନ୍ ଚୋପ୍ରା; ସମସ୍ତଙ୍କ ସାମ୍ନାରେ ପାପାରାଜୀଙ୍କୁ କିସ୍

ଶର୍ଲିନ୍ ଚୋପ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଶର୍ଲିନ୍ ଏମିତି ଏକ ଶାଢି ପିନ୍ଧିଛନ୍ତି ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।

Why did tamannaah Bhatia and vijay verma break up
Tamannaah Bhatia: ପ୍ରେମକୁ ନେଇ ତମନ୍ନା ଭାଟିଆଙ୍କ ମତ, ପ୍ରେମ ସବୁବେଳେ ଏକତରଫା ହୋଇଥାଏ

ତମନ୍ନା ଭାଟିଆ ଓ ବିଜୟ ବର୍ମାଙ୍କ ପ୍ରେମରେ ଦେଖାଦେଇଛି ଫାଟ। ଯଦିଓ ତମନ୍ନା ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି, କିନ୍ତୁ ନିକଟରେ ସେ ଏକ ସାକ୍ଷାତକାରରେ ପ୍ରେମ ଏବଂ ସମ୍ପର୍କକୁ ନେଇ ନିଜର ମତ ରଖିଛନ୍ତି।

Ridhima pandit gorgous look in black off shoulder bodycon
Ridhima Pandit: ଅଫ୍ ସୋଲଡର୍ ଡିପ୍‌ନେକ୍ ବଡିକନ୍‌ରେ ରିଦ୍ଧିମାଙ୍କ ଗ୍ଲାମରସ୍ ଲୁକ୍

ପ୍ରଶଂସକଙ୍କୁ ତାଙ୍କର ଚମତ୍କାର ଡ୍ରେସିଂ ସେନ୍ସ ଏବଂ ଷ୍ଟାଇଲିସ୍ ଲୁକ୍‌ରେ ପାଗଳ କରିବାର କୌଶଳ ରିଦ୍ଧିମା ପଣ୍ଡିତଙ୍କୁ ଜଣା। ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜର ନୂଆ ଲୁକ୍ ସହିତ ପ୍ରଶଂସକଙ୍କୁ ପାଲରେ ପକାଉଥିବା ଦେଖାଯାଏ। ନିକଟରେ ସେ ଏକ ଫଟୋସୁଟ୍‌ କରିଥିଲେ, ଯାହାର ଫଟୋ ସୋସିଆଲ ମିଡିଆରେ ଶେୟାର...

Birla daughter ananya birla lives a lavish lifestyle
Ananya Birla: ବିର୍ଲା ଗ୍ରୁପ୍‌ ଚେୟାରମ୍ୟାନ୍‌ଙ୍କ ଝିଅ ଅନନ୍ୟା ବିର୍ଲାଙ୍କର ଲୁକ୍ କୌଣସି ହିରୋଇନ୍‌ଙ୍କ ଠାରୁ କମ୍ ନୁହେଁ

ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଚେୟାରମ୍ୟାନ୍ କୁମାର ମଙ୍ଗଲମ୍ ବିର୍ଲାଙ୍କ ଝିଅ ଅନନ୍ୟା ବିର୍ଲାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ମିଡିଆ ଚର୍ଚ୍ଚା ଠାରୁ ସବୁବେଳେ ଦୂରରେ ରହୁଥିବା ଏହି ସୁନ୍ଦରୀ କେବଳ ବ୍ୟବସାୟ କ୍ଷେତ୍ରରେ ନାଁ ଅର୍ଜନ କରିନାହାଁନ୍ତି, ବରଂ ସେ ଜଣେ ଭଲ ଗାୟିକା ମଧ୍ୟ। ସେ...

yogasanas for hair growth and reduce hair fall
Yogasana: ଦୈନିକ କରନ୍ତୁ ଏହି ଯୋଗାସନ; ଚୁଟି ଝଡ଼ିବନି କି ପାଚିବନି

ଅନେକ ଲୋକଙ୍କ ଚୁଟି ବହୁତ ଦୁର୍ବଳ, ପତଳା ଏବଂ କମଜୋର ହୋଇଥାଏ। ଏହା ସହିତ ବୟସ ବଢିବା ସହିତ ଚୁଟି ରଙ୍ଗ ମଧ୍ୟ କମିବା ଆରମ୍ଭ କରେ। ଯେଉଁମାନେ ଏଭଳି ସମସ୍ୟାରେ ପୀଡିତ, ସେମାନେ ଏହିସବୁ ଯୋଗାସନ କରିବା ଉଚିତ।

These things often become the reason for fights between couples
Relationship Tips: ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କାହିଁକି ହୁଏ ଝଗଡ଼ା; ଜାଣନ୍ତୁ ଏହା ପଛରେ ଥିବା ୫ କାରଣ

ଆଜିକାଲି କୌଣସି ନା କୌଣସି କାରଣରୁ କମ ଦିନ ଭିତରେ ବୈବାହୀକ ଜୀବନରେ ମତଭେଦ ଦେଖାଯାଉଛି। ଅନେକ ସମୟରେ ଏହା ମଧ୍ୟ ଭାଙ୍ଗିଯାଉଛି। ଏମିତି ହେବାର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କାରଣ ନାହିଁ।

Best home remedies for teeth pyorrhea
Health Tips: ପାଏରିଆ ଅଛି କି… ଦାମୀ ଔଷଧ ଜାଲରେ ପଡ଼ିବା ପୂର୍ବରୁ ଜାଣନ୍ତୁ କିଛି ଘରୋଇ ଉପଚାର

ବ୍ରଶ୍ କରିବା ବେଳେ ଆପଣଙ୍କ ମାଢିରୁ ରକ୍ତସ୍ରାବ ହେଉଛି କିମ୍ବା ଯନ୍ତ୍ରଣା ଅନୁଭବ କରୁଛନ୍ତି କି? ଏହା ପାଏରିଆର ଆରମ୍ଭ ହୋଇପାରେ। କିନ୍ତୁ ଚିନ୍ତା କରିବାର କିଛି ନାହିଁ। ଦାମୀ ଔଷଧର ଜାଲରେ ପଡ଼ିବା ପୂର୍ବରୁ, କିଛି ଘରୋଇ ଉପଚାର ଚେଷ୍ଟା କରନ୍ତୁ, ଯାହା ଆପଣଙ୍କ ମାଢିକୁ ସୁସ୍ଥ...

Never do these mistakes with an angry child
Parenting Tips: ପିଲା ରାଗିଥିବା ବେଳେ କରନ୍ତୁ ନାହିଁ ଏହି ଭୁଲ; ହୋଇପାରେ ଖୁବ୍ ଅସୁବିଧା

ପିଲା ରାଗିଗଲେ ଅନେକ ବାପାମାଆ ପିଟାପିଟି କରନ୍ତି। ଯଦି ଆପଣଙ୍କର ପିଲା ରାଗିଯାଏ ତେବେ ଆପଣ ତାଙ୍କ ସହିତ କିପରି ବ୍ୟବହାର କରିବେ ଏବଂ ସେହି ସମୟରେ ଆପଣ କ’ଣ କରିବେନି ତାହା ଜାଣିବା ଦରକାର, ଆସନ୍ତୁ ସେସବୁ ଜାଣିନେବା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।