ଚାଷୀଙ୍କୁ ସମ୍ମାନ ଦେବା ନେଇ ପ୍ରତିବର୍ଷ ୨୩ ଡିସେମ୍ବରରେ ‘ଜାତୀୟ କୃଷକ ଦିସବ’ ପାଳନ କରାଯାଏ। ଏହି ଦିନଟି ବିଶେଷ ଭାବରେ ଭାରତର କୃଷକମାନଙ୍କ ପାଇଁ ଉତ୍ସର୍ଗୀକୃତ, ଯେଉଁମାନେ ଦେଶର ଅର୍ଥନୀତି ଏବଂ ଖାଦ୍ୟ ନିରାପତ୍ତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।
ଆଜି ପଠାଣି ସାମନ୍ତଙ୍କ ଜନ୍ମଦିନ। ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ।
RRB ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ବର୍ଗ ନିଯୁକ୍ତି ୨୦୨୪ ପାଇଁ ସଂକ୍ଷିପ୍ତ ବିଜ୍ଞପ୍ତି ଜାରି କରାଯାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ନାନା ପାଟେକର ନିକଟରେ ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ସହ 'ଗଦର ୩' ର ଭିଲେନ୍ ବିଷୟରେ କଥା ହୋଇଛନ୍ତି। ଏହି ବରିଷ୍ଠ ଅଭିନେତା ଇଶାରା ଦେଇଛନ୍ତି ଯେ ତାଙ୍କୁ 'ଗଦର ୩'ରେ ଜଣେ ଭିଲେନ ଭୂମିକାରେ ଦେଖିବାକୁ ମିଳିବ।
ବାବା ଭେଙ୍ଗାଙ୍କ ୮୫ ପ୍ରତିଶତ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି। ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାର ଉଦ୍ୟମକୁ ବାବା ଭେଙ୍ଗା ପୂର୍ବାନୁମାନ କରିଥିଲେ, ଯାହା ଏତେ ସତ୍ୟ ପ୍ରମାଣିତ ହୋଇଛି। ତେବେ ଆସନ୍ତୁ ୨୦୨୪ ଶେଷ ହେବା ପୂର୍ବରୁ ଏହି ମସିହାରେ ବାବା ଭେଙ୍ଗାଙ୍କର କେଉଁ ସବୁ ଭବିଷ୍ୟବାଣୀ...
ଆଜି ‘ଜାତୀୟ ଗଣିତ ଦିବସ’। ଏହି ଦିନ ରାମାନୁଜନଙ୍କ ମହାନ ଅବଦାନକୁ ଲୋକଲୋଚନକୁ ଅଣାଯିବା ସହ ଦିବସଟିକୁ ଉତ୍ସାହର ସହ ପାଳନ କରାଯାଏ।
ESIC ନେଇଆସିଛି ଚାକିରି ସୁଯୋଗ। ESIC ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।
ଆଜି ଆମେ ଯେଉଁ ଫିଲ୍ମ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଏକ ଫିଲ୍ମ, ଯାହାର ତୃତୀୟ ଭାଗର ରିଲିଜ୍କୁ ଲୋକମାନେ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି କମେଡିରେ ଭରପୂର ଥିବା ବେଳେ ଫିଲ୍ମର କ୍ଲାଇମାକ୍ସ ସିନ୍ ପାଇଁ ବିଶେଷ ଅପେକ୍ଷା ରହିଛି।
ନିର୍ଦ୍ଦେଶକ ରାମ ଗୋପାଳ ବର୍ମା X ହ୍ୟାଣ୍ଡେଲରେ ଏକ ପୋଷ୍ଟ ଶେୟାର କରି କ୍ୟାପ୍ସନ୍ରେ ଲେଖିଛନ୍ତି, “ଅଲ୍ଲୁ ଅର୍ଜୁନଙ୍କ ଗିରଫକୁ ପ୍ରତି ତାରକା ଦୃଢ ବିରୋଧ କରିବା ଉଚିତ। କାରଣ କୌଣସି ସେଲିବ୍ରିଟିଙ୍କ ପାଇଁ, ସେ ଫିଲ୍ମ ଷ୍ଟାର୍ ହୁଅନ୍ତୁ କି ରାଜନୈତିକ ଷ୍ଟାର୍, ସେମାନଙ୍କ ପାଇଁ ଲୋକପ୍ରିୟ...
୨୦୨୪ ମସିହାରେ, ଟିଭି ଦୁନିଆରେ କିଛି ବିବାଦ ଅନେକ ଚର୍ଚ୍ଚା ସୃଷ୍ଟି କରିଛି। ଏହି ବିବାଦ କାରଣରୁ ଅନେକ କଳାକାରଙ୍କୁ ଶୋ’ ମଧ୍ୟ ଛାଡିବାକୁ ପଡିଛି ଏବଂ କିଛି ଶୋ’ରେ ଆଇନର ଚାବୁକ ଲାଗିଛି। ତେବେ ଆସନ୍ତୁ ଜାଣିବା କେଉଁସବୁ ବିବାଦ ଟିଭି ଦୁନିଆକୁ ଥରାଇ ଦେଇଛି।
ଗତ କିଛି ବର୍ଷ ମଧ୍ୟରେ, ଅନେକ ପୁରୁଣା ଚାକିରି ମୂଲ୍ୟହୀନ ହୋଇଯାଇଛି ଏବଂ ସେଗୁଡିକ ସ୍ଥାନରେ ନୂତନ ଚାକିରି ସୃଷ୍ଟି ହୋଇଛି। ଆସନ୍ତା ବର୍ଷ ମଧ୍ୟ ଏହି ଧାରା ଜାରି ରହିବ। ଜାଣନ୍ତୁ ୨୦୨୫ରେ କେଉଁସବୁ ଚାକିରିର ଚାହିଦା ରହିବ।
ସୁଜୈନ ଖାନ ଇନଷ୍ଟାଗ୍ରାମରେ ଏକ ଭିଡିଓ ମାଧ୍ୟମରେ କିଛି ସୁନ୍ଦର ମୁହୂର୍ତ୍ତର ଝଲକ ଦେଖାଇଛନ୍ତି, ଯେଉଁଥିରେ ସୁଜୈନ୍ ତାଙ୍କ ପ୍ରେମିକ ଅର୍ସଲାନ ଗୋନିଙ୍କ ଜନ୍ମଦିନରେ ଏକ ପ୍ରେମ ଭରା ପୋଷ୍ଟ୍ ଶେୟାର କରିଛନ୍ତି। ଏହି ପ୍ରେମୀ ଯୋଡିଙ୍କ ଛୁଟିଦିନର ଫଟୋ ମଧ୍ୟ ସେଥିରେ ରହିଛି।
ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କୁ ନେଇ ଆଲୋଚନା ହେଉଥିବା ମତଭେଦ ଖବରକୁ ସେତେବେଳେ ସମ୍ପୂର୍ଣ୍ଣ ଭାବେ ରୋକ୍ ଲଗେଇଛନ୍ତି, ଯେତେବେଳେ ଏହି ଦମ୍ପତି ମୁମ୍ବାଇରେ ନିଜ ଝିଅ ଆରାଧ୍ୟାର ସ୍କୁଲ କାର୍ଯ୍ୟକ୍ରମରେ ଏକାଠି ନଜର ଆସିଛନ୍ତି।
ଅନେକ ସେଲିବ୍ରେଟିଙ୍କ ପାଇଁ ଚଳିତ ବର୍ଷ ଅଭିଶାପ ପାଲଟିଛି। ସେମାନଙ୍କ ଛାଡପତ୍ର ହୋଇଛି। ଛାଡପତ୍ର ନେଇଥିବା ସେଲିବ୍ରେଟିଙ୍କ ତାଲିକାରେ ଏଆର୍ ରହମାନ-ସାଇରା ବାନୁ, ଧନୁଷ-ଐଶ୍ୱର୍ଯ୍ୟା ଏବଂ ଆହୁରି ଅନେକ ନା ସାମିଲ ଅଛି। ଆସନ୍ତୁ ଜାଣିବା…
ନ୍ୟୁ ଇଣ୍ଡିଆ ଆସୁରାନ୍ସ କମ୍ପାନୀ ଲିମିଟେଡ୍(NIACL)ଆଣିଛି ଚାକିରିର ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ମାଧ୍ୟମରେ NIACL ରେ ଆସିଷ୍ଟାଣ୍ଟ୍ ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ।
'ପୁଷ୍ପା ୨'ର ପ୍ରିମିୟର୍ ଶୋ’ରେ ଦଳାଚକଟାରେ ଜଣେ ମହିଳାଙ୍କ ଦୁଃଖଦ ମୃତ୍ୟୁ ସହିତ ତାଙ୍କର ୮ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହୋଇନାହିଁ। ପ୍ରକାଶ ଯେ, ଶିଶୁର ଅବସ୍ଥା ଏବେ ବି ଗୁରୁତର ଏବଂ ସେ ଭେଣ୍ଟିଲେଟର ସହାୟତାରେ ଅଛନ୍ତି।
ଓସ୍କାର ପାଇଁ ମନୋନୀତ ହୋଇଥିବା ୧୫ଟି ଚଳଚ୍ଚିତ୍ର ମଧ୍ୟରେ 'ଲାପତା ଲେଡିଜ୍' ନ ଥିବାରୁ ଆମୀର ଖାନ ଏବଂ କିରଣ ରାଓଙ୍କ ସମେତ ସମସ୍ତ ଭାରତୀୟଙ୍କ ପାଇଁ ନିଶ୍ଚିତ ନିରାଶର କାରଣ ହୋଇଛି। କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବର୍ଗରେ ଆଉ ଏକ...
ଚଳିତ ବର୍ଷ ଅନେକ ସେଲିବ୍ରିଟିଙ୍କ ଘରେ ସୁଖ ଆଣିଥିବାବେଳେ କେତେକଙ୍କ ପରିବାରକୁ ଦୁଃଖ ସାଗରରେ ଛାଡିଦେଇଛି। ଇଣ୍ଡଷ୍ଟ୍ରିରେ କିଛି ତାରକା ଅଛନ୍ତି ଯେଉଁମାନେ ଚଳିତ ବର୍ଷ ଏ ଦୁନିଆକୁ ବିଦାୟ ଦେଇଛନ୍ତି। ଏମାନେ ଇଣ୍ଡଷ୍ଟ୍ରିର ଏପରି ତାରକା ଥିଲେ ଯାହାଙ୍କ ଅନୁପସ୍ଥିତି ଆଉ କାହା ଦ୍ୱାରା ପୂରଣ ହୋଇପାରିବ...
ବର୍ତ୍ତମାନ ଜଣେ ମହିଳା ମେହେନ୍ଦୀ ମାଧ୍ୟମରେ ନିଜର ବିବାହ ବିଫଳତାକୁ ଦେଖାଇଛନ୍ତି। ଏହି ମହିଳା ଜଣଙ୍କ ତାଙ୍କ ହାତରେ ମେହେନ୍ଦୀ ଦ୍ୱାରା ଏମିତି କିଛି ଭିଜୁଆଲ୍ ଦେଖାଇଛନ୍ତି, ଯାହା ସେ ତାଙ୍କ ଶାଶୁ ଘରେ ସହିଛନ୍ତି। ବର୍ତ୍ତମାନ ମହିଳାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ୍...
SBI ଏକ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି। SBI ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।