ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ପ୍ରଥମ ସିଜନ୍ରେ ଭାରତୀୟ ଟିମ୍ ଫାଇନାଲକୁ ଯାଇଥିଲେ ମଧ୍ୟ ଟ୍ରଫି ଜିତିପାରି ନ ଥିଲା। ଏବେ ଦମ୍ଦାର୍ ଫର୍ମରେ ଅଛି ଟିମ୍ ଇଣ୍ଡିଆ। ଏଥର ମୁକୁଟ ବିଜୟ ସ୍ୱପ୍ନ ସାକାର ହେବ ତ
ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୩ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଭାରତ ମୁକୁଟର ଦାବିଦାରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ତେବେ ଭାରତର ସମ୍ଭାବନା କେତେ? କ୍ଷୁଦ୍ରତମ ଫର୍ମାଟ୍ରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ବିଶ୍ୱ ଚାମ୍ପିଅନ୍ ହୋଇପାରିବ କି?
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଟିମ୍ର ଅଧିନାୟକ ଦାୟିତ୍ୱ ଦେଇ ବିସିସିଆଇ ଏକ ଉଚିତ ନିଷ୍ପତ୍ତି ନେଇଛି। ହାର୍ଦ୍ଦିକଙ୍କ ନେତୃତ୍ୱକୁ ନେଇ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚା। ତେବେ ଅଧିନାୟକ ଭାବେ ସେ ବେଶୀ ଦୂର ଯାଇ ନାହାନ୍ତି। ଆଗକୁ ସେ ଅନେକ ପରୀକ୍ଷାର ସମ୍ମୁଖୀନ ହେବେ।
ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ରେ କ୍ୱାର୍ଟର-ଫାଇନାଲ୍କୁ ବି ଯାଇପାରିଲାନି ଆୟୋଜକ ଭାରତ। ୧୯୭୫ ପରଠାରୁ ଭାରତ ବିଶ୍ୱକପ୍ରେ କେବେ ପଦକ ଜିତିପାରି ନାହିଁ। ଏବେ ବଡ଼ ପ୍ରଶ୍ନ ହେଉଛି ଯେ ଟିମ୍ କାହିଁକି ବିଫଳ ହେଲା? ଭୁଲ୍ ରହିଲା କେଉଁଠି?
ଦୁବାଇ ଚାମ୍ପିଅନ୍ସିପ୍ ହେବ ସୁପରଷ୍ଟାର୍ ସାନିଆ ମିର୍ଜାଙ୍କ ଦୀର୍ଘ ପେସାଦାର କ୍ୟାରିଅରର ଶେଷ ପ୍ରତିଯୋଗିତା। ଏହା ସହିତ ଭାରତୀୟ ଟେନିସ୍ରେ ସାନିଆଙ୍କ ଯୁଗର ଅନ୍ତ ଘଟିବ।
ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍ ହେବାକୁ ଯାଉଛି। ୨୦୧୧ ବିଶ୍ୱକପ୍ ଫାଇନାଲ୍ରେ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍ର ବିଜୟର ୧୨ ବର୍ଷ ପରେ ଟିମ୍ ଇଣ୍ଡିଆ ପୁନର୍ବାର ଘରେ ବିଶ୍ୱକପ୍ ମୁକୁଟ ଜିତିପାରିବ କି - ଏହାକୁ ନେଇ କ୍ରିକେଟ୍ ମହଲରେ ଏବେଠୁ ଚର୍ଚ୍ଚା।
ଭାରତ ଶେଷଥର ୧୯୭୫ରେ ମାଲେସିଆର କୁଆଲାଲମ୍ପୁର ଠାରେ ଆୟୋଜିତ ପୁରୁଷ ହକି ବିଶ୍ୱକପ୍ରେ ଚାମ୍ପିଅନ୍ ହୋଇଥିଲା। ଏହା ପରଠାରୁ ଭାରତକୁ ଆଉ କେବେ ଏହି ସମ୍ମାନଜନକ ଟ୍ରଫି ଉଠାଇବାର ସୌଭାଗ୍ୟ ମିଳି ନାହିଁ। ୪୭ ବର୍ଷ ପରେ ବିଶ୍ୱକପ୍ ଟାଇଟଲ୍ ଜିତିପାରିବ କି ଭାରତ? ଆୟୋଜକ ଟିମ୍ ଏଥିପାଇଁ...
ହ୍ୱାଇଟ୍ ବଲ୍ କ୍ରିକେଟ୍ରେ ରୋହିତ ଶର୍ମାଙ୍କ ସ୍ଥାୟୀ ଉତ୍ତରାଧିକାରୀ କରାଯିବା ଲକ୍ଷ୍ୟ ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ରେ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏବେ ରୋହିତଙ୍କ ପାଇଁ ନିଜ ଅଧିନାୟକତ୍ୱ ବଞ୍ଚାଇବା ଏବଂ ହାର୍ଦ୍ଦିକଙ୍କ ପାଇଁ ସୁଯୋଗ ମିଳିବା ସ୍ଥଳେ ନିଜ ନେତୃତ୍ୱ-ଦକ୍ଷତାକୁ ବଳିଷ୍ଠ ଓ...
ଦୁଇ କିମ୍ବଦନ୍ତୀ ଖେଳାଳି - କ୍ରିକେଟର୍ ସଚିନ ତେନ୍ଦୁଲକର ଓ ଫୁଟ୍ବଲର୍ ଲିଓନେଲ୍ ମେସୀଙ୍କ ସବୁଠାରୁ ବଡ଼ ଉପଲବ୍ଧି ମଧ୍ୟରେ ସମାନତାକୁ ନେଇ ଏବେ ଚର୍ଚ୍ଚା। କ୍ୟାରିଅର୍ରେ ବ୍ୟାପକ ସଫଳତା ସତ୍ତ୍ୱେ ଉଭୟ ତେନ୍ଦୁଲକର ଓ ମେସୀଙ୍କର ଏକ ଅଧୁରା ସ୍ୱପ୍ନ ରହିଥିଲା - ଦୁହେଁ ବିଶ୍ୱକପ୍ ଟ୍ରଫି...
ଓପନର୍ ଈଶାନ କିଶନଙ୍କ ରୂପରେ ଟିମ୍ ଇଣ୍ଡିଆରେ ଏକ ନୂଆ ତାରକାର ଅଭ୍ୟୁଦୟ ହୋଇଛି। ଏଥିସହିତ ସୃଷ୍ଟି ହୋଇଛି ସୀମିତ ଓଭର୍ କ୍ରିକେଟ୍ରେ ଟିମ୍ ପାଇଁ ବଡ଼ ସମ୍ଭାବନା। ବାଦ୍ ପଡ଼ିବେ କି ଧାବନ୍?
ଟିମ୍ ଇଣ୍ଡିଆର ଏସିଆ କପ୍ ଓ ଟି-୨୦ ବିଶ୍ୱକପ୍ରେ ବିଫଳତା ଏବଂ ଏହାପରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ଠାରେ ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳାରେ ପରାଜୟ ବିସିସିଆଇର ଚିନ୍ତା ବଢ଼ାଇଦେଇଛି। ପ୍ରଶ୍ନ ଉଠୁଛି, ୨୦୨୩ ବିଶ୍ୱକପ୍ ଆଗରୁ ସଙ୍କଟରୁ ମୁକୁଳି ପାରିବ ତ ଟିମ୍ ଇଣ୍ଡିଆ?
ଲିଓନେଲ୍ ମେସୀ ତାଙ୍କର ଉଲ୍ଲେଖନୀୟ କ୍ୟାରିଅରରେ ଗୋଟିଏ ବି ବିଶ୍ୱକପ୍ ମୁକୁଟ ହାତେଇ ନାହାନ୍ତି। କତରରେ ସେ କ୍ୟାରିଅରର ଶେଷ ବିଶ୍ୱକପ୍ ଖେଳୁଛନ୍ତି ଏବଂ ଏହା ତାଙ୍କ ଲାଗି ଶେଷ ସୁଯୋଗ। ମେସୀ ତାଙ୍କ ବିଶ୍ୱବିଜୟ ସ୍ୱପ୍ନକୁ ସାକାର କରିପାରିବେ କି? ତାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନାକୁ ଦେଇପାରିବେ କି...
ଟି-୨୦ ଆନ୍ତର୍ଜାତିକରେ ରିଷଭ ପନ୍ତଙ୍କ ବ୍ୟାଟିଂ ବିଫଳତା ଏକ ପୁରୁଣା ସମସ୍ୟା । ଏହି ଯୁବ ଖେଳାଳି କ୍ରିକେଟର କ୍ଷୁଦ୍ରତମ ଫର୍ମାଟ୍ ପାଇଁ କ’ଣ ଫିଟ୍ ନୁହନ୍ତି? ଏ ପ୍ରଶ୍ନ ଏବେ ଟିମ୍ ମ୍ୟାନେଜ୍ମେଣ୍ଟ ପାଇଁ ଚିନ୍ତାର ବିଷୟ; ଆଗକୁ ଗଢ଼ା ହେବାକୁ ଥିବା ନୂଆ ଚୟନ କମିଟିକୁ...
ଚର୍ଚ୍ଚା ହେଉଛି ଯେ ଟି-୨୦ ଆନ୍ତର୍ଜାତିକରେ ରୋହିତ ଶର୍ମାଙ୍କ ସମୟ ଶେଷ ହୋଇଯାଇଛି। କେବଳ ନେତୃତ୍ୱ ଛାଡ଼ିବାର ସମୟ ଆସିନି, ଟିମ୍ରେ ଆଉ ତାଙ୍କର ସ୍ଥାନ ନାହିଁ। ଭାରତୀୟ ଟି-୨୦ ଟିମ୍ର ଭବିଷ୍ୟତ ଦୃଷ୍ଟିରୁ ରୋହିତଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ସ୍ୱତଃପ୍ରବୃତ୍ତ ଭାବେ ବାଟ ଛାଡ଼ିବାକୁ ହେବ, ଅନ୍ୟଥା...
ଟିମ୍ ଇଣ୍ଡିଆ କ’ଣ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବା ଲାଗି ଯୋଗ୍ୟ ଥିଲା? ନିଜ ବ୍ୟାଟିଂରେ ନିରାଶ କରିଥିବା ରୋହିତଙ୍କ ନେତୃତ୍ୱ-ଦକ୍ଷତା ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି । ବିଫଳତା ପାଇଁ ରୋହିତ କେତେ ମାତ୍ରାରେ ଦାୟୀ? ଏବେ ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳିଙ୍କୁ...
ଟିମ୍ ଇଣ୍ଡିଆର ଡେଥ୍ ଓଭର୍ସ ସମସ୍ୟା ସମ୍ପୂର୍ଣ୍ଣ ରୂପେ ନ ହେଲେ ବି ଅନେକାଂଶରେ ଦୂର ହୋଇପାରିଛି। ଟିମ୍ର ନୂଆ ଡେଥ୍ ଓଭର୍ ବୋଲର୍ ଭାବେ ବାମହାତି ପେସର୍ ଅର୍ଶଦୀପ ସିଂହଙ୍କ ଅଦ୍ଭ୍ୟୁଦୟ ହୋଇଛି। ସ୍ୱଳ୍ପ ଅଭିଜ୍ଞତା ମଧ୍ୟରେ ସେ ବଡ଼ ସଫଳତା ପାଇଛନ୍ତି।
ଗୋଟିଏ ସମୟ ଥିଲା, ବିରାଟ ଭଲ ଫର୍ମରେ ନ ଥିଲେ ଏବଂ ତିନି ବର୍ଷରୁ ଅଧିକ ଦିନ ଧରି ତାଙ୍କ ବ୍ୟାଟ୍ରୁ ଶତକ ବାହାରି ନ ଥିଲା। ସେତେବେଳେ ସେ ନିଜେ ବି ବୁଝିପାରୁ ନ ଥିଲେ ଯେ ତାଙ୍କ ସହିତ କ’ଣ ଘଟୁଛି। ଖରାପ ପ୍ରଦର୍ଶନ ସ୍ଥଳେ...
କେତେକ ପୂର୍ବତନ କ୍ରିକେଟର୍ ଟି-୨୦ ବିଶ୍ୱକପ୍ରେ ଭାରତକୁ ମୁକୁଟ ଦୌଡ଼ରେ ସାମିଲ୍ କରିଛନ୍ତି; ହେଲେ ପ୍ରକୃତରେ ଟିମ୍ ଇଣ୍ଡିଆର ସମ୍ଭାବନା କେତେ? ପୂର୍ବ ସଂସ୍କରଣରେ ମଧ୍ୟ ଭାରତ ଫେଭରିଟ୍ ଭାବେ ମଇଦାନକୁ ଓହ୍ଲାଇଥିଲା; କିନ୍ତୁ ସେମିଫାଇନାଲ୍ରେ ପହଞ୍ଚିପାରି ନ ଥିଲା। ଏହାର ବର୍ଷେ ପରେ ଆଉ ଏକ ବିଶ୍ୱକପ୍ରେ...
ଭାରତରେ ଫୁଟବଲ୍ ମହାକୁମ୍ଭର ଆୟୋଜନ ଫୁଟବଲ୍ ସଂସ୍କୃତିର ବିକାଶ ପାଇଁ ପରୋକ୍ଷରେ ପ୍ରୋତ୍ସାହିତ କରିଛି। ଆମକୁ ନିଜ ସାମର୍ଥ୍ୟ ପରଖିବାର ସୁଯୋଗ ଦେଇଛି। ଆଗକୁ ଯିବାର ବାଟ ଫିଟାଇଛି। ଏବେ ଆମକୁ ବିଧିବଦ୍ଧ ଯୋଜନା ସହ ଲକ୍ଷ୍ୟପଥରେ ଆଗକୁ ବଢ଼ିବାକୁ ହେବ ସବୁ ଅନ୍ତରାୟକୁ ଅତିକ୍ରମ କରି।
ଟି-୨୦ ବିଶ୍ୱକପ୍ରେ ‘ଏସିଆ କପ୍ ସମସ୍ୟା’କୁ ଖେଳିବ ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆରେ ଚୂଡ଼ାନ୍ତ ଏକାଦଶରେ ନ ଥିବେ ଦୁଇ ପ୍ରମୁଖ ଖେଳାଳି - ପେସର୍ ଯଶପ୍ରୀତ ବୁମ୍ରା ଓ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା। ଏପରି ସ୍ଥିତିରେ ରୋହିତ ସେନା କ’ଣ ବିଶ୍ୱକପ୍ ଜିତିପାରିବ?