• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

Biswajit Mohanty

Editor

ବିଶ୍ୱଜିତ୍ ମହାନ୍ତି ଲେଖକ ବୃତ୍ତିରେ ଜଣେ ସାମ୍ବାଦିକ। ଓଡ଼ିଆ ସାମ୍ବାଦିକତାରେ ପ୍ରାୟ ...more

ବିଶ୍ୱଜିତ୍ ମହାନ୍ତି ଲେଖକ ବୃତ୍ତିରେ ଜଣେ ସାମ୍ବାଦିକ। ଓଡ଼ିଆ ସାମ୍ବାଦିକତାରେ ପ୍ରାୟ ଦୁଇ ଦଶନ୍ଧିର ଅଭିଜ୍ଞତା ଥିବା ବେଳେ ଅଧୁନା ସେ ଏକ ଦୈନିକ ଖବର କାଗଜ ସହ ଜଡ଼ିତ। ବିଶେଷକରି କ୍ରୀଡ଼ା, ସଂସ୍କୃତି ଓ ରାଜନୀତି ଉପରେ ବିଶ୍ଳେଷଣାତ୍ମକ ପ୍ରବନ୍ଧ ଲେଖିବାରେ ପାରଙ୍ଗମ।

less

Posts by Biswajit Mohanty

Who will be India's Test captain after Rohit
Team India Test Captaincy: ରୋହିତଙ୍କ ପରେ କିଏ ହେବେ ଭାରତର ଟେଷ୍ଟ ଅଧିନାୟକ

ରୋହିତ ଶର୍ମାଙ୍କ ପରେ କିଏ ଭାରତୀୟ ଟେଷ୍ଟ ଟିମ୍‌ର ଅଧିନାୟକ ହେବେ, ତାହାକୁ ନେଇ ଏବେ ଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଉପ-ଅଧିନାୟକ ଯଶପ୍ରୀତ ବୁମ୍‌ରାଙ୍କୁ ମିଳିବ କି ଟେଷ୍ଟ ନେତୃତ୍ୱ, ୱିକେଟ୍‌କିପର୍‌-ବ୍ୟାଟର୍ ରିଷଭ ପନ୍ତଙ୍କୁ ଦିଆଯିବ କି ଟିମ୍‌ର ଦାୟିତ୍ୱ ନା ପୁଣି ଅଧିନାୟକତ୍ୱକୁ ଫେରିବେ...

5 reasons why India failed to retain the Border Gavaskar Trophy
Sports: ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି କାହିଁକି ଜିତିପାରିଲାନି ଟିମ୍ ଇଣ୍ଡିଆ

ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ଠାରୁ ୧-୩ରେ ପରାଜିତ ହୋଇଛି ଟିମ୍ ଇଣ୍ଡିଆ । ଏହା ସହିତ ଡବ୍ଲ୍ୟୁଟିସି ଫାଇନାଲ୍ ଦୌଡ଼ରୁ ବି ବାଦ୍ ପଡ଼ିଛି । ତେବେ ପ୍ରଥମ ଟେଷ୍ଟ ଜିତିବା ସତ୍ତ୍ୱେ କାହିଁକି ସିରିଜ୍ ହାରିଗଲା ଗମ୍ଭୀରଙ୍କ ପ୍ରଶିକ୍ଷିତ ଟିମ୍‌?

Can Team India's head coach Gautam Gambhir save the seat
Sports: ଚାମ୍ପିଅନ୍ସ ଟ୍ରଫି ଯାଏଁ ଅଲ୍ଟିମେଟମ୍‌; ଗୌତମ ଗମ୍ଭୀରଙ୍କ ପାଇଁ ବଡ଼ ଚାଲେଞ୍ଜ୍

ଅଷ୍ଟ୍ରେଲିଆରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ ବି ଆଶାଜନକ ପ୍ରଦର୍ଶନ କରିପାରି ନାହିଁ ଟିମ୍ ଇଣ୍ଡିଆ । ଏହାପରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ଗାଦି ବଞ୍ଚାଇବା ହୋଇଛି ବଡ଼ ଚାଲେଞ୍ଜ୍। ତାଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫।

Will Rohit Sharma retire from Tests after the Border-Gavaskar Trophy
Sports: ବର୍ଡର-ଗାଭାସ୍କର ଟ୍ରଫି ପରେ ଟେଷ୍ଟରୁ ଅବସର ନେବେ କି ରୋହିତ ଶର୍ମା

ମେଲ୍‌ବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଛି ଟିମ୍ ଇଣ୍ଡିଆ । ଏହା ଫଳରେ ଡବ୍ଲ୍ୟୁଟିସିରେ ଭାରତର ସିଧାସଳଖ ଫାଇନାଲ୍‌ରେ ପ୍ରବେଶ ସମ୍ଭାବନା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ବର୍ଡର-ଗାଭାସ୍କର ଟ୍ରଫି ପରେ ଟେଷ୍ଟରୁ ଅବସର ନେବେ କି ଅଧିନାୟକ ରୋହିତ ଶର୍ମା?

India's World Cup win in T20; Rare failure in tests and oneday
Sports: ଟି-୨୦ରେ ଭାରତର ବିଶ୍ୱବିଜୟ; ଟେଷ୍ଟ ଓ ଦିନିକିଆରେ ବିରଳ ବିଫଳତା

୨୦୨୪ରେ ଭାରତ ଟି-୨୦ରେ ବିଶ୍ୱବିଜୟୀ ହୋଇଛି, କିନ୍ତୁ ଘରେ ନ୍ୟୁଜିଲାଣ୍ଡ ଠାରୁ ଟେଷ୍ଟ ସିରିଜ୍ ଓ ଶ୍ରୀଲଙ୍କାରେ ଦିନିକିଆ ସିରିଜ୍‌ରେ ପରାଜୟ ଅପ୍ରତ୍ୟାଶିତ ଥିଲା । ଅନେକ ବଡ଼ ଖେଳାଳିଙ୍କ ଅବସର ଘୋଷଣା ମଧ୍ୟ ଏ ବର୍ଷ ଚର୍ଚ୍ଚାର ବିଷୟ ହୋଇଛି।

Bumrah has kept alive India's chances of entering the WTC final
Sports: ଡବ୍ଲ୍ୟୁଟିସି ଫାଇନାଲ୍‌ରେ ଭାରତର ପ୍ରବେଶ ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି ବୁମ୍‌ରା

ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ରେ ଏ ଯାବତ ଚାଲେଞ୍ଜ୍‌ପୂର୍ଣ୍ଣ ରହିଆସିଛି ଟିମ୍ ଇଣ୍ଡିଆର ଅଭିଯାନ । ତେବେ ଦମ୍‌ଦାର ବୋଲିଂ ପ୍ରଦର୍ଶନ ବଳରେ ଡବ୍ଲ୍ୟୁଟିସି ଫାଇନାଲ୍‌ରେ ଭାରତର ପ୍ରବେଶ ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି ଉପ-ଅଧିନାୟକ ଯଶପ୍ରୀତ ବୁମ୍‌ରା ।

Why did Ashwin suddenly retire from international cricket
Sports: ଆନ୍ତର୍ଜାତିକ କ୍ରିକେଟ୍‌ରୁ କାହିଁକି ଅଚାନକ ଅବସର ନେଲେ ଅଶ୍ୱିନ

ବର୍ଡର-ଗାଭାସ୍କର ଟ୍ରଫି ମଝିରେ ଅଚାନକ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇଛନ୍ତି ଭାରତର ଅଫ୍ ସ୍ପିନ୍ ଅଲ୍‌ରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ୱିନ । ଏବେ କ୍ରିକେଟ୍ ଜଗତରେ ଏହାକୁ ନେଇ ଚାଲିଛି ଚର୍ଚ୍ଚା ।

Gukesh Dommaraju is the new superstar of the chess world
Sports: ଚେସ୍ ଜଗତର ନୂଆ ସୁପର୍‌ଷ୍ଟାର୍ ଗୁକେଶ ଡୋମ୍ମାରାଜୁ

ସତ ହୋଇଛି ଯୁବ ଗ୍ରାଣ୍ଡ୍‌ମାଷ୍ଟର ଗୁକେଶ ଡୋମ୍ମାରାଜୁଙ୍କ ସ୍ୱପ୍ନ । ଚେସ୍‌ରେ ସର୍ବକନିଷ୍ଠ ବିଶ୍ୱବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି ଭାରତର ଏହି ପ୍ରତିଭାଦୀପ୍ତ ଖେଳାଳି ।

Will Team India fly the triranga again at the Gabba
Sports: ପୁଣି ଗାବାରେ ତ୍ରିରଙ୍ଗା ଉଡ଼ାଇବ କି ଟିମ୍ ଇଣ୍ଡିଆ ?

ପର୍ଥ ବିଜୟ ପରେ ଆଡିଲେଡ୍‌ରେ ପିଙ୍କ୍ ବଲ୍ ଟେଷ୍ଟ ହାରିବା ଯୋଗୁଁ ଡବ୍ଲ୍ୟୁଟିସି ଦୃଷ୍ଟିରୁ ଟିମ୍ ଇଣ୍ଡିଆ ପାଇଁ ଗାବା ମ୍ୟାଚ୍‌ର ଗୁରୁତ୍ୱ ବହୁତ ବଢ଼ିଯାଇଛି । ଏବେ ପ୍ରଶ୍ନ ଉଠୁଛି ଯେ ଗାବାରେ ୨୦୨୦-୨୧ ଗସ୍ତର ସଫଳତାକୁ ଦୋହରାଇପାରିବ କି ଟିମ୍ ଇଣ୍ଡିଆ?

One is a god of cricket and other is a failed human being
Sports: ଜଣେ କ୍ରିକେଟ୍‌ର ଭଗବାନ ଆଉ ଜଣେ ଅସଫଳ-ଅସହାୟ ମଣିଷ

ଏକାଠି କ୍ରିକେଟ୍ କ୍ୟାରିଅର୍ ଆରମ୍ଭ କଲେ ଦୁଇ ପ୍ରତିଭାଶାଳୀ ବାଲ୍ୟ ବନ୍ଧୁ - ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲୀ । ତେବେ ସଚିନ ପହଞ୍ଚିଲେ ତୁଙ୍ଗ ଶିଖରରେ ଅଥଚ ପଥହୁଡ଼ା ହୋଇ କାମ୍ବଲୀ ପାଲଟିଗଲେ ଜଣେ ଅସଫଳ ଓ ଅସହାୟ ମଣିଷ ।

Is it possible the revival of talented opener Prithvi Shaw's career
Sports: ପ୍ରତିଭାଶାଳୀ ଓପନର୍ ପୃଥ୍ୱୀ ଶ’ଙ୍କ କ୍ୟାରିଅର୍‌ର ପୁନରୁତ୍ଥାନ ସମ୍ଭବ କି ?

ରଣଜୀ, ଦଲୀପ ଟ୍ରଫି ଓ ଟେଷ୍ଟ ପଦାର୍ପଣରେ ଶତକ ହାସଲ କରିଥିବା ପୃଥ୍ୱୀ ଶ’ଙ୍କ କ୍ୟାରିଅର୍ ଆଜି ପ୍ରଶ୍ନଘେରରେ । ଘରୋଇ କ୍ରିକେଟ୍‌ରେ ବିଫଳ ହେଉଛନ୍ତି ଏହି ପ୍ରତିଭାଶାଳୀ ଯୁବ ଓପନର୍ । ତାଙ୍କ ପାଇଁ ଫିଟ୍‌ନେସ୍ ବଜାୟ ରଖିବା ବି ହୋଇଛି ଚାଲେଞ୍ଜ୍ ।

Will Rohit Sharma return to form in the Border-Gavaskar Trophy
Sports: ବର୍ଡର-ଗାଭାସ୍କର ଟ୍ରଫିରେ ଫର୍ମକୁ ଫେରିବେ କି ରୋହିତ ଶର୍ମା

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଫର୍ମକୁ ଫେରିବେ କି ରୋହିତ ଶର୍ମା? ପୁଣି ଥରେ ଦେଖିବାକୁ ମିଳିବ କି ହିଟ୍‌ମ୍ୟାନ୍‌ଙ୍କ ଚମକ?

Can Team India confronted to the 'pink ball' challenge in Adelaide
Sports: ଆଡିଲେଡ୍‌ରେ ‘ପିଙ୍କ୍ ବଲ୍‌’ ଚାଲେଞ୍ଜ୍‌ର ମୁକାବିଲା କରିପାରିବ କି ଟିମ୍ ଇଣ୍ଡିଆ ?

ଆଡିଲେଡ୍ ଠାରେ ଡିସେମ୍ବର ୬ରୁ ଆରମ୍ଭ ହେବାକୁ ଯାଉଛି ‘ପିଙ୍କ୍ ବଲ୍‌’ ଟେଷ୍ଟ । ପର୍ଥ ପରେ ଆଡିଲେଡ୍ ଚାଲେଞ୍ଜ୍‌ର ମୁକାବିଲା କରିପାରିବ କି ଟିମ୍ ଇଣ୍ଡିଆ? ପୁଣି ଥରେ କମାଲ୍ କରିବେ କି ଭାରତୀୟ ବ୍ୟାଟର୍‌-ବୋଲର୍‌?

Is another Nadal possible to debut in professional tennis
Sports: ପେସାଦାର ଟେନିସ୍‌ରେ ଆଉ ଜଣେ ନାଡାଲ୍‌ଙ୍କ ଅଭ୍ୟୁଦୟ ସମ୍ଭବ କି ?

ଟେନିସ୍‌ରେ ରୋଜର୍ ଫେଡେରର୍ ଓ ସେରେନା ୱିଲିଅମ୍ସଙ୍କ ପରେ ‘କ୍ଲେ କୋର୍ଟର ବାଦ୍‌ଶାହ’ ରାଫେଲ୍ ନାଡାଲ୍‌ଙ୍କ ଯୁଗର ବି ଘଟିଛି ଅନ୍ତ । ଏବେ ବଡ଼ ପ୍ରଶ୍ନ ହେଉଛି, ପେସାଦାର ଟେନିସ୍‌ରେ କ’ଣ ଆଉ ଜଣେ ନାଡାଲ୍‌ଙ୍କ ଅଭ୍ୟୁଦୟ ସମ୍ଭବ ?

Women's Asian Champions Trophy winner Deepika Sehrawat
Sports: ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ବିଜୟର ସୂତ୍ରଧର ଦୀପିକା ସେହରାୱତ

ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ୨୦୨୪ରେ ଭାରତର ଯୁବ ଷ୍ଟ୍ରାଇକର୍ ଦୀପିକା ସେହରାୱତଙ୍କ ପ୍ରଦର୍ଶନକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଫାଇନାଲ୍‌ରେ ବିଜୟସୂଚକ ଗୋଲ୍ ଦେଇ ସେ ସାଜିଥିଲେ ଭାରତର ମୁକୁଟ ବିଜୟର ସୂତ୍ରଧର ।

Why it will be difficult for Team India to tour Australia
Sports: ଟିମ୍ ଇଣ୍ଡିଆ ପାଇଁ କାହିଁକି କଷ୍ଟସାଧ୍ୟ ହେବ ଅଷ୍ଟ୍ରେଲିଆ ଗସ୍ତ

ବର୍ଡର-ଗାଭାସ୍କର ଟ୍ରଫିରେ ପୂର୍ବ ଚାରି ଟେଷ୍ଟ ସିରିଜ୍ ଜିତିଛି ଭାରତ । କିନ୍ତୁ ଘରେ ନ୍ୟୁଜିଲାଣ୍ଡ ବିପକ୍ଷ ବିପର୍ଯ୍ୟୟ ପରେ ୨୦୨୪-୨୫ ସିରିଜ୍ ଟିମ୍ ପାଇଁ କଷ୍ଟସାଧ୍ୟ ହେବ ବୋଲି ଚର୍ଚ୍ଚା ହେଉଛି । ଡବ୍ଲ୍ୟୁଟିସି ଫାଇନାଲ୍‌ରେ ପ୍ରବେଶ ଲକ୍ଷ୍ୟ ଦୃଷ୍ଟିରୁ ରୋହିତ ସେନା ଆଗରେ ଏବେ ବଢ଼ିଯାଇଛି...

Will VVS Laxman be the head coach of the Indian Test team
Sports: ଭାରତୀୟ ଟେଷ୍ଟ ଟିମ୍‌ର ମୁଖ୍ୟ କୋଚ୍ ହେବେ କି ଭିଭିଏସ୍ ଲକ୍ଷ୍ମଣ

ଯଦି ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫିରେ ବି ପରାଜିତ ହେବ, ତା’ହେଲେ ଗୌତମ ଗମ୍ଭୀରଙ୍କ ଠାରୁ ଟେଷ୍ଟ ଟିମ୍‌ର କୋଚିଂ ଦାୟିତ୍ୱ କାଢ଼ି ନିଆଯାଇପାରେ । ଏହାପରେ ଏନ୍‌ସିଏ ମୁଖ୍ୟ ତଥା ପୂର୍ବତନ କ୍ରିକେଟର୍ ଭିଭିଏସ୍ ଲକ୍ଷ୍ମଣ ହୋଇପାରନ୍ତି ଟେଷ୍ଟ ଟିମ୍‌ର ନୂଆ କୋଚ୍ । ଏହାକୁ...

In Tests Virat was a better captain than Dhoni and Rohit
Virat Kohli Vs Dhoni Captaincy Record: ଟେଷ୍ଟରେ ଧୋନି ଓ ରୋହିତଙ୍କ ଠାରୁ ଉତ୍ତମ ଅଧିନାୟକ ଥିଲେ ବିରାଟ

ଟେଷ୍ଟ କ୍ରିକେଟ୍‌ରେ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମାଙ୍କ ଠାରୁ ଉତ୍ତମ ଅଧିନାୟକ ଥିଲେ ବିରାଟ କୋହଲି । ତାଙ୍କ ନେତୃତ୍ୱରେ ଘରେ ସମସ୍ତ ଟେଷ୍ଟ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ । ଟିମ୍‌କୁ ବିଶ୍ୱ ମାନ୍ୟତା ଶୀର୍ଷରେ ପହଞ୍ଚାଇବା ସହ ଅଷ୍ଟ୍ରେଲିଆରେ ପ୍ରଥମ ଥର ସିରିଜ୍...

Who will succeed of Rohit Sharma in Tests - Bumrah or Pant
Sports: ଟେଷ୍ଟରେ କିଏ ହେବେ ରୋହିତଙ୍କ ଉତ୍ତରାଧିକାରୀ - ବୁମ୍‌ରା ନା ପନ୍ତ

ନ୍ୟୁଜିଲାଣ୍ଡ ବିପକ୍ଷ ବିପର୍ଯ୍ୟୟ ପରେ ଟେଷ୍ଟ ଟିମ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ କିଏ ହେବେ, ତାହାକୁ ନେଇ ଏବେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା । ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ଉପ-ଅଧିନାୟକ ଯଶପ୍ରୀତ ବୁମ୍‌ରା ଓ ୱିକେଟ୍‌କିପର୍‌-ବ୍ୟାଟର୍ ରିଷଭ ପନ୍ତ।

The Border-Gavaskar Trophy will be the acid test for Gautam Gambhir
Sports: ଗୌତମ ଗମ୍ଭୀରଙ୍କ ପାଇଁ ଏସିଡ୍ ଟେଷ୍ଟ ହେବ ବର୍ଡର-ଗାଭାସ୍କର ଟ୍ରଫି

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ କ୍ଲିନ୍ ସୁଇପ୍ ହୋଇଛି ଟିମ୍ ଇଣ୍ଡିଆ । ଏହାପରେ ଡବ୍ଲ୍ୟୁଟିସିରେ ଭାରତର କ୍ରମାଗତ ତୃତୀୟ ଥର ଫାଇନାଲ୍‌ରେ ପ୍ରବେଶ ଉପରେ ଲାଗିଯାଇଛି ପ୍ରଶ୍ନଚିହ୍ନ । ଅଧିନାୟକ ରୋହିତ ଶର୍ମାଙ୍କ ସହ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ବି ହୋଇଛନ୍ତି କଡ଼ା ସମାଲୋଚନାର ଶରବ୍ୟ...

ବିଶ୍ୱଜିତ୍ ମହାନ୍ତି ଲେଖକ ବୃତ୍ତିରେ ଜଣେ ସାମ୍ବାଦିକ। ଓଡ଼ିଆ ସାମ୍ବାଦିକତାରେ ପ୍ରାୟ ଦୁଇ ଦଶନ୍ଧିର ଅଭିଜ୍ଞତା ଥିବା ବେଳେ ଅଧୁନା ସେ ଏକ ଦୈନିକ ଖବର କାଗଜ ସହ ଜଡ଼ିତ। ବିଶେଷକରି କ୍ରୀଡ଼ା, ସଂସ୍କୃତି ଓ ରାଜନୀତି ଉପରେ ବିଶ୍ଳେଷଣାତ୍ମକ ପ୍ରବନ୍ଧ ଲେଖିବାରେ ପାରଙ୍ଗମ।